ନୂଆଦିଲ୍ଲୀ: ଦିଲ୍ଲୀର ବୁରାରି ଅଞ୍ଚଳରେ ଗୋଟିଏ ଘରୁ ୧୧ଜଣଙ୍କ ମୃତଦେହ ଉଦ୍ଧାର ଘଟଣାର ଗୁମର ଫିଟୁଛି। ମୃତଦେହ ଜବତ ହୋଇଥିବା ଘରୁ ବହୁ ପରିମାଣର ହାତଲେଖା ନୋଟ୍ ମିଳିଛି। ନୋଟ୍ରେ ଲେଖାଯାଇଥିବା କିଛି ତଥ୍ୟକୁ ଆଧାର କରି ବିଚିତ୍ର ଧର୍ମ ବିଶ୍ୱାସ ଯୋଗୁଁ ଏହି ଘଟଣା ଘଟିଥିବା ଜଣାପଡ଼ିଛି। ଗୋଟିଏ ଘର ଭିତରୁ ଏକାସଙ୍ଗେ ୧୧ଜଣଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ପ୍ରଥମେ ଏହା ଗଣ ଆତ୍ମହତ୍ୟା ପରେ କେହି ଗଣ ହତ୍ୟା […]
ଆଜିକାଲିର ନିତିଦିନିଆ ସମସ୍ୟା ହାଇଗଲାଣି ହୃଦରୋଗ , ଉଚ୍ଚରକ୍ତଚାପ ,ବାତ , କଫ ଇତ୍ୟାଦି । କାରଣ ଆମର ଆଡମ୍ୱରପୂର୍ଣ୍ଣ ଦୈନିକ ଜୀବନ ଶୈଳୀ ଏଥିପାଇଁ ଦାୟୀ । ଆମେ ଏମିତି ଅଭ୍ୟାସରେ ପଡିଗଲେଣି ଯେ, ସ୍ୱାସ୍ଥ୍ୟ ପାଇଁ ବି ସମୟ ଦେଉନେ । ଆପଣଙ୍କୁ ଏମିତି ଏକ ପ୍ରାଣାୟମ ବିଷୟରେ କହୁଛୁ , ଯାହା କି ବେଶୀ ସମୟ ଦେବାରେ ଆବଶ୍ୟକତା ନାହିଁ । ଏହାକୁ କେବଳ ପ୍ରତିଦିନ ୧୫ ମିନିଟ୍ ଅଭ୍ୟାସ କରିବାର ଅଛି […]
ବେଜିଂ : ଆତଙ୍କବାଦୀ ପ୍ରଚାର ଉଦ୍ଦିଷ୍ଟ ଭିଡ଼ିଓକୁ ନେଇ ଲୋକପ୍ରିୟ ସୋଶାଲ ମିଡିଆ ଆପ୍ ଟିକ୍ଟକ୍ ଉଠାଇଛି ଏକ ଦୃଢ଼ ପଦକ୍ଷେପ । ନିଜ ପ୍ଲାଟ୍ଫର୍ମରୁ କିଛି ଆଇଏସ୍ଆଇ ଭିଡ଼ିଓକୁ ହଟାଇଦେଇଛି। ‘ଦ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ର ସୂଚନା ମୁତାବକ ୨୪ଟି ଆଇଏସ୍ଆଇ ଆକାଉଣ୍ଟକୁ ଚିହ୍ନଟ କରି ଏହି ଭିଡ଼ିଓ ସବୁ ହଟେଇ ଦେଇଛି ଟିକ୍ଟକ୍ କଂପାନୀ। ଏହି ଆକାଉଣ୍ଟରେ ଯେଉଁ ସବୁ ଭିଡ଼ିଓ ପୋଷ୍ଟ ହେଉଥିଲା , ତାର ମୂଳ ଲକ୍ଷ୍ୟ ଥିଲା ଫଲୋୟରସ୍ ବଢ଼ାଇବା […]
ରାଞ୍ଚି : ରାଞ୍ଚି ଟେଷ୍ଟ ଜିତି ସିରିଜ୍ କ୍ଲିନସୁଇପ୍ କରିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବିଜୟର ଶ୍ରେୟ ପୂରା ଟିମକୁ ଦେଇଛନ୍ତି। କୋହଲି କହିଛନ୍ତି, “ଆମେ ବିଶ୍ୱର କୌଣସି ସ୍ଥାନରେ ଜିତିପାରିବୁ। ମ୍ୟାଚର ଫଳାଫଳ ମାଇଣ୍ଡସେଟ୍ ଏବଂ ପରିଶ୍ରମ ଉପରେ ନିର୍ଭର କରେ। ବିଶ୍ୱର ସର୍ବଶ୍ରେଷ୍ଠ ଟିମ୍ ହେବା ପାଇଁ ଆମକୁ ସବୁ ବିଭାଗରେ ବେଷ୍ଟ ହେବାକୁ ପଡ଼ିବ। ଏଠାରେ ଆମକୁ ଯେଉଁ ବିଜୟ ମିଳିଛି, ତାହା ଚମତ୍କାର। ଏକ ଟିମ୍ ଭାବେ ଆମେ […]
ଶ୍ରୀନଗର: ଦକ୍ଷିଣ କଶ୍ମୀରର ପୁଲ୍ୱାମା ଅଞ୍ଚଳର ତ୍ରାଲ୍ଠାରେ ସୁରକ୍ଷା କର୍ମୀର ଏନ୍କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଡିଜିପି ଦିଲ୍ବାଗ୍ ସିଂହ କହିବା ଅନୁଯାୟୀ, ମୃତ ୩ ଆତଙ୍କବାଦୀ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈଶ୍-ଏ-ମହମ୍ମଦ ସହ ଜଡ଼ିତ। ଅନ୍ୟପକ୍ଷରେ ରଜୌରୀ ଜିଲ୍ଲାର ନୌଶେରା ସହରରେ ଆତଙ୍କବାଦୀଙ୍କ ସହ ସୁରକ୍ଷା କର୍ମୀଙ୍କ ଗୁଳି ବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି। ୨.୪୦ ବେଳକୁ ଏଲ୍ଓସିଠାରୁ ୫୦୦ ମିଟର ଭିତରେ ଏଭଳି ଘଟଣା ଘଟିଛି। ଏହା ପୂର୍ବରୁ ଆଇଡି […]
ନୂଆଦିଲ୍ଲୀ : GST ପ୍ରଚଳନକୁ ଆଜି ବର୍ଷେ ପୂରିଛି। ଗୋଟିଏ ଦେଶ, ଗୋଟିଏ ଟିକସ। ଏହି ସ୍ଲୋଗାନ ଦେଇ ଗତବର୍ଷ ଜୁଲାଇ ୧ରୁ କେନ୍ଦ୍ର ସରକାର ଲାଗୁ କରିଥିଲେ। ଗୁଡ୍ସ ଆଣ୍ଡ ସର୍ଭିସେସ୍ ଟ୍ୟାକ୍ସ ବା GST । ସାରା ଦେଶରେ ଟିକସ କ୍ଷେତ୍ରରେ ସଂସ୍କାର ଆସିଥିବା କହି କେନ୍ଦ୍ର ସରକାର ଏହାକୁ ଜିଏସଟି ଦିବସ ଭାବେ ପାଳନ କରୁଥିବା ବେଳେ ବିରୋଧୀ କିନ୍ତୁ ସମାଲୋଚନା କରିଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଜିଏସ୍ଟି ପ୍ରଚଳନର ଅନେକ […]
ଲକ୍ଷ୍ନୌ: ନିର୍ବାଚନ ଆସିବା ମାତ୍ରେ ଖୋଜାପଡ଼େ ସେଲିବ୍ରେଟି ରିଟର୍ଣ୍ଣିଂ ଅଫିସର ରୀନା ଦ୍ୱିବେଦୀଙ୍କୁ। ପୂର୍ବରୁ ହଳଦିଆ ଶାଢ଼ୀରେ ଲୋକସଭା ନିର୍ବାଚନ ସମୟରେ ଚର୍ଚ୍ଚାରେ ଥିବା ଏହି ପିଡବ୍ଲୁଡି ଅଧିକାରୀଙ୍କର ଇଭିଏମ୍ ସହ ଫଟୋ ବିଭିନ୍ନ ଗଣମାଧ୍ୟମର ଶିରୋନାମା ମଣ୍ଡନ କରିଥିଲା। ସୋମବାର ଉତ୍ତର ପ୍ରଦେଶର ଏକ ଉପନିର୍ବାଚନରେ ତାଙ୍କୁ ଏକ ଗୋଲାପୀ ଶାଢ଼ୀରେ ଦେଖିବାକୁ ମିଳିଛି। ସେ ଲକ୍ଷ୍ନୌ କ୍ୟାଣ୍ଟନମେଣ୍ଟର କ୍ରିଷ୍ଣାନଗର ଠାରେ ଇଲେକ୍ସନ୍ ଡ୍ୟୁଟିରେ ଯୋଗ ଦେଇଥିଲେ। ଗୋଲାପୀ ଏବଂ ଗୋଲଡେନ୍ ରଙ୍ଗ ମିଶା ଶାଢ଼ୀରେ […]