• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Singapore-supreme-court-700x430
ଭାରତୀୟ ବଂଶୋଦ୍ଭବ ଓକିଲ ସିଙ୍ଗାପୁର ସୁପ୍ରିମ କୋର୍ଟରେ ଜୁଡିସିଅାଲ କମିଶନର ନିଯୁକ୍ତ

ସିଙ୍ଗାପୁର: ସିଙ୍ଗାପୁର ରାଷ୍ଟ୍ରପତି ହାଲିମା ୟାକୁବ ଜଣେ ଭାରତୀୟ ବଂଶୋଦ୍ଭବ ଓକିଲଙ୍କୁ ସିଙ୍ଗାପୁର ସୁପ୍ରିମ କୋର୍ଟରେ ଜୁଡିସିଅାଲ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି। ସେ ହେଉଛନ୍ତି ଦାଦର ସିଂ ଗିଲ୍। ୫୯ ବର୍ଷୀୟ ଦାଦରଙ୍କର ୩୦ ବର୍ଷର ଓକିଲାତି ଅଭିଜ୍ଞତା ରହିଛି। ସିଙ୍ଗାପୁରରେ ସେ ଜଣେ ଭଲ ପ୍ରପର୍ଟି ଲିଟିଗେଟର ଭାବେ ପରିଚିତ। ବୁଧବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁଯାୟୀ ଦାଦର ଅାସନ୍ତା ୧ ଅଗଷ୍ଟରୁ କାର୍ଯ୍ୟଭାର ଗ୍ରହଣ କରି ଅାଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ […]

cbse board
ମହଙ୍ଗା ପଡ଼ିଲା ଭୁଲ ମୂଲ୍ୟାୟନ: ୧୩୦ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ମହଙ୍ଗା ପଡ଼ିଲା ସିବିଏସ୍ଇ ପରୀକ୍ଷା ଖାତାର ଭୁଲ ମୂଲ୍ୟାୟନ। ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଭୁଲ ମୂଲ୍ୟାୟନ ଓ ମାର୍କ ଟୋଟାଲିଂରେ ଭୁଲ ଥିବା ଅଭିଯୋଗରେ ଦେଶର ୧୩୦ ଜଣ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସିବିଏସ୍ଇ ବୋର୍ଡ। କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଥିବା ୧୩୦ ଶିକ୍ଷକଙ୍କ ମଧ୍ୟରେ ବିହାରର ପାଟନାରୁ ସର୍ବାଧିକ ୪୫ ଜଣ ଶିକ୍ଷକ ଅଛନ୍ତି। ସେହିପରି ଭୁବନେଶ୍ୱରରୁ ୭, ଦିଲ୍ଲୀରୁ ୬, ଚେନ୍ନାଇରୁ ୧୪ଜଣ ଶିକ୍ଷକ ଅଛନ୍ତି। ଗତ ମାସ ଶେଷ […]

newsroom shooting
ଆମେରିକାରେ ଖବରକାଗଜ ଅଫିସ ଉପରକୁ ଗୁଳିମାଡ଼, ୫ ମୃତ

ୱାସିଂଟନ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆମେରିକାର ଏକ ନ୍ୟୁଜପେପର କାର୍ଯ୍ୟାଳୟ ଉପରକୁ ଗୁଳିମାଡ଼ । ଏଥିରେ ୫ ଜଣ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି ଏବଂ ୨ ଜଣ ଗୁରୁତର ଅାହତ ହୋଇଛନ୍ତି । ଅାମେରିକା ମେରୀଲ୍ୟାଣ୍ଡ ସ୍ଥିତ କ୍ୟାପିଟାଲ ଗ୍ୟାଜେଟ କାର୍ଯ୍ୟାଳୟ ଉପରେ ଜଣେ ବନ୍ଧୁକଧାରୀ ହଠାତ ପ୍ରବେଶ କରି ଅାଖିବୁଜା ଗୁଳିମାଡ଼ କରିଥିଲା । ଦୁର୍ବୁତ୍ତର ପରିଚୟ ମିଳିଛି । ତା ନାଁ ହେଲା ଜାରେଡ ଓ୍ୱାରେନ ରାମୋସ । ଗୁୁରୁବାର ନ୍ୟୁଜରୁମରେ କର୍ମଚାରୀମାନେ […]

KBC--1
‘ମୋତେ ୧୫ ବର୍ଷ ହୋଇଥିବା ବେଳେ ୮ ଜଣ ଦୁଷ୍କର୍ମ କରିଥିଲେ’

ଇଏ ଏମିତି ଜଣେ ମହିଳାଙ୍କର କାହାଣୀ ଯାହାକୁ ଜାଣିଲେ ଆପଣ ବିଶ୍ୱାସ କରିପାରିବେନି ତାଙ୍କ ସହ ଏମିତି ହୋଇପାରେ । ଏହି ଥର ଶୁକ୍ରବାରର ‘କୌନ୍‌ ବନେଗା କରୋଡିପତି’ର ସ୍ପେଶାଲ ସୋ’ କୁ  ଆସୁଛନ୍ତି ଏହି ମହିଳା । ଯାହାଙ୍କ ଜୀବନ କାହାଣୀ ଶୁଣି ଅମିତାଭ ବି ଥରି ଉଠିଛନ୍ତି। ତାଙ୍କ ମନର କଥା ଶୁଣି କିଛି ସମୟ ସ୍ତବ୍ଧ ହୋଇଯାଇଛନ୍ତି ଅମିତାଭ । ଶୁକ୍ରବାର ଦିନ ଏହି ସ୍ପେଶାଲ ସୋ’ର ପ୍ରସାରଣ ହେବ । ଆଉ […]