• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

dama
ଶୋକରେ ସକୁନି , ସରୁନି ଦୁଃଖ... ମଞ୍ଚ ଖୋଜୁଛନ୍ତି ଦାମ

ଭୁବନେଶ୍ୱର : ଦୁର୍ଯ୍ୟୋଧନ କ’ଣ ମଲାଣି । ଦୁର୍ଯୋଧନ ପରା ଉରୁଭଙ୍ଗ ହୋଇ ମାନସରୋବରରେ ପଡ଼ିଛି। ଦୁର୍ଯ୍ୟୋଧନ ମରିବ। କୁରୁ ବଂଶ ସମୂଳେ ଧ୍ୱଂସ ହେବ। ତା’ପରେ ଶକୁନି ଶାନ୍ତି ପାଇବ ନା।… ଇଏ ହେଉଛି ସେଇ ଦୁର୍ଦ୍ଦାନ୍ତ ଯାତ୍ର ଭିଲେନ୍‌ ଦାମ ପଣ୍ଡାଙ୍କ ଛାତି ଥରା ଡାଏଲଗ୍‌। ଯାହାଙ୍କ ଭୟଙ୍କର ଚରିତ୍ରରେ ଥରହର ହୁଏ ନିଃଶବ୍ଦ ରାତିର ଯାତ୍ରା ପେଣ୍ଡାଲ୍‌। ଯାହାଙ୍କ ଭୟଙ୍କର ଡାଏଲଗ୍‌ରେ ଚମକିପଡ଼ି ଛାତିରେ ଛେପ ପକାଇଥା’ନ୍ତି ନାଟକରେ ମଜି ଯାଇଥିବା ଦର୍ଶକେ। […]

nn
ବିଜେପି-ଜେଜେପି ମେଣ୍ଟ, ଦୁଷ୍ୟନ୍ତ ହେବେ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ସଂଖ୍ୟା ଗରିଷ୍ଠତା ନଥାଇ ବି ହରିଆଣାରେ ସରକାର ଗଠନ କରିବ ବିଜେପି। ଜେଜେପି ବିଜେପି ସହ ମେଣ୍ଟ କରିବାକୁ ରାଜି ହେବା ପରେ ହରିଆଣା ରାଜନୀତିକୁ ନେଇ ଲାଗିରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଆଜି ବିଜେପି ଅଧ୍ୟକ୍ଷ ଏବଂ ଜେଜେପି ମୁଖ୍ୟ ଦୁଷ୍ୟନ୍ତ ଚୌଟାଲା ମିଳିତ ଭାବେ ଏନେଇ ଘୋଷଣା କରିଛନ୍ତି। ଏଥିସହ କ୍ରମାଗତ ଦ୍ୱିତୀୟଥର ପାଇଁ ବିଜେପିର ବରିଷ୍ଠ ନେତା ମନହୋର ଲାଲ ଖଟ୍ଟର ହରିଆଣା ମୁଖ୍ୟମନ୍ତ୍ରୀ ହେବା ମଧ୍ୟ ନିଶ୍ଚିତ ହୋଇଯାଇଛି। ଅନ୍ୟପକ୍ଷରେ […]

Monsoon Session 2021
ସଂସଦର ମୌସୁମୀ ଅଧିବେଶନ ଆରମ୍ଭ : ଆଲୋଚନା ପୂର୍ବରୁ ହଟ୍ଟଗୋଳ, ୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ମନ୍ତ୍ରୀମାନଙ୍କର ପ୍ରଧାନମନ୍ତ୍ରୀ ପରିଚୟ ପ୍ରଦାନ କରିବାବେଳେ କଂଗ୍ରେସ ପକ୍ଷରୁ ପ୍ରତିବାଦ ହୋଇଥିଲା । ଏହାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆପତ୍ତି ଉଠାଇଥିଲେ ।

lynching-illustration
ଗୁଜବର କରୁଣ ପରିଣତି: ପିଲା ଚୋର ସନ୍ଦେହରେ ୫ ଜଣଙ୍କୁ ପିଟିପିଟି ହତ୍ୟା।

ମହାରାଷ୍ଟ୍ର: ପିଲା ଚୋର ସନ୍ଦେହରେ ୫ ଜଣଙ୍କୁ  ପିଟିପିଟି ହତ୍ୟା। ଏଭଳି ଏକ ଲୋମହର୍ଷଣକାରୀ ଘଟଣା ଘଟିଛି ମହାରାଷ୍ଟ୍ର ସୋଲାପୁର ଜିଲ୍ଲରେ।  ଧୁଲେ ଗାଁରେ ୫ଜଣ ଲୋକଙ୍କୁ ପିଟିପିଟି ମାରିଦେଇଛନ୍ତି ଗାଁ ଲୋକ। ଏହି ଘଟଣାରେ ପୋଲିସ ୨୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଧୁଲେ ଠାରୁ ୧୪୦ କିଲୋମିଟର ଦୂର ରୌନପଦା ଗାଁରେ ୫ ଜଣ ବ୍ୟକ୍ତି ବସ୍‌ରୁ ଓହ୍ଲାଇବା ମାତ୍ର ତାଙ୍କ ଉପରେ ହୋଇଥିଲା ଆକ୍ରମଣ।  କିଛି ବୁଝିବା ଆଗରୁ ଆକ୍ରମଣ କରିଥିଲେ ଉତ୍ତ୍ୟକ୍ତ […]

pl
ହରିୟାଣାରେ ଏଥର ଝୁଲା ବିଧାନସଭା

ନୂଆଦିଲ୍ଲୀ: ହରିୟାଣାରେ ଦ୍ୱିତୀୟ ଥର କ୍ଷମତା ଦଖଲ ପାଇଁ ଯୋଜନା କରିଥିବା ବିଜେପିର ବିଜୟ ରଥ ଅଟକି ଯାଇଛି। ୯୦ ଆସନ ବିଶିଷ୍ଟ ବିଧାନସଭାରେ ୭୫ଟି ଆସନ ଜିତିବି ବୋଲି ସ୍ୱପ୍ନ ଦେଖୁଥିବା ବିଜେପିକୁ ବଡ଼ ଝଟକା ଲାଗିଛି। ଏଠାରେ ଦଳ ୪୦ଟି ଆସନ ଜିତି ପାରିଛି। ତେବେ ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୪୫। ବିଜେପି ୪୦ଟି ଆସନ ପାଇଥିବା ବେଳେ କଂଗ୍ରେସକୁ ୩୧ଟି ଓ ଅନ୍ୟାନ୍ୟ ଦଳକୁ ୧୯ଟି ଆସନ […]

heavy rain
ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା। ଗତ ୧୨ ଘଣ୍ଟାରେ ପ୍ରବଳ ବର୍ଷା ଯୋଗୁ ମୁନ୍‌ସ୍ୟାରୀ ତହସିଲ ଓ ପିଥୋରଗଡ଼ ଅଞ୍ଚଳ ଅଧିକ ପ୍ରଭାବିତ ହୋଇଛି। ରବିବାର ରାତିରେ ଓ ସୋମବାର ସକାଳେ ମୁନ୍‌ସ୍ୟାରୀ ୨୫୦mm ବର୍ଷା ରେକର୍ଡ଼ କରାଯାଇଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ସକାଳେ ଯାଏଁ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ଜଣାପଡ଼ିଛି। ପ୍ରବଳ ବର୍ଷା ଫଳରେ ମୁନ୍‌ସ୍ୟାରୀର ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହେବାସହ ବିଭିନ୍ନ […]

cycle
କାଲି ଏହି ସବୁ ଜିଲ୍ଲାରେ ସ୍କୁଲ୍‌ ଓ ଅଙ୍ଗନବାଡି ଛୁଟି

ଭୁବନେଶ୍ୱର : ଲଘୁଚାପ ପ୍ରଭାବରେ ଗତକାଲି ଠାରୁ ଓଡ଼ିଶାରେ ବର୍ଷା ଲାଗି ରହିଛି। ଯେଉଁଥିପାଇଁ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଆସନ୍ତାକାଲି ପ୍ରବଳ ବର୍ଷାର ପରିମାଣ ବଢ଼ିବାର ଆଶଙ୍କା ରହିଛି। ସେଥିପାଇଁ ୧୦ଟି ଜିଲ୍ଲାର ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ସରକାର ଘୋଷଣା କରିଛନ୍ତି। ଏହି ଜିଲ୍ଲା ଗୁଡ଼ିକ ହେଲା ଗଞ୍ଜାମ, ଯାଜପୁର, ପୁରୀ, ଖୋର୍ଦ୍ଧା, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା , ଜଗତସିଂହପୁର ଓ ଢ଼େଙ୍କାନାଳ। ପାଣିପାଗ ବିଭାଗ ସୂଚନା ଅନୁସାରେ, ଆସନ୍ତାକାଲି […]

irrfan khan
ଇରଫାନ୍ ଖାନ୍‌ଙ୍କ ଲଣ୍ଡନରେ ଚାଲିଛି ଚିକିତ୍ସା, କହିଲେ କେବେ ଫେରିବି ଜାଣିନି

ମୁମ୍ବାଇ: ବଲିଉଡ ଓ ହଲିଉଡରେ ନିଜର ଅଭିନୟରେ ଦର୍ଶକଙ୍କ ମନ ଜିଣିଛନ୍ତି ଇରଫାନ ଖାନ୍ । ଅନେକ ଦିନରୁ ସେ ନ୍ୟୁରୋଏଣ୍ଡୋକ୍ରୀନ ଟ୍ୟୁମରରେ ପୀଡ଼ିତ ଅଛନ୍ତି । ତାଙ୍କର ଅନେକ ଦିନରୁ ଲଣ୍ଡନରେ ଚିକିତ୍ସା ଚାଲିଛି । ତାଙ୍କୁ ପୁଣି ପରଦାରେ ଦେଖିବାକୁ ତାଙ୍କ ଫ୍ୟାନମାନେ ଅପେକ୍ଷା କରିରହିଛନ୍ତି । କିନ୍ତୁ ନିକଟରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ସେ ଫ୍ୟାନ୍‌ଙ୍କ ମନ ଦୁଃଖ କରିଛନ୍ତି । ଇଣ୍ଟରଭ୍ୟୁରେ ପଚରାଯାଇଥିଲା ଯେ ସେ କେବେ ମୁମ୍ବାଇ ଫେରିବେ । […]

bjp siv
ମହାରାଷ୍ଟ୍ରରେ ପୁଣି ଚାଲିବ ବିଜେପି-ଶିବସେନା ମେଣ୍ଟ ସରକାର

ମହାରାଷ୍ଟ୍ର : ମହାରାଷ୍ଟ୍ରରେ ପୁଣି ଚାଲିବ ବିଜେପି-ଶିବସେନା ମେଣ୍ଟ । ସରକାର ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ରାଜ୍ୟବାସୀ ପୁଣି ଏନଡିଏ ମେଣ୍ଟ ଉପରେ ଆସ୍ଥା ପ୍ରକଟ କରିଛନ୍ତି।  ତେବେ ୨୦୧୪ ଅପେକ୍ଷା ଏନଡିଏର ଆସନ ସଂଖ୍ୟା କମିଥିଲେ ବି ଦଳ କ୍ଷମତା ବଜାୟ ରଖିବାକୁ ସକ୍ଷମ ହୋଇଛି। ସେପଟେ ବିରୋଧୀ ଆସନରେ ଥିବା କଂଗ୍ରେସ ଓ ଏନସପି ମେଣ୍ଟ ଶାସନକୁ ଫେରିବା ଆଶା ଧୂଳିସାତ ହୋଇଥିଲେ ବି ଶାସକ ଦଳଠୁ ଏଥର ୨୫ରୁ ଅଧିକ ଆସନ […]