• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

laugh and laugh
ଯୌବନ ଅତୁଟ ରଖିବାକୁ ଚାହାନ୍ତି କି?

ଓଡ଼ିଆରେ ଗୋଟିଏ ପ୍ରବାଦ ରହିଛି। ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି। ଆମେ ଯଦି ନ ହସି ସବୁ ବେଳେ ଚିନ୍ତାଗ୍ରସ୍ତ ବା ବିଷାଦଗ୍ରସ୍ତ ରହିବା ତେବେ ଏହାର ପ୍ରଭାବ ଆମ ଶରୀର ଉପରେ ପଡ଼ିବ ଆଉ ଆମେ ଅସୁସ୍ଥ ହୋଇପଡ଼ିବା । ଆମ ଶରୀର ବହୁ ମୂଲ୍ୟବାନ। ବିଷାଦଗ୍ରସ୍ତ ରହି ଏହାକୁ ନଷ୍ଟ କରନ୍ତୁ ନାହିଁ। ଦୁଃଖ ଯେତେ ଥିଲେ ବି ସବୁବେଳେ ହସିବାକୁ ଚେଷ୍ଟା କରନ୍ତୁ । ଆଜିକାଲି ଚିନ୍ତା ଓ ବ୍ୟସ୍ତ […]

sugical
ସାମ୍ନାକୁ ଆସିଲା ସର୍ଜିକାଲ ଷ୍ଟ୍ରାଇକ୍ ଭିଜୁଆଲ୍

ନୂଆଦିଲ୍ଲୀ : ସାମ୍ନାକୁ ଆସିଛି ବହୁ ଚର୍ଚ୍ଚିତ ସର୍ଜିକାଲ ଷ୍ଟ୍ରାଇକର ଭିଡିଓ। ପ୍ରଥମ ଥର ଲାଗି ଭାରତୀୟ ସେନା ପକ୍ଷରୁ ହୋଇଥିବା ଏହି ଅପରେସନର ଭିଡିଓ ଲୋକ ଲୋଚନକୁ ଆସିଛି। ୨୦୧୬ ସେପ୍ଟେମ୍ବର ୨୮ ତାରିଖ ରାତିରେ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା ଭାରତୀୟ ସେନା।  LoC ଅତିକ୍ରମ ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରି ତାକୁ ଧ୍ୱଂସ କରିଦେଇଥିଲେ ଭାରତୀୟ କମାଣ୍ଡୋ। ଏହି ସମୟରେ କମାଣ୍ଡୋଙ୍କ ମୁଣ୍ଡରେ ଲାଗିଥିବା କ୍ୟାମେରା ଏବଂ […]

sujat
କାଶ୍ମୀର ସାମ୍ବାଦିକ ସୁଜାତ ବୁଖାରି ହତ୍ୟାକାଣ୍ଡରେ ପାକିସ୍ତାନୀ ଲିଙ୍କ୍

ଶ୍ରୀନଗର : ‘ରାଇଜିଂ କାଶ୍ମୀର’ର ମୁଖ୍ୟ ସଂପାଦକ ସୁଜାତ ବୁଖାରିଙ୍କ ହତ୍ୟାକାଣ୍ଡରେ ପାକିସ୍ତାନୀ ଲିଙ୍କ୍। ଏହି ହତ୍ୟାକାଣ୍ଡ ପଛରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ହାତ ଥିବା ସ୍ପଷ୍ଟ ହୋଇଛି। ଜାମ୍ମୁ କାଶ୍ମୀର ଆଇଜି ସ୍ୱୟଂପ୍ରକାଶ ପାଣି କହିଛନ୍ତି, ବୁଖାରିଙ୍କୁ ହତ୍ୟା କରିବାକୁ ପାକିସ୍ତାନରୁ ହିଁ ଷଡ଼ୟନ୍ତ୍ର ହୋଇଥିଲା । କାଶ୍ମୀରରେ ଶାନ୍ତି କଥାବାର୍ତ୍ତା ସପକ୍ଷରେ ସୁଜାତ ବୁଖାରି ମତ ଦେଉଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିଲା।  ହତ୍ୟାକାଣ୍ଡରେ ସାମିଲ ଥିବା ସମସ୍ତ ଆତଙ୍କବାଦୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ […]

bata puja
ପତ୍ନୀ ନିର୍ଯାତନାରୁ ମୁକ୍ତି ପାଇଁ ବଟବୃକ୍ଷ ପୂଜା କଲେ ପୀଡ଼ିତ ପୁରୁଷ

ଔରଙ୍ଗାବାଦ : ଆଜି ହେଉଛି ସ୍ନାନ ପୂର୍ଣ୍ଣିମା  I ମହାରାଷ୍ଟ୍ରରେ ଆଜିର ଦିନକୁ ବଟ ପୂର୍ଣ୍ଣିମା ଭାବେ ପାଳନ କରାଯାଏ I ଆଜି ପତ୍ନୀମାନେ ନିଜ ସ୍ଵାମୀମାନଙ୍କ ଦୀର୍ଘ ଅାୟୁଷ କାମନା କରି ବଟ ବୃକ୍ଷ ପୂଜା କରନ୍ତିI କିନ୍ତୁ ମହାରାଷ୍ଟ୍ରର ଔରଙ୍ଗବାଦର ବାଲୁଜ ଅଂଚଳରେ ଘଟିଛି ଓଲଟା ଘଟଣା I ସ୍ଵାମୀମାନେ ସ୍ତ୍ରୀମାନଙ୍କ ଜୀବନ ଶୈଳୀରେ ଅତିଷ୍ଠ ହୋଇ ତାଙ୍କ ଠାରୁ ମୁକ୍ତି ପାଇବା ପାଇଁ ସମୂହ ଭାବେ ବଟ ବୃକ୍ଷ ପୂଜା କରିଛନ୍ତି I […]

fat4
ବିନା ବ୍ୟାୟାମ ଓ ଡାଏଟିଂ ରେ ଆପଣ ନିଜର ଓଜନ କମାଇ ପାରିବେ, ଜାଣନ୍ତୁ ଉପାୟ

ସୁସ୍ଥ ଓ ନିରାପଦରେ ରହିବା ପାଇଁ ଆମେ ବହୁତ କିଛି ଉପାୟ ଆପଣାଇଥାଉ। ତାହା ଡାୟଟିଂ କରିବାକୁ ପଡୁ ଅଥବା କଠିନ ୱର୍କଆଉଟ୍‌, ସବୁ କିଛି ଉପାୟ ଆପଣାଉଥାଉ। କିନ୍ତୁ  ସବୁ ଲୋକଙ୍କ ପାଇଁ ଏସବୁ ସହଜକର ହୋଇ ନଥାଏ। ଅନେକ ଲୋକ ବହୁତ ପ୍ରକାରର ଡାଏଟିଂର ଚେଷ୍ଟା କରିଥାନ୍ତି ଓ ଖାଦ୍ୟରେ ଅନେକ ଜିନିଷକୁ ବନ୍ଦ କରିଦେଥାନ୍ତି। ବହୁତ କିଛି ଜିନିଷକୁ ତ୍ୟାଗ କଲା ପରେ ବି ଶରୀରର ଓଜନରେ କରିଛି ପ୍ରଭାବ ପଡନଥାଏ । […]

plane crash
ହୁତୁହୁତୁ ହୋଇ ଜଳିଗଲା ବିମାନ, ଚାଲିଗଲା ୫ ଜୀବନ

ମୁମ୍ବାଇ: ମୁମ୍ବାଇରେ ଚାର୍ଟାର୍ଡ଼ ବିମାନ ଦୁର୍ଘଟଣାଗ୍ରସ୍ତ। ମୁମ୍ବାଇ ସହରର ଘାଟକୋପର ଅଞ୍ଚଳରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି। ଏଥିରେ ୫ଜଣଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଘାଟକୋପରର ଏକ ନିର୍ମାଣଧୀନ ବିଲ୍ଡିଂ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ବିମାନଟି  ଜଳି ଯାଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଦମକଳ ବାହିନୀ ଏବଂ ଉଦ୍ଧାରକାରୀ ଟିମ୍ ପହଞ୍ଚିଛନ୍ତି। ତେବେ କେଉଁ କାରଣରୁ ଏବଂ କିପରି ବିମାନଟି ଦୁର୍ଘଟଣା […]

amitabh
ଜାଣିଛନ୍ତି କେଉଁ ପରିସ୍ଥିତିରେ ସୁଟିଂ ହୋଇଥିଲା ‘ପାନ୍‌ ବନାରସ ୱାଲା’ ଗୀତ?

ନୂଆଦିଲ୍ଲୀ: ଆପଣେ ଦେଖିଛନ୍ତି କି ବଲିଉଡ଼ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ପପୁଲାର୍‌ ଫିଲ୍ମ ‘ଡନ୍‌’? ତେବେ ନିଶ୍ଚୟ ଶୁଣିଥିବେ ଫିଲ୍ମର ସବୁଠାରୁ ହିଟ୍‌ ହୋଇଥିବା ପ୍ରସିଦ୍ଧ ଗୀତ ‘ଖାଇକେ ପାନ୍‌ ବନାରସ ୱାଲା’। ଗୀତଟି ବହୁ ପୁରୁଣା ହୋଇଥିଲେ ମଧ୍ୟ ଏବେବି ଲୋକଙ୍କ ମନରେ ଏହା ରହିଛି। ଆଜିବି ଲୋକମାନେ ଏହି ଗୀତକୁ ମନେ ମନେ ଗୁଣୁଗୁଣୁ କରି ଗାଆନ୍ତି। ପ୍ରସିଦ୍ଧ ଗୀତ ‘ଖାଇକେ ପାନ୍‌ ବନାରସ ୱାଲା’ କୁ ନେଇ ଏକ ରାଜ୍‌ ଖୋଲିଛି। ଏହି […]

ganguli
ଭାରତ-ପାକ୍ ମ୍ୟାଚ୍‌ ନେଇ ଏମିତି କହିଲେ ଗାଙ୍ଗୁଲି

କୋଲକାତା: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ନୂଆ ଅଧ୍ୟକ୍ଷ ଭାବେ ଦାୟିତ୍ୱ ସମ୍ଭାଳିବାକୁ ଥିବା ସୌରଭ ଗାଙ୍ଗୁଲି ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜକୁ ନେଇ ମୁହଁ ଖୋଲିଛନ୍ତି। ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ କ୍ୟାପଟେନ୍ ଗାଙ୍ଗୁଲି କହିଛନ୍ତି, ଭାରତ-ପାକ୍ ମଧ୍ୟରେ କ୍ରିକେଟ୍ ସମ୍ପର୍କ ଦୁଇ ଦେଶର ପ୍ରଧାନମନ୍ତ୍ରୀଙ୍କ ଅନୁମୋଦନ ପରେ ଚର୍ଚ୍ଚା ଆରମ୍ଭ ହୋଇପାରେ। କୋଲକାତାରେ ଗୁରୁବାର ଏକ ମିଡିଆ ବ୍ରେକିଙ୍ଗ୍ ସମୟରେ ଗାଙ୍ଗୁଲିଙ୍କୁ ଭାରତ-ପାକିସ୍ତାନ ଦ୍ୱିପାକ୍ଷିକ ସିରିଜ୍ ପୁଣିଥରେ ଆରମ୍ଭ କରିବା […]

superman
ରିଲ୍‌ ନୁହେଁ ଏ ହେଉଛନ୍ତି ରିଅଲ୍‌ ଲାଇଫ ସୁପରମ୍ୟାନ୍‌

ମୁଜାଫରନଗର: ଫିଲ୍ମରେ ସୁପରମ୍ୟାନ୍‌ଙ୍କ କଥା ତ ସମସ୍ତେ ଜାଣିଥିବେ। କାହିଁକି ନା ସୁପରମ୍ୟାନ୍‌ ଶେଷ ସମୟରେ ଆସି ସମସ୍ତଙ୍କ ଜୀବନ ବଞ୍ଚାଇ ଥାଏ। ଆଉ ସମସ୍ତେ ଭାବନ୍ତି କି ସୁପରମ୍ୟାନ୍‌ ହେଉଛି ସବୁଠୁ ଶକ୍ତିଶାଳୀ। ସୁପରମ୍ୟାନ୍‌ ପାଖରେ ସେସବୁ ଶକ୍ତି ଅଛି ଯାହା ଅନ୍ୟମାନଙ୍କ ପାଖରେ ନାହିଁ ବୋଲି ସମସ୍ତଙ୍କ ଧାରଣା। ତେବେ ଆମେ ଏଠି ଆପଣଙ୍କୁ କୌଣସି ରିଲ୍‌ ଲାଇଫର ସୁପରମ୍ୟାନ୍‌ ନୁହେଁ ବରଂ ରିୟଲ୍‌ ଲାଇଫର ସୁପରମ୍ୟାନ୍‌ଙ୍କ କଥା କହୁଛୁ। ପଢ଼ନ୍ତୁ ପୂରା ଘଟଣା… […]