• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

g
ଅଯୋଧ୍ୟା ଜମି ପାଇଁ ‘ଶରିଆ ଆଇନ’ ଦେଖାଇଲା ଏଆଇଏମ୍‌ପିଏଲ୍‌ବି

ନୂଆଦିଲ୍ଲୀ: ଅଯୋଧ୍ୟା ରାମଜନ୍ମ ଭୂମି ଏବଂ ବାବ୍ରି ମସଜିଦ୍‌ ବିବାଦ ନେଇ ସୁପ୍ରିମ୍‌କୋର୍ଟଙ୍କ ରାୟ ବିରୋଧରେ ରିଭ୍ୟୁ ପିଟିସନ୍‌ ଦାଖଲ କରିବ ଏଆଇପିଏମ୍‌ଏଲବି। ମୌଲାନା ଅର୍ଶାଦ ମଦାନୀ କହିଛନ୍ତି ଯଦିଓ ସେମାନେ ଆଶା ହରାଇ ନାହାନ୍ତି, ରିଭ୍ୟୁପିଟିସନ୍‌ ଦାଖଲ କରିବେ। ଏଆଇପିଏମ୍‌ଏଲବି ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସେମାନେ କେନ୍ଦ୍ର ପକ୍ଷରୁ ଦିଆଯିବାକୁ ଥିବା ୫ ଏକର ଜମି ମଧ୍ୟ ଗ୍ରହଣ କରିବେ ନାହିଁ। ଏଆଇପିଏମ୍‌ଏଲବି ପକ୍ଷରୁ ଓକିଲ ରାଜୀବ ଧୱନ୍‌ ଏହି ମାମଲାର […]

justice
ଆସନ୍ତାକାଲି ଶପଥ ନେବେ ଦେଶର ୪୭ତମ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଆଜି ଅବସର ଗ୍ରହଣ କରିଛନ୍ତି। ଶୁକ୍ରବାର ଥିଲା ତାଙ୍କର ଅନ୍ତିମ କାର୍ଯ୍ୟ ଦିବସ। ଶେଷ କାର୍ଯ୍ୟ ଦିବସରେ ଅନ୍ତିମ ଥର ପାଇଁ କୋର୍ଟ ନମ୍ବର ୧ରେ ବସି ଜଷ୍ଟିସ୍‌ ଗୋଗୋଇ ବିଭିନ୍ନ ମାମଲାର ଶୁଣାଣି କରିଥିଲେ। ଅନ୍ତିମ ଦିନରେ ଶେଷଥର ପାଇଁ ଭିଡିଓ କନଫରେନସିଂ ଜରିଆରେ ଦେଶର ୬୫୦ ହାଇକୋର୍ଟ ବିଚାରପତି ଓ ୧୫ ହଜାର ଜୁଡିସିଆଲ ଅଧିକାରୀଙ୍କୁ ନିଜର ବାର୍ତ୍ତା ଦେଇଥିଲେ। ଗତବର୍ଷ ଅକ୍ଟୋବର ୩ରେ […]

iaaf
ବଦଳିଲା ଆଇଏଏଏଫର ନାଁ

ନୂଆଦିଲ୍ଲୀ: ଇଣ୍ଟରନ୍ୟାଶନାଲ୍ ଆସୋସିଏସନ୍ ଅଫ୍ ଆଥଲେଟିକ୍ସ ଫେଡେରେସନ୍ (ଆଇଏଏଏଫ୍‌)କୁ ଏବେ ୱାର୍ଲ୍ଡ ଆଥଲେଟିକ୍ସ ନାଁରେ ସମ୍ବୋଧିତ କରାଯିବ। ଏହି ଅନ୍ତର୍ଜାତୀୟ ସ୍ପୋର୍ଟ୍ସ ଗଭର୍ଣ୍ଣିଂ ବଡି କେବଳ ତା’ର ଟ୍ୱିଟର୍ ହ୍ୟାଣ୍ଡଲ୍ ନାଁ ପରିବର୍ତ୍ତନ କରିନାହିଁ, ବରଂ ତା’ର ଅଫିସିଆଲ୍ ୱେବସାଇଟର ୟୁଆରଏଲ୍ ମଧ୍ୟ ପରିବର୍ତ୍ତନ କରିଛି। ୱେବସାଇଟରେ ଉଲ୍ଲେଖ ହୋଇଛି, ନୂଆ ୱାର୍ଲ୍ଡ ଆଥଲେଟିକ୍ସ ୱେବସାଇଟକୁ ଆପଣଙ୍କୁ ସ୍ୱାଗତ କରୁଛୁ। ଏହା ଏଭଳି ଏକ ସ୍ଥାନ, ଯେଉଁଠାରେ ଆପଣଙ୍କୁ ସବୁ ଖେଳର ସୂଚନା ମିଳିଛି। ଆମେ ଆପଣଙ୍କ […]

eye--9
ଆଖିରୁ ଚଷମା ହଟେଇବାକୁ ଚାହୁଁଛନ୍ତି କି ? ଏହି ଆସନ କରନ୍ତୁ

ଆଖିକାଲି ଅଧିକାଂଶ ଲୋକ ଛୋଟ ଠାରୁ ବୟସ୍କ ସମସ୍ତଙ୍କ ଆଖିରେ ଚଷମା । ଅନେକ ତ ସଉକରେ ଚଷମା ପିନ୍ଧନ୍ତି । କିନ୍ତୁ ଅଧିକାଂଶ ଆଖିର ଦୃଷ୍ଟି ଶକ୍ତି କମି ଯାଇଥିବାରୁ ଚଷମା ବ୍ୟବହାର କରିଥାନ୍ତି । ବର୍ତ୍ତମାନର ଜୀବନଶୈଳୀ ହିଁ ଆଜିର ଯୁବପିଢ଼ିଙ୍କ ପାଇଁ ଘାତକ ସାଜିଛି । ଏହାର ସିଧାସଳଖ ପ୍ରଭାବ ଆଖି ଉପରେ ପଡ଼ୁଛି। ଆଜିକାଲି ଯୁବପିଢ଼ିଙ୍କ ଅଧିକାଂଶ ସମୟ କମ୍ପ୍ୟୁଟର ଓ ସ୍ମାର୍ଟଫୋନ୍‌ ଓ ଲ୍ୟାପଟପ୍‌ ଆଦି ବ୍ୟବହାରରେ କଟୁଛି। ଯାହାଫଳରେ […]

sab
ଖୋଲିଲା ସାବରିମାଳା ମନ୍ଦିର

ଥିରୁଭନନ୍ତପୁରମ୍ : ସୁପ୍ରିମକୋର୍ଟଙ୍କ ଶୁଣାଣି ପରେ ଆଜିଠୁ ଖୋଲିଛି କେରଳର ସାବରିମାଲା ମନ୍ଦିର। ସଂଧ୍ୟା ୫ଟାରେ ମନ୍ଦିର ମୁଖ୍ୟଦ୍ୱାର ଖୋଲିବା ପରେ ଶାନ୍ତି ଶୃଙ୍ଖଳାର ସହ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ । ମଣ୍ଡଳ ପୂଜା ପାଇଁ ଆଜିଠୁ ୪୧ ଦିନ ପର୍ଯ୍ୟନ୍ତ ମନ୍ଦିର ଖୋଲାଯାଇଛି। ସେପଟେ ଦର୍ଶନ ପାଇଁ ଆସିଥିବା ୧୦ ଜଣ ମହିଳାଙ୍କୁ  ମନ୍ଦିରରେ ପ୍ରବେଶ ପାଇଁ ପୁଲିସ ପକ୍ଷରୁ ବାରଣ କରାଯାଇଛି । ଶ୍ରଦ୍ଧାଳୁମାନେ ଏକାଠି ହେଉଥିବା କାମ୍ପା ବେସ୍ କ୍ୟାମ୍ପରୁ ପରିଚୟ ପତ୍ର […]

ସରିଲା ଜଷ୍ଟିସ ରଂଜନ ଗୋଗୋଇଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ : ଶେଷ ହୋଇଛି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇଙ୍କ କାର୍ଯ୍ୟକାଳ। ଆଜି ଶେଷ କାର୍ଯ୍ୟ ଦିବସରେ ସୁପ୍ରିମକୋର୍ଟ ପରିସରରେ ଅନ୍ୟ ବିଚାରପତି ଓ କର୍ମଚାରୀମାନେ ତାଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଜଣାଇଛନ୍ତି। ସେପଟେ ଜଷ୍ଟିସ ଗୋଗୋଇ ରାଜଘାଟ ଯାଇ ଜାତିର ପିତା ମହାତ୍ମାଗାନ୍ଧିଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଜଷ୍ଟିସ ଗୋଗୋଇ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବହୁ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏହା ମଧ୍ୟରେ ରହିଛି ଐତିହାସିକ ଅଯୋଧ୍ୟା ଜମି ବିବାଦ, ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ […]

kashmir
କଶ୍ମୀର ସ୍ତମ୍ଭକାର ସୁନନ୍ଦା ବଖାଣିଲେ ହିନ୍ଦୁଙ୍କ ଉପରେ ଅତ୍ୟାଚାରର କୋହଭରା କଥା

ୱାଶିଂଟନ୍‌ : ଧାରା ୩୭୦ ଉଚ୍ଛେଦ ପରେ ଆମେରିକାରେ ଜମ୍ମୁ-କଶ୍ମୀର ସମ୍ପର୍କିତ ଭାରତ ବିରୋଧୀ ପୃଷ୍ଠା ପୃଷ୍ଠା ଖବର ପ୍ରକାଶ ପାଇବା ପରେ କଶ୍ମୀରର ଆଉ ଏକ ଦିଗ ଏବେ ସାମ୍ନାକୁ ଆସିଛି। କଶ୍ମୀର ସ୍ତମ୍ଭକାର ସୁନନ୍ଦା ବଶିଷ୍ଠ ଆମେରିକା କଂଗ୍ରେସରେ ବଖାଣିଛନ୍ତି ନିଜେ ନିଭାଇଥିବା ଏବଂ କେବେ ମଧ୍ୟ ଭୁଲିବାକୁ ନଥିବା ଅକୁହା କଥା। ୧୯୯୦ ମସିହାରେ କିଭଳି ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର ହୋଇଥିଲା ଏବଂ ଇସ୍‌ଲାମିକ୍‌ ଉଗ୍ରପନ୍ଥୀମାନେ କିଭଳି ଭୟଙ୍କର କାଣ୍ଡ ଭିଆଇଥିଲେ ସେ […]

india -
ମହିଳା ଟି-୨୦ ସିରିଜ୍ ଜିତିଲା ଭାରତ

ପ୍ରୋଭିଡେନ୍ସ: ବୋଲରଙ୍କ ଚମତ୍କାର ପ୍ରଦର୍ଶନ ଏବଂ ଜେମିମା ରୋଡ୍ରିଗ୍ସଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବଳରେ ଭାରତୀୟ ମହିଳା ଟିମ୍ ତୃତୀୟ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତୀୟ ମହିଳା ଟିମ୍ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୩-୦ରେ ଆଗୁଆ ଜିତି ଡ଼େଇଛି। ଭାରତୀୟ ସ୍ପିନରମାନେ ଘରୋଇ ୱେଷ୍ଟଇଣ୍ଡିଜକୁ ୨୦ ଓଭରରେ ୯ ୱିକେଟରେ ୫୯ ରନରେ ରୋକିଥିଲେ। ଏହା ପରେ ରୋଡ୍ରିଗ୍ସ ୮୧ ବଲରେ ଅପରାଜିତ ୪୦ ରନର ଇନିଂସ୍ […]

kohli-mayanka
ମୟଙ୍କଙ୍କୁ ଦ୍ୱିଶତକ ମାରିବାକୁ କହିଥିଲେ କୋହଲି

ଇନ୍ଦୋର: ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟରେ ହୁଏତ ଖାତା ଖୋଲିପାରି ନାହାନ୍ତି। କିନ୍ତୁ ସେ ସାଥୀ ଖେଳାଳିଙ୍କୁ ସର୍ବଦା ପ୍ରୋତ୍ସାହନ ଯୋଗାଇଥାନ୍ତି। ଚଳିତ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିବସରେ ଏଭଳି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। ଭାରତ ପକ୍ଷରୁ ଓପନ୍ କରୁଥିବା ମୟଙ୍କ ଅଗ୍ରୱାଲ ଏହି ମ୍ୟାଚରେ ନିଜ କ୍ୟାରିୟରର ଦ୍ୱିତୀୟ ଦ୍ୱିଶତକ ମାରିଛନ୍ତି। ତେବେ ତାଙ୍କର ଏହି ଦ୍ୱିଶତକ ମାରିବା ପଛରେ କ୍ୟାପଟେନ୍ କୋହଲିଙ୍କର ବଡ଼ ଭୂମିକା […]

gun
ବିବାହ ଦିନରେ ବିଦ୍ରୋହୀ ନେତାଙ୍କ ପୁଅ ଧରିଲେ ଗନ୍

ଦିମାପୁର : ଫୁଲ ନୁହେଁ ବର-କନ୍ୟା ହାତରେ ବନ୍ଧୁକ। ତାହା ପୁଣି ଅତ୍ୟାଧୁନିକ AK -56  ଏବଂ M16 ଭଳି ଅଟୋମେଟେଡ ବନ୍ଧୁକ । ନାଗାଲାଣ୍ଡର ବିଦ୍ରୋହୀ ନେତା କିଲୋ କିଲୋନସେରଙ୍କ ପୁଅ ବୋହୋତୋ କିବାଙ୍କ ବିବାହ ଉତ୍ସବ ପରେ ସୋଶାଲ ମିଡିଆରେ ପୋଷ୍ଟ ହୋଇଥିବା ଏହି ଫଟୋକୁ ନେଇ ଏବେ ସୋଶାଲ ମିଡିଆରେ ଚର୍ଚ୍ଚା ସହ ସମାଲୋଚନା ହେଉଛି। ଗତ ଶନିବାର ଦିମାପୁରରେ ଏହି ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆଉ ଏହା ପରେ ମାରଣାସ୍ତ୍ର […]