• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

rahul
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ : ଅାଜି କେନ୍ଦ୍ରର ଏନ୍‌ଡିଏ ସରକାରଙ୍କ ବିରୋଧରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଉପରେ ଚାଲିଛି ଅାଲୋଚନା। ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି।  ବକ୍ତବ୍ୟ ଅାରମ୍ଭରୁ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିଲେ ରାହୁଲ। ଦେଶବାସୀଙ୍କୁ ଭୂଆଁ ବୁଲାଉଥିବା ସରକାର କହି ମୋଦିଙ୍କୁ ଟାର୍ଗେଟ୍ କରି ବକ୍ତବ୍ୟ ଅାରମ୍ଭ କରିଥିଲେ କଂଗ୍ରେସ ଅଧ୍ୟକ୍ଷ। ରୋଜଗାର, ବେକାରୀ ସମସ୍ୟା, କଳାଧନ ଭଳି ଅନେକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସରକାରଙ୍କ […]

modi-rahul
ମୋଦି-ରାହୁଲ କୋଳାକୋଳି

ନୂଆଦିଲ୍ଲୀ: ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଲୋଚନା ବେଳେ ଆଜି ଦେଖିବାକୁ ମିଳିଥିଲା ଏକ ବିରଳ ଦୃଶ୍ୟ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ବକ୍ତବ୍ୟ ରଖିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସନ ପାଖକୁ ଯାଇ କୁଣ୍ଢାଇ ଆଲିଙ୍ଗନ କରିଥିଲେ। ରାହୁଲ ମୋଦିଙ୍କୁ ମନଭରି ସମାଲୋଚନା କରି ସାରିବା ପରେ ତାଙ୍କ ପାଖକୁ ଯାଇ ତାଙ୍କୁ ଆଲିଙ୍ଗନ କରିଥିଲେ। ‘ଆପଣ ମୋତେ ପପୁ କହିପାରନ୍ତି, ଗାଳି ଦେଇପାରନ୍ତି, ଆପଣଙ୍କ ପାଇଁ ମୋ ମନରେ ଟିକେ ବି ରାଗ ନାହିଁ’ ବୋଲି […]

sonia -1
ସୋନିଆ ଗାନ୍ଧି ଅସୁସ୍ଥ

ନୂଆଦିଲ୍ଲୀ :  କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ହସ୍ପିଟାଲରେ ଭର୍ତ୍ତି ଖବରକୁ ନେଇ ଚର୍ଚ୍ଚା । ନିଜର ଅସୁସ୍ଥତା କାରଣରୁ ତାଙ୍କୁ ଦିଲ୍ଲୀର ସାର୍‌ ଗଙ୍ଗାରାମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ANIର ରିପୋର୍ଟ ମୁତାବକ ସୋନିଆ ଗାନ୍ଧି ନିଜର ରୋଟିନ୍‌ ଚେକ୍‌ଅପ୍‌ ପାଇଁ ଡାକ୍ତରଖାନାକୁ ଯାଇଛନ୍ତି । ଏହାକୁ ନେଇ ବିଦ୍ୟୁତ୍‌ ବେଗରେ ଖବର ଭାଇରାଲ୍‌ ସାଜିଛି । ଉଲ୍ଲେଖନୀୟ ଯେ, ଗତବର୍ଷ ସୋନିଆ  ସମୟ ସମୟରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା ନେଇ ଆମେରିକା ଯାଉଥିଲେ […]

rainy season
ବର୍ଷା ଦିନରେ ସୁସ୍ଥ ରହିବାକୁ ୧୦ଟି ଟିପ୍ସ

ବର୍ଷା ଦିନ ସମସ୍ତଙ୍କ ପାଇଁ ଖୁସି ଆଣିଥାଏ। କାହିଁକି ନା ଏହା ଗରମର ବାତାବରଣକୁ ପୂରାପୂରି ଥଣ୍ଡା କରିଥାଏ। ବର୍ଷା ଦିନକୁ ସମସ୍ତେ ମନଭରି ଉପଭୋଗ କରିଥାନ୍ତି। ତେବେ ଏହି ସବୁ ଭିତରେ ଏହି ଦିନରେ ସ୍ୱାସ୍ଥ୍ୟକୁ ନେଇ ସାବଧାନ ରହିବା ଆବଶ୍ୟକ। କାରଣ ଏହି ଦିନରେ ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଇଥାଏ। ଖାଲି ବର୍ଷା ପାଣି ଜମି ରହିବା ଯୋଗୁଁ  ଅନେକ ରୋଗ ହେବାର ମଧ୍ୟ ସମ୍ଭାବନା ନଥାଏ ବରଂ ଆମର ଖାଇବା ପିଇବାରେ […]

rishi kapoor
ହସ୍ପିଟାଲରେ ରିଷି କପୁର ! ଫଙ୍କସନ ଛାଡ଼ି ପହଞ୍ଚିଲେ ରଣବୀର , ଆଲିଆ

ନୂଆଦିଲ୍ଲୀ : ଏବେ ଖବର ଆସିଛି ଦିଲ୍ଲୀର ଏକ ହସ୍ପିଟାଲରେ ରିଷି କପୁର ଭର୍ତ୍ତି ହୋଇଛନ୍ତି । ଏହି କାରଣରୁ ସେ ଅରମାନ ଜୈନଙ୍କ ମେହେନ୍ଦୀ ସେରେମନିରେ ଅନୁପସ୍ଥିତ ଥିଲେ । ଶୁଣିବାକୁ ମିଳୁଛି କି ନୀତୁ ,ରଣବୀର ଓ ଆଲିଆ ମଧ୍ୟ ତାଙ୍କ ପାଖରେ ପହଞ୍ଚିଛନ୍ତି । ସୂଚନା ଯେ , ଗତବର୍ଷ ରିଷି କପୁର କ୍ୟାନସର ଚିକିତ୍ସିତ ହୋଇ ୧୧ ମାସ ପରେ ନ୍ୟୁୟର୍କରୁ ଫେରିଥିଲେ । ଏବେ ପୁଣି ଖବର ଆସିଛି , […]

dipa malik
ଦୀପା ମଲିକ୍ ଭାରତୀୟ ପାରା ଅଲିମ୍ପିକ୍ କମିଟିର ଅଧ୍ୟକ୍ଷ

ନୂଆଦିଲ୍ଲୀ: ଦେଶର ପ୍ରଥମ ମହିଳା ଆଥଲେଟ୍ ଭାବେ ପାରା ଅଲିମ୍ପିକ୍ କ୍ରୀଡ଼ାରେ ପଦକ ଜିତିଥିବା ଦୀପା ମଲିକ ଭାରତୀୟ ପାରା ଅଲିମ୍ପିକ୍ କମିଟି (ପିସିଆଇ)ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। କିନ୍ତୁ ଏଥିପାଇଁ ହୋଇଥିବା ନିର୍ବାଚନର ଫଳାଫଳ ଦିଲ୍ଲୀ ହାଇକୋର୍ଟରେ ଏକ ଲମ୍ବା ମାମଲାର ଶୁଣାଣି ପରେ ମାନ୍ୟ ହେବ। ୨୦୧୬ ରିଓ ଅଲିମ୍ପିକର ଶଟପୁଟ୍ ଏଫ୍‌-୫୩ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିବା ୪୯ ବର୍ଷୀୟ ଦୀପା ଶୁକ୍ରବାର ବେଙ୍ଗାଲୁରୁରେ ଆୟୋଜିତ ନିର୍ବାଚନରେ ନିଦ୍ୱର୍ନ୍ଦ୍ୱରେ ଅଧ୍ୟକ୍ଷ […]

wine online
ଅନ୍ ଲାଇନରେ ମିଳିବ ମଦ

ଚଣ୍ଡିଗଡ଼ : ସଲ୍ଟ ପାଖରୁ ଆରମ୍ଭ କରି ସଫ୍ଟଓ୍ୱୟାର ଏବେ ସବୁ କିଛି ଅନ୍ ଲାଇନ ଉପଲବ୍ଧ ହେଉଛି। ଏହି ଅନଲାଇନ ସରଞ୍ଜାମ ବା ଜିନିଷ ମଧ୍ୟରେ ମଦ ଯୋଡ଼ି ହୋଇଛି। ମଦକୁ ଘରେ ଘରେ ପହଞ୍ଚାଇବା ପାଇଁ ପଞ୍ଜାବ ସରକାର ଅଣ୍ଟା ଭିଡ଼ିଛନ୍ତି। ପରୀକ୍ଷାମୂଳକ ଭାବରେ ପ୍ରଥମେ ଚଣ୍ଡିଗଡ଼ରେ ଅନଲାଇନ ମଦ ଡେଲିଭରୀ ସେବା ଆରମ୍ଭ ହୋଇଛି। ଏହାପରେ ରାଜ୍ୟର ସମସ୍ତ ଅଞ୍ଚଳରେ ଖାଇବା ପିଇବା ସାମଗ୍ରୀ ଭଳି ପ୍ରତି ଘରେ ମଦ ପହଞ୍ଚିବ ବୋଲି […]

truck
ଧରାପଡ଼ିଲା ଡ୍ରାଇଭର, ହଟିଲା ରାସ୍ତାରୋକ୍‌

ଭଦ୍ରକ: ଭଦ୍ରକ ଜିଲ୍ଲା ରାହାଞ୍ଜରେ ଟ୍ରକ୍‌ ଦୁର୍ଘଟଣାରେ ୫ ସ୍କୁଲ୍‌ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟଣା। ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଧରାପଡ଼ିଛି। ନିକଟବର୍ତ୍ତୀ ଗାଁ  ଅସୁରାରେ ଲୁଚି ରହିଥିବା ଡ୍ରାଇଭରକୁ ଧରିଲା ପୁଲିସ୍‌। ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୁଲିସ୍‌ ଲାଠି ଚାର୍ଜ କରିବା ସହିତ ଲୁହବୁହା ଗ୍ୟାସ ପ୍ରୟୋଗ କରିଛି। ଦୁର୍ଘଟଣା ପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି କରି ଆଜି ସଂନ୍ଧ୍ୟାରେ ସ୍ଥାନୀୟ ଲୋକେ ୧୬ ନଂ ଜାତୀୟ ରାଜପଥରେ ପୋଡ଼ା ଜଳା କରିବା ସହ […]