ପୋଚେଫଷ୍ଟ୍ରୁମ୍: ଇତିହାସ ରଚିଲା ବାଂଲାଦେଶ ଯୁବ କ୍ରିକେଟ୍ ଟିମ୍। ଦକ୍ଷିଣ ଆଫ୍ରିକାରେ ଚାଲିଥିବା ଆଇସିସି ଅଣ୍ଡର୍-୧୯ ବିଶ୍ୱକପର ରବିବାର ଖେଳାଯାଇଥିବା ଫାଇନାଲରେ ବାଂଲାଦେଶ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତକୁ ୩ ୱିକେଟରେ ହରାଇ ପ୍ରଥମଥର ଟାଇଟଲ୍ ଜିତିବାର ସ୍ୱାଦ ଚାଖିଛି। ଅନ୍ୟପକ୍ଷରେ ଖରାପ ବ୍ୟାଟିଂ କାରଣରୁ ଭାରତ ଟାଇଟଲ୍ ବଜାୟ ରଖିବାରେ ବିଫଳ ହୋଇଛି। ଫାଇନାଲ୍ ମୁକାବିଲା ଆଶା ମୁତାବକ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଯଶସ୍ୱୀ ଜୈଶ୍ୱାଲଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ଭାରତୀୟ ଟିମ୍ ବାଂଲାଦେଶ ବୋଲରଙ୍କୁ ସାମ୍ନା କରିନପାରି […]
ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଖେଳାଯାଇଥିବା ଏଫଆଇଏଚ୍ ପ୍ରୋ ଲିଗର ରବିବାର ମ୍ୟାଚରେ ଭାରତ ଭ୍ରମଣକାରୀ ବେଲଜିୟମ ନିକଟରୁ ୨-୩ ଗୋଲରେ ପରାସ୍ତ ହୋଇଛି। ଶନିବାର ଭାରତ ୨-୧ ଗୋଲରେ ବେଲଜିୟମକୁ ହରାଇଥିଲା, କିନ୍ତୁ ଆଜି ଘରୋଇ ଦଳ ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ହେଁ, ବିଜୟରୁ ବଞ୍ଚିତ ହୋଇଥିଲା। ଏହି ମ୍ୟାଚରେ ବେଲଜିୟମ ପକ୍ଷରୁ ଆଲେକଜାଣ୍ଡର୍ ହେଣ୍ଡ୍ରିକ୍ସ (ତୃତୀୟ), ନିକୋଲାସ ଡି କେର୍ପେଲ୍ (୧୭ଶ) ଓ ମାକ୍ସିମ୍ ପ୍ଲେନେଭକ୍ସ (୨୬ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିବା […]
ଭୁବନେଶ୍ୱର : ଫୁଲିବାରେ ଲାଗିଛି ମହାନଦୀ। ନଦୀରେ ଏବେ ଯେତିକି ପାଣି ଅାସୁଛି, ତାହା ସାମାନ୍ୟରୁ ମଧ୍ୟମର ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ। ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଖଇରମାଳ ନିକଟରେ ମହାନଦୀରେ ଅାଜି ସନ୍ଧ୍ୟା ୬ଟା ସୁଦ୍ଧା ୬ ଲକ୍ଷ ୮୦ ହଜାର କ୍ୟୁସେକ୍ ପାଣି ପ୍ରବାହିତ ହେଉଛି। ଫଳରେ ଅାସନ୍ତାକାଲି ଅପରାହ୍ଣ କିମ୍ବା ସନ୍ଧ୍ୟା ସୁଦ୍ଧା ମୁଣ୍ଡୁଳିଠାରେ ପ୍ରାୟ ୭ ଲକ୍ଷ ୫୦ ହଜାରରୁ ୮ ଲକ୍ଷ କ୍ୟୁସେକ୍ […]
ସମ୍ବଲପୁର: ସମ୍ବଲପୁର ସହରର ମୋଦିପଡ଼ା, ହାଉସିଂ ବୋର୍ଡ କଲୋନୀ, SRIT କଲୋନୀ ଏବଂ ଅଇଁଠାପାଲିରେ ପାଣି ନାକେଦମ୍ କରିଛି। ଫଳରେ ବିପନ୍ନ ହୋଇପଡ଼ିଥିବା ଶତାଧିକ ଲୋକଙ୍କୁ ସହରର ୩୪ଟି ଆଶ୍ରୟକେନ୍ଦ୍ରରେ ରଖାଯିବା ସହ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଦିଆଯାଉଛି। ସେହିପରି ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ। ଗୋଶାଳା-କଳାମାଟି ଅଞ୍ଚଳରେ କେନାଲ୍ରେ ଭାସିଯାଇ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବରଗଡ଼ରେ ବି ଅବସ୍ଥା ସାଂଘାତିକ। କାହା ଘରେ ଆଣ୍ଠୁଏ […]
ଖୋର୍ଦ୍ଧା : ରାସ୍ତାକଡ଼ର ଡ୍ରେନ୍ ଭିତରେ ସୁଡ଼ଙ୍ଗ। ଡ୍ରେନ୍ ପାଣି ଭିତରେ ପଶି ଅପରାଧୀମାନେ ରାତାରାତି ସୁଡ଼ଙ୍ଗ ଖୋଳି ବାହାରିଛନ୍ତି ଅଳଙ୍କାର ଦୋକାନ ଭିତରେ। ଆଉ ଦୁଇ ଫୁଟ୍ର ସୁଡ଼ଙ୍ଗ ଭିତର ଦେଇ ଅପରାଧୀମାନେ ଦୋକାନ ଭିତରେ ବାହାରିବା ସହିତ ଲୁଟିଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର। ଖୋର୍ଦ୍ଧା ଜିଲ୍ଲା ଜଟଣୀ ସହରର ରାଜା ବଜାରରେ ଦୁର୍ବୃତ୍ତମାନେ ଏଭଳି ଅଭିନବ ଢଙ୍ଗରେ ଲୁଟ୍ କରି କମିଶନରେଟ୍ ପୋଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି। ଗତ ରାତିରେ ଜନଗହଳିପୂର୍ଣ୍ଣ ଅଞ୍ଚଳ ଭାବେ […]
ନୂଆଦିଲ୍ଲୀ : ଆସନ୍ତା ସାଧାରଣ ନିର୍ବାଚନରେ କଂଗ୍ରେସ ଏକାକୀ ନ ଲଢି ମେଣ୍ଟ କରିବ। କିନ୍ତୁ କେଉଁ ଦଳ ସହ ମେଣ୍ଟ ହେବ ଏ ସମ୍ପର୍କରେ ନିଷ୍ପତ୍ତି ନେବେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ଦିଲ୍ଲୀରେ ହୋଇଥିବା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ନିର୍ବାଚନ ପୂର୍ବରୁ କିମ୍ବା ପରେ କେଉଁ ଦଳ ସହ ମେଣ୍ଟ କରାଯିବ ସେ ସମ୍ପର୍କରେ ମଧ୍ୟ ରାହୁଲ ଗାନ୍ଧି ଚୂଡାନ୍ତ ନିଷ୍ପତ୍ତି ନେବେ। ଏଥିସହ ନିର୍ବାଚନ ପ୍ରଚାର କମିଟି […]
ବାଙ୍କୀ: କଟକ ଜିଲ୍ଲା ବାଙ୍କୀର ବୋତଲମା ଗାଁରେ ଜଣେ ଯୁବତୀଙ୍କୁ ତାଙ୍କ ଗାଁର ୪ ଜଣ ଲୋକ ଗୋଡ଼େଇ ଗୋଡ଼େଇ ପିଟିଥିବା ଅଭିଯୋଗ ହୋଇଛି। ଠେଙ୍ଗାରେ ୪ ଜଣ ପିଟିଛନ୍ତି। ଅାଉ ଠେଙ୍ଗାରେ ପିଟିବାର ମାଡ଼ ଭିଡିଓ ଭାଇରାଲ ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଯୁବତୀଙ୍କୁ ମାଡ଼ ମରାଯାଇଥିବା ଜଣାପଡିଛି। ଏଥିରେ ଯୁବତୀ ଜଣଙ୍କ ଗୁରୁତର ଅବସ୍ଥାରେ ବାଙ୍କୀ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏନେଇ ଯୁବତୀଙ୍କ ପରିବାର ପକ୍ଷରୁ ବାଙ୍କୀ ଥାନାରେ ଅଭିଯୋଗ ହୋଇଛି। କିନ୍ତୁ ପୋଲିସ ଏତଲା […]
ଦିନକୁ ଦିନ ଡାଏବିଟିସ୍ ରୋଗ ତା’ର କାୟା ବିସ୍ତାର କରିଚାଲିଛି। ବିଶେଷ କରି ଭାରତରେ ଡାଏବିଟିସ୍ ରୋଗୀଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି। ସେଥିପାଇଁ ଭାରତକୁ ବିଶ୍ୱର ଡାଏବିଟିସ୍ ରାଜଧାନୀ ବୋଲି କୁହାଯାଇଛି। ଡାଏବିଟିସ୍ ହେଲେ ଏହା ଯେ ଆଉ କେବେ ଭଲ ହେବନାହିଁ ଲୋକମାନଙ୍କ ମନରେ ଏହି ଭ୍ରାନ୍ତ ଧାରଣାଟି ରହି ଆସିଛି। କିନ୍ତୁ ଡାଏବିଟିସ୍ ରୋଗୀ ମଧ୍ୟ ସାଧାରଣ ଲୋକଙ୍କ ଭଳି ସବୁ କିଛି କରିପାରିବେ। ସେମାନେ ସୁସ୍ଥ ରହିବାକୁ ଚାହୁଁଥିଲେ ବିଶେଷ […]
ବାଲେଶ୍ୱର : ପରୀକ୍ଷା ଦେଉଥିବା ସମୟରେ ଦୁଇ ନକଲି ପରୀକ୍ଷାର୍ଥୀ ଗିରଫ। ଆଜି ବାଲେଶ୍ୱର ସରକାରୀ ଆଇ.ଟି.ଆଇ. ସେଣ୍ଟରରେ ଓ.ଜେ.ଇ.ଇ ଦ୍ୱିତୀୟ ସ୍ତର ଏଣ୍ଟ୍ରାନ୍ସ ପରୀକ୍ଷା ହେଉଥିଲା। ସେଣ୍ଟରରେ ୪୫୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଥିଲେ। ସେମାନଙ୍କ ମଧ୍ୟରୁ ଦୁଇ ଜଣ ନକଲି ପରୀକ୍ଷାର୍ଥୀଙ୍କୁ ହଲ୍ରେ ଥିବା ପର୍ଯ୍ୟବେକ୍ଷକ ଧରିଥିଲେ। ମିଳିଥିବା ସୂଚନା ଅନୁସାରେ, ଜଣେ ନକଲି ପରୀକ୍ଷାର୍ଥୀ ବିହାରର ପଙ୍କଜ କୁମାର। ସେ ସେହି ବିହାର ସାଙ୍ଗ ପ୍ରାନ୍ଥ ପ୍ରଶାନ୍ତଙ୍କ ପାଇଁ ପରୀକ୍ଷା ଦେଉଥିଲେ। ସେହିଭଳି […]
ପୁରୀ: ପ୍ରଶାସନିକ ସ୍ଥାଣୁତା ପାଇଁ ବର୍ଷ ବର୍ଷ ଧରି ବିଛିନ୍ନାଞ୍ଚଳରେ ଜୀବନ କାଟୁଛନ୍ତି ପୁରୀ ଜିଲ୍ଲା ଶିଶୁଆ ପଞ୍ଚାୟତ ବାସୀ। ନଦୀ ଉପରେ ବ୍ରିଜ୍ଟିଏ ନିର୍ମାଣ ପାଇଁ ବାରମ୍ବାର ଦାବି ପରେ ବି କେବଳ ପ୍ରତିଶ୍ରୁତି ଦେଇ ଅଟକି ଯାଇଛି ପ୍ରଶାସନ। ଜୀବନକୁ ବାଜି ଲଗାଇ ବିପଦସଙ୍କୁଳ ଅବସ୍ଥାରେ ସାପୁଆ ଡଙ୍ଗାରେ ଜଳଯାତ୍ରା କରୁଛନ୍ତି ଲୋକମାନେ। ଭରା ନଈରେ ବିପଦପୂର୍ଣ୍ଣ ଜଳଯାତ୍ରା। ମଣିଷ ହୁଅନ୍ତୁ କି ସାଇକେଲ ସମସ୍ତଙ୍କ ପାଇଁ ଏକମାତ୍ର ଭରସା ସାପୁଆ ଡଙ୍ଗା। କୁନି […]