• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

truck strike
ଟ୍ରକ୍ ଧର୍ମଘଟ ପ୍ରତ୍ୟାହୃତ

ନୂଆଦିଲ୍ଲୀ: ଦୀର୍ଘ ୭ ଦିନ ଧରି ଚାଲିଥିବା ଟ୍ରକ୍ ଧର୍ମଘଟ ଶେଷରେ ପ୍ରତ୍ୟାହୃତ ହୋଇଛି। ଗତକାଲି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଏବଂ ଅଲ ଇଣ୍ଡିଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସ (AIMTC) ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ସଂଘର ବିଭିନ୍ନ ଦାବି ମାନିନେବାକୁ ସରକାର ପ୍ରତିଶ୍ରୁତି ଦେବା ପରେ ଗତକାଲିଠୁ ଧର୍ମଘଟ ପ୍ରତ୍ୟାହୃତ ହୋଇଥିବା AIMTC ପକ୍ଷରୁ ସୂଚନା ଦିଆଯାଇଛି। ଜାତୀୟ ରାଜପଥରୁ ଟୋଲ୍‌ ଉଚ୍ଛେଦ, ଥାର୍ଡ ପାର୍ଟି ଇନ୍‌ସ୍ୟୁରାନ୍ସ ପ୍ରିମିୟମ […]

5
‘ସେ ଆଖି ସାମ୍ନାରେ ତଳେ ପଡ଼ି ପ୍ରାଣ ହରାଇଥିଲେ, ସାରା ଜୀବନ ଏ ଦୃଶ୍ୟ ମନେ ରହିବ, ଦୁଃଖ ଦେବ’

ଅହମ୍ମଦାବାଦ: ଗୁଜରାଟର ଡାଇମଣ୍ଡ ସିଟି ଭାବେ ପରିଚିତ ସୁରତର ସରଥନା ଅଞ୍ଚଳରେ ଥିବା ତକ୍ଷଶିଲା କୋଚିଂ ସେଣ୍ଟରରେ ଶୁକ୍ରବାର ଅଗ୍ନିକାଣ୍ଡ ଘଟି ୨୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିଛି। ଏ ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ବେଳେ ୟା’ ଭିତରେ ହିରୋ ପାଲଟି ଯାଇଛନ୍ତି ‘କେତନ ଜୋରାୱାଡ଼ିଆ’। କାରଣ ତିନି ମହଲା କୋଠାରେ ନିଆଁ ଲାଗିଥିବା ବେଳେ ସେ ସେଥିରେ ଚଢ଼ି ବିପଦରେ ପଡ଼ିଥିବା ପିଲାମାନଙ୍କୁ ବଞ୍ଚାଇବାର ଅଦମ୍ୟ ସାହସ ଦେଖାଇଥିଲେ। ସେ ନିଜ […]

tito
ଭିଜିଲାନ୍ସର ଟିଟୋ ତନାଘନା

ଭୁବନେଶ୍ୱର : ଟିଟୋ ସହ ସରକାରୀ ବାବୁ ଲିଙ୍କ୍ ନେଇ ଭିଜିଲାନ୍ସର ଜାରି ରହିଛି ଖୋଳତାଡ଼ ରେଡ୍। କେନ୍ଦ୍ରାପଡ଼ା ଭିଜିଲାନ୍ସ ଟିମ୍ ଅାଜି ଟିଟୋର ବାଲି ଖାଦାନ, ବ୍ୟାଙ୍କ୍‌ ଓ ପେଟ୍ରୋଲ ପମ୍ପ ସମ୍ପର୍କରେ ତନାଘନା କରିଛି। ତାସହ କେନ୍ଦ୍ରାପଡ଼ା ସବ୍ ରେଜିଷ୍ଟାର ଅଫିସ୍, ମ୍ୟୁନିସିପାଲିଟି ଅଫିସ୍‌ରୁ କାଗଜପତ୍ର ଓ ୨୦୧୫ ମସିହାରେ କେଉଁ ସବୁ ଅଫିସର ଥିଲେ ତାର ତଥ୍ୟ ସଂଗ୍ରହ କରିଛି। ପରେ ଅପରାହ୍ନରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ୍, ଜଳସେଚନ, ରାସ୍ତା ଓ ବ୍ରିଜ୍ […]

yh
ରାହୁଲଙ୍କ ଇସ୍ତଫାକୁ CWCର ଅଗ୍ରାହ୍ୟ, ଏଣେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବାକୁ ମମତାଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ବିପର୍ଯ୍ୟୟ ପରେ କଂଗ୍ରେସର ମାନସମନ୍ଥନ। ଆଜି ଦିଲ୍ଲୀରେ ବସିଥିବା CWC ବୈଠକରେ ନିର୍ବାଚନ ଫଳାଫଳକୁ ନେଇ ଆଲୋଚନା କରାଯାଇଛି। ଦଳର ଶୋଚନୀୟ ପରାଜୟ ପାଇଁ ନିଜକୁ ଦାୟୀ କରି ସଭାପତି ପଦ ଛାଡିବାକୁ ଜିଦ୍ ଧରିଥିଲେ ରାହୁଲ । ମାତ୍ର CWC ତାଙ୍କ ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଛି । ଅନ୍ୟପକ୍ଷରେ ଆଗାମୀ ଦିନରେ କଂଗ୍ରେସ କିଭଳି ଶକ୍ତିଶାଳୀ ହେବ ସେନେଇ ନିଷ୍ପତ୍ତି ନେବାକୁ ରାହୁଲ ଗାନ୍ଧୀଙ୍କୁ, ନିରଙ୍କୁଶ କ୍ଷମତା ଦେବା ପାଇଁ ପ୍ରସ୍ତାବ […]

mol
ଏନଡିଏ ଓ ବିଜେପି ସଂସଦୀୟ ଦଳ ନେତା ନିର୍ବାଚିତ ହେଲେ ନରେନ୍ଦ୍ର ମୋଦି 

ନୂଆଦିଲ୍ଲୀ:  ୧୯ରେ ଧମାକାଦାର ବିଜୟ ପରେ କେନ୍ଦ୍ରରେ ଏବେ ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ । ନୂଆଦିଲ୍ଲୀରେ ଆଜି NDA ସଂସଦୀୟ ଦଳ ବୈଠକ ପରେ ଆରମ୍ଭ ହୋଇଛି ସରକାର ଗଠନ ପ୍ରକ୍ରିୟା । ଏପଟେ ଦ୍ୱିତୀୟ ପାଳିରେ ଅଧିକ ସିଟ୍ ଜିତିବା ଦୃଷ୍ଟିରୁ ମନ୍ତ୍ରୀ ପଦ ଲାଗି ଦାବିଦାର୍ଙ୍କ ସଂଖ୍ୟା ବି ବଢ଼ିଛି । ଅନ୍ୟପକ୍ଷରେ ମେଣ୍ଟ ସହଯୋଗୀଙ୍କୁ ବି ସମାନ ଗୁରୁତ୍ୱ ଦେବ ବୋଲି କହିଛି ଦଳ।  ଏପଟେ […]

bjpo-3
ବଦଳିବେ ନାହିଁ ବସନ୍ତ

ଭୁବନେଶ୍ୱର : ବଦଳିବେ ନାହିଁ ବସନ୍ତ। ୧୯ନିର୍ବାଚନ ପର୍ଯ୍ୟନ୍ତ ରାଜ୍ୟ ବିଜେପିର ମଙ୍ଗୁଅାଳ ହୋଇ ରହିବେ ବସନ୍ତ ପଣ୍ଡା। ପ୍ରତାପ ଷଡଙ୍ଗୀଙ୍କ ଦିଲ୍ଲୀ ଗସ୍ତ ପରେ ବସନ୍ତଙ୍କ ଯାଗାରେ ପ୍ରତାପଙ୍କୁ ଦଳ କ୍ୟାପଟେନ କରିବା ନେଇ କିଛି ମହଲରେ ଚର୍ଚ୍ଚା ଚାଲିଥିଲା। ତେବେ ଅାଜି ଏ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂ। ଅରୁଣ କହିଛନ୍ତି ବସନ୍ତଙ୍କ ନେତ୍ୱତ୍ୱରେ ହିଁ ଦଳ ୧୯ ନିର୍ବାଚନ ଲଢିବ।  ବିଜେପୁର ନିର୍ବାଚନ ପରେ ବି […]

kalam 1
ପୋଖରାନ୍‌ରୁ ରାଷ୍ଟ୍ରପତି ଭବନ: କଲାମଙ୍କ ଜୟଯାତ୍ରା

(ପ୍ରଦୀପ ଭାରତୀ) “ମରୁଭୂମିର ପୂର୍ଣ୍ଣିମା ରାତି ମତେ ଭାରି ଭଲ ଲାଗେ। ପୂର୍ଣ୍ଣଚନ୍ଦ୍ରର ଏହି ରାତିରେ ମୁଁ କିଛି ସମୟ ଏକୁଟିଆ ରହିବାକୁ ଚାହେଁ। ମୁଁ ପୋଖରାନ୍‌କୁ ଭଲ ପାଏ। କାରଣ କିଛି କରିବା ପାଇଁ ଏହା ଥିଲା ଏକ ଉତ୍କୃଷ୍ଟ ମଞ୍ଚ” ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ଏପିଜେ ଅବ୍‌ଦୁଲ କଲାମ ଜୟପୁରରେ ୨୦୦୫ରେ ୬୦୦ ସ୍କୁଲ ପିଲାଙ୍କ ସହ କଥାବାର୍ତ୍ତା ହେବା ସମୟରେ ଏହି କଥା କହିଥିଲେ। ବାସ୍ତବରେ ତାଙ୍କର ଏହି ବକ୍ତବ୍ୟ ବହୁତ […]

bda
ବିଡିଏ, ସିଡିଏ ଓ ହାଉସିଂ ବୋର୍ଡକୁ GAର ତାଗିଦ୍‌

ଭୁବନେଶ୍ୱର : ଇଛାଧୀନ କୋଟା କେଳଙ୍କାରୀକୁ ନେଇ ବିଡିଏ, ସିଡିଏ ଓ ହାଉସିଂ ବୋର୍ଡକୁ ସାଧାରଣ ପ୍ରଶାସନ ବିଭାଗର ତାଗିଦ୍‌। ଘର ଓ ପ୍ଲଟ୍‌ ବଣ୍ଟନରରେ ଅନିୟମିତତା ନେଇ ତାରା ଦତ୍ତ କମିଟି କରିଥିବା ସୁପାରିଶକୁ କେତେ କାର୍ଯ୍ୟକାରୀ କରାଯାଇଛି ତାହା ଜଣାଇବା ଲାଗି କହିଛି ସାଧାରଣ ପ୍ରଶାସନ ବିଭାଗ। ୭ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି ଜିଏ । ପୂର୍ବରୁ ମଧ୍ୟ ଅାକ୍ସନ୍ ଟେକେନ୍ ରିପୋର୍ଟ ନେଇ ବିଡିଏ, ସିଡିଏ ଓ ହାଉସିଂ […]

DD
ସରକାରଙ୍କ ଦୃଷ୍ଟି ଆଢୁଅାଳରେ ପୁରୀ କପିଳେଶ୍ୱରର ପୁରାତନ ଅତିବଡ଼ି ବିଦ୍ୟାପୀଠ

ପୁରୀ : ରାସ୍ତାରେ ଅାଣ୍ଠୁଏ ଉଚ୍ଚର ପାଣି। ଅାଉ ପାଣି ଭିତରେ କିଛି ଛାତ୍ର ଚାଲି ଚାଲି ସ୍କୁଲ ଯାଉଛନ୍ତି ତ  ଅାଉ କିଛି ଛାତ୍ର ସାଇକେଲରେ ସ୍କୁଲକୁ ଯାଇଛନ୍ତି। କେବଳ ଛାତ୍ରଛାତ୍ରୀ ନୁହେଁ ଶିକ୍ଷକ ଶିକ୍ଷୟତ୍ରୀ ସମସ୍ତେ ଏହି ରାସ୍ତା ଦେଇ ସ୍କୁଲକୁ ଯାଅାନ୍ତି। ସ୍କୁଲକୁ ଭଲ ରାସ୍ତା ନ ଥିବାରୁ ଏଭଳି ଅବସ୍ଥାରେ ସ୍କୁଲ ଯାଉଛନ୍ତି ପୁରୀ ଜିଲ୍ଲା କପିଳେଶ୍ୱର ସ୍ଥିତ ଅତିବଡ଼ି ବିଦ୍ୟାପୀଠର ଛାତ୍ରଛାତ୍ରୀମାନେ। ଟିକେ ବର୍ଷାରେ ଅବସ୍ଥା ଖରାପ। ରାସ୍ତାର ଗୋଟିଏ […]

sex
ସେକ୍ସ ରାକେଟ ଠାବ

ସମ୍ବଲପୁର :  ସମ୍ବଲପୁରର ଅଇଁଠାପାଲି ଥାନା ଶକ୍ତିନଗରରେ ଏକ ସେକ୍ସ ରାକେଟ ଠାବ ହୋଇଛି। ଏକ ଭଡ଼ା ଘରେ ଚଢ଼ଉ କରି ଅଇଁଠାପାଲି ପୁଲିସ ଘର ମାଲିକଙ୍କ ସହ ୭ଜଣ ଯୁବକ ଓ ୫ଜଣ ଯୁବତୀଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ଠାରୁ ଅନେକ ଅାପତ୍ତିଜନକ ସାମଗ୍ରୀ ଜବତ ହୋଇଛି। ଉଲ୍ଲେଖନୀୟ ଯେ, ଗତ ୨୫ ତାରିଖରେ ମଧ୍ୟ ଭୁବନେଶ୍ୱର ଖାରବେଳ ନଗର ଥାନା ଅଞ୍ଚଳରେ କେଶରୀ ଟକିଜ୍‌ ନିକଟରେ ଥିବା ‘ମେ ମିଲନ୍‌ ହେୟାର ସ୍ପା’ରେ […]

mo
ଗାଦି ସମ୍ଭାଳିବା ପୂର୍ବରୁ ବରିଷ୍ଠଙ୍କ ଆଶୀର୍ବାଦ ନେଲେ ମୋଦି

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟରେ ୧୯ ସାଧାରଣ ନିର୍ବାଚନ ପ୍ରକ୍ରିୟା । ଭୋଟ ଗଣତି ସରି ରେଜଲ୍ଟ ବାହାରି ସାରିଥିବା ବଳେ ଏବେ କେବଳ ସରକାର ଗଠନ ବାକି। ତେବେ ସେଥିଲାଗି ମଧ୍ୟ ଆରମ୍ଭ ହୋଇଯାଇଛି ତତ୍ପରତା। ମୋଦି ଓ ଶାହ ମନ୍ତ୍ରିମଣ୍ଡଳର ରୂପରେଖ ନେଇ ନିଷ୍ପତ୍ତି ନେବେ ବୋଲି କୁହାଯାଉଛି। ଏପଟେ  ଦ୍ୱିତୀୟ ଥର ଦିଲ୍ଲୀ  ଗାଦି ସମ୍ଭାଳିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଓ  ମୁରଲୀ ମନୋହର ଯୋଶୀଙ୍କୁ ଭେଟି ଆଶୀର୍ବାଦ […]

education minister1
ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଗାଁ ବୁଲିଲେ ମନ୍ତ୍ରୀ

ଅାନ୍ଧ୍ରପ୍ରଦେଶ : ଅାନ୍ଧ୍ରପ୍ରଦେଶରେ ଥିବା ବିଚ୍ଛିନ୍ନାଞ୍ଚଳର ଓଡ଼ିଆ ଗାଁ ବୁଲି ଲୋକଙ୍କ ସୁଖଦୁଃଖରେ ସାମିଲ ହେଲେ ଉଚ୍ଚଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର। ଶ୍ରୀକାକୁଲମ ଜିଲ୍ଲାର ଇଚ୍ଛାପୁରମ, ସୋମପେଣ୍ଟା, ମନ୍ଦସା ଅାଦି ଅଞ୍ଚଳର ୧୦ରୁ ଅଧିକ ଓଡ଼ିଆ ଗାଁ ବୁଲିବା ସହ ଓଡ଼ିଆ ସ୍କୁଲ ମଧ୍ୟ ପରିଦର୍ଶନ କରିଥିଲେ। ସ୍କୁଲରେ ଓଡ଼ିଆ ବହି ମିଳି ନଥିବା ଜାଣିବା ପରେ ଏହାର ସମାଧାନ ପାଇଁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଅାନ୍ଧ୍ର ସରକାର ଓଡ଼ିଆ ସ୍କୁଲ ପାଇଁ ବ୍ୟବସ୍ଥା କରିଥିବାରୁ […]

tt
କୋଚିଂ ସେଣ୍ଟରରେ ନିଆଁ,୧୬ ଛାତ୍ରଛାତ୍ରୀ ମୃତ

ସୁରତ: ଗୁଜରାଟର ସୁରତସ୍ଥିତ ସର୍ଥାନାଠାରେ ଥିବା ଏକ କୋଚିଂ ସେଣ୍ଟରରେ ନିଆଁ ଲାଗିବା କାରଣରୁ ୧୬ ଜଣ ଛାତ୍ରଛାତ୍ରୀ ପ୍ରାଣ ହରାଇଛନ୍ତି। ବିଲ୍ଡିଂର ତୃତୀୟ ଏବଂ ଚତୁର୍ଥ ଫ୍ଲୋରରେ ନିଆଁ ଲାଗିଯାଇ ଥିଲା। ଏଥିରେ ଅନେକ ଆହତ ମଧ୍ୟ ହୋଇଛନ୍ତି। ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ସଂଖ୍ୟା ଏବେ ୧୬ ହୋଇଥିଲେ ହେଁ ଏହା ବଢ଼ିବାର ସମ୍ଭାବନା ରହିଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣାରେ […]

gg
ବିଜୟ ତିଳକ ଲଗାଇଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟର ଡେବ୍ୟୁ ମ୍ୟାଚରେ ହୁଏତ ଗୌତମ ଗମ୍ଭୀର ମାତ୍ର ୧୧ ରନ୍ କରିବାକୁ ସକ୍ଷମ ହୋଇଥିଲେ, କିନ୍ତୁ ଭାରତର ଏହି ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ପ୍ରତ୍ୟକ୍ଷ ରାଜନୀତିରେ ପଦାର୍ପଣରେ ଧମାଲ୍ କରିଛନ୍ତି। ଟିମ୍ ଇଣ୍ଡିଆକୁ ଦୁଇଥର ବିଶ୍ୱକପ୍ ଜିତାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ୩୭ ବର୍ଷୀୟ ଗମ୍ଭୀର କ୍ରିକେଟ୍ ମଇଦାନରେ ଯେପରି ନିଜକୁ ବିଜୟୀ ସାବ୍ୟସ୍ତ କରିଥିଲେ, ଏବେ ରାଜନୀତି ମଇଦାନରେ ମଧ୍ୟ ସେମିତି ନିଜର ଯାଦୁ ଦେଖାଇଛନ୍ତି। ଗମ୍ଭୀର ପୂର୍ବ ଦିଲ୍ଲୀ ଲୋକସଭା […]

new film
ଫିଲ୍ମ ଫ୍ରାଇଡେରେ ଆଜି ରିଲିଜ୍‌ ହୋଇଛି ଦୁଇଟି ଫିଲ୍ମ

ମୁମ୍ବାଇ: ଆଜି ଫିଲ୍ମ ଫ୍ରାଇଡେରେ  ରିଲିଜ ହୋଇଛି ଦୁଇଟି ବଡ ଫିଲ୍ମ। ହଲିଉଡ ଓ ବଲିଉଡ ମଧ୍ୟରେ ଦେଖିବାକୁ ମିଳିଛି କଡ଼ା ଟକ୍କର। ଗୋଟିଏ ପଟେ ରିଲିଜ୍‌ ହୋଇଛି ସଞ୍ଜୟ ଦତ୍ତଙ୍କ ଫିଲ୍ମ ‘ସାହିବ ବିବି ଔର ଗ୍ୟାଙ୍ଗଷ୍ଟାର୍ ଥ୍ରୀ’ ଯେଉଁଥିରେ ସଞ୍ଜୟ ଦତ୍ତ ଗ୍ୟାଙ୍ଗଷ୍ଟାର ଭୁମିକାରେ ନଜର ଆସିଛନ୍ତି। ସଞ୍ଜୟଙ୍କ ବ୍ୟତୀତ ଫିଲ୍ମରେ ଜିମ୍ମି ଶେରଗିଲ, ମାହି ଗିଲ, ଓ ଚିତ୍ରାଙ୍ଗନ୍ଧା ସିଂହ ଏଥିରେ ନଜର ଆସିଛନ୍ତି। ଫିଲ୍ମରେ ଭରି ରହିଛି ଡ୍ରାମା ଓ ସସ୍‌ପେନ୍ସ […]

11
ପଣ୍ଡିତ୍‌ ନେହରୁଙ୍କ ରେକର୍ଡ ସମକକ୍ଷ ହେଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର: ଜବାହାରଲାଲ୍‌ ନେହରୁ, ଇନ୍ଦିରା ଗାନ୍ଧି ଆଉ ଏବେ ନରେନ୍ଦ୍ର ମୋଦି। ମୋଦି ହେଉଛନ୍ତି ଭାରତର ତୃତୀୟ ପ୍ରଧାନମନ୍ତ୍ରୀ ଯେ, ପୂର୍ଣ୍ଣ ବହୁମତରେ ୨ୟ ଥର ଦେଶର ପଦଭାର ସମ୍ଭାଳିବେ। ତାଙ୍କ ପୂର୍ବରୁ ପଣ୍ଡିତ ଜବାହାର ଲାଲ୍‌ ନେହରୁ ଓ ଇନ୍ଦିରା ଗାନ୍ଧି ବହୁମତ ପାଇ ୨ଥର ପ୍ରଧାନମନ୍ତ୍ରୀ ହୋଇଥିଲେ। ୧୯୫୨ରେ ପ୍ରଥମେ ନିର୍ବାଚିତ ହେବା ପରେ ୫ ବର୍ଷ ଶୃଙ୍ଖଳିତ ଭାବେ ଶାସନ କରିବା ପରେ ପୁଣି ୧୯୫୭ରେ ଦେଶର ମଙ୍ଗ ଧରିଥିଲେ ପଣ୍ଡିତ୍‌ ନେହରୁ। […]

kalpana
ପର୍ବତାରୋହୀ କଳ୍ପନା ଦାସଙ୍କ ପରଲୋକ

କାଠମାଣ୍ଡୁ : ପ୍ରଥମ ଓଡ଼ିଆ ମହିଳା ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସଙ୍କର ପରଲୋକ ହୋଇଯାଇଛି। ହିମାଳୟର ଦୁଃସାହସିକ ଅଭିଯାନ ବେଳେ ଅମ୍ଲଜାନ ଅଭାବରୁ ତାଙ୍କର ଦେହାନ୍ତ ହୋଇଥିବା ସୂଚନା ମିଳିଛି। ହିମାଳୟ ଶିଖରରେ ପହଞ୍ଚି ପାଦ ଦେଶକୁ ଓହ୍ଲାଇବା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ମୃତ୍ୟୁ ବେଳକୁ କଳ୍ପନାଙ୍କୁ ୪୯ବର୍ଷ ହୋଇଥିଲା। ସୂଚନାନୁସାରେ କଳ୍ପନାଙ୍କ ମୃତଦେହ ଏବେ ହିମାଳୟ ପାଦଦେଶରୁ ୮,୪୦୦ ଫୁଟ ଉଚ୍ଚରେ ଅଛି। ଢେଙ୍କାନାଳର ଝିଅ କଳ୍ପନା ୨୦୦୮ ମେ ୩୧ ତାରିଖରେ […]

bricssummit
ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଜୋହାନ୍ସବର୍ଗ: ବିଶ୍ୱର ଉନ୍ନତି ପାଇଁ ପ୍ରଯୁକ୍ତିବିଦ୍ୟା, ବହୁ ପାକ୍ଷିକ ସହଯୋଗିତା ଓ ଦକ୍ଷତା ବିକାଶ ନିହାତି ଜରୁରୀ। ଆଫ୍ରିକାର ଜୋହାନ୍ସବର୍ଗରେ ଅନୁଷ୍ଠିତ ବ୍ରିକ୍ସ ସମ୍ମିଳନୀରେ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶିଳ୍ପ କ୍ଷେତ୍ରରେ ନୂଆ ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ ମାଧ୍ୟମର ପ୍ରସାର ଦ୍ୱାରା ବିଶ୍ୱ ଏକ ନୂଆ ସୁଯୋଗ ସୃଷ୍ଟି କରିବା ସହ ଚ୍ୟାଲେଞ୍ଜ ଆଣିଥିବା ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି। ଚତୁର୍ଥ ଶିଳ୍ପ ବିପ୍ଲବ ଲାଗି ବ୍ରିକ୍ସ ରାଷ୍ଟ୍ରଗୁଡିକ ସହ ନୂଆଦିଲ୍ଲୀ କାର୍ଯ୍ୟ କରିବାକୁ ଚାହୁଁଥିବା […]

muk
କେଉଁ ରାଜ୍ୟର ମୁଖ୍ୟମନ୍ତ୍ରୀ କେତେ ଟଙ୍କା ପାଆନ୍ତି ମାସିକ ବେତନ ?

ଭୁବନେଶ୍ୱର: ବଡ଼ ଚାକିରି, ବଡ଼ ଦରମା। କଥାଟା ଆପଣ ନିଶ୍ଚିତ ଜାଣିଥିବେ। ହେଲେ ଭାବିଲେ ଦେଖି ସବୁଠାରୁ ଅଧିକ ଦରମା କିଏ ପାଏ ? କଥାଟା ଅନେକ ସମୟରେ ଆଲୋଚନା ହୋଇଥାଏ। କିନ୍ତୁ କିଏ କେତେ କଥା କୁହନ୍ତି। କିଏ କୁହେ ରାଷ୍ଟ୍ରପତି ଅଧିକ ପାଆନ୍ତି ତ ପୁଣି କିଏ କୁହେ ପ୍ରଧାନମନ୍ତ୍ରୀ। ଆମ ଦେଶରେ ଏମିତି ଅନେକ କଥା ଖଟି ଖଟିରେ ଚର୍ଚ୍ଚା ହୁଏ। ଛାଡନ୍ତୁ ସେ କଥା। କହିଲେ ଦେଖି ଆମ ମୁଖ୍ୟମନ୍ତ୍ରୀ କେତେଟଙ୍କା […]

hky
ଭୁବନେଶ୍ୱର ଆସୁଛି ଭାରତୀୟ ହକି ଟିମ୍‌

ନୂଆଦିଲ୍ଲୀ: ଅଲମ୍ପିକ୍ସ ଯୋଗ୍ୟତା ପର୍ଯାୟ ମ୍ୟାଚ ପାଇଁ ଆଜି ଭୁବନେଶ୍ୱର ପହଞ୍ଚିବ ଭାରତୀୟ ହକି ଟିମ୍ । ଏଥିପାଇଁ କମିଶନରେଟ୍ ପୋଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।  ଷ୍ଟାଡିୟମ୍, ଖେଳାଳିଙ୍କ ରହଣି ସ୍ଥାନରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।  ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ  ଜୁନ ୬ ତାରିଖଠାରୁ ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଫେଡେରେସନ ଅଫ୍ ଇଣ୍ଡିଆନ୍ ହକି ମେନସ୍ ସିରିଜ ଯୋଗ୍ୟତା ପର୍ଯାୟ ମ୍ୟାଚ। […]

blood-moon
ଚନ୍ଦ୍ରଗ୍ରହଣର ଶରୀର ଉପରେ ପ୍ରଭାବ ଓ ବୈଜ୍ଞାନିକ ମତ

ଆଜି ଶତାବ୍ଦୀର ସବୁଠୁ ବିରଳ ଚନ୍ଦ୍ରଗ୍ରହଣ ପଡୁଛି। ଚଳିତ ଶତାବ୍ଦୀର ସବୁଠୁ ବିରଳ ମହାଜାଗତିକ ଘଟଣା। ଦୃଶ୍ୟମାନ ହେବ ରକ୍ତବର୍ଣ୍ଣ ଚନ୍ଦ୍ର ବା ବ୍ଲଡ୍-ମୁନ୍। ପୂର୍ଣ୍ଣଗ୍ରାସ ଚନ୍ଦ୍ରଗ୍ରହଣ ଅବସରରେ ଚନ୍ଦ୍ର ବିରାଟ ଅାକାରରେ ଓ ସଂପୂର୍ଣ୍ଣ ଭାବେ ଲାଲ୍ ଦେଖାଯିବ। ଏକ ଘଣ୍ଟା ୪୩ ମିନିଟ୍‌ ଧରି ଏହି ପୂର୍ଣ୍ଣଗ୍ରାସ ରହିବ। ରାତି ୧୦ଟା ୪୪ରୁ ଗ୍ରହଣ ଅାରମ୍ଭ ହେବ । ରାତି ଗୋଟାଏରେ ପୂର୍ଣ୍ଣଗ୍ରହଣ ହୋଇ ୨ଟା ୪୩ରେ ଶେଷ ହେବ। ତେବେ ଗ୍ରହଣ ସଂପୂର୍ଣ୍ଣ […]

uu
ଶେଷ ପର୍ଯ୍ୟାୟର ହେଭିୱେଟ୍‌

ନୂଆଦିଲ୍ଲୀ: ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଲଢ଼ୁଛନ୍ତି ଦେଶର କିଛି ହେଭିୱେଟ୍ ନେତା। ଯେଉଁମାନଙ୍କ ଭିତରେ ଅଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ବାରଣାସୀରୁ ନିର୍ବାଚନ ଲଢୁଛନ୍ତି ଏବଂ ସେଠାରେ ତାଙ୍କୁ ଟକ୍କର ଦେଉଛନ୍ତି କଂଗ୍ରେସ ପ୍ରାର୍ଥୀ ଅଜୟ ରାୟ। ସେହିପରି ଗୋରଖପୁରରୁ ବିଜେପି ପ୍ରାର୍ଥୀ ରବି କିଶନ୍, କୁଶିନଗରରୁ କଂଗ୍ରେସ ପ୍ରାର୍ଥୀ ଆର୍.ପି.ଏନ୍ ସିଂହ, ମଧ୍ୟପ୍ରଦେଶ ମନ୍ଦୋସରରୁ କଂଗ୍ରେସ ପ୍ରାର୍ଥୀ ମିନାକ୍ଷୀ ନଟ୍‌ରାଜନ ପ୍ରମୁଖ। ସେହିପରି ବିହାର ପଟନା ସାହିବରୁ କଂଗ୍ରେସ ଟିକେଟ୍‌ରୁ […]