• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

temple-up
ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ମାମଲା

ଭୁବନେଶ୍ୱର: ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ଜନସ୍ୱାର୍ଥ ସମ୍ପର୍କିତ ମାମଲାର ଶୁଣାଣି ଅାଜି ହେବ। ପୂର୍ବରୁ ଜୁନ୍ ୮ ଓ ଜୁଲାଇ ୫ ତାରିଖରେ ଦୁଇଥର ମାମଲାର ଶୁଣାଣି କରି ସର୍ବୋଚ୍ଚ ଅଦାଲତ ୧୨ଟି ଅାଦେଶ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଦେଇଥିଲେ। ଏହି ୧୨ଟି ମଧ୍ୟରୁ ୯ଟି ପ୍ରସ୍ତାବ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଅାଯାଇଛି । କିନ୍ତୁ ଅନୁଦାନ ଅାଟିକା, ବଂଶାନୁକ୍ରମିକ ସେବା ପରମ୍ପରା ଉଚ୍ଛେଦ ଓ ଜଗନ୍ନାଥ ମନ୍ଦିର ଅାଇନ ସଂଶୋଧନ ଉପରେ କୌଣସି ନିଷ୍ପତ୍ତି ନିଅାଯାଇପାରିନାହିଁ । […]

guru
ମନେପଡ଼େ ସେଇ ମହାନ ଗୁରୁଙ୍କ କଥା

( ପ୍ରଦୀପ ଭାରତୀ) : ପ୍ରତିବର୍ଷ ସେପ୍ଟେମ୍ବର ୫ ତାରିଖକୁ ଆମେ ଗୁରୁ ଦିବସ ଭାବେ ପାଳନ କରିଥାନ୍ତି। ଏହି ଦିନରେ ଛାତ୍ରଛାତ୍ରୀ ତଥା ବିଭିନ୍ନ ବର୍ଗର ଲୋକ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପ୍ରତି ସମ୍ମାନ ଓ ଭକ୍ତି ଜଣାଇଥାନ୍ତି। ପ୍ରାଚୀନ କାଳରୁ ଆଜି ପର୍ଯ୍ୟନ୍ତ ସମାଜରେ ଗୁରୁମାନଙ୍କ ସ୍ଥାନ ସବୁବେଳେ ଆଗରେ ରହିଆସିଛି। କାରଣ ଗୁରୁମାନେ ହିଁ ସେମାନଙ୍କ ଉଦ୍ୟମ ବଳରେ ଅଜ୍ଞାନ ରୂପକ ଅନ୍ଧକାରରୁ ଜ୍ଞାନ ରୂପକ ଆଲୋକକୁ ବାଟ କଢାଇ ନେଇଥାନ୍ତି। ସେଥିପାଇଁ […]

gas-up
ରୋଷେଇ ଗ୍ୟାସ୍‌ ନିଆଁରେ ପୋଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଦେବଗଡ଼  : ଦେବଗଡ଼ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଉଜ୍ଜ୍ଵଳା ଯୋଜନାରେ ଛେପିଲିପାଲି ପଞ୍ଚାୟତର ନାଏବ ସରପଞ୍ଚ ତଥା ଶୁଳିଆ ଗାଁର ପ୍ରତିଭା ପ୍ରଧାନଙ୍କୁ ଏକ ଗ୍ୟାସ ସଂଯୋଗ ମିଳିଥିଲା। ଆଜି ପ୍ରତିଭା ଓ ତାଙ୍କ ସ୍ୱାମୀ ଶରତ ଗ୍ୟାସ୍‌ ଖୋଲି ଗ୍ୟାସ ଚୁଲାରେ ଅଗ୍ନି ସଂଯୋଗ କରୁଥିଲେ। ଅସାବଧାନତା ଯୋଗୁ ନିଆଁ ପ୍ରତିଭାଙ୍କ ଶାଢ଼ୀରେ ଲାଗି ଯାଇଥିଲା। ସ୍ତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ପାଖରେ ଥିବା ସ୍ୱାମୀ ମଧ୍ୟ ନିଆଁରେ ପୋଡ଼ି ଯାଇଥିଲେ। ଉଭୟଙ୍କୁ […]

8-up
ଭାରତୀୟ ଗୀତ ଗାଇ ଚାକିରୀରୁ ନିଲମ୍ବିତ ହେଲେ ପାକିସ୍ତାନୀ ମହିଳା

ଇସଲାମାବାଦ: ଭାରତୀୟ ଗୀତ ଗାଇ ନିଲମ୍ବନ ହେଲେ ପାକିସ୍ତାନ ଏୟାରପୋର୍ଟ ସିକ୍ୟୁରିଟି ଫୋର୍ସର ମହିଳା କର୍ମଚାରୀ। ପାକିସ୍ତାନ ଏୟାରପୋର୍ଟ ସିକ୍ୟୁରିଟି ଫୋର୍ସରେ କାର୍ଯ୍ୟ କରୁଥିବା ଜଣେ ମହିଳା କର୍ମଚାରୀ ଭାରତୀୟ ଗୀତ ଗାଉଥିବାର ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ଚାକିରୀରୁ ନିଲମ୍ବନ କରାଯାଇଛି। ଏଥିସହିତ ୨୫ ବର୍ଷିୟା ମହିଳା କର୍ମଚାରୀଙ୍କର ଦୁଇ ବର୍ଷ ପର୍ଯ୍ୟନ୍ତ ଦରମା ବୃଦ୍ଧି ଉପରେ ମଧ୍ୟ ରୋକ୍‌ ଲଗାଯାଇଛି। ଏହି ଭିଡିଓଟି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ […]

rat
ପୁଲିସ୍‌କୁ ନାକେଦମ କଲା ମୂଷା

ଲକ୍ଷ୍ନୌ:  ଉତ୍ତର ପ୍ରଦେଶ ଶାମଲି ଜିଲ୍ଲାର ଏକ ଇଣ୍ଡିଆନ୍‌ ବ୍ୟାଙ୍କରେ ଆଲାର୍ମ ବାଜିଲା। ସମସ୍ତେ ଭାବିଥିଲେ ବ୍ୟାଙ୍କରେ ଚୋରି କରିବା ପାଇଁ ଚୋର ପଶିଛନ୍ତି। ସେଥିପାଇଁ ବ୍ୟାଙ୍କ କର୍ମଚାରୀ, ସମେତ ପୁଲିସ ଚୋର ଧରିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ। ହେଲେ ସେମିତି କିଛି ଘଟିନଥିଲା। ବ୍ୟାଙ୍କର ଏକ ଜାଗାରେ ମୂଷା ପଶିଯାଇଥିଲା। ସେଥିପାଇଁ ଆଲାର୍ମ ବାଜିବାକୁ ଲାଗିଥିଲା। ପୁଲିସ କହିଛି ,ଜନ୍ମାଷ୍ଟମୀ ଛୁଟି ଯୋଗୁ କେହି ବ୍ୟାଙ୍କ କର୍ମଚାରୀ ସେଠାରେ ନଥିଲେ। ଆଲାର୍ମ ଶବ୍ଦ ଶୁଣି ସ୍ଥାନୀୟ […]

case
ଜାଲିଓ୍ୱାନାବାଲା ବାଗ୍ ଗୁଳିକାଣ୍ଡ ଘଟଣାକୁ ପୂରିଲା ୧୦୦ ବର୍ଷ

ନୂଆଦିଲ୍ଲୀ: ଅମୃତସର ଜାଲିଓ୍ୱାନାବାଲା ବାଗ୍ ଗୁଳିକାଣ୍ଡ ଘଟଣାକୁ ଶହେ ବର୍ଷ ପୂରିଛି। ଏହି ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଜି ସକାଳେ ଜାଲିଓ୍ୱାନାବାଲା ବାଗ୍‌ରେ ସହିଦ ହୋଇଥିବା ସମସ୍ତ ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। କଂଗ୍ରେସ ସଭାପତି ରାହୁଲ ଗାନ୍ଧି  ଜାଲିଓ୍ୱାନାବାଲା ବାଗ୍‌ରେ ପହଞ୍ଚି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ରାହୁଲ ଗାନ୍ଧିଙ୍କ ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂ ଉପସ୍ଥିତ ଥିଲେ।  ସେହିପରି ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ପଞ୍ଜାବ ରାଜ୍ୟପାଳ ମଧ୍ୟ  ଜାଲିଓ୍ୱାନାବାଲା ବାଗ୍ […]

suicide-up
ସରକାରୀ ପଲିଟେକ୍‌ନିକ୍ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଲାଙ୍ଗିର : ବଲାଙ୍ଗିରରେ ସରକାରୀ ପଲିଟେକ୍‌ନିକ୍ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଶାନ୍ତିପଡ଼ାସ୍ଥିତ ଭଡ଼ାଘରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ। ମୃତକ ହେଉଛନ୍ତି ଡିପ୍ଲୋମା ଶେଷ ବର୍ଷର ଛାତ୍ର ଚନ୍ଦ୍ରଶେଖର ବେହେରା। ସେ ବେକରେ ରଶି ଲଗାଇ ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଗତ କିଛି ଦିନ ହେଲା ଚନ୍ଦ୍ରଶେଖର ଅବସାଦରେ ଥିଲେ ବୋଲି କୁହାଯାଉଛି। ତେବେ କେଉଁ କାରଣ ପାଇଁ ଅାତ୍ମହତ୍ୟା କଲେ, ସ୍ପଷ୍ଟ ହୋଇନାହିଁ। ମୃତଦେହ ଜବତ କରି ଟାଉନ୍ ପୁଲିସ ତଦନ୍ତ […]

cow
ପ୍ରେମ ନିବେଦନର ଅଦ୍ଭୁତ ତରିକା

ନୂଆଦିଲ୍ଲୀ: ଯେତେବେଳେ ନିଜ ଗାର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ୍‌ କରିବା କଥା ଆସେ, ପ୍ରେମିକମାନେ ସେତେବେଳେ ବିଭିନ୍ନ ନୂଆ ନୂଆ କୌଶଳ ଆପଣେଇଥାନ୍ତି। ଝିଅଟି ମୁଁହରୁ ହଁ ଶୁଣିବା ପାଇଁ ପୁଅମାନେ ବିଭିନ୍ନ ଉପାୟ ଆପଣାଇଥିଲେ ବି ବହୁତ ଥର ତାଙ୍କୁ ଏଥିରେ ସଫଳତା ମିଳିନଥାଏ। କାରଣ ଝିଅମାନେ ସର୍ବଦା ଚାହାନ୍ତି ସେମାନଙ୍କୁ ଭଲପାଉଥିବା ପିଲା ଜଣଙ୍କ ଜଣେ ନିଆରା ମଣିଷ ହେବା ସହିତ ସଚ୍ଚୋଟ ହୋଇଥାନ୍ତୁ। ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଯାହା ଜାଣିଲେ ଲୋକମାନେ […]