• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

vlcsnap-error735
ସୁପ୍ରିମକୋର୍ଟରେ ପହଞ୍ଚିଲା ରାଫେଲ୍ ଡିଲ୍ ମାମଲା

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ପହଞ୍ଚିଛି ରାଫେଲ୍ ଡିଲ୍ ମାମଲା। ପ୍ରଧାନବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ। ରାଫେଲ୍ ଡିଲ୍‌କୁ ରଦ୍ଦ କରିବା ସହ ଏନେଇ ମାମଲା ଦାଏର କରିବା ପାଇଁ ଅାବେଦନ ଦାଏର ହୋଇଛି। ଯାହାକୁ ଗ୍ରହଣ କରିଛନ୍ତି ଅଦାଲତ। ମାମଲାର ତ୍ୱରିତ ଶୁଣାଣି ଅାସନ୍ତା ସପ୍ତାହରୁ ପ୍ରଧାନବିଚାରପତିଙ୍କ ବେଞ୍ଚରେ ହେବ। ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହୋଇଥିବା ଏହି ଡିଲ୍‌ରେ ଦୁର୍ନୀତି ହୋଇଥିବା ଅାବେଦନରେ ଦର୍ଶା ଯାଇଛି। ସେପଟେ ଘଟଣାକୁ ନେଇ […]

vlcsnap-error092
ଏସିଅାନ୍ ଗେମ୍ସ ପଦକ ବିଜେତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ନୂଆଦିଲ୍ଲୀ: ଜାକର୍ତ୍ତା ଏସିଅାଡରେ ପଦକ ଜିତିଥିବା ଭାରତୀୟ ଅାଥଲେଟମାନଙ୍କୁ ସମ୍ବଦ୍ଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀରେ ଅାୟୋଜିତ ଏକ ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦି ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଦୁଇଟି ରୌପ୍ୟ ପଦକ ଜିତିଥିବା ଓଡିଶାର ଦୂତୀ ଚାନ୍ଦ, ହେପଟାଥଲନ ସ୍ୱର୍ଣ୍ଣ ପଦକ ବିଜେତା ସ୍ୱପ୍ନା ବର୍ମନ, ହିମା ଦାସଙ୍କ ସହ ଅନେକ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲେ ମୋଦି। ଏସୀୟ କ୍ରୀଡାରେ ପଦକ ଜିତି ଅନ୍ୟ ମାନଙ୍କ ପାଇଁ ସେମାନେ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି […]

delhi-up
ରାଜଧାନୀ ଦିଲ୍ଲୀରେ ଗର୍ଜିଲେ ଶ୍ରମିକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଳୀରେ ଗର୍ଜିଲେ ଶ୍ରମିକ। ରାମଲିଲା ମଇଦାନରେ କିଷାନ ସଂଗଠନ ପକ୍ଷରୁ ସଂଘର୍ଷ ରାଲିର ଆୟୋଜନ ହୋଇଛି। ଦେଶର ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରୁ ଶ୍ରମିକ ଏହି ରାଲିରେ ଯୋଗ ଦେଇଛନ୍ତି। ପାର୍ଲାମେଣ୍ଟ ରୋଡ୍‌ରୁ ବାହାରି ରାମ ଲିଲା ମଇଦାନ ଯାଏ ଏକ ବିଶାଳ ରାଲିର ଆୟୋଜନ ହୋଇଛି। ଶ୍ରମିକ ଆଇନକୁ କଡ଼ାକଡ଼ି ଲାଗୁ, ସଠିକ୍ ମଜୁରୀ, ଅଧିକ ନିଯୁକ୍ତି ଭଳି ଅନ୍ୟାନ ଦାବିକୁ ନେଇ ଶ୍ରମିକ ସଂଘ ଆନ୍ଦୋଳନ କରିଛି। କେନ୍ଦ୍ର ସରକାରଙ୍କ ବିରୋଧରେ […]

ଉସୁକାଇଲା ସାବତ ମା, ଭଉଣୀକୁ ଦୁଷ୍କର୍ମ କରି ଜାଳିଦେଲା ସାବତ ଭାଇ

ଶ୍ରୀନଗର: ସୀମା ଡେଇଁଛି ସମସ୍ତ ଅମାନୁଷିକତା। ନାବାଳିକା ଭଉଣୀକୁ ଦୁଷ୍କର୍ମ କରିଛି ସାବତ ଭାଇ। ଆଉ ତା ପରେ ଏସିଡ୍‌ ପକାଇ ପୋଡ଼ି ମାରି ଦେଇଛି। ଜାମ୍ମୁ ଓ କାଶ୍ମୀରରୁ ଏପରି ସଙ୍ଗୀନ ଅଭିଯୋଗ ଆସିଛି। ବାରମୁଳା ଜିଲ୍ଲା ବୋନିୟାରର ଜଣେ ୯ ବର୍ଷର ନାବାଳିକା ସହ ଏଭଳି ବର୍ବର କାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ର ସୂଚନା ଅନୁଯାୟୀ ସାବତ ଭାଇ ଏବଂ ତାର କିଛି ସାଙ୍ଗ ମିଶି ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ। ଏହାପରେ […]

cbi-up
ତାମିଲନାଡୁ ଡିଜିପି ଓ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଘରେ ରେଡ୍

ଚେନ୍ନାଇ: ବହୁ ଚର୍ଚ୍ଚିତ ତାମିଲନାଡ଼ୁ ଗୁଟଖା ଦୁର୍ନୀତି ମାମଲାରେ ବଡ଼ ଧରଣର ରେଡ୍ ହୋଇଛି। ତାମିଲନାଡ଼ୁ ଡିଜିପି ଟିକେ ରାଜେନ୍ଦ୍ରନ୍‌ଙ୍କ ଘରେ ସିବିଆଇ ଚଢ଼ଉ କରିଛି। ଡିଜିପିଙ୍କ ଚେନ୍ନାଇ ସ୍ଥିତ ମୋଗାପେର୍ ବାସଭବନରେ ଯାଞ୍ଚ ହୋଇଛି। ଏହାସହ ସ୍ୱାସ୍ଥମନ୍ତ୍ରୀ ସି. ବିଜୟଭାସ୍କରଙ୍କ ଘରେ ରେଡ଼୍‌ ହୋଇଛି। ତାମିଲନାଡ଼ୁର ପୂର୍ବତନ ଡିଜିପି ଏସ୍ ଜର୍ଜ ଏବଂ ବହୁ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କ ଘରେ ଏକକାଳୀନ ଚଢ଼ଉ ହୋଇଛି। ୪୦ରୁ ଅଧିକ ସ୍ଥାନରେ ସିବିଆଇ ଟିମ୍ ଯାଞ୍ଚ କରୁଛି। ମିଳିଥିବା […]

bridge--2-up
କୋଲକତାରେ ଓଭରବ୍ରିଜ ଭୁଶୁଡିବା ଘଟଣା

କୋଲକତା : କୋଲକତାର ମାଜେରହାଟ୍‌ରେ ଓଭରବ୍ରିଜ ଭୁଶୁଡିପଡିଥିବା ଘଟଣାସ୍ଥଳରେ ଏବେବି  ଜାରି ରହିଛି ଉଦ୍ଧାର କାର୍ଯ୍ୟ। NDRFର ୫ କମ୍ପାନୀ,  କୋଲକତା ପୁଲିସ, ଟ୍ରାଫିକ ଏବଂ ଅଗ୍ନିଶମ ବିଭାଗ ପକ୍ଷରୁ ଏହି ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଭଗ୍ନାବଶେଷକୁ ହଟାଇବାପାଇଁ ୭ଟି ଜେସିବି ମେସିନ ନିୟୋଜିତ କରାଯାଇଛି। ଏବେବି ଭଗ୍ନାବଶେଷ ଭିତରେ ଅାହୁରି କିଛି ଗାଡି ଫସି ରହିଯାଇଥିବା ଅାଶଙ୍କା କରାଯାଉଛି। ସେପଟେ ଏହି ଘଟଣାର ଯାଞ୍ଚ କରିବାକୁ ମୁଖ୍ୟ ଶାସନ ସଚିବ ମଳୟ ଦେଙ୍କ ଅଧ୍ୟକ୍ଷତାରେ […]

jio1
Jio ୟୁଜର୍ସଙ୍କ ପାଇଁ କରୋଡ୍‌ପତି ହେବାର ସୁବର୍ଣ୍ଣ ସୁଯୋଗ

ନୂଆଦିଲ୍ଲୀ: ଯଦି ଆପଣ Jio ନମ୍ବର ବ୍ୟବହାର କରୁଛନ୍ତି, ତା’ ହାଲେ ଆପଣଙ୍କ ପାଇଁ କରୋଡ୍‌ପତି ହେବାର ସୁବର୍ଣ୍ଣ ସୁଯୋଗ ଆସି ପହଞ୍ଚିଛି। ଏଥିପାଇଁ ଆପଣଙ୍କୁ କେଉଁଠି ଯିବାକୁ ପଡ଼ିବ ନାହିଁ। ଘରେ ବସି ଆପଣ ଏହା କରିପାରିବେ। Sony ଟିଭିରେ ପ୍ରସାରିତ ହେଉଛି କୌନ୍‌ ବନେଗା କରୋଡ୍‌ପତିର ୧୦ମ ଏପିସୋଡ୍‌। ଏହାଦ୍ୱାରା Jio ବ୍ୟବହାରକାରୀମାନେ ପୁରସ୍କାର ଜିତି ପାରିବେ। ଜାଣନ୍ତୁ କିପରି KBC ଦ୍ୱାରା କରୋଡ୍‌ପତି ହୋଇପାରିବେ ଆପଣ ଏହି ଖେଳ ଖେଳିବା ପାଇଁ Jio […]

momo
ମୋମୋ ଅାଣିଲା ମୃତ୍ୟୁ!

କଟକ  : ମୋମୋ ଅାଣିଲା ମୃତ୍ୟୁ। ମୋବାଇଲରେ ମୋମୋ ଗେମ୍ ଖେଳି ଜଣେ ଯୁବକ ଅାତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କଟକ ଜିଲ୍ଲା ମାହାଙ୍ଗା ବ୍ଳକ୍‌ ଉମର ଗାଁରୁ ଅାସିଛି ଏହି ଅଭିଯୋଗ । ମୃତ ଯୁବକ ହେଉଛନ୍ତି ଉମାକାନ୍ତ ବେହେରା । ଯୁବକ ଜଣଙ୍କ ୨ ମାସ ତଳେ ଚେନ୍ନାଇରୁ ଘରକୁ ଫେରିଥିଲେ। ତେବେ ଅାଜି ସକାଳେ ତାଙ୍କ ଝୁଲନ୍ତା ମୃତଦେହ ଉମର ଗାଁର ଏକ ନିର୍ମାଣାଧୀନ କ୍ଲବ ଘରେ ଦେଖିବାକୁ ମିଳିଥିଲା । ତାଙ୍କ […]

chena murki
ଏହି ତିନୋଟି ଜିନିଷରେ ତିଆରି କରନ୍ତୁ ସ୍ୱାଦିଷ୍ଟ ଛେନା ମୁଡୁକି

ଛେନା ତରକାରୀ, ରସଗୋଲା ଏବଂ ଛେନାରେ ତିଆରି ହୋଇଥିବା ଅନେକ ଆଇଟମ୍‌ ଆପଣ ଖାଇଥିବେ। କିନ୍ତୁ କେବେ ଛେନାରେ ତିଆରି ମୁଡୁକି ଖାଇଛନ୍ତି କି? ଏହାର ସ୍ୱାଦ ସବୁ ମିଠା ଜିନିଷ ଠାରୁ ଅଲଗା ହୋଇଥାଏ। ତେବେ ବହୁତ କମ୍‌ ସାମଗ୍ରୀରେ ଆଜି ଘରେ ପ୍ରସ୍ତୁତ କରନ୍ତୁ ଛେନା ମୁଡୁକି। ଜାଣନ୍ତୁ ,ଛେନା ମୁଡକି ତିଆରି କରିବା ପାଇଁ ଆବଶ୍ୟକୀୟ ସାମଗ୍ରୀ ବିଷୟରେ  ପନୀର-୨୦୦ଗ୍ରାମ, ଚିନି-୩୫୦ ଗ୍ରାମ ଏବଂ ପାଣି-ତିନି କପ୍‌ ପ୍ରଥମେ ଏକ ଗଭିରିଆ ପ୍ୟାନ୍‌ […]

thumb1
୨୪ଟି ଆଙ୍ଗୁଠି ଥିବାରୁ ପିଲାଟିକୁ ବଳିଦେବାକୁ କହିଲା ତାନ୍ତ୍ରିକ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶର ବାରାବାଙ୍କି ନାମକ ସ୍ଥାନରେ ଏକ ପିଲାର ଗୋଡ଼ ଓ ହାତ ଆଙ୍ଗଠିକୁ ମିଶାଇ ୨୪ଟି ଆଙ୍ଗୁଠି ରହିଛି। ୨୪ଟି ଆଙ୍ଗୁଠି ରହିଥିବାରୁ ଏବେ ତା ଉପରେ ବିପଦ ଦେଖାଦେଇଛି। ବିକାରଗ୍ରସ୍ତ ପିଲାକୁ ବଳି ଦେଲେ ସେମାନେ ଧନୀ ହୋଇଯିବେ ବୋଲି ଜଣେ ତାନ୍ତ୍ରିକ ପିଲାଟିର ପରିବାରକୁ ଉପଦେଶ ଦେଇଛନ୍ତି । ପିଲାଟିର ବାପା ମାଆ କହିଛନ୍ତି ଯେ ତାଙ୍କ ସମ୍ପର୍କୀୟ ପିଲାଟିକୁ ମାରିଦେବାକୁ ଚାହୁଁଛନ୍ତି। ତା’ ବାପା ମାଆ ତାକୁ ସ୍କୁଲ ପଠାଇବା […]

rain-up
ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି।  ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଥିବାରୁ ଏହାର ପ୍ରଭାବରେ ବର୍ଷା ଲାଗି ରହିଛି। ବର୍ଷା ସହିତ ଝଡ଼ତୋଫାନ, ବଜ୍ରପାତ ନେଇ  ୧୮ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, କନ୍ଧମାଳ।   …

br Ambedkar
ଆଜି ବି.ଆର୍‌. ଆମ୍ବେଦକରଙ୍କ ୧୨୮ତମ ଜନ୍ମ ଜୟନ୍ତୀ

ନୂଆଦିଲ୍ଲୀ: ଆଜି ବି.ଆର. ଆମ୍ବେଦକରଙ୍କ ୧୨୮ତମ ଜନ୍ମ ଜୟନ୍ତୀ। ୧୮୯୧ ମସିହା ଏପ୍ରିଲ ୧୪ରେ ମଧ୍ୟପ୍ରଦେଶ ମଉରେ ବାବା ସାହେବ ଆମ୍ବେଦକର ଜନ୍ମ ଗ୍ରହଣ କରିଥିଲେ। ଭାରତୀୟ ସମ୍ବିଧାନ ପ୍ରଣେତା ତଥା ନୂତନ ଭାରତର ପରିକଳ୍ପନା କରିଥିବା ଭୀମରାଓଙ୍କୁ ସାରା ଦେଶ ମନେ ପକାଉଛି। ଏହି ଅବସରରେ ସଂସଦ ଭବନ ଭିତରେ ଥିବା ବାବା ସାହେବଙ୍କ ସ୍ମୃତି ପୀଠରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ରାମଦାସ ଆଠୱାଲେ ବି ଉପସ୍ଥିତ […]