• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

nick
ବିବାହ ପୂର୍ବରୁ ନିକ୍‌ଙ୍କ ସହ ଛୁଟି କଟାଉଛନ୍ତି ପ୍ରିୟଙ୍କା

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ତାଙ୍କ ଭାବି ସ୍ୱାମୀ ନିକ୍‌ ଜୋନ୍ସ୍‌ଙ୍କ ସହ ଏବେ କାର୍ଲିଫର୍ନିଆରେ ଛୁଟି କଟାଉଛନ୍ତି। ସୋମବାର ନିକ୍‌ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋ ପାଇଁ ସେ ପ୍ରିୟଙ୍କାଙ୍କୁ କ୍ରେଡିଟ ଦେଇଛନ୍ତି। ଫଟୋରେ ଦେଖାଯାଉଛି ସେ ହାତରେ ଏକ ବିୟର ବୋତଲ ଧରି ସୁନ୍ଦର ପାହାଡ଼ର ରୂପକୁ ଉପଭୋଗ କରୁଛନ୍ତି। ପାଖରେ ଥିବା ଏକ ଗଛରେ ତାଙ୍କ ବ୍ୟାଗ ମଧ୍ୟ ରହିଛି। ଯେଉଁ ସମୟରେ ପ୍ରିୟଙ୍କା ତାଙ୍କର ଏହି […]

admit card
ଆଡ୍‌ମିଟ୍‌ କାର୍ଡରେ ଅମିତାଭ ବଚ୍ଚନଙ୍କ ଫଟୋ!

ଲକ୍ଷ୍ନୌ: ଆଡ୍‌ମିଟ୍‌ କାର୍ଡରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କ ଫଟୋ । ଜଣେ ବିଇଡି ଛାତ୍ରଙ୍କ ଆଡ୍‌ମିଟ୍‌ କାର୍ଡରେ ଏଭଳି ଗୁରୁତର ତ୍ରୁଟି ଦେଖିବାକୁ ମିଳିଛି । ଉତ୍ତର ପ୍ରଦେଶର ଏକ ବିଶ୍ୱବିଦ୍ୟାଳୟ ଏହି ଆଡ୍‌ମିଟ୍‌ କାର୍ଡ ଜାରି କରିଛି। ରବିନ୍ଦ୍ର ସିଂ ସ୍ମାରକ ମହାବିଦ୍ୟାଳୟର ବିଇଡି ଦ୍ୱିତୀୟ ବର୍ଷର ଛାତ୍ର ଅମିତ୍‌ ଦ୍ୱିବେଦୀଙ୍କ ଆଡମିଟ୍‌ କାର୍ଡରେ ଏଭଳି ତ୍ରୁଟି ଦେଖିବାକୁ ମିଳିଛି। ଅମିତ୍‌ ସମ୍ବାଦ ସରବରାହ ସଂସ୍ଥା ANIକୁ ସୂଚନା ଦେଇ କହିଛନ୍ତି, ‘ଦ୍ୱିତୀୟ ବର୍ଷ […]

Ashwini Vaishnaw
ସଂସଦ ଅଧିବେଶନର ଦିନକ ପୂର୍ବରୁ ପେଗାସସ୍‌ ରିପୋର୍ଟ ଆସିବା କେବଳ ସଂଯୋଗ ନୁହେଁ-ଅଶ୍ୱିନୀ

ପେଗାସସ୍‌ ମାମଲା ଏଥର ମୌସୁମୀ ଅଧିବେଶନକୁ ବେଶ ସରଗରମ କରିବ। ମୌସୁମୀ ଅଧିବେଶନର ଠିକ୍‌ ଗୋଟିଏ ଦିନ ପୂର୍ବରୁ ଏହି ମାମଲା ସାମ୍ନାକୁ ଆସିବା ଏବଂ ଏହାକୁ ନେଇ ହଙ୍ଗାମା କରାଯିବା ଏକ ସଂଯୋଗ ନା ଆଉ କିଛି ?