• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

england
ଚତୁର୍ଥ ଟେଷ୍ଟ୍‌ରେ ହାରିଲା ଭାରତ

ସାଉଥାମ୍ପଟନ୍‌: ସାଉଥାମ୍ପଟନ୍‌ର ରୋଜ୍ ବାଉଲ୍ ଷ୍ଟାଡିୟମ୍‌ରେ ଚାଲିଥିବା ଭାରତ-ଇଂଲଣ୍ଡ ୫ଟିକିଆ ସିରିଜ୍‌ର ଚତୁର୍ଥ ଟେଷ୍ଟ୍‌ରେ ଭାରତର ପରାଜୟ ହୋଇଛି। ୨୪୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଦ୍ୱିତୀୟ ଇନିଂସ୍‌ରେ ଭାରତ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲା। ହେଲେ ଘରୋଇ ଦଳର ଆକ୍ରମଣାତ୍ମକ ବୋଲିଂ ଆଗରେ ଭାରତ ୧୮୪  ରନ୍‌ କରି ଅଲ୍‌ଆଉଟ ହୋଇଥିଲା। ଫଳରେ ଇଂଲଣ୍ଡ ଏହି ମ୍ୟାଚ୍‌କୁ ୬୦ ରନ୍‌ରେ ଜିତିବା ସହିତ ସିରିଜ୍‌କୁ ୩-୧ରେ ଜିତି ନେଇଛି। ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ୫୧ ରନ୍ […]

andhra
ଇଭିଏମ୍‌ କଚାଡ଼ି ଭାଙ୍ଗିଲେ ଜନସେନା ପ୍ରାର୍ଥୀ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲ୍ଲା ଗୁତିରେ ଜନସେନା ପାର୍ଟିର ପ୍ରାର୍ଥୀ ମଧୁସୂଦନ ଗୁପ୍ତା ଇଭିଏମ୍‌କୁ କଚାଡ଼ି ଭାଙ୍ଗି ଦେଇଛନ୍ତି। ଇଭିଏମ୍‌ରେ ବିଧାନସଭା ଓ ଲୋକସଭା ନିର୍ବାଚନମଣ୍ଡଳୀ ନାଁ ଦେଖା ନଯିବାରୁ ସେ ଉତ୍‌କ୍ଷିପ୍ତ  ହୋଇ ଇଭିଏମ୍‌ କଚାଡ଼ି ଦେଇଥିଲେ। ଏହି ଘଟଣା ପରେ ମଧୁସୂଦନ ଗୁପ୍ତାଙ୍କୁ ପୁଲିସ ଗିରଫ କରିଛି। ସେ ଗୁଣ୍ଟକଲ ବିଧାସଭା ଆସନର ଜନସେନା ପ୍ରାର୍ଥୀ। ଭୋଟ୍ ଦେବାକୁ ଆସିଥିବା ମଧୁସୂଦନ ଇଭିଏମ୍‌ରେ କ’ଣ ପାଇଁ ନିର୍ବାଚନମଣ୍ଡଳୀର ନାଁ ନାହିଁ, ସେନେଇ ପୋଲିଂ ଅଫିସରଙ୍କ […]

vlcsnap-error103
ପାକିସ୍ତାନ ଉପରେ ଅାମେରିକା ଲଗାଇଲା ଅାର୍ଥିକ କଟକଣା

ଇସ୍‌ଲାମାବାଦ୍‌: ଇମ୍ରାନ ସରକାରକୁ ଅାମେରିକାର ଝଟ୍‌କା। ଅାତଙ୍କବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ବାରମ୍ବାର ଚେତାବନୀ ପରେ ଅାମେରିକା ନେଇଛି କଡା ପଦକ୍ଷେପ। ଅାମେରିକା ପାଖାପାଖି ୩୦୦ ମିଲିୟନ ଡଲାରର ଅାର୍ଥିକ ସହାୟତା ବନ୍ଦ କରିଦେଇଛି। ଅାତଙ୍କବାଦକୁ ରୋକିବା ପାଇଁ ପାକିସ୍ତାନର ବିଫଳତା ପରେ ଟ୍ରମ୍ପ ପ୍ରଶାସନ ନେଇଛି ଏଭଳି ଚରମ ନିଷ୍ପତ୍ତି। ଏଥିସହ ଅାଫଗାନିସ୍ତାନରେ ଦୀର୍ଘ ୧୭ ବର୍ଷର ଯୁଦ୍ଧ ପାଇଁ ପାକିସ୍ତାନକୁ ଦାୟୀ କରିଛି ଅାମେରିକା। ସେପଟେ ପାକିସ୍ତାନର ନୂଅା ସରକାର ଅାମେରିକାର ଅଭିଯୋଗକୁ […]

vlcsnap-error171
ସେନା କ୍ୟାମ୍ପ ପରିଦର୍ଶନ କଲେ ପ୍ରତିରକ୍ଷା ମନ୍ତ୍ରୀ

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ଆଗୁୱା ଘାଟିରେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ପ୍ରତିରକ୍ଷା ମନ୍ତ୍ରୀ ଘାଟିରେ ସେନାର ବିଭିନ୍ନ କ୍ୟାମ୍ପ ପରିଦର୍ଶନ କରିଛନ୍ତି। ଏଥିସହ ଯବାନମାନଙ୍କ ସହ ଅାଲୋଚନା କରିଛନ୍ତି। ଗତ କିଛି ଦିନ ହେଲା ସେନା ଓ ପୁଲିସ ଅଧିକାରୀଙ୍କ ପରିବାର ଲୋକଙ୍କୁ ଅାତଙ୍କବାଦୀମାନେ ଟାର୍ଗେଟ କରିଥିବାରୁ ପ୍ରତିରକ୍ଷାମନ୍ତ୍ରୀଙ୍କ ଏହି ଗସ୍ତର ଅନେକ ଗୁରୁତ୍ୱ ରହିଛି। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ଜାମ୍ମୁ ଓ କାଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ସହ ଅାଲୋଚନା କରିଥିଲେ।  […]

election
ଭୋଟ୍‌ ଦେଲେ ନେତା ଓ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ  ମତଦାନ ଆରମ୍ଭ ହୋଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅମରାବତୀରେ ଭୋଟ୍ ଦେଇଛନ୍ତି। ସେ ନିଜ ବୁଥକୁ ଆସି ପତ୍ନୀ, ପୁଅ ତଥା ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ନାରା ଲୋକେଶ ଏବଂ ବୋହୂଙ୍କ ସହ ଭୋଟ୍ ଦେଇଛନ୍ତି। ଏଥର ମଧ୍ୟ ଟିଡିପି ବିଜୟ ହୋଇ ସରକାର ଗଠନ କରିବ ବୋଲି ଲୋକେଶ ଆଶା ପ୍ରକାଶ କରିଛନ୍ତି। ସେହିପରି ଆନ୍ଧ୍ର ପ୍ରଦେଶ କଡପ୍ପା ଜିଲ୍ଲାର ପୁଲିବେନ୍ଦୁଲା ଆସନରୁ ଲଢୁଥିବା […]

firing
ଭୁବନେଶ୍ୱରରେ ପୁଣି ଗୁଳିମାଡ଼

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ପୁଣି ଫୁଟିଲା ଗୁଳି। ଟଙ୍କପାଣିରୋଡ଼ ବ୍ରିଜ୍ ନିକଟରେ ଏହି ଗୁଳିମାଡ଼ ହୋଇଛି। ଏଥିରେ ଜଣେ ଗୁରୁତର ଅାହତ ହୋଇଛନ୍ତି। କାରରେ ଅାସି ଦୁର୍ବୃତ୍ତ ୪ ରାଉଣ୍ଡ ଗୁଳି ଫୁଟାଇ ଛୁ ମାରିଥିଲା। ଗୁଳିମାଡ଼ରେ ଗୁରୁତର ଅାହତଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ଗୁରୁତର ଅାହତ ଜଣକ ହେଲେ ସୁଶାନ୍ତ ଭୋଇ।  

ARMY
ସୁରକ୍ଷାକର୍ମୀଙ୍କୁ ବଡ ଧରଣର ସଫଳତା

ଜମ୍ମୁ -କାଶ୍ମୀର : ଜମ୍ମୁ ଓ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ଧରଣର ସଫଳତା। ବାନ୍ଦିପୋରାରେ ତିନି ଅାତଙ୍କବାଦୀକୁ ନିପାତ କରିଛି ସେନା। ଅାତଙ୍କବାଦୀଙ୍କ ଗତିବିଧି ସମ୍ପର୍କରେ ସୂଚନା ପାଇଁ ସୁରକ୍ଷାକର୍ମୀଙ୍କ ତରଫରୁ ମିଳିତ ଅପରେସନ ଅାରମ୍ଭ ହୋଇଥିଲା। ସୁରକ୍ଷାକର୍ମୀଙ୍କ ଗୁଳିରେ ତିନି ଅାତଙ୍କବାଦୀ ନିହତ ହୋଇଥିବା ବେଳେ ସେମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ମୃତ ଅାତଙ୍କବାଦୀମାନେ ଲସ୍କର –ଇ-ତୋଇବା ସଂଗଠନର ବୋଲି ଜଣାପଡିଛି। ସେମାନେ ପାକିସ୍ତାନର ବାସିନ୍ଦା ବୋଲି ପ୍ରମାଣ ମିଳିଛି। ସେପଟେ […]