• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

6
୨୦୨୧ରେ ଦେଶରେ ବଦଳିପାରେ GDPର ସ୍ଥିତି: ରାଜୀବ

୨୦୨୧-୨୨ ଆର୍ଥିକ ବର୍ଷର ଶେଷ ଆଡ଼କୁ ଦେଶର ଆର୍ଥିକ ସ୍ଥିତି କୋଭିଡ୍‌-୧୯ର ପୂର୍ବବର୍ତ୍ତୀ ଅବସ୍ଥାକୁ ଫେରିପାରେ ବୋଲି ନୀତି ଆୟୋଗ ଅନୁମାନ କରିଛି। ଏ ନେଇ ଏହାର ଉପାଧ୍ୟକ୍ଷ ରାଜୀବ୍‌ କୁମାର ଗତ ରବିବାର ପ୍ରକାଶ କରିଛନ୍ତି।

kolkata
ଅାଉ ଜଣଙ୍କ ମୃତଦେହ ଉଦ୍ଧାର

କୋଲକାତା  : କୋଲକାତା ମାଝେରହାଟ୍ ବ୍ରିଜ୍ ଭୁଶୁଡ଼ିବା ଘଟଣାରେ ବଢ଼ିଛି ମୃତକଙ୍କ ସଂଖ୍ୟା। ଅାଜି ଅାଉ ଜଣଙ୍କ ମୃତଦେହ ବ୍ରିଜ୍ ତଳୁ ବାହାରିଛି। ମିଳିଥିବା ସୂଚନା ମୁତାବକ ମୃତକ ଜଣକ ମେଟ୍ରୋ ରେଳ ପ୍ରକଳ୍ପରେ କାମ କରୁଥିବା ଶ୍ରମିକ। ଦୁର୍ଘଟଣାରେ ଏବେ ଯାଏ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଅାହତ ହୋଇଛନ୍ତି। ବ୍ରିଜ୍ ତଳୁ ବହୁ ସଂଖ୍ୟାରେ କାର୍ ଏବଂ ବାଇକ୍ ଉଦ୍ଧାର କରାଯାଇଛି। ଏନ୍‌ଡିଆର୍‌ଏଫ୍‌ ଏବଂ କୋଲକାତା ପୁଲିସ ପକ୍ଷରୁ ଉଦ୍ଧାର […]

malnutrition
ନଗଡ଼ା ପରେ ଏବେ ମନୋହରପୁରରେ ଅପପୁଷ୍ଟି ଘଟଣା

ଯାଜପୁର  : ଗୋଟେ ପଟେ ଖାଦ୍ୟାଭାବ , ଅନ୍ୟପଟେ ଛପର ନଥିବା ଘରେ ପଡିରହିଛନ୍ତି ୩ ଶିଶୁ । ଶୁଖିଲା ମୁହଁ, ଭୋକିଲା ପେଟ ବଖାଣୁଛି ଏମାନଙ୍କ ଦୁର୍ଦ୍ଦଶାର କାହାଣୀ। ଯାଜପୁର ଦାନଗଦୀ ବ୍ଲକ୍ ମନୋହରପୁର ଗାଁରେ ଏଇ ବେସାହାରା ପିଲାଙ୍କ ଅବସ୍ଥା ଦୋହରାଇଛି ନଗଡାର ଅପପୁଷ୍ଟି ଘଟଣାର ଚିତ୍ର। ଗାଁର ବେଣୁଧର ଦଳେଇ ଏବଂ ମିନତୀ ଦଳେଇଙ୍କ ପରିବାରର ଏମିତି ବାସ୍ତବ ଚିତ୍ର ଦେଖିବାକୁ ମିଳିଛି। ବେଣୁଧର ଘର ଛାଡି ଚାଲିଯାଇଥିବାବେଳେ ମିନତୀଙ୍କ ମାନସିକ ସ୍ଥିତି […]

smart-child-up
କେମିତି ଆପଣଙ୍କ ପିଲାର ସ୍ମୃତିଶକ୍ତି ପ୍ରଖର କରିବେ, ପଢନ୍ତୁ କିଛି ଟିପ୍‌ସ

ଏକ ଗବେଷଣାରୁ ଜଣାପଡିଛି ଯେ କୈାଣସି ପିଲାର ଶିଖିବାର କ୍ଷମତା ବଢିବା ଓ  ବୈାଦ୍ଧିକ ସ୍ତରରେ ପ୍ରଗତି କରିବା ,ତାର ଲାଳନପାଳନ ଆରମ୍ଭର ୪ ବର୍ଷ ଉପରେ ନିର୍ଭର କରିଥାଏ । କୈାଣସି ନୂଆ ଜିନିଷ ବିଷୟରେ ଶିଖିବା ପାଇଁ ପିଲାଙ୍କ ବ୍ରେନ୍ ୨ରୁ୪ ବର୍ଷ ବୟସରେ ବିକଶିତ ହୋଇଥାଏ । ଏହି ବୟସରେ ଶିଶୁଟି ପୁରୁଣା ଜିନିଷକୁ ତୁରନ୍ତ ଭୁଲି ଯାଏ । ଏହି ବୟସ ପରେ ଆଉ ଯାହା ସବୁ ଶିଖେ ଓ ଜାଣେ […]

3
ପାଣ୍ଡ୍ୟାଙ୍କ ଖେଳ ଦେଖି ଏମିତି କହିଲେ ବିରାଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଏକ ବୟାନ ଦେଇଛନ୍ତି। ପାଣ୍ଡ୍ୟା ଭାରତୀୟ ଦଳ ପାଇଁ ଜଣେ ଭଲ ମ୍ୟାଚ୍‌ ଫିନିସର୍‌ ହେବାକୁ ଯାଉଥିବା ସେ କହିଛନ୍ତି। ଏହା ସହିତ ପଣ୍ଡ୍ୟା ଅଲ୍‌ରାଉଣ୍ଡର ହେବା ସହ ଜଣେ ଭଲ ଫିନିସର୍‌ ହୋଇପାରିଲେ ଯେ କୌଣସି ପରିସ୍ଥିତିରେ ବି ଭାରତକୁ ମ୍ୟାଚ୍‌ ଜିତିବାରେ ଏହା ସହାୟକ ହେବ ବୋଲି କୋହଲି କହିଛନ୍ତି। ପାଣ୍ଡ୍ୟା ହୁଏତ ବୋଲିଂ ବେଳେ ଠିକ୍‌ରେ  ଖେଳି […]

rain
ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ବର୍ଷା ଜାରି

ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବଳୟ ଏବେ ପଶ୍ଚିମବଙ୍ଗ ଏବଂ ଓଡିଶା ମଧ୍ୟବର୍ତ୍ତୀ ଅଞ୍ଚଳ ଦୀଘା ନିକଟରେ ରହିଛି। ଫଳରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଅାସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ଅାଞ୍ଚଳିକ ପାଣିପାଗ କେନ୍ଦ୍ର। ୨୪ ଘଣ୍ଟା ପରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଧୀରେ ଧୀରେ ଗତି କରି […]

64
ବିନା ସୁରକ୍ଷାରେ ୬୯୦ ଫୁଟ ଉଚ୍ଚ ଅଟ୍ଟାଳିକା ଚଢ଼ିଲେ ୟୁଟ୍ୟୁବର‌

ପ୍ୟାରିସ୍‌: ବିନା ବାଉଣ୍ଡ୍ରିରେ ଘରର ଛାତ ଉପରେ ଛଢ଼ିଲେ ବି ସାଧାରଣ ଲୋକର ଛାତି ଥରେ। ଭୟରେ ହାତପାଦ ଝାଳେଇ ଉଠେ। କିନ୍ତୁ ଥରେ ଭାବିଲେ, ବିନା ସୁରକ୍ଷାରେ ୬୯୦ ଫୁଟ୍‌ ଉଚ୍ଚାକୁ ଚଢ଼ିଲେ ଅବସ୍ଥା କ’ଣ ହେବ ? ଲିଓ ଅର୍ବାନ ନାମକ ଜଣେ ୟୁଟ୍ୟୁବ୍‌ର ବିନା କୌଣସି ସୁରକ୍ଷାରେ ୬୯୦ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏକ ଆକାଶଛୁଆଁ ଅଟ୍ଟାଳିକାକୁ ଚଢ଼ି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଗତ ଶନିବାର ଦିନ ସେ ଖାଲି ହାତରେ ଏବଂ […]

telengana-up
ତେଲେଙ୍ଗାନା ବିଧାନସଭା ଭଙ୍ଗ କଲେ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ

ହାଇଦ୍ରାବାଦ : ଭାଙ୍ଗିଲା ତେଲେଙ୍ଗାନା ବିଧାନସଭା। ଅାଜି ରାଜ୍ୟ କ୍ୟାବିନେଟ ନିଷ୍ପତ୍ତି ନେଇ ରାଜ୍ୟପାଳ ଇଏଏସଏଲ୍ ନରସିଂହାଙ୍କୁ ମୁଖ୍ୟମନ୍ତ୍ରୀ ଜଣାଇବା ପରେ ସୁପାରିଶକୁ ଗ୍ରହଣ କରିନେଇଛନ୍ତି ରାଜ୍ୟପାଳ। ଏଥିସହ ଚନ୍ଦ୍ରଶେଖର ରାଓଙ୍କୁ କାମଚଳା ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ଦେଇଛନ୍ତି ରାଜ୍ୟପାଳ। ନିକଟରେ ତେଲେଙ୍ଗାନା ଗଠନକୁ ୪ ବର୍ଷ ପୂରଣ ହୋଇଛି। ତେଲେଙ୍ଗାନା ରାଷ୍ଟ୍ର ସମିତି ସରକାରର କାର୍ଯ୍ୟକାଳ ଅାସନ୍ତା ବର୍ଷ ମେ ମାସରେ ଶେଷ ହେଉଛି। ଅର୍ଥାତ ତେଲେଙ୍ଗାନା ବିଧାନସଭା କାର୍ଯ୍ୟକାଳ ଅାଉ ୧୦ ମାସ ଥିଲା […]

Payel Chakraborty
ହୋଟେଲ୍‌ ରୁମ୍‌ରୁ ମିଳିଲା ଅଭିନେତ୍ରୀଙ୍କ ମୃତଦେହ

କୋଲକାତା: ବେଙ୍ଗଲୀ ଟିଭି ଓ ଫିଲ୍ମ ଅଭିନେତ୍ରୀ ପାୟଲ ଚକ୍ରବର୍ତ୍ତୀଙ୍କ ସନ୍ଦେହଜନକ ମୃତ୍ୟୁ।  ଗତକାଲି ସନ୍ଧ୍ୟାରେ ପଶ୍ଚିମବଙ୍ଗ ସିଲିଗୁଡ଼ି ସ୍ଥିତ ଏକ ହୋଟେଲ ରୁମ୍‌ରୁ ପାୟଲଙ୍କ ମୃତଦେହ ଉଦ୍ଧାର ହୋଇଛି। ତେବେ ତାଙ୍କର ମୃତ୍ୟୁର କାରଣ ସମ୍ପର୍କରେ ସବିଶେଷ ଜଣାପଡ଼ିନାହିଁ। ସୂଚନା ଅନୁସାରେ, ମଙ୍ଗଳବାର ଦିନ ଅଭିନେତ୍ରୀ ପାୟଲ ହୋଟେଲ୍‌ ରୁମ୍‌ ବୁକ୍‌ କରିଥିଲେ। ଗତକାଲି ତାଙ୍କୁ ଗ୍ୟାଙ୍ଗଟକ୍‌ ଯିବାର ଥିଲା। କିନ୍ତୁ ସେ ଚେକ୍‌ ଆଉଟ୍‌ ନ କରିବାରୁ ହୋଟେଲ୍‌ ଷ୍ଟାଫ୍‌ ତାଙ୍କ ରୁମ୍‌କୁ ବାରମ୍ବାର […]

4
ବିବାହ ଭୋଜି ପ୍ରସ୍ତୁତ ବେଳେ, ହଠାତ୍‌ ଫାଟିଲା ଗ୍ୟାସ୍‌ ସିଲିଣ୍ଡର

ମୁମ୍ୱାଇ: ବିବାହ କାର୍ଯ୍ୟକ୍ରମ ପାଇଁ ଖାଦ୍ୟ ପ୍ରସ୍ତୁତ ଚାଲିଥିବା ବେଳେ ହଠାତ୍‌ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ହେବା ଯୋଗୁ ୨୦ ଜଣ ଲୋକ ଆହତ ହୋଇଛନ୍ତି। ମୁମ୍ୱାଇର ଲାଲ୍‌ବାଗ୍‌ ଅଞ୍ଚଳରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ଆହତଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି। ପୋଲିସ୍‌ର ସୂଚନା ଅନୁଯାୟୀ, ଗଣେଶ ଗଳି ସ୍ଥିତ ସାରଙ୍ଗ ବିଲ୍ଡିଂରେ ଏହି ବିସ୍ଫୋରଣ ହୋଇଥିଲା। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ,‌ ଏଠାରେ ଗୋଟିଏ ବିବାହ କାର୍ଯ୍ୟକ୍ରମ […]

ambulance1
ଦୁର୍ଭାଗ୍ୟ: ଆମ୍ବୁଲାନ୍ସରେ ଫାଟିଲା ଅକ୍ସିଜେନ୍‌ ସିଲିଣ୍ଡର, ଜଳିଗଲେ ରୋଗୀ

ଥିରୁଅନନ୍ତପୁରମ୍‌: କେରଳରେ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଘଟଣା ଘଟିଛି। ଏକ ଆମ୍ବୁଲାନ୍ସ ରୋଗୀକୁ ନେଇ ମେଡିକାଲ ନେଇଯାଉଥିବା ବେଳେ ଅକ୍ସିଜେନ୍‌ ସିଲିଣ୍ଡର ଫାଟି ତାଙ୍କର ମୃତ୍ୟୁ ହୋଇଛି। ବୁଧବାର ସନ୍ଧ୍ୟାରେ କେରଳର ଆଲାପୁଜାଃ ଜିଲ୍ଲାରେ ଥିବା ଚମ୍ପାକୁଲମ୍‌ ହସ୍ପିଟାଲର ଠିକ୍‌ ସାମ୍ନାରେ ଏହି ଦୁର୍ଘଟଣା ଘଟିଛି। ରୋଗୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଚମ୍ପାକୁଲମ୍‌ ହସ୍ପିଟାଲରୁ ଆଲାପୁଜାଃ ହସ୍ପିଟାଲକୁ ନିଆଯାଉଥିଲା। ଏହି ସମୟରେ ସିଲିଣ୍ଡରେ ନିଆଁ ଲାଗି ତାହା ଫାଟିଯାଇଥିଲା। ମୃତ ବ୍ୟକ୍ତିଙ୍କ ନାମ ମନୋହର ନାୟାର। ସେହି […]

Section 377
ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସମଲିଙ୍ଗୀ ସମ୍ପର୍କ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟ ଆଜି ଏକ ଐତିହାସିକ ରାୟ ଦେଇଛନ୍ତି। ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ। ସମଲିଙ୍ଗୀମାନଙ୍କର ବି ସମ୍ମାନର ସହ ବଞ୍ଚିବାର ଅଧିକାର ଅଛି। ଏ ସଂପର୍କିତ ପୁରୁଣା ଆଇନ ଠିକ୍ ନଥିଲା ବୋଲି କୋର୍ଟ କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ପରେ ଦୀର୍ଘ ବର୍ଷ ଧରି ରହି ଆସିଥିବା ଧାରା ୩୭୭ ହଟିବା ନେଇ ଏକ ପ୍ରକାର ସ୍ପଷ୍ଟ ହୋଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ […]

ପୋଲିସ ନାଁରେ ସଂଗୀନ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଏବଂ ପୋଲିସ ଡିଜିଙ୍କୁ ଚିଠି ଲେଖିଲେ ପ୍ରଦୀପ ପାଣିଗ୍ରାହୀ

ବଲାଙ୍ଗିର: ବାଇକ୍ ସହ କ୍ରେନ୍ ଧକ୍କାରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି

ବିନିକା: ବ୍ୟାପକ ଫସଲ ନଷ୍ଟ କଲେ ୪୦ଟିକିଆ ହାତୀପଲ