ନୂଆଦିଲ୍ଲୀ: ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଆଜି ତାଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ସୁରକ୍ଷା କର୍ମୀ ଓ ଦଳୀୟ ପ୍ରାର୍ଥୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦିକ୍ଷୀତଙ୍କ ସହ ନିର୍ମାଣ ଭବନ ବୁଥ୍କୁ ଆସିଥିଲେ। ସେଠାରେ ସେ ମତାଧିକାର ସାବ୍ୟସ୍ତ କରିଛନ୍ତି। ୨୦୧୪ ନିର୍ବାଚନରେ ବିଜେପି ସମସ୍ତ ୭ଟି ଆସନରେ ଜିତିଥିଲା। ତେଣୁ ଏଠାରୁ ଜିତିବା ପାଇଁ କଂଗ୍ରେସ ଲାଗି ପଡିଥିଲା। ସୂଚନାଥାଉ କି, ଷଷ୍ଠ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ୭, ହରିୟାଣାର ସମସ୍ତ ୧୦ […]
କୋଲକାତା: ଦେଶରେ ଆଜି ୬ଷ୍ଠ ପର୍ଯ୍ୟାୟ ମତଦାନ ଚାଲିଥିବାବେଳେ ବିଭିନ୍ନ ସ୍ଥାନରେ ନିର୍ବାଚନୀ ହିଂସାକାଣ୍ଡ ଦେଖିବାକୁ ମିଳୁଛି। ବିଶେଷକରି ପଶ୍ଚିମବଙ୍ଗରେ ବେଶି ହିଂସାକାଣ୍ଡ ଘଟିଥିବା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗର ବାଙ୍କୁରା ଲୋକସଭା ନିର୍ବାଚନମଣ୍ଡଳୀର ୨୫୪ ନମ୍ବର ବୁଥରେ ଭୋଟ୍ ଗ୍ରହଣବେଳେ ଉତ୍ତେଜନା ପ୍ରକାଶ ପାଇଛି। ବୁଥରେ ତୃଣମୂଳ କଂଗ୍ରେସ କର୍ମୀମାନେ ରିଗିଂ କରୁଥିବା ନେଇ ବିଜେପି କର୍ମୀ ଅଭିଯୋଗ କରିଥିଲେ। ଏହାକୁ ନେଇ ଉଭୟ ଟିଏମ୍ସି ଓ ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ତେବେ […]
ନୂଆଦିଲ୍ଲୀ:ଆଜି ୬ଷ୍ଠ ପର୍ଯ୍ୟାୟ ନିର୍ବାଚନ। ରାଜଧାନୀ ଦିଲ୍ଲୀର ସମସ୍ତ ଆସନରେ ହେଉଛି ଭୋଟ ଗ୍ରହଣ। ଏହି ପରିପ୍ରେକ୍ଷୀରେ ଦିଲ୍ଲୀର ସବୁଠାରୁ ବୟସ୍କ ନାଗରିକ ଆଜି ତାଙ୍କର ମତଦାନ ସାବ୍ୟସ୍ତ କରିଛନ୍ତି। ତାଙ୍କ ନାମ ବଚ୍ଚନ ସିଂ । ୧୧୧ ବର୍ଷ ବୟସ୍କ ବଚ୍ଚନ ଆଜି ତାଙ୍କ ଭୋଟ ଦେଇ ଖୁବ୍ ଖୁସି ଅନୁଭବ କରିଥିବା ତାଙ୍କ ମୁହଁରୁ ଜଣାପଡ଼ୁଥିଲା। ପଶ୍ଚିମ ଦିଲ୍ଲୀର ତିଲକ ନଗରସ୍ଥିତ ସନ୍ତ ଗର ମତଦାନ କେନ୍ଦ୍ରକୁ ସେ ତାଙ୍କ ସମ୍ପର୍କୀୟଙ୍କ ସହ ଭୋଟ […]
ନୂଆଦିଲ୍ଳୀ: କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି । କଡ଼ା ସୁରକ୍ଷା ବଳୟ ମଧ୍ୟରେ ଆଜି ଦିଲ୍ଲୀରେ ହେଉଛି ୬ଷ୍ଠ ପର୍ଯ୍ୟାୟ ମତଦାନ । ଦିଲ୍ଲୀସ୍ଥିତ ଔରଙ୍ଗଜେବ୍ ଲେନ୍ର ଏନପି ସିନିୟର ସେକଣ୍ଡାରୀ ସ୍କୁଲରେ ହୋଇଥିବା ମତଦାନ କେନ୍ଦ୍ରକୁ ରାହୁଲ ଯାଇଥିଲେ। ତାଙ୍କ ସହ କଂଗ୍ରେସ ନେତା ଅଜୟ ମାକେନ ମଧ୍ୟ ଯାଇଥିଲେ। ସେଠାରେ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ମତଦାନ ପରେ ପ୍ରତିକ୍ରିୟା ରଖି ଦୁର୍ନୀତି ପ୍ରସଙ୍ଗ ନେଇ ନିର୍ବାଚନ […]
ନୂଆଦିଲ୍ଲୀ: ଆଜି ଥିଲା ୬ଷ୍ଠ ପର୍ଯ୍ୟାୟ ମତଦାନ। ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଭବନରେ ପ୍ରତିଷ୍ଠା ହୋଇଥିବା ମତଦାନ କେନ୍ଦ୍ରକୁ ଯାଇ ଭୋଟ୍ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ । ରାଷ୍ଟ୍ରପତିଙ୍କ ସହ ପ୍ରଥମ ମହିଳା ଅର୍ଥାତ ରାଷ୍ଟ୍ରପତିଙ୍କ ପତ୍ନୀ ମଧ୍ୟ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ସାଧାରଣ ଭୋଟରଙ୍କ ଭଳି ଲାଇନରେ ଛିଡ଼ା ହୋଇ ମତାଧିକାର ସାବ୍ୟସ୍ତ କରିଥିଲେ ଉଭୟ ରାଷ୍ଟ୍ରପତି […]
କୋଲକାତା: ଷଷ୍ଠ ପର୍ଯ୍ୟାୟ ମତଦାନ ବେଳେ ଆଜି ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟିଛି। ଗଣ୍ଡଗୋଳରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ଘଟିଛି। ସେହିପରି ୨ ଜଣ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୋପୀବଲ୍ଲବପୁରରେ ହିଂସାକାଣ୍ଡରେ ଜଣେ ବିଜେପି କର୍ମୀ ପ୍ରାଣ ହରାଇଛନ୍ତି। ତାଙ୍କ ନା ରମଣ ସିଂ । ସେହିପରି ଇଷ୍ଟ ମେଦିନାପୁରରେ ରାଜନୈତିକ ବିବାଦକୁ ନେଇ ଗୁଳିକାଣ୍ଡ ଘଟିଛି। ଏଠାରେ ୨ ବିଜେପି କର୍ମୀଙ୍କୁ ଗୁଳିମାଡ଼ ହୋଇଛି ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି […]
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ମତଦାନ ହେଉଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଭୋଟ୍ ହେଉଛି। ଗଣତନ୍ତ୍ରର ଏହି ମହାପର୍ବରେ ସାଧାରଣ ଓ ଭିଆଇପି ଭୋଟର ସାମିଲ ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି। କଂଗ୍ରେସ ସଭାପତି ରାହୁଲ ଗାନ୍ଧି ମଧ୍ୟ ଆଜି ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାହୁଲ, ଔରଙ୍ଗଜେବ୍ ଲେନ୍ ସ୍ଥିତ ଏନ୍ପି ସିନିୟର୍ ସେକଣ୍ଡାରୀ ସ୍କୁଲରେ ହୋଇଥିବା […]
ନୂଆଦିଲ୍ଲୀ: ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ଭୋଟ୍ ପାଇଁ ଆଜି ମତଦାନ ହେଉଛି। ଏହି ପର୍ଯ୍ୟାୟରେ ୭ଟି ରାଜ୍ୟର ୫୯ଟି ଲୋକସଭା ଆସନ ପାଇଁ ଭୋଟ୍ ହେଉଛି। ଗଣତନ୍ତ୍ରର ଏହି ମହାପର୍ବରେ ସାଧାରଣ ଓ ଭିଆଇପି ଭୋଟର ସାମିଲ ହୋଇ ମତାଧିକାର ସାବ୍ୟସ୍ତ କରୁଛନ୍ତି। ତେବେ ଏଥିରେ ଦେଶର ପ୍ରଥମ ନାଗରିକ ସାମିଲ ହୋଇ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ରାଷ୍ଟ୍ରପତି ଭବନରେ ପ୍ରତିଷ୍ଠା ହୋଇଥିବା ମତଦାନ କେନ୍ଦ୍ରକୁ ଯାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭୋଟ୍ ଦେଇଛନ୍ତି। […]
ଭୁବନେଶ୍ୱର: କେରଳର କାଲାଡି ଗ୍ରାମ ନିକଟରେ ରହିଥିଲା ପବିତ୍ର ପୂର୍ଣ୍ଣା ନଦୀ। ସବୁଦିନ ପରି ସେଦିନ ଆର୍ଯ୍ୟମ୍ମା ବାହାରିଥିଲେ ପାଣି ଆଣିବାକୁ। ଘରେ ଥିଲେ ବାଳକ ଶଙ୍କର। ହେଲେ କିଛି ବାଟ ଯାଉ ଯାଉ ହଠାତ୍ ଆଶ୍ଚର୍ଯ୍ୟ ହୋଇଗଲେ ସେ। ଏ କ’ଣ ! ପୂର୍ଣ୍ଣା ନଦୀର ଧାର, ତାଙ୍କ ଘର ନିକଟ ଦେଇ ବହିଯାଉଛି। ଚକିତ ହୋଇଥିଲେ ବି ଜଳପୂର୍ଣ୍ଣ କୁମ୍ଭ ଧରି ଘରକୁ ଫେରିଲେ। ରାତିକ ମଧ୍ୟରେ ନଦୀର ଧାର ଏମିତି ବଦଳିଯିବାର ରହସ୍ୟ […]
ଭୁବନେଶ୍ୱର: ଶ୍ରୀମନ୍ଦିରକୁ ନେଇଯିବାକୁ ଚକ୍ରାନ୍ତ କରିଥିବା ଫିରିଙ୍ଗି ଫିସାଦି ଫୁ ହେଇଗଲା। ମଧୁ ବାରିଷ୍ଟରଙ୍କ ପାଇଁ ଶ୍ରୀମନ୍ଦିର ସତ୍ୱ ଗଜପତିଙ୍କ ହାତରେ ରହିଲା। କଥାଟା ବିଜୁଳି ବେଗରେ ପ୍ରଚାର ହୋଇଗଲା। ବାଲେଶ୍ୱର, କଟକ ଆଉ ପୁରୀ ସବୁଠି ଖେଳିଗଲା ଖୁସିର ଲହରୀ। ପୁରୀରୁ ସନନ୍ଦ ଆସିଲା ମଧୁସୂଦନଙ୍କ ପାଖକୁ। ତୁରନ୍ତ ଶ୍ରୀନହର ଯିବାକୁ ପଡ଼ିବ। ମଧୁବାବୁ କଲିକତାରୁ ଶ୍ରୀମନ୍ଦିର କେସ୍ ଜିତି ଫେରୁଥିବା ଜାଣି, ଓଡ଼ିଶା ସୀମାରୁ ଆରମ୍ଭ ହେଲା ସ୍ୱାଗତ ସମ୍ବର୍ଦ୍ଧନା। ପୁରୀରେ ପହଞ୍ଚିବା ପରେ ରାଜମାତା […]