• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

YS_630_630
ଯଶୱନ୍ତ ସିହ୍ନାଙ୍କ ବିସ୍ଫୋରକ ବୟାନ: ମୋଦିଙ୍କୁ ବହିଷ୍କାର କରିବାକୁ ଚାହୁଁଥିଲେ ବାଜପେୟୀ’

ନୂଆଦିଲ୍ଲୀ: ପୂର୍ବତନ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଯଶୱନ୍ତ ସିହ୍ନା ଆଜି ଏକ ବିସ୍ଫୋରକ ବୟାନ ଦେଇ କହିଛନ୍ତି, ନରେନ୍ଦ୍ର ମୋଦିଙ୍କୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୦୦୨ରେ ବିଜେପିରୁ ବହିଷ୍କୃତ କରିବାକୁ ଚାହୁଁଥିଲେ। ୨୦୦୨ ଗୋଧ୍ରା ଦଙ୍ଗା ସମୟରେ ନରେନ୍ଦ୍ର ମୋଦି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ହେଲେ ତତ୍କାଳୀନ ସ୍ୱରାଷ୍ଟ୍ର ମନ୍ତ୍ରୀ ଏଲକେ ଆଡଭାନୀ ହିଁ ମୋଦିଙ୍କୁ ରକ୍ଷା କରିଥିଲେ। ଯଦି ମୋଦିଙ୍କୁ ବହିଷ୍କାର କରାଯାଏ, ତା’ହେଲେ ସେ କ୍ୟାବିନେଟ୍‌ରୁ […]

s-7
ବୁଲା କୁକୁର ମୁହଁରୁ ପୁଅକୁ ବଞ୍ଚାଇ ପାରିଲାନି ମା‘, ଝୁଣି ମାରିଦେଲେ

ଭୋପାଲ୍‌ (ମଧ୍ୟପ୍ରଦେଶ): ଭୋପାଲର ଅୱଧପୁରଠାରେ ଏକ ଭୟଙ୍କର ତଥା ହୃଦୟବିଦାରକ ଘଟଣା ଘଟିଯାଇଛି। ମା’ଙ୍କ ଆଖି ଆଗରେ ୬ଟି ବୁଲା କୁକୁର ତାଙ୍କର ୬ ବର୍ଷର ପୁଅକୁ କାମୁଡ଼ି କାମୁଡ଼ି ମାରି ଦେଇଛନ୍ତି। ମା’ ଜଣଙ୍କ ହିଂସ୍ର ହୋଇ ପଡ଼ିଥିବା କୁକୁରଙ୍କ କବଳରୁ ପୁଅକୁ ରକ୍ଷା କରିବାକୁ ଚେଷ୍ଟା କରିଥିଲେ ହେଁ ଏହା ସମ୍ଭବ ହୋଇ ପାରି ନଥିଲା। ୬ ବର୍ଷୀୟ ସଞ୍ଜୁ ତାଙ୍କ ଘର ଠାରୁ ମାତ୍ର ୩୦୦ ମିଟର ଦୂରରେ ଥିବା ଏକ ପଡ଼ିଆରେ […]

International Apache (HG01) India First Flight
ଜାଣନ୍ତୁ, ବାୟୁସେନାରେ କାହିଁକି ସାମିଲ ହେଲା ଆପାଚି ଗାର୍ଡିଆନ୍

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ସାମିଲ ହୋଇଛି ଆପାଚି ଗାର୍ଡିଆନ୍ ହେଲିକପ୍ଟର । ‌ଆମେରିକାର ଆରିଜୋନା ନିର୍ମାଣ କେନ୍ଦ୍ରରେ ବାୟୁସେନାର ଅଧିକାରୀଙ୍କୁ ହେଲିକପ୍ଟର ହସ୍ତାନ୍ତର କରାଯାଇଥିବା ବାୟୁସେନା ପକ୍ଷରୁ ଟ୍ୱିଟ୍‌ କରି ସୂଚନା ଦିଆଯାଇଛି । ଏହି AH-64E ହେଲିକପ୍ଟର ସମସ୍ତ ପ୍ରକାର ପାଗରେ କାର୍ଯ୍ୟକ୍ଷମ ହୋଇପାରିବ। ଏପରିକି ବର୍ଷା, ଝଡ଼ରେ ବି ଏହା ଉପଯୁକ୍ତ ଭାବେ କାର୍ଯ୍ୟ କରିପାରିବ। ଏପରିକି ଆକାଶ ମାର୍ଗରୁ ଓ ସ୍ଥଳ ଭାଗରେ ଲକ୍ଷ୍ୟଭେଦ କରିବାରେ ମଧ୍ୟ ଏହା ସହାୟକ ହେବ। ବିଶେଷକରି […]

RahulGandhi
ପିଟ୍ରୋଡ଼ାଙ୍କ ବୟାନକୁ ନିନ୍ଦା କଲେ ରାହୁଲ, କହିଲେ କ୍ଷମା ମାଗିବା ଉଚିତ୍‌

ନୂଆଦିଲ୍ଲୀ: ୧୯୮୪ ଶିଖ୍ ବିରୋଧୀ ଦଙ୍ଗାକୁ ନେଇ ବରିଷ୍ଠ କଂଗ୍ରେସ ନେତା ଶାମ ପିଟ୍ରୋଡ଼ା ଦେଇଥିବା ବୟାନକୁ ନିନ୍ଦା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ।  ଏଥିପାଇଁ ସେ କ୍ଷମା ପ୍ରାର୍ଥନା କରିବା ଉଚିତ୍‌ ବୋଲି ରାହୁଲ କହିଛନ୍ତି । ୧୯୮୪ ଦଙ୍ଗା ଅତି ଭୟାନକ ଘଟଣା ଥିଲା ।  ତେବେ ପିଟ୍ରୋଡ଼ାଙ୍କ ଏପରି ବୟାନ ଦଳର ମତ ନୁହେଁ । ଏ ସମ୍ପର୍କରେ ସେ ପିଟ୍ରୋଡ଼ାଙ୍କ ସହ କଥା ହେବେ ବୋଲି ଏକ ନ୍ୟୁଜ୍ […]

1-10
ଗୋଟିଏ ପରିବାରରେ ୬୬ ଭୋଟର, ନିର୍ବାଚନ ବେଳେ ଜମେ ନେତାଙ୍କ ଭିଡ଼

ଆହ୍ଲାବାଦ: ଉତ୍ତର ପ୍ରଦେଶ ଆହ୍ଲାବାଦର ଏଇ ପରିବାର ଉପରେ ନେତାଠୁ ଜନତା ସମସ୍ତଙ୍କର ନଜର। ଜନତାଙ୍କ ନଜର ଏଇ ପରିବାରର ଏକତା ଉପରେ। ଆଜିକାଲିର ବସ୍ତୁବାଦୀ ଦୁନିଆରେ ପରିବାରର ୮୮ ସଦସ୍ୟ କେମିତି ଏକାଠି ରହି ପାରିଛନ୍ତି। ନେତାଙ୍କ  ନଜର ଏଥିପାଇଁ ଯେ, ଏମାନଙ୍କୁ ମନେଇ ପାରିଲେ ମିଳିବ ୬୬ ଭୋଟ।  ସେଥିପାଇଁ ତ ନିର୍ବାଚନ ଆସିଲେ ଏଠି ନେତାଙ୍କ ଲାଇନ୍ ଲାଗେ। ୧୫ କିଲୋ ଚାଉଳ, ୨୦ କିଲୋ ପରିବା ଉତ୍ତର ପ୍ରଦେଶ ଆହ୍ଲାବାଦ ସହଠାରୁ […]

paste
ଜାଣନ୍ତି, ତ୍ୱଚା ପାଇଁ କେତେ ଉପକାରୀ ଟୁଥ୍‌ପେଷ୍ଟ

ଭୁବନେଶ୍ୱର : ଆପଣ ଏହା ଜାଣିଥିବେ ଟୁଥ୍‌ପେଷ୍ଟର ବ୍ୟବହାର ଆମେ ସକାଳେ ଦାନ୍ତ ସଫା କରିବା ଲାଗି ବ୍ୟବହାର କରିଥାଉ। ହେଲେ ଆପଣ କେବେ ଏହାକୁ ଚମକଦାର ତ୍ୱଚା ପାଇବା ଲାଗି ବ୍ୟବହାର କରିବା କଥା ଭାବିଛନ୍ତି କି ? ଏହାଦ୍ୱାରା ଆପଣଙ୍କ ପିଗମେଣ୍ଟେସନ ସମସ୍ୟା ଦୂର ହୋଇଥାଏ ଓ ଚେହେରାର ଗ୍ଲୋ ଆସିଥାଏ।  ଆପଣ ଏହାକୁ ଫେସ୍‌ପ୍ୟାକ୍‌ ଭାବେ ମଧ୍ୟ ବ୍ୟବହାର କରିପାରିବେ। ଆସନ୍ତୁ ଜାଣିବା କିପରି ? ଚମକଦାର ତ୍ୱଚା ଲାଗି ଟୁଥପେଷ୍ଟ ପ୍ରଥମେ […]

stoy
ରିଲିଜ ହେଲା ‘ଷ୍ଟୁଡେଣ୍ଟ ଅଫ ଦି ଇୟର-୨’

ମୁମ୍ୱାଇ :  କଲେଜ ଜୀବନର ମଜାମସ୍ତି, ହାଲକାଫୁଲକା ଲାଇଫ  ଓ ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମିତ କରନ ଜୋହରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର-୨’ ଶୁକ୍ରବାର ରିଲିଜ୍‌ ହୋଇଛି। ହେଲେ ସୋଶାଲ୍ ମିଡ଼ିଆରେ ଏହାକୁ ଦର୍ଶକଙ୍କ ଆଶା ମୁତାବକ ରେସପନ୍ସ ମିଳି ନାହିଁ। କିଛି ଦର୍ଶକ ଏହାକୁ ଠିକ୍‌ଠାକ୍ କହୁଥିବା ବେଳେ ଆଉ କିଛି ଏହା  ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର’ର ପୁରା କପି ବୋଲି କହିଛନ୍ତି। ଏଥିରେ ଟାଇଗର ସ୍ରଫ୍‌ […]

stroke-1...
ବ୍ରେନ୍‌ ଷ୍ଟ୍ରୋକ୍‌ ପୂର୍ବରୁ ଦେଖାଦେଇଥାଏ ଏପରି ଲକ୍ଷଣ…

ଭୁବନେଶ୍ୱର : ହାର୍ଟ ଷ୍ଟ୍ରୋକ୍, ବ୍ରେନ ଷ୍ଟ୍ରୋକ ଏପରି ଘାତକ ବେମାର ଯାହାକି ସଙ୍ଗେ ସଙ୍ଗେ  ହୋଇଥାଏ ଏବଂ ଏଥିରେ ରୋଗୀଙ୍କ ବଞ୍ଚିବା ଆଶା ବହୁତ କ୍ଷୀଣ। ହେଲେ ଯଦି ଆପଣ ଏହା ପୂର୍ବରୁ ଶରୀରରେ ଦେଖାଦେଉଥିବା ପରିବର୍ତ୍ତନ ଓ ଲକ୍ଷଣକୁ ଚିହ୍ନଟ କରି ସଙ୍ଗେ ସଙ୍ଗେ ଡାକ୍ତରଙ୍କ ପରାମର୍ଶ ନେବେ, ତେବେ ଏପରି ରୋଗ କବଳରୁ ମଧ୍ୟ ମୁକ୍ତି ପାଇପାରିବେ। ତେବେ ବ୍ରେନ ଷ୍ଟ୍ରୋକ୍‌ କ’ଣ ପାଇଁ ହୁଏ ? କ’ଣ ଏହାର ଲକ୍ଷଣ ଓ […]

nnn-1
ରବିବାର ଷଷ୍ଠ ପର୍ଯ୍ୟାୟ ନିର୍ବାଚନ: ୫୯ ଆସନରେ ହେବ ମତଦାନ

ନୂଆଦିଲ୍ଲୀ: ରାତି ପାହିଲେ ଷଷ୍ଠ ପର୍ଯ୍ୟାୟ ମତଦାନ। କେନ୍ଦ୍ରଶାସିତ ଅଞ୍ଚଳ ଦିଲ୍ଲୀ ସମେତ ୬ଟି ରାଜ୍ୟର ମୋଟ ୫୯ଟି ଲୋକସଭା ଆସନ ପାଇଁ ୧ ଲକ୍ଷ ୧୩ ହଜାର ବୁଥରେ ମତଦାନ ହେବ। ଏହି ପର୍ଯ୍ୟାୟରେ ୯୭୯ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିବେ  ୧୦ କୋଟି ୧୭ ଲକ୍ଷରୁ ଅଧିକ ଭୋଟର। ବିହାରର ୮ଟି, ହରିଆନାର ୧୦ଟି, ଝାରଖଣ୍ଡର ୪ଟି, ମଧ୍ୟପ୍ରଦେଶର ୮ଟି, ଉତ୍ତର ପ୍ରଦେଶର ୧୪ଟି, ପଶ୍ଚିମବଙ୍ଗର ୮ଟି, ଦିଲ୍ଲୀର ୭ଟି ଲୋକସଭା ଆସନ […]