• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

Suspected Drone Spotted
ଜମ୍ମୁରେ ପୁଣି ଦେଖାଗଲା ଡ୍ରୋନ୍ : ସତୱାରି ଅଞ୍ଚଳରେ ହାଇଆଲର୍ଟ ଜାରି

ଜମ୍ମୁରେ ପୁଣି ଥରେ ଡ୍ରୋନ୍ ଗତିବିଧି ଦେଖିବାକୁ ମିଳିଛି । ଆଜି ପାହାନ୍ତା ପ୍ରାୟ ୪ଟା ୧୫ ସମୟରେ ରାୟପୁର ସତୱାରିରେ ଏହି ଡ୍ରୋନ୍ ଦେଖିବାକୁ ମିଳିଥିଲା ​​।

water-in-copper-vassel
ତମ୍ବା ପାତ୍ରରେ ପାଣି ପିଅନ୍ତୁ, ମିଳିବ ଅନେକ ଫାଇଦା

ଆଧୁନିକତା ସ୍ପର୍ଶ କରିବା ପୂର୍ବରୁ ଲୋକେମାନେ ତମ୍ୱା ପାତ୍ର, ମାଟି ପାତ୍ରରେ ଖାଇବା ପିଇବାକୁ ପସନ୍ଦ କରୁଥିଲେ।  ପରେ ଏହାର ସ୍ଥାନ ଆଖି ଝଲସାଇ ଦେବା ଭଳି କାଚ ଓ ଫାଇବର ପାତ୍ର ମାଡ଼ି ବସିଲା। ହେଲେ ତମ୍ୱା ପାତ୍ରରେ ପାଣି ପିଇବା ଦ୍ୱାରା ଆମେ ବହୁ ରୋଗ କବଳରୁ ମୁକ୍ତି ପାଇଥାଉ ବୋଲି ଶାସ୍ତ୍ରରେ ଉଲ୍ଲେଖ ଅଛି।  ଆସନ୍ତୁ ଆଜି ଜାଣିବା ତମ୍ୱା ପାତ୍ରରେ ପାଣି ପିଇବାର ଫାଇଦା ବିଷୟରେ। ତମ୍ୱା ଏକ ପ୍ରକାର ମାଇକ୍ରୋନ୍ୟୁଟ୍ରିଏଣ୍ଟ […]

cooli
ଆସୁଛି 'କୁଲି ନମ୍ବର ୱାନ୍‌'ର ରିମେକ୍: ଲିଡ୍‌ ରୋଲରେ ନଜର ଆସିବେ ଏହି ଅଭିନେତା

ମୁମ୍ୱାଇ : ୧୯୯୫ ମସିହାରେ ଆସିଥିବା ସୁପରହିଟ୍‌ ଫିଲ୍ମ ‘କୁଲି ନମ୍ୱର ୱାନ’ର ରିମେକ୍‌ ହେବାକୁ ଯାଉଛି। ସେତେବେଳେ ଗୋବିନ୍ଦା ଓ କରିସ୍ମାଙ୍କ ଯୋଡ଼ିକୁ ଖୁବ୍‌ ପସନ୍ଦ କରିଥିଲେ ଦର୍ଶକ। ୨୫ ବର୍ଷ ପରେ ହେବାକୁ ଯାଉଛି ଏହାର ରିମେକ୍‌। ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ବରୁଣ ଧୱନ ଓ ସାରା ଅଲ୍ଲୀ ଖାନ। ହେଲେ ଏହି ଖବର ଖାସ୍‌ ପସନ୍ଦ ଆସିନି ଗୋବିନ୍ଦାଙ୍କୁ।  ତାଙ୍କ ବିନା ତାଙ୍କ ସୁପରହିଟ୍‌ ଫିଲ୍ମର ରିମେକ୍‌ ଖବରକୁ ସହଜେ […]

er
ଅସୁସ୍ଥ ଶିଶୁକୁ ବିମାନରେ ଏମ୍ସ ପଠାଇ ପ୍ରଶଂସା ସାଉଁଟିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଟ୍ୟୁମର ରୋଗରେ ପୀଡ଼ିତ ଜଣେ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ଏକ ଘରୋଇ ବିମାନରେ ଦିଲ୍ଲୀ ସ୍ଥିତ ଏମ୍ସକୁ ପଠାଇବାର ବ୍ୟବସ୍ଥା କରି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଖୁବ ପ୍ରଶଂସା ସାଉଣ୍ଟିଛନ୍ତି। ଶିଶୁକନ୍ୟାଟି ପୂର୍ବରୁ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଥିବା କମଳା ନେହରୁ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲା। ତା’ ଅବସ୍ଥା ସଙ୍କଟାପନ୍ନ ହେବାରୁ ଡାକ୍ତର ତାଙ୍କ ଉତ୍ତମ ଚିକିତ୍ସା ପାଇଁ ଏମ୍ସ ପଠାଇବାକୁ କହିଥିଲେ। ହେଲେ ଗରିବ ପରିବାରର ଏହି ଶିଶୁକନ୍ୟାକୁ କେମିତି ଏମ୍ସକୁ […]

f
ବିମାନରେ ଯାନ୍ତ୍ରିକ ତ୍ରୁଟି, ବର୍ତ୍ତିଲେ ୧୫୨ ଯାତ୍ରୀ

ନୂଆଦିଲ୍ଲୀ: ବେଙ୍ଗାଲୁରୁରୁ ଦିଲ୍ଲୀ ଆସୁଥିବା ୧୫୨ ଜଣ ଯାତ୍ରୀ ଏବଂ ବିମାନର ଷ୍ଟାଫ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। ବିମାନଟି ମଝି ଆକାଶରେ ଉଡ଼ୁଥିବା ବେଳେ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା। ଫଳରେ ବିମାନଟି ରାତି ୧.୩୦ରେ ନାଗପୁର ଏୟାରପୋର୍ଟରେ ଜରୁରୀ ଅବତରଣ କରିବାକୁ ବାଧ୍ୟ ହୋଇଥିଲା। ସ୍ପାଇସ୍‌ ଜେଟ୍‌ର ଏହି ବିମାନଟି ବେଙ୍ଗାଲୁରୁରୁ ରାତି ୧୦ଟାରେ ଦିଲ୍ଲୀ ଅଭିମୁଖେ ଉଡ଼ାଣ ଭରିବାର ଥିଲା। କିନ୍ତୁ ଏହା ୧୧.୩୦ରେ ଟେକ୍‌ଅଫ୍ କରିଥିଲା। ପ୍ରାୟ ଘଣ୍ଟାଏ ପରେ ହଠାତ୍‌ […]

bhutan-pm-1..
ସେ ଜଣେ ପ୍ରଧାନମନ୍ତ୍ରୀ, କିନ୍ତୁ ପ୍ରତି ଶନିବାର ଡାକ୍ତର

ଥିମ୍ଫୁ:  ଦେଶକୁ ସୁରୁଖୁରରେ ଚଳାଇବାକୁ ପ୍ରଣୟନ ହେଉଥିବା ବିଭିନ୍ନ ନିୟମ  ଉପରେ ସପ୍ତାହର ୫ ଦିନ ରଖିଥାନ୍ତି ତୀକ୍ଷ୍‌ଣ ନଜର। ହେଲେ ଶନିବାର ତାଙ୍କୁ ଦେଖିବାକୁ ମିଳେ ଏକ ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ଚିକିତ୍ସା କରୁଥିବା ଅବସ୍ଥାରେ। ଆଉ ରବିବାର ସବୁଥିରୁ ଛୁଟି। ପୁରା ଫ୍ୟାମିଲି ଟାଇମ୍‌।  ଏପରି ବ୍ୟକ୍ତିତ୍ୱ ହେଉଛନ୍ତି ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ସେରିଙ୍ଗ। ବୌଦ୍ଧା ଧମ୍ୱାବଲମ୍ବୀ ଦେଶ ଭୁଟାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିବା ସେରିଙ୍ଗ ସପ୍ତାହକୁ ଗୋଟିଏ ଦିନ ଶନିବାର ରୋଗୀଙ୍କ […]