• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

chhpak
କଂଗ୍ରେସ ଶାସିତ ରାଜ୍ୟରେ ଟ୍ୟାକ୍ସ ଫ୍ରି ହେଲା ଦୀପିକାଙ୍କ ଫିଲ୍ମ 'ଛପାକ'

ଭୋପାଳ: ଦୀପିକାଙ୍କ ଫିଲ୍ମ ‘ଛପାକ୍‌’କୁ ବୟକଟ୍‌ କରିବା ନେଇ ଟ୍ୱିଟର୍‌ରେ ଟ୍ରେଣ୍ଡ ଚାଲିଥିବା ବେଳେ କଂଗ୍ରେସ ଶାସିତ ରାଜ୍ୟ ମଧ୍ୟପ୍ରଦେଶର ଫିଲ୍ମକୁ ଆଶ୍ୱସ୍ତି ମିଳିଛି। ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିଛନ୍ତି କମଲନାଥ ସରକାର। କେବଳ ମଧ୍ୟପ୍ରଦେଶ ନୁହେଁ ଛତିଶଗଡ଼ରେ ମଧ୍ୟ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଯାଇଥିବା ରିପୋର୍ଟ ପ୍ରକାଶ କରିଛି ଜାତୀୟ ଗଣମାଧ୍ୟମ ଏଏନ୍‌ଆଇ। दीपिका पादुकोण अभिनीत ऐसिड अटैक सर्वाइवर पर बनी फ़िल्म “ छपाक […]

mamat
ସିଏଏ ବିରୋଧୀ ମେଳିରେ ସାମିଲ୍‌ ହେବେନି ମମତା

କୋଲକାତା: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ରଦ୍ଦ କରିବା ପାଇଁ ବିରୋଧୀ ଦଳଗୁଡ଼ିକ ଏକାଠି ହେବାକୁ ଯୋଜନା କରିଥିଲେ। ଏଥିପାଇଁ ଅଣ ବିଜେଜପି ଦଳଗୁଡ଼ିକୁ ଏକାଠି କରିବାକୁ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଏକ ବୈଠକ ମଧ୍ୟ ଡାକିଥିଲେ।  ହେଲେ ବିରୋଧୀଙ୍କ ଏହି ମହାମେଳିରେ ଯୋଗ ଦେବାକୁ ମନା କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ। ସେ ଏହି ମେଳିରେ ସାମିଲ ହେବେ ନାହିଁ ବୋଲି କହିଛନ୍ତି। ବାମପନ୍ଥୀ ଓ କଂଗ୍ରେସ […]

javedkar
'ଛପାକ' ବୟକଟ୍‌କୁ ସମର୍ଥନ କରେନି ବିଜେପି: ଜାଭଡେକର

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ସରକାର ତଥା ବିଜେପି ଦଳ ଦୀପିକା ପାଦୁକୋନ୍‌ ପିଲ୍ମ ଛପାକର ବୟକଟ୍‌ ନାରାକୁ ସପୋର୍ଟ କରୁନାହିଁ। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି ଏପରି ମନ୍ତବ୍ୟ ରଖିଛନ୍ତି। ‘ଛପାକ’ ମୁକ୍ତିଲାଭ କରିବା ପୂର୍ବରୁ ବିଭିନ୍ନ ଦକ୍ଷିଣପନ୍ଥୀ ସଂଗଠନ ଓ କେତେକ ବିଜେପି ନେତା ଫିଲ୍ମକୁ ବୟକଟ୍‌ କରିବାକୁ ନାରା ଦେଇଥିଲେ। ତେଣୁ ଏନେଇ ଆଜି ସ୍ପଷ୍ଟୀକରଣ ରଖିଛନ୍ତି ଜାଭଡେକର। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜାଭଡେକର କହିଛନ୍ତି, ବିଜେପି ଏବଂ […]

jij
୨୦ ବର୍ଷ ହେଲା ଫେରାର୍‌ ଥିଲା ଗ୍ୟାଙ୍ଗଷ୍ଟାର୍‌ ଏଜାଜ; ଏବେ ଧରାପଡ଼ିଲା

ମୁମ୍ବାଇ: ଦୀର୍ଘ ୨୦ ବର୍ଷ ହେବ ଫେରାର୍‌ ଥିବା ଗ୍ୟାଙ୍ଗଷ୍ଟାର୍‌ ଶେଷରେ ଧରାପଡ଼ିଲା।  ପଳାତକ ଘୋଷିତ ଗ୍ୟାଙ୍ଗଷ୍ଟାର ଏଜାଜ ଲକଡ଼ୱାଲାକୁ ମୁମ୍ବାଇ ପୁଲିସ୍‌ର ଲୁଟେରା ବିରୋଧୀ ଶାଖା(ଏଇସି) ଗିରଫ କରିଛି। ଏଜାଜ୍‌ ନାଁରେ ୨୭ଟି ମାମଲା ରହିଛି। ଗତକାଲି ରାତିରେ ଏଇସି ତାକୁ ବିହାର ରାଜଧାନୀ ପାଟଣାରୁ ଗିରଫ କରିଛି। ଗିରଫ ପରେ ଆଜି ତାକୁ କୋର୍ଟରେ ହାଜର କରାଯାଇଥିଲା। ଏଜାଜ୍‌ ନାଁରେ ଥିବା ମାମଲାଗୁଡ଼ିକର ଅଧିକ ଖୋଳତାଡ଼ କରିବା ପାଇଁ ଜାନୁଆରୀ ୨୧ ଯାଏ ତା’କୁ […]

SEA
ବଞ୍ଚିବାକୁ ନିର୍ଭୟା ଦୋଷୀର ଶେଷ ପ୍ରୟାସ

ନୂଆଦିଲ୍ଲୀ: ଜେଲ୍‌ରେ ପ୍ରତି ରାତି ଭୟରେ କଟୁଛି। ଆସିଛି ମୃତ୍ୟୁ ପରୱାନା। ମୁଣ୍ଡ ଉପରେ ଝୁଲୁଛି ଫାଶୀର ଫନ୍ଦା। ଖାଇବା ପିଇବା ମଧ୍ୟ ଭୁଲିଗଲେଣି ଦୋଷୀ। ଏମିତିରେ ବଞ୍ଚିବାକୁ ଶେଷ ପ୍ରୟାସ କରିଛି ନିର୍ଭୟା ଦୋଷୀ ବିନୟ ଶର୍ମା। ଆଜି ବିନୟ ତା ଓକିଲଙ୍କ ଜରିଆରେ କୋର୍ଟରେ କ୍ୟୁରେଟିଭ୍‌ ବପିଟିସନ୍‌ (ଜଣେ ଦୋଷୀର ଦଣ୍ଡରୁ ବଞ୍ଚିବା ପାଇଁ ଶେଷ ଆଇନଗତ ପଦକ୍ଷେପ) ଦାଖଲ କରିଛି। ଏଥିରେ କୋର୍ଟ ଦେଇଥିବା ଡେଥ୍‌ ୱାରେଣ୍ଟ ଉପରେ ରୋକ୍‌ ଲଗାଇବାକୁ ଆବେଦନ […]

number-one
ପୁଣିଥରେ ନମ୍ବର୍‌ ୱାନ୍ କୋହଲି

ନୂଆଦିଲ୍ଲୀ: ପୁଣିଥରେ ବିଶ୍ୱରେ ନମ୍ବର୍‌ ୱାନ୍‌ ହେଲେ କୋହଲି। ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲି ଆଇସିିସି ଟେଷ୍ଟ ରାଙ୍କିଙ୍ଗରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି। ୯୨୮ ପଏଣ୍ଟ ସହ କୋହଲି ପ୍ରଥମ ସ୍ଥାନରେ ମଜଭୁତ୍ ଅଛନ୍ତି। ତେବେ ଚେତେଶ୍ୱର ପୂଜାରା ଓ ଅଜିଙ୍କ୍ୟା ରାହାଣେଙ୍କୁ ରାଙ୍କିଙ୍ଗ ତଳକୁ ଖସିଛି। ଅଷ୍ଟ୍ରେଲିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ୯୧୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ବଳବତ୍ତର ରହିଛନ୍ତି। ପୂଜାର ଗୋଟିଏ ସ୍ଥାନ ତଳକୁ ଖସି […]

images
ଦର ବୃଦ୍ଧିରେ ରେକର୍ଡ ଭାଙ୍ଗିଲା ସୁନା; ଜାଣନ୍ତୁ କେତେ ବଢ଼ିଲା

ନୂଆଦିଲ୍ଲୀ: ଇରାନ– ଆମେରିକା ଯୁଦ୍ଧ ଭିତରେ ତେଲ, ସୁନା ଓ ରୂପା ଦର ହୁହୁ ହୋଇ ବଢ଼ି ଚାଲିଛି। ଦେଶର ରାଜଧାନୀରେ ଦିଲ୍ଲୀରେ ସୁନା ଦର ୧୦ ଗ୍ରାମ ପ୍ରତି ୪୮୫ ଟଙ୍କା ବଢ଼ିଥିବା ବେଳେ ରୂପା କିଲୋପ୍ରତି ୮୫୫ ଟଙ୍କା ବୃଦ୍ଧି ହୋଇଛି। ବୁଧବାର ଦିଲ୍ଲୀରେ ସରଫା ବଜାରରେ ସୁନା ଦର ୧୦ ଗ୍ରାମକୁ ୪୧, ୮୧୦ ଟଙ୍କା ରହିଛି। ଯାହା ପୂର୍ବରୁ ୪୧,୩୨୫ ଥିଲା। ସେହିଭଳି ରୂପା ଦର କିଲୋପ୍ରତି ୪୯,୫୩୦ ଟଙ୍କା ରହିଛି। […]

neta
ଇସ୍ରାଏଲ୍‌ ବି ଦେଲା ଧମକ୍‌; ଆଟାକ୍‌ କଲେ...

ଜେରୁଜେଲମ: ଇରାନର ଆକ୍ରମଣତ୍ମାକ ରୂପ ଦେଖି ଏବେ ଇସ୍ରାଏଲରେ ମଧ୍ୟ ଆକ୍ରମଣର ଭୟ ସୃଷ୍ଟି ହୋଇଛି। ଆମେରିକା ଭଳି ଇସ୍ରାଏଲ ଉପରେ ମଧ୍ୟ ଇରାନ ମିସାଇଲ ମାଡ଼ କରିପାରେ ବୋଲି କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ଆଜି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତ୍ୟାନହୁ  ଇରାନକୁ ଧମକ ଦେଇଛନ୍ତି। ଜେରୁସେଲମ୍‌ରେ ଏକ ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିବା ବେଳେ ଇସ୍ରାଏଲ୍ ରାଷ୍ଟ୍ରପତି ନେତାନ୍ୟାହୁ କହିଛନ୍ତି,  ଯଦି ଇରାନ କେବେ ବି ଇସ୍ରାଏଲ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିବ, […]

miloirtia
ଆମେରିକା ଉପରେ ପ୍ରତିଶୋଧ ନେବାକୁ ଆହ୍ୱାନ୍

ବାଗଦାଦ: ଇରାକ ଓ ଇରାନ ସହ ମିଶି ଆଇଏସ ଆତଙ୍କବାଦୀଙ୍କ ବିରୋଧରେ ଲଢ଼େଇ କରୁଥିବା ମିଲିଶିଆ ବି ଆମେରିକା ଡ୍ରୋନ ଷ୍ଟ୍ରାଇକର ବଦଲା ନେବାକୁ ଆହ୍ୱାନ ଦେଇଛି। ଇରାକର ସୈନ୍ୟମାନେ ଆମେରିକା ଉପରେ ପ୍ରତିଶୋଧ ନେବା ଦରକାର ବୋଲି ମିଲିଶିଆ କମାଣ୍ଡର କାସି ଅଲ ଖାଜାଲି କହିଛନ୍ତି। ସେ କହିଛନ୍ତି, “ ଇରାନ ତାଙ୍କ ମେଜର ଜେନେରାଲ କାସିମ ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେଇଛି। ଏବେ ଇରାକୀ କମାଣ୍ଡର ଅବୁ ମହିଦ ମୁହାଁନ୍ଦିସଙ୍କ ହତ୍ୟାର ବଦଲା ନେବାର […]

iran
ଆମେରିକାକୁ ଶତ୍ରୁ ଘୋଷଣା କଲା ଇରାନ

ତେହରାନ: ଆମେରିକା ଓ ଇରାନ ମଧ୍ୟରେ ଚାଲିଥିବା ବିବାଦ ଏବେ ଚରମ ସୀମାରେ ପହଞ୍ଚି ଯାଇଛି। ଇରାନର ମିସାଇଲ ମାଡ଼ରେ ୨୦ ଜଣ ଆମେରିକୀୟଙ୍କ ସମେତ ୮୦ ଜଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ଇରାନ ମିସାଇଲ ମାଡ଼ କରିବା ପରେ ଆମେରିକାକୁ ପରମ ଶତ୍ରୁ ବୋଲି ଘୋଷଣା କରିଛି। ଇରାନର ସୁପ୍ରିମ ଲିଡର ଅଯୋତୁଲ୍ଲା ଅଲୀ ଖମାନୀ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, “ଆଜିଠାରୁ ଆମେରିକା ହେଉଛି ଇରାନର ଶତ୍ରୁ। ଆମେ ମିସାଇଲ ମାଡ଼ କରି […]

salman
କୋ-ଷ୍ଟାର୍‌ଙ୍କୁ ଦାମୀ BMW କାର୍‌ ଗିଫ୍ଟ୍‌ କଲେ ସଲ୍‌ମାନ

ମୁମ୍ବାଇ: ସହ କଳାକାରଙ୍କୁ ଭଲ ପାଇବାରେ ଟିକେ ବି ଉଣା କରନ୍ତି ନାହିଁ ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନ। କେବଳ ସେତିକି ନୁହେଁ, କୋ-ଷ୍ଟାର୍‌ଙ୍କୁ ଦାମୀ ଗିଫ୍ଟ ଦେବାରେ ବି ବଲିଉଡ୍‌ରେ ସଲ୍‌ମାନଙ୍କ ତୁଳନା ନାହିଁ। ଏଥିପାଇଁ ସେ ଟାଉନ୍‌ରେ ବେଶ୍ ଚର୍ଚ୍ଚିତ ମଧ୍ୟ। ଏଥର ଭାଇଜାନଙ୍କ ଠାରୁ ଦାମୀ ଗିଫ୍ଟ ପାଇଛନ୍ତି ଦବଙ୍ଗ-୩ର ସାଥୀ କଳାକାର ତଥା ସାଉଥ୍‌ ଷ୍ଟାର୍‌ ସୁଦୀପ ସଞ୍ଜୀବ୍‌(କିଚ୍ଚା ସୁଦୀପ୍)। ସଲମାନ ସୁଦୀପଙ୍କୁ ୧.୫ କୋଟିର ଟଙ୍କାର BMW M5 କାର୍ […]

irani
ଆସିଲା ଇରାନ୍‌ ମିସାଇଲ୍ ଆଟାକ୍‌ର ଭିଡିଓ; ଦେଖନ୍ତୁ କେତେ ଭୟଙ୍କର ଆକ୍ରମଣ

ନୂଆଦିଲ୍ଲୀ: ମେଜର ଜେନେରାଲ କାସିମ ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଯାଇ ଆଜି ଇରାନ ଇରାକରେ ଥିବା ଆମେରିକା ଏୟାରବେସ୍ ଉପରେ ଏକାଧିକ ମିସାଇଲ ମାଡ଼ କରିଛି। ଏଥିରେ ଆମେରିକାର ବ୍ୟାପକ କ୍ଷୟକ୍ଷତି ହୋଇଥିବା ଆଶଙ୍କା କରାଯାଉଛି। ଏହି ଆକ୍ରମଣରେ ଆମେରିକାର ଫାଇଟର୍‌ ହେଲିକପ୍ଟର ସହିତ ବିଭିନ୍ନ ଯୁଦ୍ଧ ସରଞ୍ଜାମ୍‌ କ୍ଷତିଗ୍ରସ୍ତ ହୋଇଥିବା ସୁଚନା ମିଳୁଛି। କେବଳ ସେତିକି ନୁହେଁ ୮୦ ଆମେରିକୀୟଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଦାବି କରୁଛି ଇରାନୀ ମିଡିଆ। ତେବେ ଇରାନ୍‌ ମିସାଇଲ୍‌ […]

trump
ଇରାନ୍‌ ଆକ୍ରମଣରେ ୮୦ ଆମେରିକୀୟଙ୍କ ମୃତ୍ୟୁ !

ନୂଆଦିଲ୍ଲୀ: ଇରାକ୍‌ର ମିସାଇଲ୍‌ ଆଟାକ୍‌ରେ ୮୦ ଆମେରିକୀୟ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଇରାନ୍‌ର ସରକାରୀ ଗଣମାମଧ୍ୟମ ଏଭଳି ଖବର ପ୍ରକାଶ କରିଥିବା ଆନ୍ତର୍ଜାତୀୟ ଗଣମଧ୍ୟମ ସଂସ୍ଥା ରୟଟର୍ସ କହିଛି। ଇରାକ ସ୍ଥିତ ଆମେରିକାର ଏୟାର୍ ବେସ୍‌ ଉପରେ ଇରାନ୍‌ର ମିଶାଇଲ୍‌ ଆକ୍ରମଣ କରିଥିଲା। ଏଥିରେ ୮୦ ଜଣ ଆମେରିକୀୟ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ବୋଲି ଇରାନ ଗଣାଧଧ୍ୟମ ଖବର ପ୍ରକାଶ କରିଛି। ସୂଚନା ଥାଉକି ଇରାନ୍‌ ଆମେରିକା ସେନାକୁ ଆତଙ୍କବାଦୀ ଘୋଷଣା କରିଛି। ଏହି ରିପୋର୍ଟରେ କୁହାଯାଇଛି […]