• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Latest

pan
ପାନ୍‌ କାର୍ଡ ସହ ଆଧାର କାର୍ଡକୁ କେମିତି ଲିଙ୍କ୍ କରିବେ, ଜାଣନ୍ତୁ

ଭୁବନେଶ୍ୱର : ଯଦି ଆପଣ ପାନ୍‌ କାର୍ଡ ସହିତ ଆଧାର କାର୍ଡକୁ ଲିଙ୍କ୍‌ କରି ନାହାନ୍ତି, ତେବେ ତୁରନ୍ତ କରିଦିଅନ୍ତୁ। ଫଳରେ ଆପଣ ପାନ କାର୍ଡ ସମ୍ପର୍କିତ କୌଣସି ଆର୍ଥିକ କାରବାର କରିପାରିବେ ନାହିଁ। ଟ୍ୟାକ୍ସ ଫାଇଲ୍‌ ସମୟରେ ମଧ୍ୟ ସମସ୍ୟା ହୋଇପାରେ। ଯଦିଓ ଏନ୍‌ଆର୍‌ଇଙ୍କ ପାଇଁ ଆଧାର କିମ୍ବା ପାନ୍‌ କାର୍ଡ ବାଧ୍ୟତାମୂଳକ ନୁହେଁ, ତଥାପି ଯଦି ଏନ୍‌ଆର୍‌ଆଇଙ୍କ ପାଖରେ ଆଧାର ଓ ପାନ୍‌ ରହିଛି, ତେବେ ଏହାକୁ ଶେଷ ତାରିଖ ସୁଦ୍ଧା ଲିଙ୍କ୍ କରାଇ […]

army-2
ଚଳନ୍ତା ଟ୍ରେନ୍‌ରେ ପ୍ରସବ କରାଇ ଚର୍ଚ୍ଚାରେ ଆର୍ମୀର ୨ ମହିଳା କ୍ୟାପ୍ଟେନ୍

ନୂଆଦିଲ୍ଲୀ: ସୀମାରେ ହେଉ କିମ୍ବା ସାଧାରଣ ସ୍ଥାନରେ ସୁରକ୍ଷା ଦେବାକୁ ଯବାନ ସବୁବେଳେ ଆଗଭର। ସେଥିପାଇଁ ତ ସାରା ଦେଶ ଯବାନଙ୍କୁ ସଲ୍ୟୁଟ୍‌ କରେ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ହାୱଡ଼ା ଏକ୍ସପ୍ରେସ୍‌ରେ। ଦୁଇ ଜଣ ସେନା କ୍ୟାପଟେନ୍‌ ହାୱଡ଼ା ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବାବେଳେ ଜଣେ ମହିଳା ସହଯାତ୍ରୀଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ସେମାନେ ଏହା ଶୁଣି ତୁରନ୍ତ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ସେମାନେ ଏ ବାବଦରେ ଜାଣିବା ପରେ ଆସନରେ ଆଉ […]

old man
ମିଳିଗଲା ୨୧ ବର୍ଷ ତଳର ସାଥି: ପରିଣତ ବୟସରେ ବି ପରସ୍ପରର ହାତ ଧରିଲେ

ଥିରୁଭନନ୍ଥପୁରମ:  ପ୍ରେମ ମାନେ ନି ବୟସ। ସୀମା ସରହଦ। ଆଉ ପ୍ରେମ ଯଦି ସଚ୍ଚା ହୁଏ ତେବେ ତାଙ୍କୁ ଏକ କରିବାକୁ ଲାଗି ପଡ଼ନ୍ତି ସାରା ବିଶ୍ୱ। ଏଭଳି କିଛି ଘଟଣା କେରଳ ଥିସୁର୍‌ରେ। ଏଠାରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି, ୬୭ ବର୍ଷୀୟ କୋଚାନିଆନ୍ ଓ ୬୫ ବର୍ଷୀୟା ଲକ୍ଷ୍ମୀ। ଥିସୁରରେ ରହୁଥିବା ଏକ ବୃଦ୍ଧାଶ୍ରମରେ ଏମାନଙ୍କ ବିବାହ ହୋଇଛି। ହେଲେ ଏହି ବିବାହ ପଛରେ ଲୁଚି ରହିଛି ଏକ ପୁରୁଣା ଏବଂ ନିବିଡ଼ ପ୍ରେମ […]

raja
ଏହି ରାଜାଙ୍କର ଥିଲା ଘୋଡ଼ାଶାଳ ସହ ୩୦ ଦାମୀ କାର, ମାଟି କୁଡ଼ିଆରେ ଗଲା ଜୀବନ

କଟକ: ଆଜି ଆମେ ଓଡ଼ିଶାର ଏମିତି ଜଣେ ରାଜାଙ୍କ ବିଷୟରେ କହିବୁ ଯାହାଙ୍କର ଦିନେ ହାତ ଲେଉଟିଲେ ପୃଥି ଲେଉଟୁଥିଲା ବୋଲି ଲୋକେ କହନ୍ତି। ଆଖି ଝଲସିଲା ଭଳି ରାଜ ପ୍ରାସାଦ। ୨୫ଟି ବିଳାସପୂର୍ଣ୍ଣ କାର, ୩୦ ଦାସୀ ପରିବାର ତାଙ୍କର ରାଜମହଲରେ କାମ କରୁଥିଲେ। କିନ୍ତୁ ଶେଷ ସମୟରେ ତାଙ୍କୁ ରିକ୍ସା ଟାଣି ଜୀବନ ବିତାଇବାକୁ ପଡ଼ିଥିଲା। ରାଜଉଆସ ଛାଡ଼ି ମାଟି କୁଡ଼ିଆରେ ଦିନ କାଟିବାକୁ ପଡ଼ିଥିଲା। ଗଣତନ୍ତ୍ର ଓ ରାଜତନ୍ତ୍ର ଶାସନ ଭିତରେ କେମିତି […]

bjp
ଆଦିବାସୀଙ୍କ ମନ ଜିଣିପାରିନି ବିଜେପି: ମିଳିଛି କମ୍‌ ଭୋଟ୍‌

ନୂଆଦିଲ୍ଲୀ: ଝାରଖଣ୍ଡରେ ବିଜେପି କ୍ଷମତାଚ୍ୟୁତ ହେବାପରେ ଆଦିବାସୀଙ୍କ ମଧ୍ୟ ଏହି ଦଳର ଗ୍ରହଣୀୟତାକୁ ନେଇ ପ୍ରଶ୍ନ ଉଠିଛି। ଆଦିବାସୀ କଲ୍ୟାଣ ମନ୍ତ୍ରଣାଳୟ ସୃଷ୍ଟି କରାଇଥିବା ବିଜେପି ଏବେ ବିଭିନ୍ନ ବିଧାନସଭା ନିର୍ବାଚନରେ ଆଦିବାସୀଙ୍କ ମନ ଜିଣିପାରୁନଥିବା ସ୍ପଷ୍ଟ ହେବାରେ ଲାଗିଛି। ଝାରଖଣ୍ଡରେ ୨୬% ଆଦିବାସୀ ହୋଇଥିବାବେଳେ ୮୧ରୁ ୨୮ଟି ବିଧାନସଭା ଅନୁସୂଚିତ ଜନଜାତି ବା ଆଦିବାସୀଙ୍କ ପାଇଁ ସଂରକ୍ଷିତ। ୨୦୧୪ ମସିହାରେ ଏଥିରୁ ୧୧ଟି ଆସନ ଜିତିଥିବା ବିଜେପି ଏଥର ମାତ୍ର ୨ଟି ଜିତିଛି। ନିକଟରେ କରାଯାଇଥିବା […]

jhintika
ଭାରତ ଚାଷୀର ନିଦ ହଜାଇଲାଣି ପାକିସ୍ତାନୀ ପଙ୍ଗପାଳ

ନୂଆଦିଲ୍ଲୀ: ଭାରତୀୟ ସୀମାରେ ପାକିସ୍ତାନୀ ଯବାନ ଅଶାନ୍ତି ସୃଷ୍ଟି କରୁଥିବାବେଳେ, ଗୁଜରାଟ ଓ ରାଜସ୍ଥାନରେ ଚାଷୀଙ୍କ ନିଦ ହଜାଇ ଦେଲେଣି ପାକିସ୍ତାନୀ ପଙ୍ଗପାଳ। ଦୁଇ ସପ୍ତାହ ଧରି ଦକ୍ଷିଣ-ପୂର୍ବ ଭାଗକୁ ପବନ ବହିବା ଯୋଗୁଁ ପାକିସ୍ତାନରୁ ଶହ ଶହ କୋଟି ପଙ୍ଗପାଳ ମାଡ଼ି ଆସି ଗୁଜରାଟରେ ଉପଦ୍ରବ କରୁଛନ୍ତି। ରାଜ୍ୟର ବନସକାଣ୍ଠା, ସାବରକାଣ୍ଠା, କଛ, ପଟାନ ଓ ମେହସାଣା ଜିଲ୍ଲାର ହଜାର ହଜାର ହେର ଜମିରେ ଚାଷ ନଷ୍ଟ କରିଦେଲେଣି। ଜଡ଼ା, ନଖଜଡ଼ା, ଜିରା, ସୋରିଷ, ପାନମଧୁରୀ, […]

ajaya
ଝିଅ ପାଇଁ ରାଗିଗଲେ ଅଜୟ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅଜୟ ଦେବଗନ୍‌ ସାଧାରଣତଃ ଶାନ୍ତ ସ୍ୱଭାବର ଦେଖାଯାଆନ୍ତି। ସୋଶାଲ୍‌ ମିଡିଆରେ ଯେତେ ଟ୍ରୋଲ୍‌ କଲେ କି କେହି କମେଣ୍ଟ କଲେ କୌଣସି ପ୍ରତିକ୍ରିୟା ଦିଅନ୍ତି ନାହିଁ ଅଜୟ। କିନ୍ତୁ ଏଥର ବିଲଉଡ୍‌ର ଏହି ସିଂଘମ ଖୁବ୍‌ ରାଗିଯାଇଛନ୍ତି।  ନିକଟରେ ଅଜୟ ନିଜ ଅପକମିଂ ଫିଲ୍ମ ‘ତାନାଜୀ’ର ପ୍ରମୋଶନ ପାଇଁ ଗଣମାଧ୍ୟମକୁ ସାକ୍ଷାତକାର ଦେଉଥିଲେ। ଏହି ସମୟରେ ତାଙ୍କ ମନ ଖରାପ ଥିବା ଦେଖିବାକୁ ମିଳିଥିଲା। ଏଠାରେ ସେ ତାଙ୍କ ଝିଅଙ୍କୁ ସୋଶାଲ୍‌ ମିଡିଆରେ […]

sports
ଓଡ଼ିଶା ଏଫସିର ବିଜୟ ଶୁଭାରମ୍ଭ

ଭୁବନେଶ୍ୱର: ଚଳିତ ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସଏଲ)ରେ ଓଡ଼ିଶା ଏଫସି ଘରୋଇ ଭେନ୍ୟୁରେ ତା’ର ପ୍ରଥମ ମ୍ୟାଚରେ ଜାମଶେଦପୁର ଏଫସିକୁ ୨-୧ ଗୋଲରେ ପରାସ୍ତ କରିଛି। ଏଥିସହ ଘରୋଇ ଭେନ୍ୟୁ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ବିଜୟରୁ ଶୁଭାରମ୍ଭ କରିଛି। ଓଡ଼ିଶା ବିଜୟରେ ଆରିଡେନ୍ ସାଣ୍ଟାନା ମୁଖ୍ୟ ଭୂମିକା ବହନ କରିଛନ୍ତି, ଯିଏ ଦୁଇଟି ଯାକ ଗୋଲ୍ (୨୮ତମ ଓ ୪୫ତମ) ସ୍କୋର କରିଥିଲେ। ସେହିପରି ଜାମଶେଦପୁର ଏଫସି ପକ୍ଷରୁ ମୋନରୟ (୩୮ତମ) ଏକମାତ୍ର ଗୋଲ୍ ପରିଶୋଦ କରିଥିଲେ। […]

baod
ଦଶନ୍ଧିରେ ସର୍ବାଧିକ ୱିକେଟ୍‌ ନେଇଥିବା ଦ୍ୱିତୀୟ ବୋଲର୍‌ ହେଲେ ଷ୍ଟୁଆର୍ଟ ବ୍ରଡ୍

ସେଞ୍ଚୁରିୟନ୍‌: ଇଂଲଣ୍ଡର ଷ୍ଟାର୍ ପେସ୍ ବୋଲର ଷ୍ଟୁଆର୍ଟ ବ୍ରଡ୍ ଦଶନ୍ଧିରେ ୪୦୦ ୱିକେଟ୍ ନେବାରେ ବିଶ୍ୱର ଦ୍ୱିତୀୟ ବୋଲର ହୋଇଛନ୍ତି। ବ୍ରଡଙ୍କ ପୂର୍ବରୁ ତାଙ୍କ ଦେଶର ଜେମ୍ସ ଆଣ୍ଡରସନ୍ ଦଶନ୍ଧିରେ ଏହି କାରନାମା କରିସାରିଛନ୍ତି। ସୁପର ସ୍ପୋର୍ଟ ପାର୍କରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିବସରେ ବ୍ରଡ୍ ଏହି ମାଇଲଖୁଣ୍ଟ ଅର୍ଜନ କରିଛନ୍ତି। ୩୩ ବର୍ଷୀୟ ବ୍ରଡ୍ ଆୟୋଜକ ଦଳର କ୍ୟାପଟେନ୍ ଫାଫ୍ ଡୁପ୍ଲେସିସଙ୍କୁ ୨୯ ରନରେ ଆଉଟ୍ କରି ଏହି […]

gabguly
ଗାଙ୍ଗୁଲିଙ୍କ ପ୍ରସ୍ତାବକୁ ସମର୍ଥନ କଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଦ୍ୱାରା ଦିନିକିଆ ‘ସୁପର୍ ସିରିଜ୍‌’ ପ୍ରସ୍ତାବକୁ କ୍ରିକେଟ୍ ଅଷ୍ଟ୍ରେଲିଆ ସମର୍ଥନ କରିଛି। କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ)ର ମୁଖ୍ୟ କାର୍ଯ୍ୟକାରୀ କେଭିନ୍ ରବର୍ଟ୍ସ ଗାଙ୍ଗୁଲିଙ୍କ ଚତୁର୍ଦ୍ଦେଶୀୟ ଦିନିକିଆ ସିରିଜକୁ ସମର୍ଥନ କରିଛନ୍ତି, କିନ୍ତୁ କୌଣସି ପ୍ରତିଶ୍ରୁତି ଦେଇନାହାନ୍ତି। ଗାଙ୍ଗୁଲି କହିଥିଲେ, ୨୦୨୧ ଆରମ୍ଭ ହେବାକୁଥିବା ଥିବା ବାର୍ଷିକ ଦିନିକିଆ ସିରିଜରେ ଭାରତ ସମେତ ଇଂଲଣ୍ଡ, ଅଷ୍ଟ୍ରେଲିଆ ଏବଂ ଅନ୍ୟ ଏକ ଶୀର୍ଷ ଟିମ୍ ଭାଗ ନେବ। ଲଣ୍ଡନରେ ଗାଙ୍ଗୁଲିଙ୍କ ସହ ବୈଠକ […]

20
ପତ୍ନୀଙ୍କ ଜଳକଷ୍ଟ ଦୂର କରିବାକୁ ସ୍ୱାମୀଙ୍କ ନିଆରା ଉଦ୍ଭାବନ

କେନ୍ଦୁଝର(ପ୍ରଣୟ ପାଣି): ପିତୃପୁରୁଷଙ୍କ ଉଦ୍ଧାର ପାଇଁ ଭଗୀରଥ କୁଆଡ଼େ ମା ଗଙ୍ଗାଙ୍କୁ ସ୍ୱର୍ଗରୁ ପୃଥିବୀକୁ ଆଣିଥିଲେ। ଇଏ ବିଶ୍ୱାସର କଥା। ପୁରାଣ କଥା ହେଲେ ଆଜି କିନ୍ତୁ ଆମେ ଏମିତି ଜଣେ ଭଗୀରଥଙ୍କ କାହାଣୀ କହିବାକୁ ଯାଉଛୁ ଯିଏ ନିଜ ପତ୍ନୀଙ୍କ ଜଳକଷ୍ଟ ଦୂର କରିବାକୁ ଅଧ କିଲୋମିଟର ଦୂରରେ ଥିବା ଜଳାଶୟକୁ ନିଜ ଘର ଅଗଣାକୁ ଆଣି ପାରିଛନ୍ତି। ଅବଶ୍ୟ ନିଜ ନିଆରା ଉଦ୍ଭାବନ ବଳରେ ବଣପାହାଡ଼ ଘେରା କେନ୍ଦୁଝର ବନେଇକଳା ଗାଁରୁ ଆସନ୍ତୁ ଜାଣିବା […]

twenty
୧ ଜାନୁଆରୀ ୨୦୨୦ରୁ ବଦଳୁଛି ଏହିସବୁ ନିୟମ

ନୂଆଦିଲ୍ଲୀ: ଆସୁଛି ନୂଆ ବର୍ଷ। ନ୍ୟୁ ୟର୍‌କୁ ସ୍ୱାଗତ କରିବା ପାଇଁ ସମସ୍ତେ ନୂଆ ନୂଆ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ସେମିତି ସରକାର ବି କେତେକ କ୍ଷେତ୍ରରେ ତାଙ୍କ ପୁରୁଣା ନିୟମକୁ ପରିବର୍ତ୍ତନ କରି କିଛି ନୂଆ ନିୟମ ଆଣିବାକୁ ଯାଉଛନ୍ତି। ସରକାରଙ୍କର ୬ଟି ନିୟମ ଏବେ ବଦଳିବାକୁ ଯାଉଛି। ପାନ୍‌ ଆଧାର ଲିଙ୍କ୍ ନିୟମ, ଇନ୍‌କମ୍‌ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲିଂ, SBIର Magnetic stripe କାର୍ଡ, ସବ୍‌କା ବିଶ୍ୱାସ ଯୋଜନା ଏବଂ ଏନଇଏଫଟି ଟ୍ରାଞ୍ଜାକ୍‌ସନ୍‌ […]