• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

ratha-yatrra
ପୁରୀରେ କର୍ଫ୍ୟୁ ନିୟମ ଉଲ୍ଲଘଂନ ନେଇ କାର୍ଯ୍ୟନୁଷ୍ଠାନ

ପୁରୀରେ ରଥଯାତ୍ରା ବେଳେ କର୍ଫ୍ୟୁ ନିୟମ ଉଲ୍ଲଘଂନ ନେଇ କାର୍ଯ୍ୟନୁଷ୍ଠାନ । ୧୦ ଜଣ ଉଲ୍ଲଘଂନକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲା ପୋଲିସ ।

Odisha Youth
ବିଦେଶରୁ ଫେରିପାରୁନାହାନ୍ତି ଯୁବ ଇଞ୍ଜିନିୟର

ବିଦେଶରୁ ଫେରିପାରୁନାହାନ୍ତି ଢେଙ୍କାନାଳ ବେଲଟିକିରିର ଯୁବ ଇଂଜିନିୟର ସବ୍ୟସାଚୀ ନନ୍ଦ। ସେ ଦକ୍ଷିଣ ଆଫ୍ରିକାର ବର୍ମା କଲ୍ଚର ନାମକ ଏକ ଘରୋଇ ଫାର୍ମକୁ ପ୍ରଯୁକ୍ତି ବିଦ୍ୟା ଦେବା ପାଇଁ ୨୦୨୦ରେ ୩ ମାସ ପାଇଁ ଯାଇଥିଲେ। ତେବେ କୋଭିଡ୍ କଟକଣା ଯୋଗୁ ଆଉ ଘରକୁ ଫେରିପାରିନଥିଲ।

train accident
କାଳ ହେଲା ଇୟରଫୋନ୍‌ ଲଗାଇ ଗୀତ ଶୁଣିବା,ଧକ୍କା ଦେଲା ଟ୍ରେନ୍

କାଳ ହେଲା ଇୟରଫୋନ୍‌ ଲଗାଇ ଗୀତ ଶୁଣି ଶୁଣି ରେଲ୍‌ୱେ ଟ୍ରାକ୍‌ରେ ଚାଲିବା। ଟ୍ରେନ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି।

gold
ବେଆଇନ ସୁନା କାରବାର ଠାବ

କଟକରେ ବେଆଇନ ସୁନା କାରବାର ଠାବ । ୨ କେଜି ସୁନା ଅଳଙ୍କାର ଜବତ କରିଛି କମିଶନରେଟ ପୋଲିସ । ପଞ୍ଜାବରୁ ସୁନା ଆଣି ଏଠି ବିକ୍ରି କରୁଥିବା ଜଣାପଡିଛି ।

7
ସେଲ୍‌ଫି ଉଠାଇ ହରଡ଼ଘଣାରେ ଡାକ୍ତର

ଜୟପୁର: ସେଲ୍‌ଫି ନିଶା ଆଜିକାଲି ସମସ୍ତଙ୍କୁ ଘାରିଛି। ଯିଏ ଯେଉଁଠି ପାରିଲା ସିଏ ସେଠି ସେଲ୍‌ଫି ନେଉଛନ୍ତି। ଏହି ନିଶାରେ ସ୍ଥାନ, କାଳ, ପାତ୍ର କିଛି ବି ଦେଖୁ ନାହାନ୍ତି। ଫଳରେ ଟିକେ ଟିକେ ଅସାବଧାନତା ଯୋଗୁ ଅନେକ ଲୋକଙ୍କ ଜୀବନ ବି ଚାଲି ଯାଇଛି। ଏହି ସେଲ୍‌ଫି ନିଶା ଯୋଗୁ ଜଣେ ଡାକ୍ତର ହରଡ଼ଘଣାରେ ପଡ଼ି ଯାଇଛନ୍ତି। ଏହି ଡାକ୍ତର ଅପରେସନ୍ ଥିଏଟର (ଓଟି) ଭିତରେ ସେଲ୍‌ଫି ନେଇ ଫଶି ଯାଇଛନ୍ତି। କୋରାପୁଟର ଜୟପୁର ଜିଲ୍ଲା […]

  • Thursday, 15 July 2021
luckdown
ଜୁଲାଇର ନୂଆ ଗାଇଡ ଲାଇନ୍

ରାଜ୍ୟ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଘୋଷଣା କରିଛନ୍ତି ମୁଖ୍ୟ ସଚିବ। ଅଗଷ୍ଟ ୧ଯାଏଁ ଜାରି ରହିବ ଲକଡାଉନ । କାଟେଗୋରୀ Aରେ ଥିବା ୨୦ ଜିଲ୍ଲା ଓ Bରେ ୧୦ ଜିଲ୍ଲାରେ କଟକଣା ପୂର୍ବପରି ବଳବତ୍ତର ରହିବ।

fire-in-shop
ଜଳିଗଲା ଦୋକାନ

  • Thursday, 15 July 2021