• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

bus
ରାଜ୍ୟରେ ନୂଆ ଗାଇଡ ଲାଇନ, ବସ୍ ଚଳାଚଳ ଆରମ୍ଭ

ରାଜ୍ୟରେ ନୂଆ ଗାଇଡ ଲାଇନ ଭିତରେ ବସ ଚଳାଚଳ ଆରମ୍ଭ । ସିଟିଂ କାପାସିଟି ଅନୁସାରେ ବସ୍ ଚଳାଚଳ ହେବ ।

mumbai rain
ଲଗାଣ ବର୍ଷାରେ ବେହାଲ ମୁମ୍ବାଇ

ଲଗାଣ ବର୍ଷା ଯୋଗୁଁ ମୁମ୍ବାଇର ସ୍ଥିତି ଖରାପ ହୋଇ ପଡିଛି । ସହରର ରେଳଷ୍ଟେସନର ଉପରେ ଆଣ୍ଠୁଏ ପାଣି ଜମି ରହିବା ସହ ରାସ୍ତାରେ ଆଣ୍ଠୁଏ ପାଣି ଜମି ରହିଛି ।

corona
ପୁଣି ଆଖି ବୁଜିଲେ ୬୪ ଜଣ କରୋନା ରୋଗୀ

ରାଜ୍ୟରେ ୨,୦୦୦ ତଳକୁ କମୁନି ଦୈନିକ କରୋନା ସଂକ୍ରମଣ। ରାଜ୍ୟରୁ ସବୁ ଅଞ୍ଚଳରୁ ସଂକ୍ରମଣ ହାର କମୁଥିଲେ ହେଁ ଏବେ କଟକ ଓ ଖୋର୍ଦ୍ଧା ଜିଲ୍ଲା ଚିନ୍ତା ବଢାଇଛି। ଆଜି ରାଜ୍ୟରୁ ୨,୦୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

mahalaxmi
ଆଜି ହେରା ପଞ୍ଚମୀ:ମହାପ୍ରଭୁଙ୍କ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ଆଜି  ହେରା ପଞ୍ଚମୀ । ରଥଯାତ୍ରାରେ ମହାଲକ୍ଷ୍ମୀଙ୍କୁ ମହାପ୍ରଭୁ ଆଣିନଥିବାରୁ ଅଭିମାନିନୀ ମହାଲକ୍ଷ୍ମୀ, ଗୁଣ୍ଡିଚା ମନ୍ଦିରକୁ ଆସିବେ। ମହାଲକ୍ଷ୍ମୀଙ୍କ ନୀତିକାନ୍ତି ନନ୍ଦିଘୋଷ ରଥ ନିକଟରେ ବିଦ୍ୟାପତି ସେବାୟତଙ୍କ ଦ୍ୱାରା କରାଯାଇଥିଲା।