gold
କଟକରେ ବେଆଇନ ସୁନା କାରବାର ଠାବ ।୨ କେଜି ସୁନା ଅଳଙ୍କାର ଜବତ କରିଛି କମିଶନରେଟ ପୋଲିସ । ପଞ୍ଜାବରୁ ସୁନା ଆଣି ଏଠି ବିକ୍ରି କରୁଥିବା ଜଣାପଡିଛି । ଟିକସ ଭାଙ୍ଗି ବ୍ୟାକ୍ତି ଜଣକ ସୁନା ବିକ୍ରି କରୁଥିବା ବେଳେ ଧରାପଡିଥିବା ସୂଚନା ଦେଇଛନ୍ତି ଡିସିପି । ଘଟଣାରେ କାହାକୁ ଗିରଫ କରାଯାଇନଥିବା ସୂଚନା ଦେଇଛି କମିଶନରେଟ ପୋଲିସ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)