Advertisment

ବିଦେଶରୁ ଫେରିପାରୁନାହାନ୍ତି ଯୁବ ଇଞ୍ଜିନିୟର

ବିଦେଶରୁ ଫେରିପାରୁନାହାନ୍ତି ଢେଙ୍କାନାଳ ବେଲଟିକିରିର ଯୁବ ଇଂଜିନିୟର ସବ୍ୟସାଚୀ ନନ୍ଦ। ସେ ଦକ୍ଷିଣ ଆଫ୍ରିକାର ବର୍ମା କଲ୍ଚର ନାମକ ଏକ ଘରୋଇ ଫାର୍ମକୁ ପ୍ରଯୁକ୍ତି ବିଦ୍ୟା ଦେବା ପାଇଁ ୨୦୨୦ରେ ୩ ମାସ ପାଇଁ ଯାଇଥିଲେ। ତେବେ କୋଭିଡ୍ କଟକଣା ଯୋଗୁ ଆଉ ଘରକୁ ଫେରିପାରିନଥିଲ।

author-image
Prangyan Parimita

ବିଦେଶରୁ ଫେରିପାରୁନାହାନ୍ତି ଢେଙ୍କାନାଳ ବେଲଟିକିରିର ଯୁବ ଇଂଜିନିୟର ସବ୍ୟସାଚୀ ନନ୍ଦ। ସେ ଦକ୍ଷିଣ ଆଫ୍ରିକାର ବର୍ମା କଲ୍ଚର ନାମକ ଏକ ଘରୋଇ ଫାର୍ମକୁ ପ୍ରଯୁକ୍ତି ବିଦ୍ୟା ଦେବା ପାଇଁ ୨୦୨୦ରେ ୩ ମାସ ପାଇଁ ଯାଇଥିଲେ। ତେବେ କୋଭିଡ୍ କଟକଣା ଯୋଗୁ ଆଉ ଘରକୁ ଫେରିପାରିନଥିଲ। ଏହା ଭିତରେ ତାଙ୍କ ଭିସା ଅବଧି ବି ସରିଯାଇଥିଲା। ଏନେଇ ସେ ଭାରତୀୟ ଦୂତାବାସକୁ ଅବଗତ କରିଥିଲେ, ଏହି ସମୟରେ ସେ ରହୁଥିବା ଫାର୍ମ ହାଉସ ପରିସରରେ ଏକ ହତ୍ୟାକାଣ୍ଡ ଘଟିଥିଲା। ତେବେ ସ୍ଥାନୀୟ ପୋଲିସ ପ୍ରତ୍ୟକ୍ଷଦର୍ଶୀ ଭାବେ ସବ୍ୟସାଚୀଙ୍କ ଭିସା, ପାସପୋର୍ଟ ଓ ମୋବାଇଲ ଜବତ କରିଛି

Advertisment
Odisha Youth Dhenkanal Odisha
Advertisment
Advertisment