• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Special Story
ସାରଙ୍କ ପାଇଁ ଭୋ ଭୋ କାନ୍ଦିଲେ ଷ୍ଟାଫ୍

କିଏ କିଏ ଭୋ ଭୋ ହୋଇ କାନ୍ଦୁଛନ୍ତି ତ କାହା ଆଖିରୁ ଲୁହ ଶୁଖୁନି.. ମଞ୍ଚ ଉପରେ କାନ୍ଦ.. ମଞ୍ଚ ତଳେ ବି କାନ୍ଦ.. ଅନେକ ଲୋକ ସରକାରୀ କର୍ମଚାରୀଙ୍କୁ ନାପସନ୍ଦ କରୁଥିବା ବେଳେ ଆପଣ ଆଶ୍ଚର୍ଯ୍ୟ ହେବେ ଯେ, ଏ କାନ୍ଦବୋବାଳି ଜଣେ ସରକାରୀ ବାବୁଙ୍କ ପାଇଁ..

Special Story
କିଏ ଜାଣିଥିଲା ଏମିତି ହେବ ? ଫୋନ୍‌ କରିଥିଲା ଅଷ୍ଟମୀ ଟଙ୍କା ଦେବ ବୋଲି...

ମାତ୍ର ୧୫ ମିନିଟ୍‌ ତଳେ ଫୋନ୍‌ କରିଥିଲା ମୁଁ ଅଷ୍ଟମୀ ଟଙ୍କା ପଠେଇବି ବୋଲି...ବାସ୍‌ ଫୋନ୍‌ ଆସିଲା ଝିଅ ଆଉ ନାହିଁ। ବର୍ଷେ ତଳେ ପୁଅ ଚାଲିଯାଇଥିଲା ଏବେ ପୁଣି ଝିଅ ଚାଲିଗଲା...ଦୁଆରେ ମୁହଁରେ ବାହୁନି ବାହୁନି କାନ୍ଦୁଛନ୍ତି ବାପା-ମାଆ

special report
ହୋଟେଲ ମାଲିକଙ୍କ ମହାନତା...କୁନି ପିଲାଙ୍କୁ ଦେଲେ ରାଜକୀୟ ଖାନା

ହୋଟେଲ ମାଲିକ ହେବ ତ ଏମିତି। କୁନିକୁନି ଗରିବ ପିଲାଙ୍କୁ ଡାକିନେଲେ...ନିଜ ହୋଟେଲରେ ମନପସନ୍ଦର ଖାନା ଖୁଆଇଲେ। କିଏ ଚିକେନ ବିରିୟାନୀ ତ ଆଉ କିଏ ମଟନ୍‌ ଝୋଳ ପୁଣି ଆଉ କିଏ ସୁପ୍‌...ଶଙ୍ଖ ମଲମଲ ପ୍ଲେଟ୍‌ରେ କାଜୁ ଖାଇ ବେଶ୍‌ ଖୁସିହେଲେ କୁନି ପିଲା

Special Story
କୁକୁର କାମୁଡିଲେ ମାଲିକ ଦେବେ ୧୦ ହଜାର ଫାଇନ୍‌ !!

ଆପଣଙ୍କ ଘରେ କୁକୁର ଅଛି କି !! ? ଯଦି ସେମାନେ କାହାକୁ କାମୁଡନ୍ତି ତେବେ ଆପଣ ଦେବେ ୧୦ ହଜାର ଫାଇନ୍‌

Special Story
ସ୍କୁଲ ପରିଚାଳନା ବୈଠକ ଲାଗି ସାମାଜିକ ବାସନ୍ଦ ହେଲେ ସାର୍‌

ସ୍କୁଲ ପରିଚାଳନା ବୈଠକରେ ଶିକ୍ଷକ-ସଦସ୍ୟଙ୍କ ମଧ୍ୟରେ ତୁ ତୁ ମେଁ ମେଁ। ଗାଁରେ ବସିଲା ବୈଠକ, ଶିକ୍ଷକଙ୍କୁ କରିଦେଲେ ସାମାଜିକ ବାସନ୍ଦ। ନିଆଁପାଣି ସହ କଥାବାର୍ତ୍ତା ବନ୍ଦ କରିଦେଲେ ଗାଁ ଲୋକେ। ଯଦି କିଏ କଥାବାର୍ତ୍ତା କଲା ସିଏ ଦେବ ୧୦ ହଜାର ଫାଇନ୍‌...

Making News
ଇୟା ସାଙ୍ଗରେ ଆସିଲେ ରାସ୍ତାରେ ଇଜ୍ଜତ ପଳାଇବ

ଆଇଲ ଆଇଲ ଦାନ୍ତଟାକୁ କାହିଁକି ନେଫେଡୋଉଛ? ଗାମୁଛା ଦେଇକି କଥା ହୁଅ...ସମୁଦୀ ଆପଣ କରନ୍ତି କଣ?

OTV News Fuse
ଏ କିଏ ରେ ନାରଣ . . . ନାଲିପାଣି ପିଇ ହାତ ଯୋଡ଼ୁଛନ୍ତି

ଆଲୋ ଇଏ କଣ? ସାନଭାଇ ହାତ ଯୋଡି ଭୁଲ ମାଗୁଛନ୍ତି, ହେଲେ ବଡଭାଇ କିଛି ଶୁଣୁନାହାନ୍ତି। ନାରଣରେ...ଇଏ କେମିତି କାନ୍ଦିଲେ କି ରାସ୍ତା ପୂରା ଓଦା?

Special Story
ପରକୁ ଆଲୁଅ ଦେବା ପାଇଁ…ନିଜ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଲେ

ପଂଚାୟତ ଲୋକଙ୍କୁ ଆଲୁଅ ଦେବାକୁ ଯାଇ ନିଜ ପରିବାରକୁ କରିଦେଲେ ଅନ୍ଧାର। ଫ୍ୟୁଜ୍ ବାନ୍ଧୁ ବାନ୍ଧୁ ହରାଇଲେ ହାତ ଆଉ ଆଖି…ଦିବ୍ୟାଙ୍ଗ ପୁଅର ଅଧାରେ ଅଟକିଗଲା ଚିକିତ୍ସା…ଏବେ ସରକାରୀ ସହାୟତାକୁ ଅପେକ୍ଷା

OTV Impact
ଓଟିଭିରେ ଖବର ବାଜିଲା… ଏବେ ନିରାଶ୍ରୟ ଶ୍ରୀୟା ଓ ସଂପୂର୍ଣ୍ଣା ଆଶା ପାଇଲେ

ବାପା-ମାଆ ଯିବା ପରେ ପର କରିଦେଲା ବଡ ଭାଇ। ବେସାହାରା କୁନି ଭଉଣୀଙ୍କୁ ମଣିଷ କରିବା ପାଇଁ ଅଣ୍ଟା ଭିଡିଥିଲା ସାନ ଭାଇ। ପର ଦୁଆରେ ମୂଲ ଲାଗି ଭଉଣୀଙ୍କ ମୁହଁରେ ଦେଉଥିଲା ଆହାର। ଆମେ ଏନେଇ ଖବର ପ୍ରସାରଣ ପରେ ଭାଇ-ଭଉଣୀଙ୍କ ପାଖରେ ପହଞ୍ଚିଲା ପ୍ରଶାସନ। ଏବେ ଦୁଇ ଭଉଣୀଙ୍କ ସ୍ୱପ୍ନ ପୂରଣ ପାଇଁ ସାହାଯ୍ୟର ହାତ ବଢାଇଲେ ବଡବାବୁ

Special Story
୬୦ ବର୍ଷ ହେଲାଣି ନିଜ ସଂଗ୍ରହାଳୟରେ ବହି ସାଉତୁଛନ୍ତି ହୋତା ସାର୍

ଚର୍ଚ୍ଚାରେ ହୋତା ସାର୍ଙ୍କ ସଂଗ୍ରହାଳୟ। ବର୍ଷେ କି ଦୁଇବର୍ଷ ନୁହେଁ ବରଂ ୬୦ ବର୍ଷ ହେଲାଣି ବହି, ପେପର୍ ଏବଂ ପୋଥିକୁ ସାଇତି ରଖୁଛନ୍ତି ସାର୍। ଦୁଇ ମହଲା ଘରେ ଯୁଆଡେ ଦେଖିବ ଖାଲି ବହି ଆଉ ବହି..ତଥ୍ୟ ପାଇଁ ଦୁଆରେ ଲାଗିଲାଣି ଲମ୍ବା ଲାଇନ୍

The Great Odisha Political Circus
ମୁଖେ ଧରି ନବୀନ ନାମ...ମୁଁ ଯିବି ସ୍ୱର୍ଗଧାମ

ଆରେ..ଭାଉଜ ଛୁଆକୁ କ୍ଷୀର ଦେଉଛି ତୁ କାହିଁକି ହାଣ୍ଡିଆ ପାଟି କରୁଛ? ମୁଁ କୁଆଡେ ଯିବି ନଜାଣି କେମିତି ବାହାରିବି? ମେଳା ଗଲେ ଗୁଲୁଗୁଲା-ବରା ଆଣିବି ନହେଲେ ଏମାନେ ମତେ କୁକୁର ଭଲି ଝାମ୍ପିଦେବେ

Konark temple
ପର୍ଯ୍ୟଟନ ସ୍ଥଳୀରେ ଟିକେଟ୍ ମହା ଘୋଟାଲା ! ହଠାତ୍ ପର୍ଯ୍ୟଟକଙ୍କ ଆଶାତୀତ ସଂଖ୍ୟା ବୃଦ୍ଧିରୁ ଖୋଲିଲା ଗୁମର

ବର୍ଷ ବର୍ଷ ଧରି କୋଟି କୋଟି ମାରୁଛନ୍ତି ଟିକେଟ୍ ରାକେଟ୍। କୋଣାର୍କ ସୂର୍ଯ୍ୟ ମନ୍ଦିରରେ ମାସକୁ ୫୦ ଲକ୍ଷ ଚଳୁ ଅଭିଯୋଗ।

Taste Of Odisha
ପାଟିକୁ ପିତା, ଦେହକୁ ମିଠା, ଲିମ୍ବ ପତ୍ର ବେସର

ସଦାବେଳେ ତ ନନଭେଜ୍ ଆଇଟମ୍ ଦେଖୁଛନ୍ତି, ଆଜି ଟିକେ ମନ୍ଦିର ପ୍ରାଙ୍ଗଣରେ ବସି ରବିନନାଙ୍କ ରାନ୍ଧଣା ଦେଖନ୍ତୁ। ଆଜି ଗୋଟେ ନୂଆ ଆଇଟମ୍ ଖାଆନ୍ତୁ। ଦେଶୀ ପରିବା ପକେଇ ଲିମ୍ବ ପତ୍ରରେ ତିଆରି ହୋଇଛି ଗଲଗଲିଆ ବେସର ଆଇଟମ୍।

special story
‘ତମେ ଏତେ ଆଉ ତାଉ ଦେଖାନି, ପାଣି ପିଇଦିଅ’

ସଭା ଚାଲିଛି। ଏସି ଲାଗିଛି। ଭାରି ଚକାଚକ ଦିଶୁଛି। ଆମ କଟକ ମେୟର ମହାସୟ ବିରାଜମାନ ଅଛନ୍ତି। ହେଲେ ଏ ମହାଶୟ କାହିଁକି ଏତେ ଗରମ ହେଲେ?

special report
“ମୋ ପରିବାରରେ ଆଉ କେହି ନାହାଁନ୍ତି, କାହା ପାଖରେ ରହିବି, କେମିତି ବଞ୍ଚିବି ?

ପରିବାରର ସମସ୍ତେ ଆଗ ପଛ ହୋଇ ଚାଲିଗଲେ । ଘର ଆଗରେ ଏକୁଟିଆ ବସିଛି ଏହି ଝିଅଟି। ଏକଦମ୍ ବେସାହାରା ଆଉ ଏକା । ଜଳ ଜଳ ଆଖିରେ ଚାହିଁଛି ଏବେ କରିବ କଣ ?

special story
ମୁଁ ତ ଭିତରେ ଅଛି, ମତେ କିଏ ଦେଖୁଛି ? ଟିକେ ମାରି ଦେବି ଆଉ

କଟକ ବଡ଼ ମେଡିକାଲ ଟିକେଟ୍ କାଉଣ୍ଟର ଭିତରେ ବସି ଜଣେ କର୍ମଚାରୀ ମଦ୍ୟପାନ କରୁଥିବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି। ଜଣେ ମହିଳା କର୍ମଚାରୀ ସେଠି କାମ କରୁଥିଲେ ବି ବାବୁ ଜଣଙ୍କୁ କିଛି ଫରକ୍ ପଡ଼ୁନାହିଁ

special story
ମଣିଷ ହୋଇ ବି ତୁ ହେଲୁ ଅମଣିଷ, ମତେ ମୋ ଛୁଆକୁ ଫେରେଇ ଦେ

ମଣିଷର ବେପରୁଆ ଗାଡ଼ିଚାଳନା ପାଇଁ ଗୋଟେ କଅଁଳା ବାଛୁରୀର ଜୀବନ ଗଲା। ହେଲେ ମଣିଷ ଅଟକିଲା ନାହିଁ। ଡାକ୍ତରଖାନାକୁ ନେବା ପାଇଁ ମାଆଟି ଧାଇଁ ଚାଲିଛି ଅନବରତ।

special story
ରବିବାର କଣ ଲୋକଙ୍କୁ ଭୋକ ହୁଏ ନାହିଁ ?

ରବିବାର କଣ ଲୋକଙ୍କୁ ଭୋକ ହୁଏ ନାହିଁ ? ନା ରବିବାର ମେଡିକାଲ୍ ବନ୍ଦ? ସରକାରୀ କାର୍ଯ୍ୟାଳୟ ସିନା ରବିବାର ବନ୍ଦ, ହେଲେ ଆହାର କେନ୍ଦ୍ର କ’ଣ ଏକ ସରକାରୀ କାର୍ଯ୍ୟାଳୟ?

narendra modi
ମୋଦିଙ୍କ ଲକି ନମ୍ବର ୮ ! ଏଇ ତାରିଖରେ ଯାହା କଲେ ମିଳୁଛି ସଫଳତା...

ମୋଦିଙ୍କ ଲକି ନମ୍ବର ୮। ଏଇ ତାରିଖରେ ଯାହା କରୁଛନ୍ତି ସେଥିରେ ହେଉଛନ୍ତି ସଫଳ। ନିର୍ବାଚନ ପ୍ରଚାର ଆରମ୍ଭ ବି ମୋଦି କରନ୍ତି ଏଇ ତାରିଖରେ

puri
ଶ୍ରୀକ୍ଷେତ୍ରରେ ଗର୍ଜିଲା ଲଢୁଆ ବିମାନ

ପୁରୀ ଆକାଶରେ ବାୟୁସେନାର ଜଲଓ୍ୱା.. ବ୍ଲୁ ଫ୍ଲାଦ୍ ବିଚରେ ଚାଲିଛି ସୂର୍ଯ୍ୟକିରଣ ଶୋ’

Special story
ଭୂତକୁ ଆବାସ ଘର ଦେଲା କିଏ?

ଆବାସ ଯୋଜନା ନାଁରେ ଲକ୍ଷଲକ୍ଷ ଚଳୁ। କୋଉଠି ଭୂତ ନାଁରେ ଘର ଆଲର୍ଟ ହୋଇଛି ତ ପୁଣି ସ୍ୱାମୀ-ସ୍ତ୍ରୀଙ୍କୁ ଦିଆଯାଇଛି ଦୁଇଟି ଲେଖାଏଁ ଘର...ଯିଏ ଲାଂଚ ଦେଲା ସିଏ ଘର ପାଇଲା, ଆଉ ଯିଏ ଦେଲାନି....

special report
ହତ୍ୟା ନା ଆତ୍ମହତ୍ୟା ?

ବଲାଙ୍ଗିରର ବ୍ୟାଙ୍କ କୃଷି ଅଧିକାରୀ ଦିବ୍ୟରଂଜନ ମିଶ୍ରଙ୍କ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ ।

‌special report
ଅବିଶ୍ରାନ୍ତ ବର୍ଷା ଯୋଗୁଁ ଛତିଶଗଡ଼ରେ ବି ବନ୍ୟା ସ୍ଥିତି ଗମ୍ଭୀର

ହୀରାକୁଦ ଡ୍ୟାମର ଅଧିକ ଗେଟ୍ ଖୋଲିବା ଚାହୁଁଛି ବଘେଲ୍ ସରକାର, ଓଡ଼ିଶା କହିଲା ୩୪ରୁ ଅଧିକ ଖୋଲିବୁନି

special report
ଲଗାଣ ବର୍ଷାରେ ଉବୁଟୁବୁ ଗାଁ ଗଣ୍ଡା: ବିପଦ ସଂକେତ ଉପରେ ବୈତରଣୀ-ବଂଶଧାରା

ପାଣି ଘେରରେ କେନ୍ଦୁଝର ସହର...କାମାକ୍ଷାନଗରରେ କାନ୍ଥ ପଡ଼ି ମହିଳା ଓ ବାଲୁଗାଁରେ ପାଣିରେ ବୁଡ଼ି ଶିଶୁ ମୃତ

special story
ଚିନ୍ତାରେ ପ୍ଲସ୍ ଟୁ ପିଲା : ଏଥର କେମିତି ଢାଞ୍ଚାରେ ହେବ ପରୀକ୍ଷା ?

କରୋନା ବର୍ଷ ଭଳି କ୍ୱାଟର ଏଣ୍ଡ ନା ବର୍ଷ ଶେଷକୁ ଫାଇନାଲ୍ ଏକଜାମ୍...CHSE ସ୍ପଷ୍ଟ କରୁନଥିବାରୁ ବଢୁଛି ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କ ସଂଶୟ