• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

priyanka
ଯେତେ ଲୁଚାଇଲେ ଲୁଚୁନି, ଏହି ଅଭିନେତାଙ୍କ ସହ ଡିନର ଡେଟ୍‌ରେ ଗଲେ ପ୍ରିୟଙ୍କା

ମୁମ୍ବାଇ: ହାତରେ ହାତ ଥାପି ଜଣେ ଅଭିନେତାଙ୍କ ସହ ବଲିଉଡ଼ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିଛି। ଆଉ ଏଥିରୁ ଉଭୟଙ୍କ ରିଲେସନ୍‌ସିପ୍‌କୁ ନେଇ ସବୁକିଛି ସ୍ପଷ୍ଟ ଜଣାପଡ଼ୁଛି। ବର୍ତ୍ତମାନ ପ୍ରିୟଙ୍କାଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଆମେରିକୀୟ ଅଭିନେତା ତଥା ପପ୍‌ ଷ୍ଟାର ନିକ୍‌ ଜୋନ୍ସଙ୍କ ସହ ଦେଶୀ ଗର୍ଲ ପ୍ରିୟଙ୍କାଙ୍କୁ ଦେଖିବାକୁ ମିଳିଛି। ଶୁକ୍ରବାର ରାତିରେ ମୁମ୍ବାଇର ବାନ୍ଦ୍ରାରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। କୁଆଡେ କୁହାଯାଉଛି ଯେ, ପ୍ରିୟଙ୍କା […]

  • Monday, 19 July 2021
amitabha
ବସ୍‌ଷ୍ଟପ୍‌ରେ ସୁନ୍ଦରୀ ଝିଅଙ୍କୁ ଅପେକ୍ଷା କରୁଥିଲେ ଅମିତାଭ !

ମୁମ୍ୱାଇ: ‘କୌନ୍‌ ବନେଗା କରୋଡପତି ୧୧’ର ବୁଧବାର ଏପିସୋଡରେ ଅମିତାଭ ବଚ୍ଚନ ତାଙ୍କ କଲେଜ ଦିନର ସ୍ମୃତିକୁ ମନେ ପକାଇଛନ୍ତି। ଦିଲ୍ଲୀରେ ଛାତ୍ର ଥିବା ସମୟରେ ସୁନ୍ଦରୀ ଝିଅମାନଙ୍କ ସହିତ ସେ ବସ୍‌ରେ ଯାତ୍ରା କରୁଥିଲେ। ସୁନ୍ଦରୀ ଝିଅମାନେ ବସ୍‌ରେ ନ ଚଢ଼ିବା ପର୍ଯ୍ୟନ୍ତ ବିଗ୍‌ ବି ସେମାନଙ୍କୁ ଅପେକ୍ଷା କରୁଥିଲେ। ଏହିସବୁ ସ୍ମୃତି ମନେ ପକାଇ ଅମିତାଭ କହିଥିଲେ, ମୁଁ ତିନି ମୂର୍ତ୍ତି ପାଖରେ ରହୁଥିଲି ଏବଂ ବସ୍‌ରେ ପ୍ରତିଦିନ କଲେଜ ଯିବାଆସିବା କରୁଥିଲି। ଏହି […]

  • Monday, 19 July 2021
akhaya-4
ପ୍ରଥମ ଥର ପାଇଁ ପାଟ୍ରୋଟିକ୍ ଭୂମିକାରେ ନଜର ଆସିବେ ଅକ୍ଷୟ

ପ୍ରଥମ ଥର ପାଇଁ ପାଟ୍ରୋଟିକ୍ ଭୂମିକାରେ ନଜର ଆସିବେ ଖିଲାଡ଼ି ଷ୍ଟାର। ଐତିହାସିକ ଚରିତ୍ରରେ ହିରୋ ଭୂମିକାରେ ଅଭିନୟ କରିବେ ଅକ୍ଷୟ କୁମାର। ଆଜି ରିଲିଜ୍ ହୋଇଛି ଅକ୍ଷୟଙ୍କ ବହୁ ପ୍ରତୀକ୍ଷିତ ହିନ୍ଦୀ ଫିଲ୍ମ ‘ପୃଥ୍ୱୀରାଜ’ ଟିଜର୍। ଯେଉଁଠି ଅକ୍ଷୟ ପୃଥ୍ୱୀରାଜ ଚୌହାନ୍ ଭୂମିକାରେ ଅଭନୟ କରିଛନ୍ତି । ଆଜି ଅକ୍ଷୟଙ୍କ ୫୨ତମ ଜନ୍ମ ଦିନ। ଏହି ଅବସରରେ ‘ପୃଥ୍ୱୀରାଜ’ ଟିଜରକୁ ରିଲିଜ୍ କରିଛନ୍ତି ଖୋଦ୍ ଅକ୍ଷୟ କୁମାର। ତାଙ୍କ ପାଇଁ ଏହି ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ […]

  • Monday, 19 July 2021
shalabudha
ରିଲିଜ୍ ହେଲା ‘ଶଲାବୁଢ଼ାର ବଦ୍‌ଲା’ର ମ୍ୟୁଜିକ୍ ପ୍ରମୋ

ଭୁବନେଶ୍ୱର : ଆସନ୍ତା ଅକ୍ଟୋବରରେ ପରଦାକୁ ଆସୁଛି ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶତ ଫିଲ୍ମ ‘ଶଲାବୁଢ଼ାର ବଦ୍‌ଲା’ । ତା ପୂର୍ବରୁ ଆଜି ରିଲିଜ୍ ହୋଇଛି ଏହାର ମ୍ୟୁଜିକ୍ ପ୍ରମୋ। ପଶ୍ଚିମ ଓଡ଼ିଶାର ଲୋକକଳା ଓ ସଂସ୍କୃତି ଛାପ ରହିଥିବା ଏହି ଫିଲ୍ମଟି ପଶ୍ଚିମ ଓଡ଼ିଶାର ବିଭିନ୍ନ ଲୋକେସନରେ ସୁଟିଂ ହୋଇଛି। ସବ୍ୟସାଚୀଙ୍କ ଅନ୍ୟ ଦୁଇ ସଫଳ ଫିଲ୍ମ ‘ଶଲାବୁଢ଼ା’ ଓ ‘ଆଦିମ ବିଚାର’ ଭଳି ଏ ଫିଲ୍ମରେ ବି ରହିଛି ସାମାଜିକ ବାର୍ତ୍ତା । ଏହା ପୂର୍ବରୁ […]

  • Monday, 19 July 2021
ANUKRITI
ତାମିଲନାଡୁ ଝିଅ ପିନ୍ଧିଲେ ମିସ୍ ଇଣ୍ଡିଆ ତାଜ୍

ମୁମ୍ବାଇ: ଚଳିତ ବର୍ଷ ଫେମିନା ମିସ୍ ଇଣ୍ଡିଆ ଟାଇଟଲ ଜିତିଛନ୍ତି ତାମିଲନାଡୁର ୧୯ ବର୍ଷୀୟ ତରୁଣୀ ଅନୁକୃତୀ ଭାସ। ମିସ୍‌ ଇଣ୍ଡିଆ ଟାଇଟଲ ଦୌଡରେ ଥିବା ୨୯ ଜଣ ପ୍ରତିଦ୍ୱନ୍ଦୀଙ୍କୁ ପଛରେ ପକାଇ ଅନୁକୃତୀ ମିସ ଇଣ୍ଡିଆ ୨୦୧୯ର ମୁକୁଟ ପନ୍ଧିଛନ୍ତି। ମଙ୍ଗଳବାର ମୁମ୍ବାଇରେ ଫେମିନା ମିସ୍ ଇଣ୍ଡିଆ ପ୍ରତିଯୋଗିତାର ଫିନାଲେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ୨୦୧୭ ବର୍ଷର ବିଶ୍ୱସୁନ୍ଦରୀ ମୁକୁଟ ଜିତିଥିବା ମାନୁଷୀ ଛିଲ୍ଲର ଅନୁକୃତୀଙ୍କୁ ମିସ୍ ଇଣ୍ଡିଆ ମୁକୁଟ ପିନ୍ଧାଇଥିଲେ। […]

  • Monday, 19 July 2021
kapil passport
ନଜର ଆସିଲେ କମେଡି କିଙ୍ଗ୍ କପିଲ

ମୁମ୍ବାଇ: ବିଗତ କିଛି ଦିନ ହେବ କପିଲଙ୍କର କୌଣସି ଦେଖା ନଥିଲା I ଶୋ’ରୁ ସେ ଛୁଟି ନେବା ସହ ତାଙ୍କ ସୋସିଅାଲ ସାଇଟରେ ମଧ୍ୟ କୌଣସି ପୋଷ୍ଟ ଦେଖିବାକୁ ମିଳୁନଥିଲା I ଏବେ ପ୍ରାୟ ୩ ମାସ ପରେ ଦେଖା ଦେଇଛନ୍ତି କପିଲ I ସ୍ୱାସ୍ଥ୍ୟ ଖରାପ ହେବାରୁ ଫଟୋରେ ସେ ବଦଳି ଯାଇଥିବାର ଦେଖାଯାଉଛନ୍ତି I ଗତ ମଙ୍ଗଳବାର ସନ୍ଧ୍ୟାରେ କପିଲଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା I ସେ ବହୁତ ମୋଟା ହୋଇଯାଇଛନ୍ତି […]

  • Monday, 19 July 2021
saho---
ଆଜି ରିଲିଜ୍‌ ହେଲା ବଲିଉଡ୍ ମୁଭି 'ସାହୋ'

ମୁମ୍ୱାଇ : ଆଜି ପରଦାକୁ ଆସିଛି ‘ବାହୁବଳି’ ପ୍ରଭାସଙ୍କ ପ୍ରଥମ ବଲିଉଡ୍ ମୁଭି ‘ସାହୋ’। ବଡ଼ ବଜେଟ ଓ ବଡ଼ ଷ୍ଟାରକାଷ୍ଟକୁ ନେଇ ନିର୍ମିତ ଏହି ଫିଲ୍ମକୁ ନେଇ ବେଶ୍ ଉତ୍ସାହିତ ସିନେପ୍ରେମୀ  ଓ ପ୍ରଯୋଜନା ସଂସ୍ଥା। ସାଉଥ୍‌ ଷ୍ଟାର ପ୍ରଭାସଙ୍କ ଏହା ପ୍ରଥମ ବଲିଉଡ୍ ମୁଭି। ଏହାକୁ ସୁଜିତ ରେଡ୍ଡି ନିର୍ଦ୍ଦେଶନା ଦେଇଛନ୍ତି। ବି-ଟାଉନ ଡିଭା ଶ୍ରଦ୍ଧା କପୁରଙ୍କ ସହ ସ୍କ୍ରିନ୍ ସେୟାର କରିଛନ୍ତି ପ୍ରଭାସ। ପୂର୍ବରୁ ଏହି ଆକ୍ସନ ଥ୍ରୀଲର ଫିଲ୍ମର ଟିଜର, ଟ୍ରେଲର […]

  • Monday, 19 July 2021
ranu
ରାନୁଙ୍କୁ ମିଳିଲା ବଲିଉଡରେ ଏଣ୍ଟ୍ରି

ମୁମ୍ୱାଇ : ଭାଗ୍ୟ ବଦଳିବାକୁ ଦରକାର ବାସ୍ ଗୋଟିଏ ସୁଯୋଗ। ଆଉ ସେ ସୁଯୋଗ ଜୀବନକୁ ଏକ ଭିନ୍ନ ମୋଡ଼ ଦେଇଦିଏ। ପଶ୍ଚିମବଙ୍ଗର ରାନୁ ମଣ୍ଡଳଙ୍କ ସହ ଏପରି କିଛି ଘଟିଛି । ଦିନେ ରେଳ ଷ୍ଟେସନ୍‌ର ପ୍ଲାଟ୍‌ଫର୍ମରେ ରାନୁଙ୍କର ରାତି କଟୁଥିଲା। ଆଜି ସେ ଲୋକପ୍ରୀୟ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ଗୀତ ରେକର୍ଡ କରୁଛନ୍ତି। ରାନୁଙ୍କୁ ମିଳିଛି ବଲିଉଡରେ ଏଣ୍ଟ୍ରି। ତାପୁଣି ହିମେଶ ରେଶମିୟାଙ୍କ ସହ ଡୁଏଟି ଗାଇଛନ୍ତି। ଏହାସହ ଏବେ ତାଙ୍କ ପାଖରେ ରହିଛି […]

  • Monday, 19 July 2021
papu-0
ନିଜ ଅପ୍‌କମିଂ ଫିଲ୍ମର ବିବାଦୀୟ ପୋଷ୍ଟରକୁ ନେଇ ମୁହଁ ଖୋଲିଲେ ପପୁ ପମ୍‌ପମ୍

ଭୁବନେଶ୍ୱର : ନିଜ ଅପ୍‌କମିଂ ଫିଲ୍ମର ସୋଶାଲ୍ ମିଡିଆରେ ବିବାଦୀୟ ପୋଷ୍ଟରକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା ପପୁ ପମ୍‌ପମ୍। ପୋଷ୍ଟରଟି ତାଙ୍କ ଫିଲ୍ମର ଅଫିସିଆଲ୍ ପୋଷ୍ଟର ନୁହେଁ, ସେ ସେହି ଫଟୋକୁ ସେୟାର କରିନାହାନ୍ତି ।  ଏଭଳି ପୋଷ୍ଟରକୁ ଯିଏ ପୋଷ୍ଟ କରିଛି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପପୁ କହିଛନ୍ତି। ଗତକାଲି ଫିଲ୍ମ ମିଷ୍ଟର କହ୍ନେୟାର ପୋଷ୍ଟର ରିଲିଜ ହେବା ପରେ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା। ପୋଷ୍ଟର ଭାଇରାଲ୍ ହେବା ପରେ, […]

  • Monday, 19 July 2021
sital
ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲା ବେଳେ କାନ୍ଦିଲେ ଶୀତଲ

ଭୁବନେଶ୍ୱର : “ଆଜ୍‌ ମେରା ବେହେନ୍‌ କୀ ରାକ୍ଷୀ ନେହିଁ ଆୟା ଥା…ପର୍‌ ଆପ୍‌ନେ ବାନ୍ଧଲିୟା।” ଜଣେ ଯବାନଙ୍କ ମୁହଁରୁ ଏମିତି କଥା ଶୁଣି ଭାବବିହ୍ୱଳ ହୋଇପଡ଼ିଲେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର। ଆଉ ତାଙ୍କ ଆଖିରୁ ଧାର ଧାର ହୋଇ ଲୁହ ବହିଯାଇଥିଲା। ଅଗଷ୍ଟ ୧୫ତାରିଖରେ ‘ଓଟିଭି’ରେ ରକ୍ଷାବନ୍ଧନ ଉତ୍ସବ ଉପଲକ୍ଷେ ଯବାନଙ୍କମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିବା ବେଳେ ମଞ୍ଚରେ କାନ୍ଦି ପକାଇଥିଲେ ଶୀତଲ। ଯବାନଙ୍କ ହାତରେ ରାକ୍ଷୀ ବାନ୍ଧି ବେଶ […]

  • Monday, 19 July 2021
film
ଓଡ଼ିଆ ଫିଲ୍ମ 'ମିଷ୍ଟର ମଜନୁ'ର ଶୁଭ ମହୁରତ

ଭୁବନେଶ୍ୱର : ଓଡ଼ିଆ ଫିଲ୍ମ ‘ମିଷ୍ଟର ମଜନୁ’ର ଶୁଭ ମହୁରତ ହୋଇଯାଇଛି।  ତରଙ୍ଗ ସିନେ ପ୍ରଡ଼କ୍ସନ ବ୍ୟାନରରେ ନିର୍ମାଣ ହେବାକୁ ଯାଉଛି ‘ମିଷ୍ଟର ମଜନୁ’।  ଏଥିରେ ମୁଖ୍ୟ ଭୂମିକାରେ ନାୟକ ଭାବେ ବାବୁସାନ ଥିବା ବେଳେ ତାଙ୍କ ବିପକ୍ଷରେ ସୁରମୟୀ, ଦିବ୍ୟା ଓ ଶୀତଲ ରହିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି ଅଶୋକ ପତି। ଭୁବନେଶ୍ୱର ଆରସିଏମ୍‌ ଜଗନ୍ନାଥ ମନ୍ଦିରରେ ଫିଲ୍ମର ଶୁଭ ମହୁରତ ଅନୁଷ୍ଠିତ ହୋଇଯାଇଛି।

  • Monday, 19 July 2021
Prabhas-and-Anushka
ଅନୁଷ୍କାଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଭାସ

ଭୁବନେଶ୍ୱର/ ହାଇଦ୍ରାବାଦ: ବାହୁବଳୀ ଫିଲ୍ମ ରିଲିଜ ହେବା ପରଠାରୁ ପ୍ରଭାସ ଓ ଅନୁଷ୍କାଙ୍କ ମଧ୍ୟରେ ଅାଫେୟାର ଚାଲୁଥିବା ନେଇ ଅନେକ ଚର୍ଚ୍ଚା ସାମ୍ନାକୁ ଅାସିଥିଲା I ଦୁହେଁ ବହୁତ ଜଲଦି ବିବାହ କରିବେ ବୋଲି ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହୋଇଥିଲା I ତେଣୁ ତାଙ୍କୁ ନେଇ ହେଉଥିବା ଚର୍ଚ୍ଚାର ଜବାବ ଦେବାକୁ ଯାଇ ପ୍ରଭାସ ମୁହଁ ଖୋଲିଛନ୍ତି I ସେ କହିଛନ୍ତି ଯେ,  ଅାମ ଦୁଇଜଣଙ୍କ ବିବାହକୁ ନେଇ ହେଉଥିବା ଚର୍ଚ୍ଚା ଏକ ଗୁଜବ I ଅାମେ […]

  • Monday, 19 July 2021
dream girl
କମେଡି ଫିଲ୍ମ ‘ଡ୍ରିମ୍ ଗର୍ଲ’ର ଟ୍ରେଲର ରିଲିଜ୍

ମୁମ୍ବାଇ :  ରିଲିଜ ହୋଇଛି  ଅପ୍‌କମିଂ କମେଡି ଫିଲ୍ମ ‘ଡ୍ରିମ୍ ଗର୍ଲ’ର ଟ୍ରେଲର। ଏଥିରେ ଅଭିନେତା ଆୟୁଷ୍ମାନ୍ ଖୁରାନାଙ୍କୁ ନିଆରା ଅନ୍ଦାଜରେ ଦେଖିବାକୁ ମିଳିବ। ସେ ସୀତା ଭୂମିକାରେ ନଜର ଆସିବେ। ଆୟୁଷ୍ମାନଙ୍କ ଧମାକାଦାର ଅଭିନୟକୁ ଦର୍ଶକମାନେ ବେଶ ପସନ୍ଦ କରିଥିବା ବେଳେ ଏହା ମନୋରଞ୍ଜନର ବେଶ ଖୋରାକ ଯୋଗାଇଛି। ରାମ ଲୀଳାରେ ଆୟୁଷ୍ମାନଙ୍କ ଏଣ୍ଟ୍ରି ପରେ ହଙ୍ଗାମା ହେଉଥିବା ଟ୍ରେଲରରେ ଦେଖିବାକୁ ମିଳିଛି। ଫିଲ୍ମରେ ଆୟୁଷ୍ମାନଙ୍କ ଜବରଦସ୍ତ କମେଡି ଦେଖିବାକୁ ପାଇବେ ଦର୍ଶକ । ଫିଲ୍ମ […]

  • Monday, 19 July 2021
Shilpa-Shetty-pregnant-750x430
ଶିଳ୍ପାକୋ କ୍ୟା ହୁଅା ?

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ପୁଣି ଗର୍ଭବତୀ ହୋଇଥିବା ନେଇ ଚର୍ଚ୍ଚା I ମୁମ୍ବାଇର ଏକ କ୍ଲିନିକରୁ ଏହି ସେଲିବ୍ରିଟି ଶିଳ୍ପପତି ଫେରୁଥିବା ବେଳର ଫଟୋକୁ ନେଇ ସୋସିଅାଲ ମିଡିଅାରେ ଚର୍ଚ୍ଚା ଜୋର ଧରିଛି I ଶିଳ୍ପାକୋ କ୍ୟା ହୁଅା ଟ୍ୟାଗ୍ ଲାଇନ ଥାଇ ଏହି ଫଟୋ ଭାଇରାଲ ହେଉଛି । #ShilpaKoKyaHua KUCH NAHI! Hey Bhagwan ?I get a preventive health check done at SRL regularly to know that […]

  • Monday, 19 July 2021
jhansi ki rani
ମଣିକର୍ଣ୍ଣିକା - ଦି କ୍ୱିନ୍ ଅଫ ଝାନ୍ସିର ପ୍ରଥମ ପୋଷ୍ଟର ରିଲିଜ୍

ମୁମ୍ବାଇ:  ଝାନ୍ସି ରାଣୀ ଲକ୍ଷ୍ମୀବାଇଙ୍କ ଉପରେ ଅାଧାରିତ ସିନେମା ମଣିକର୍ଣ୍ଣିକା ଦି କ୍ୱିନ ଅଫ ଝାନ୍ସିର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ଏଥିରେ ଲକ୍ଷ୍ମୀବାଇଙ୍କ ଭୂମିକାରେ ଅାସୁଛନ୍ତି ବଲିଉଡ କ୍ୱିନ କଙ୍ଗନା ରାଣାୱତ୍‌ I ଏହି ସିନେମାର ସୁଟିଂ ବହୁତ ଶୀଘ୍ର ଶେଷ ହେବାକୁ ଯାଉଛି I ଏହାର ଫାଷ୍ଟଲୁକରେ କଙ୍ଗନା ମହାରାଣୀ ଲକ୍ଷ୍ମୀବାଇଙ୍କ ପାରମ୍ପରିକ ପୋଷାକରେ ନଜର ଅାସୁଛନ୍ତି I Remembering one of the bravest women that ever lived, #RaniLaxmiBai […]

  • Monday, 19 July 2021
priyanka
ଦେଶୀ ଗର୍ଲ ହେବେ ବିଦେଶୀ ବୋହୂ!

ମୁମ୍ବାଇ: ଦେଶୀ ଗର୍ଲ ହେବେ ବିଦେଶୀ ବୋହୂ! ଆଉ ବାହା ହେବେ ବିଦେଶରେ। ଏଥିପାଇଁ ବିଦେଶରୁ ପ୍ରପୋଜାଲ୍‌ ମଧ୍ୟ ଆସିଛି। ଏସବୁ ଜାଣିଲା ପରେ ନିଶ୍ଚୟ ମନ ମଧ୍ୟରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିବ। କିଏ ସେ ଦେଶୀ ଗର୍ଲ? ଆଉ ବିଦେଶରେ କାହାକୁ ବାହା ହେବେ? ଏମିତି ଅନେକ କିଛି… ପଢ଼ନ୍ତୁ ପୂରା ଘଟଣା କ’ଣ… ଅଭିନେତ୍ରୀ ଅନୁଷ୍କା ଶର୍ମା, ସୋନମ୍ କପୁର ଆଉ ନେହା ଧୁପିଆଙ୍କ ପରେ ପୁଣି ଜଣେ ଅଭିନେତ୍ରୀଙ୍କ ବିବାହକୁ ନେଇ […]

  • Monday, 19 July 2021
race three beat in bihar
ରେସ୍‌-୩କୁ ପଛରେ ପକାଇଲା ଭୋଜପୁରୀ ଫିଲ୍ମ

ମୁମ୍ବାଇ: ଶୁକ୍ରବାର ରିଲିଜ ହୋଇଥିବା ସଲମାନ ଖାନଙ୍କ ଫିଲ୍ମ ରେସ୍‌ ୩ ପ୍ରଥମ ଦିନରେ ୨୯.୧୭ କୋଟି ଟଙ୍କା ଆୟ କରିଛି। ଆରମ୍ଭରୁ ଏହି ସିନେମାକୁ ଦର୍ଶକଙ୍କଠାରୁ ଭଲ ରେସ୍‌ପନ୍‌ସ ମିଳିଛି। ପ୍ରଥମ ସପ୍ତାହରେ ଏହା ୧୦୦ କୋଟି କ୍ଲବରେ ସାମିଲ ହେବ ବୋଲି ପ୍ରଯୋଜନା ସଂସ୍ଥା ଆଶା ରଖିଛି। ଦଶ ବର୍ଷ  ତଳେ ରିଲିଜ୍‌ ହୋଇଥିବା ରେସ୍‌ ଫିଲ୍ମର ଏହା ହେଉଛି ତୃତୀୟ ସିକ୍ୱେଲ୍। ଏଥିରେ ସଲମାନଙ୍କ ସମେତ ଅନିଲ କପୁର, ବବି ଦେଓ୍ୱଲ, ଜ୍ୟାକଲିନ୍ […]

  • Monday, 19 July 2021
mission
ଫିଲ୍ମ ‘ମିଶନ ମଙ୍ଗଲ୍‌’ର ନୂଆ ଟ୍ରେଲର ରିଲିଜ

  ମୁମ୍ବାଇ : ଅପକମିଂ ବଲିଉଡ ଫିଲ୍ମ ‘ମିଶନ ମଙ୍ଗଲ୍‌’ର ଆଉ ଏକ ନୂଆ ଟ୍ରେଲର ରିଲିଜ ହୋଇଛି। ଭାରତର ମଙ୍ଗଳ ମିଶନ ଉପରେ ଆଧାରିତ ଏହି ଫିଲ୍ମରେ ବୈଜ୍ଞାନିକ ଚରିତ୍ରରେ ଅକ୍ଷୟ କୁମାର ଓ ବିଦ୍ୟାବାଲାନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ଏହାସହ ତାପସୀ ପନ୍ନୁ ଓ ସୋନାକ୍ଷୀ ସିହ୍ନାଙ୍କୁ ବି ଦେଖିବାକୁ ମିଳିବ। ପ୍ରଥମ ପ୍ରଚେଷ୍ଟାରେ କିଭଳି ଭାରତ ମଙ୍ଗଳକୁ ସଫଳତାର ସହ  ସାଟେଲାଇଟ୍ ପଠାଇ ଇତିହାସ ରଚିଛି, ଦର୍ଶକ ଏବେ ରଙ୍ଗୀନ ପରଦାରେ […]

  • Monday, 19 July 2021
sabyasachi
ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ସୋଶାଲ୍ ମିଡିଆରେ ଧମକ

ଭୁବନେଶ୍ୱର : ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ଧମକ। ସୋଶାଲ୍ ମିଡିଆରେ ସବ୍ୟସାଚୀଙ୍କୁ ଧମକ ଦିଆଯାଇଥିବା ନେଇ ହୋଇଛି ଅଭିଯୋଗ। ଧାରା ୩୭୦ ଉଚ୍ଛେଦକୁ ନେଇ ସୋଶାଲ ମିଡିଆରେ ନିଜ ମତ ରଖିଥିଲେ। ତେବେ ଏହାକୁ ନେଇ କିଛି ବ୍ୟକ୍ତି ଓ ସଂଗଠନ ତାଙ୍କୁ ଆପତ୍ତିଜନକ ମନ୍ତବ୍ୟ ଦେବା ସହ ଧମକ ଦେଇଛନ୍ତି। ତାଙ୍କ ସୋଶାଲ ମିଡିଆ ସାଇଟ୍‌କୁ ହାକ୍ କରିବାକୁ ଏହି ସବୁ ପୋଷ୍ଟରେ ଦର୍ଶାଯାଇଛି। ଖାଲି ସୋଶାଲ୍ ମିଡିଆରେ ନୁହେଁ ମୋବାଇଲ୍ ମେସେଜ୍‌ରେ ଧମକ ବି […]

  • Monday, 19 July 2021
big b
ବିଗ୍ ବିଙ୍କ ପୁନର୍ଜନ୍ମକୁ ୩୭ ବର୍ଷ : ଶୁଭେଚ୍ଛା ଜଣାଇଲେ ପ୍ରଶଂସକ

ମୁମ୍ୱାଇ : ବିଗ୍ ବିଙ୍କ ପୁନର୍ଜନ୍ମକୁ ୩୭ ବର୍ଷ। କୁଲି ଫିଲ୍ମ ଦୁର୍ଘଟଣା ପରେ ଆଜିର ଦିନରେ ସଂପୂର୍ଣ୍ଣ ସୁସ୍ଥ ହୋଇଥିଲେ ଅମିତାଭ୍ ବଚ୍ଚନ। ତେଣୁ ଫ୍ୟାନ୍ ମାନେ ଅଗଷ୍ଟ ୨କୁ ତାଙ୍କର ଦ୍ୱିତୀୟ ଜନ୍ମ ଦିବସ ବା ପୁନର୍ଜନ୍ମ ଦିବସ ରୂପେ ପାଳିଥାନ୍ତି। ୧୯୮୨ ମସିହା ଜୁଲାଇ ୨୬ ତାରିଖରେ ବେଙ୍ଗାଲୁରୁରେ ‘କୁଲି’ ଫିଲ୍ମର ଏକ ଆକ୍ସନ ସିକ୍ୱେନ୍ସ ସୁଟିଂ ବେଳେ ପ୍ରାଣଘାତୀ ଦୁର୍ଘଟଣାର ଶିକାର ହୋଇଥିଲେ ଅମିତାଭ୍। ତାଙ୍କୁ ତୁରନ୍ତ ମୁମ୍ବାଇର ବ୍ରିଚ୍  କ୍ୟାଣ୍ଡି […]

  • Monday, 19 July 2021
Dabboo Uncle
ପୁଣି ଭାଇରାଲ୍‌ ହେଲା ଡବୁ ଅଙ୍କଲଙ୍କ ନୂଆ ଭିଡିଓ

ଡବୁ ଅଙ୍କଲ ତାଙ୍କ ଡ୍ୟାନ୍ସର ଯାଦୁରେ ରାତାରାତି ତାରକା ହୋଇଯାଇଥିଲେ। ସେ 'ଖୁଦଗର୍ଜ' ଚଳଚ୍ଚିତ୍ରର 'ଆପ୍ କେ ଆ ଜାନେ ସେ' ଗୀତରେ ଯେଉଁ ଠୁମ୍‌କା ଲଗେଇଥିଲେ ତାହା ଗୋବିନ୍ଦାଙ୍କ ଠୁମ୍‌କାକୁ ମନେପକେଇ ଦେଇଥିଲା। ଏବେ ପୁଣି ଥରେ ପ୍ରଫେସର ସଞ୍ଜୀବ ଶ୍ରୀବାସ୍ତବ ଓରଫ୍ ଡବୁ ଅଙ୍କଲଙ୍କ ଏକ ନୂଆ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିବା ପରେ ଉପଭୋକ୍ତାମାନେ ନିଜକୁ ନାଚିବାରେ ରୋକି ପାରୁ ନାହାନ୍ତି।

Minissha Lamba
ଛାଡ଼ପତ୍ର ପରେ ପୁଣି ପ୍ରେମରେ ପଡ଼ିଲେ ମିନିଶା ଲାମ୍ବା

ଛାଡପତ୍ର ପରେ ବଲିଉଡ ଅଭିନେତ୍ରୀ ମିନିଶା ଲାମ୍ବା ପୁଣି ଥରେ ପ୍ରେମରେ ପଡିଛନ୍ତି। ସମ୍ପ୍ରତି, ଏହି ଖବର ଲୋକ ଲୋଚନକୁ ଆସିବା ପରେ ନିକଟରେ ଅଭିନେତ୍ରୀ ତାଙ୍କ ପ୍ରେମିକର ନାମ ଏବଂ ଚେହେରା ପ୍ରକାଶ କରି ତାଙ୍କ ସମ୍ପର୍କକୁ ମୋହର ଦେଇଛନ୍ତି।

Cannes Festival
କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୧ : 'ଟାଇଟନ'କୁ ସର୍ବଶ୍ରେଷ୍ଠ ପୁରସ୍କାର

୭୪ ତମ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କାର ଘୋଷଣା କରାଯାଇଥିଲା। କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୧ରେ 'ଟାଇଟନ' ଫିଲ୍ମର ଧୁମ୍ ଦେଖିବାକୁ ମିଳିଥିଲା ​। ସେକ୍ସ ଏବଂ ରକ୍ତପାତରେ ପରିପୂର୍ଣ୍ଣ ଏହି ଚଳଚ୍ଚିତ୍ର ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ ପୁରସ୍କାର ଲାଭ କରିଥିଲା ​​।

Bhusan Kumar
ଭୂଷଣ କୁମାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା : ଟି-ସିରିଜର ସଫେଇ

ଗୁରୁତର ଦୁଷ୍କର୍ମ ଅଭିଯୋଗ ଆଣି ଗୀତିକାର ଗୁଲଶନ କୁମାରଙ୍କ ପୁଅ ତଥା ଟି-ସିରିଜର ପରିଚାଳନା ନିର୍ଦ୍ଦେଶକ ଭୂଷଣ କୁମାରଙ୍କ ବିରୋଧରେ ୩୦ ବର୍ଷ ବୟସ୍କା ମହିଳା ମାମଲା ଦାୟର କରିଛନ୍ତି। ଏହି ମାମଲା ସାମ୍ନାକୁ ଆସିବା ପରେ କମ୍ପାନୀ ଭୂଷଣ କୁମାରଙ୍କ ପକ୍ଷରୁ ଏକ ବିବୃତ୍ତି ଜାରି କରି କହିଛି ଯେ ଏହିସବୁ ଅଭିଯୋଗ ମିଥ୍ୟା ଅଟେ।

URI-movie-review
ପୁଣିଥରେ ରିଲିଜ ହେବ 'ଉରୀ- ଦ ସର୍ଜିକାଲ ଷ୍ଟ୍ରାଇକ୍': ଏଥର ମାଗଣାରେ ଦେଖିବେ ଦର୍ଶକ

ମୁମ୍ବାଇ: ପୁଣିଥରେ ରିଲିଜ ହେବ ‘ଉରୀ- ଦ ସର୍ଜିକାଲ ଷ୍ଟ୍ରାଇକ୍’। ଜୁଲାଇ ୨୬ରେ କାର୍ଗିଲ ବିଜୟ ଦିବସ ଅବସରରେ ମହାରାଷ୍ଟ୍ରରେ ଏହି ଫିଲ୍ମକୁ ପୁଣି ଥରେ ରିଲିଜ୍ କରାଯିବ। ମହାରାଷ୍ଟ୍ରର ୫୦୦ଟି ଥିଏଟରରେ ଲୋକେ ମାଗଣାରେ ଏହି ଫିଲ୍ମ ଦେଖି ପାରିବେ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଏହି ନିଷ୍ପତ୍ତି ନେଇଛନ୍ତି। ‘ଉରି- ଦ ସର୍ଜିକାଲ୍‌ ଷ୍ଟ୍ରାଇକ୍‌’ ଆସନ୍ତାକାଲି ପୁଣି ରିଲିଜ୍ ହେଉଥିବା ନେଇ ଏହାର ପ୍ରଯୋଜକ ରୋନୀ ସ୍କ୍ରୁୱାଲା ସୂଚନା ଦେଇଛନ୍ତି। ସେ କହିଛନ୍ତି,“ଦେଶବାସୀଙ୍କୁ ଗର୍ବ […]

  • Saturday, 17 July 2021