• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Esha Deol

Esha Deol and Jacqueline Fernandez spotted in mumbai
Esha Deol and Jacqueline: ପାପାରାଜିଙ୍କ କ୍ୟାମେରାରେ ଈଶା ଦେଓଲ-ଜ୍ୟାକଲିନ୍‌

ପ୍ରତିଦିନ ମୁମ୍ବାଇର ବିଭିନ୍ନ ସ୍ଥାନରେ ପାପାରାଜିମାନେ ଷ୍ଟାର୍‌ମାନଙ୍କୁ ସ୍ପଟ୍ କରନ୍ତି। ଆଜି ଏହି ଧାରାରେ ଯେତେବେଳେ ଈଶା ଦେଓଲ ବିମାନବନ୍ଦରରେ ନଜର ଆସିଥିଲେ, ଏକ ଇଭେଣ୍ଟରେ ଜ୍ୟାକଲିନ୍‌ ନଜର ଆସିଥିଲେ ଆଉ ପାପାରାଜିଙ୍କ କ୍ୟାମେରାରେ କଏଦ ହୋଇଥିଲେ।

Aashram 3 part 2 starcast fees
Aashram 3 part 2: ‘ଆଶ୍ରମ’ ତୃତୀୟ ସିଜିନର ଦ୍ୱିତୀୟ ଭାଗ ପାଇଁ କିଏ ନେଇଛନ୍ତି କେତେ ଟଙ୍କା

ବବି ଦେଓଲଙ୍କ ୱେବ୍ ସିରିଜ୍ ‘ଆଶ୍ରମ’ର ତୃତୀୟ ସିଜିନର ଦ୍ୱିତୀୟ ଭାଗ ଆସିଯାଇଛି। ବବି ଦେଓଲ ପୁଣି ଥରେ ବାବା ନିରାଲା ଭାବରେ ଉଭା ହୋଇଛନ୍ତି। ସେ ତାଙ୍କର ନେଗେଟିଭ୍ ଚରିତ୍ର ସହ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ତେବେ ଏହି ଶୋ’ ପାଇଁ କଳାକାରମାନେ କେତେ ଫିସ୍ ନେଇଛନ୍ତି ଆସନ୍ତୁ ଜାଣିବା।

Dharmendra booked entire 100-room hospital for Hema Malini before Esha Deol's birth
ହେମାଙ୍କ ପାଇଁ ୧୦୦ରୁମ୍ ବିଶିଷ୍ଟ ପୂରା ଡାକ୍ତରଖାନା ବୁକ୍ କରିଦେଇଥିଲେ ଧର୍ମେନ୍ଦ୍ର; କାହିଁକି…

ସୋସିଆଲ ମିଡିଆରେ ହେମା ମାଲିନୀଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ହେମା ମାଲିନୀଙ୍କ ବନ୍ଧୁ କହୁଛନ୍ତି ଯେ ଈଶା ଦେଓଲଙ୍କ ଜନ୍ମ ଅବସରରେ ଧର୍ମେନ୍ଦ୍ର ପୂରା ଡାକ୍ତରଖାନା ବୁକ୍ କରିଦେଇଥିଲେ। ସେହି ଡାକ୍ତରଖାନାରେ ୧୦୦ଟି କୋଠରୀ ଥିଲା। ହେଲେ ଧର୍ମେନ୍ଦ୍ର ଏମିତି କାହିଁକି କରିଥିଲେ ଜାଣନ୍ତୁ…

Esha Deol excited about digital debut
ଅଭିନୟ ଦୁନିଆକୁ ଫେରିବେ ଈଶା, କରିବେ ଡିଜିଟାଲ୍ ଡେବ୍ୟୁ

‘କୋଇ ମେରେ ଦିଲ୍ ସେ ପୁଛେ’ ଫିଲ୍ମ ଦ୍ୱାରା ବଲିଉଡରେ ଡେବ୍ୟୁ କରିଥିବା ଈଶା ଦେଓଲ ୨୦୧୨ରେ ବିବାହ ଓ ପରେ ମା ହେବା ପରେ ସିନେ ଦୁନିଆରୁ କିଛି ଦିନ ପାଇଁ ଦୂରେଇ ଯାଇଥିଲେ। ବର୍ତ୍ତମାନ ଈଶା ପୁନର୍ବାର ଅଭିନୟ ଦୁନିଆକୁ ଫେରୁଛନ୍ତି। ଈଶା ଖୁବ୍ ଶୀଘ୍ର ଡିଜିଟାଲ୍ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ଏକ ଫିଲ୍ମର ମଧ୍ୟ ପ୍ରଯୋଜନା କରିଛନ୍ତି।

Dharmendra and Esha
ଧର୍ମେନ୍ଦ୍ର ଚାହୁଁ ନ ଥିଲେ, ଈଶା ଅଭିନେତ୍ରୀ ହେଉ ବୋଲି

ବଲିଉଡ୍ ଅଭିନେତ୍ରୀ ଈଶା ଦେଓଲ ଅଭିନୟ ବଦଳରେ ପ୍ରଡ୍ୟୁସର୍ ହୋଇ ନିଜ ଯାତ୍ରା ଆରମ୍ଭ କରିଦେଇଛନ୍ତି। ସେ ତାଙ୍କ ସ୍ୱାମୀ କେ ଭରତ ତଖତାନୀଙ୍କ ସହ ଏକ ପ୍ରଡକ୍ସନ୍ ହାଉସ୍ ଲଞ୍ଚ କରିଛନ୍ତି, ଯାହାର ନାମ ରହିଛି ‘ବିଇଏଫ୍’ ଆର୍ଥାତ ‘ଭରତ ଈଶା ଫିଲ୍ମସ୍’। ‘ବିଇଏଫ୍’ ବ୍ୟାନରରେ ପ୍ରଥମ ଫିଲ୍ମ 'ଏକ ଦୁଆ' ମଧ୍ୟ ଓଟିଟି ପ୍ଲାଟ୍‌ଫର୍ମ ବୁଟ୍‌ ସଲେକ୍ଟରେ ମୁକ୍ତିଲାଭ କରିଛି।