ରିତେଶ ଦେଶମୁଖ ଲୋକପ୍ରିୟ ଚଳଚ୍ଚିତ୍ର ନିର୍ମାତା ସୁଭାଷ ଘାଇଙ୍କ ନୂତନ ଚଳଚ୍ଚିତ୍ରରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ସେ ସମ୍ପୂର୍ଣ୍ଣ ନୂଆ ଅବତାରରେ ନଜର ଆସିବେ। ସୁଭାଷ ଘାଇ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ଘୋଷଣା କରିଛନ୍ତି ଯେ ସେ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର ପାଇଁ ନାୟିକା ବାଛିଛନ୍ତି।
ରିଲିଜ୍ ହେଲା 'ହାଉସଫୁଲ୍ ୫'ର ଟ୍ରେଲର୍। ପୁଣିଥରେ ଅକ୍ଷୟ କୁମାର ଏବଂ ରିତେଶ ଦେଶମୁଖଙ୍କ ଯୋଡ଼ି ଫିଲ୍ମରେ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ। ଏହା ସହିତ, ଏଥର ହାସର ନୂଆ ତଡ୍କା ଦେବା ପାଇଁ ଅନେକ ନୂଆ ମୁହଁ ଦେଖିବାକୁ ମିଳିବ।
ଭାରତୀୟ ସଶସ୍ତ୍ର ବାହିନୀ ଏହି ଅପରେସନକୁ 'ଅପରେସନ୍ ସିନ୍ଦୂର' ନାଁ ଦେଇଛି। ଏବେ ଅନେକ ବଲିଉଡ୍ ଅଭିନେତା ମଧ୍ୟ ଏହି ଅପରେସନ୍ ଉପରେ ନିଜର ପ୍ରତିକ୍ରିୟା ଦେଉଛନ୍ତି। ଏଥିରେ ଅନୁପମ ଖେରଙ୍କଠାରୁ ଆରମ୍ଭ କରି ବିନୀତ କୁମାର ସିଂହଙ୍କ ଭଳି ତାରକାଙ୍କ ନାଁ ରହିଛି।
‘ରେଡ୍-୨’ ପ୍ରଥମ ଭାଗ ଅପେକ୍ଷା ବଡ଼ ଏବଂ ଅଧିକ ରୋମାଞ୍ଚକର ହେବାକୁ ଯାଉଛି। ଦେଖାଯାଉଛି ଯେ ‘ରେଡ୍-୨’ ପୂର୍ବରୁ ହିଁ ଦମଦାର ଓପେନିଂ ଆରମ୍ଭ କରିଦେଇଛି!
ମୁମ୍ବାଇ: ସୋସିଆଲ ମିଡିଆରେ ହୃଦୟକୁ ଆନ୍ଦୋଳିତ କଲା ଭଳି ଭିଡିଓ ଶେୟାର କରିଛନ୍ତି ଅଭିନେତା ରିତେଶ ଦେଶମୁଖ। ନିଜ ପିତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଲାସରାଓ ଦେଶମୁଖଙ୍କ ଆଜି ୭୫ତମ ଜୟନ୍ତୀ। ଆଉ ଏହି ଅବସରରେ ସୋସିଆଲ ମିଡିଆରେ ସେ ଭାବବିହ୍ୱଳ ଭିଡିଓ ପୋଷ୍ଟ କରିଛନ୍ତି। ଭଡିଓରେ ବାପାଙ୍କର ଭଲପାଇବା ଶ୍ନେହଁକୁ ଖୁବ୍ ମନେ ପକାଇ ଭାବପ୍ରବଣ ହୋଇଛି ରିତେଶ। ବଲିଉଡ ସିଙ୍ଗର ସୋନୁ ନିଗମଙ୍କ ଏକ ଗୀତରେ ସେ ଏହି ଭିଡିଓ ଶୁଟ୍ କରିଛନ୍ତି। […]