• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

COVID-19 Updates

majhi-ghraiani
ସପ୍ତାହକୁ ୩ ଦିନ ବନ୍ଦ ରହିବ ମା' ମଝିଘରିଆଣି ମନ୍ଦିର

ରାୟଗଡ଼ା: ଦକ୍ଷିଣ ଓଡ଼ିଶାର ପ୍ରମୁଖ ଶକ୍ତି ପୀଠ ରାୟଗଡାର ମା ମଝି ଘରିଆଣିଙ୍କ ମନ୍ଦିର ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ରାୟଗଡା ଜିଲ୍ଲା ପ୍ରଶାସନ। ଜିଲ୍ଲାପାଳଙ୍କ ପକ୍ଷରୁ ଜାରି ହୋଇଥିବା ଆଦେଶ ଅନୁଯାୟୀ ପ୍ରତ୍ୟେକ ମଙ୍ଗଳବାର, ବୁଧବାର ଓ ରବିବାର ସର୍ବସାଧାରଣଙ୍କ ଦର୍ଶନ ବନ୍ଦ ରହିବ। କିନ୍ତୁ ମନ୍ଦିରର ପୂଜାବିଧି ରୀତିନୀତି ଅନୁଯାୟୀ ଚାଲିବ। ଏହାବ୍ୟତୀତ ଆଗକୁ ଚୈତ୍ର ପର୍ବଥିବାରୁ ଏପ୍ରିଲ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ କୌଣସି ଭକ୍ତଙ୍କ ମନ୍ଦିର ପ୍ରବେଶକୁ ବାରଣ କରାଯାଇଛି। ଆଜି ଜିଲ୍ଲା […]

  • Thursday, 15 July 2021
Maa Tarini Temple
ଚଇତି ପର୍ବ କଟକଣା: ମା' ତାରିଣୀ ପୀଠରେ ବନ୍ଦ ରହିବ ଭକ୍ତଙ୍କ ଦର୍ଶନ

କେନ୍ଦୁଝର: ମା ତାରିଣୀଙ୍କ ଚଇତି ପର୍ବ ଉପରେ କଟକଣା। କୋଭିଡ୍ କଟକଣାରେ ପାଳିତ ହେବ ଚଳିତ ବର୍ଷର ଚଇତି ଯାତ୍ରା। ୧୩ ଓ ୧୪ ତାରିଖରେ ମା ତାରିଣୀ ପୀଠରେ ଭକ୍ତଙ୍କ ଦର୍ଶନ ବନ୍ଦ ରହିବ। ୯ରୁ ୧୨ ଓ ୧୫ ତାରିଖରେ କୋଭିଡ ନିୟମ ଅନୁସାରେ ଭକ୍ତ ଦର୍ଶନ କରିବେ। ସକାଳ ୭ଟାରୁ ସାଢ଼େ ୧୨ଟା, ଅପରାହ୍ନ ୩ଟା ୩୦ରୁ ସନ୍ଧ୍ୟା ୭ଟା ଯାଏଁ  ଭକ୍ତ ଦର୍ଶନ କରିପାରିବେ। ଚଇତି ପର୍ବରେ ମନ୍ଦିର ପରିସରରେ ଥିବା […]

  • Thursday, 15 July 2021
lockdown
ଏଇ ରାଜ୍ୟରେ ସପ୍ତାହକୁ ୨ ଦିନ ଲକ୍‌ଡାଉନ୍‌ ଘୋଷଣା

ମୁମ୍ବାଇ: ମହାରାଷ୍ଟ୍ରରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ। ରାତି ୮ରୁ ସକାଳ ୭ଟା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। କରୋନା ସଂକ୍ରମଣ ବୃଦ୍ଧି ପରେ ମହାରାଷ୍ଟ୍ର ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ତାହା ସହ ସପ୍ତାହନ୍ତ ୨ ଦିନ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଶନିବାର ଓ ରବିବାର ଲକ୍‌ଡାଉନ୍ କରିବା ନେଇ ମହାରାଷ୍ଟ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ନାଇଟ୍ କର୍ଫ୍ୟୁ ବେଳେ ଅତ୍ୟାବଶ୍ୟକ ସେବା ପାଇଁ ଅନୁମତି ମିଳିବ। ରେଷ୍ଚୁରାଣ୍ଟରେ କେବଳ ପାର୍ସଲ ଆଣିବାକୁ ଅନୁମତି ମିଳିବ। […]

  • Thursday, 15 July 2021
coronavirus
ରାଜ୍ୟରେ କରୋନା ନେଲା ମହିଳାଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଜି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଖୋର୍ଦ୍ଧା ଜିଲ୍ଲାର ଜଣେ ୨୯ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି। ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୯୨୨କୁ ବୃଦ୍ଧି ପାଇଛି। Regret to inform the demise of 29 years old female Covid positive patient of Khordha district who was also suffering from Sickle Cell […]

  • Thursday, 15 July 2021
bhubaneswar
ଭୁବନେଶ୍ୱରରେ ଆକ୍ଟିଭ୍ କେସ୍ ସଂଖ୍ୟା ୪୦୦ ଛୁଇଁଲା

ଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୭୧ ପଜିଟିଭ ମଧ୍ୟରୁ ୫୬ ଲୋକାଲ କେସ୍ ରହିଛି। ୧୫ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ ମୋଟ ଆକ୍ଟିଭ୍ କେସ୍ ସଂଖ୍ୟା ୪୦୨କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ୪୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ଜିଲ୍ଲାରୁ ସର୍ବାଧିକ ୭୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାକୁ ମିଶାଇ ୩ ଜିଲ୍ଲାରେ ୭୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। […]

  • Thursday, 15 July 2021
danda-nacha
ଦଣ୍ଡନାଚରେ ୨୫ ଜଣଙ୍କୁ ଅନୁମତି

ବ୍ରହ୍ମପୁର: ଦଣ୍ଡ ନାଚ ନେଇ କଟକଣା ଜାରି କଲେ ଗଞ୍ଜାମ ଜିଲ୍ଲାପାଳ। ଦଣ୍ଡ ନାଚରେ କେବଳ ୨୫ ଜଣଙ୍କୁ ଅନୁମତି ମିଳିବ। ରାତିରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମନା କରିଛି ଜିଲ୍ଲା ପ୍ରଶାସନ। ମା ତାରାତାରିଣୀ ପୀଠରେ ମୁଣ୍ଡନ ବାରଣ କରାଯାଇଛି। ଦୋକାନୀଙ୍କୁ ପଞ୍ଚସୂତ୍ରୀ ଗାଇଡଲାଇନ ମାନିବାକୁ ଚ୍ୱିଟ୍ କରି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତା କୁଲାଙ୍ଗେ। ଗଞ୍ଜାମ ଜିଲ୍ଲାପାଳଙ୍କ କହିବାନୁସାରେ, ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ବର୍ତ୍ତମାନ ଭଲ ସ୍ଥିତିରେ ଅଛି। ସବୁ […]

  • Thursday, 15 July 2021
Night-corfuw
ଓଡ଼ିଶାର ୧୦ ଜିଲ୍ଲାରେ ନାଇଟ୍‌ କର୍ଫ୍ୟୁ

ଭୁବନେଶ୍ୱର: ରାଜ୍ୟର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ। କରୋନା ସଂକ୍ରଣକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ନେଲେ ରାଜ୍ୟ ସରକାର। ଜାଣନ୍ତୁ କଣ ରହିଛି ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ:- ରାଜ୍ୟର ୧୦ ଜିଲ୍ଲାରେ ନାଇଟ୍ କର୍ଫ୍ୟୁ ଲାଗୁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗିର ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ରାତି ୧୦ଟାରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ଆସନ୍ତା ୫ ତାରିଖରୁ ଅନ୍ୟାଦେଶ ଯାଏଁ ଲାଗୁ ହେବ ନାଇଟ୍ […]

  • Thursday, 15 July 2021
corona
ଗୌବାଙ୍କ ସତର୍କବାଣୀ ! କହିଲେ- ପୁଣି ଥରେ ଆମେ ପୂର୍ବାବସ୍ଥାକୁ ଯାଉଛୁ

ଭୁବନେଶ୍ୱର: କରୋନା ସଂକ୍ରମଣ ସ୍ଥିତିରେ ପୁଣି ଥରେ ଆମେ ପୂର୍ବାବସ୍ଥାକୁ ଯାଉଛନ୍ତି। ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହ ଆଲୋଚନା ବେଳେ କ୍ୟାବିନେଟ ସଚିବ ଏହି ମନ୍ତବ୍ୟ ଦେଇଛନ୍ତି। କେନ୍ଦ୍ର କ୍ୟାବିନେଟ୍ ସଚିବ ରାଜୀବ ଗୌବା ସତର୍କ କରାଇ କହିଦେଇଛନ୍ତି ଯେ, ସେପ୍ଟେମ୍ବରରେ ପିକ୍‌ ଯାଇଥିଲା ଦୈନିକ ସଂକ୍ରମଣ। ସେହି ମାସରେ ଦୈନିକ ୯୭ ହଜାର ଆକ୍ରାନ୍ତଙ୍କ ତଥ୍ୟ ମିଳୁଥିଲା। କିନ୍ତୁ ଆଜିର ସ୍ଥିତିରେ ଦୈନିକ ୮୮ ହଜାର କେସ୍ ଚିହ୍ନଟ ହେଉଛି। ଅର୍ଥାତ ଆମେ […]

  • Thursday, 15 July 2021
lockdown
କରୋନାକୁ ରୋକିବା ପାଇଁ ଲକ୍‌ଡାଉନ୍ ଛଡ଼ା ଅନ୍ୟ ବିକଳ୍ପ କଣ ?

ମୁମ୍ବାଇ: ମହାରାଷ୍ଟ୍ରରେ ମହାମାରୀ କରୋନାର ପୁଣି ଭୟଙ୍କର ରୂପ। ଦିନକୁ ଦିନ ସାଂଘାତିକ ସ୍ଥିତି ଆଡ଼କୁ ଯାଉଛି ସଂକ୍ରମଣ ଟ୍ରେଣ୍ଡ୍। କେବଳ ମୁମ୍ବାଇରେ ଆଜି ଚିହ୍ନଟ ହୋଇଛନ୍ତି ୮୬୪୬ ନୂଆ ପଜିଟିଭ୍। ଏହାକୁ ମିଶାଇ ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରୁ ବାହାରିଛନ୍ତି ୪୩ ହଜାରରୁ ଅଧିକ ସଂକ୍ରମିତ। ଯଦି ସ୍ଥିତିରେ ସୁଧାର ନଆସେ ତାହାହେଲେ ମହାରାଷ୍ଟ୍ରରେ ଲକ୍‌ଡାଉନ୍ ଲାଗୁ କରାଯିବା ନେଇ ଏଡାଇ ଦିଆଯାଇପାରିବ ନାହିଁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କହିଛନ୍ତି। ଲୋକମାନେ ନିୟମ ମାନିବାକୁ ସେ […]

  • Thursday, 15 July 2021
market
ଏଇ ଜିଲ୍ଲାରେ ସମସ୍ତ ସାପ୍ତାହିକ ହାଟ ବନ୍ଦ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲାରେ ସମସ୍ତ ସାପ୍ତାହିକ ହାଟ ବନ୍ଦ। ଏହି ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ। ଆସନ୍ତା ୩ ସପ୍ତାହ ପାଇଁ ଜିଲ୍ଲାର ସମସ୍ତ ସାପ୍ତାହିକ ହାଟ ବନ୍ଦ ରହିବ। କରୋନା ସଂକ୍ରମଣ ବୃଦ୍ଧି ପରେ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ଏନେଇ ଟ୍ୱିଟ୍ କରି ଝାରସୁଗୁଡ଼ା ଜିଲ୍ଲାପାଳ ସୂଚନା ଦେଇଛନ୍ତି।ପନିପରିବା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଅନ୍ୟତ୍ର ବିକ୍ରି ବ୍ୟବସ୍ଥା ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ଝାରସୁଗୁଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। […]

  • Thursday, 15 July 2021
corona-danger
କିଛି ଜିଲ୍ଲା ପାଇଁ ସାରା ଦେଶ ଏବେ ସଙ୍କଟରେ

ନୂଆଦିଲ୍ଲୀ: କିଛି ଜିଲ୍ଲା ପାଇଁ ଦେଶ ସଂକଟରେ। ଏକଥା କହିଛନ୍ତି ଡାକ୍ତର ଭିକେ ପଲ୍‌। ଦେଶରେ କରୋନା ସ୍ଥିତି ନେଇ ନୀତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍‌ କହିଛନ୍ତି ଦେଶର କିଛି ଜିଲ୍ଲାରେ ଅବସ୍ଥା ଚିନ୍ତାଜନକ। କିଛି ଜିଲ୍ଲା ପାଇଁ ସାରା ଦେଶ ସଂକଟରେ ପଡ଼ିବା ଆଶଙ୍କା ରହିଛି। ସେହିପରି ଦେଶର ୧୦ଟି ଜିଲ୍ଲାରେ ସର୍ବାଧିକ ଆକ୍ଟିଭ କେସ୍ ଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ। ସେ କହିଛନ୍ତି ଯେ ୧୦ଟିରୁ କେବଳ ମହାରାଷ୍ଟ୍ରର […]

vaccanation
ଓଡିଶାରେ କେତେ ମହଜୁଦ ଅଛି କରୋନା ଟିକା?

ଭୁବନେଶ୍ୱର: ରାଜ୍ୟରେ ଚାଲିଛି କୋଭିଡ୍ ଟିକାକରଣ। ଜାନୁଆରୀରୁ ଆଜି ପର୍ଯ୍ୟନ୍ତ ମୋଟ ୨୨ ଲକ୍ଷ ୩୬ ହଜାର ୬୧୫ ଜଣଙ୍କୁ ଟିକାକରଣ ହୋଇଛି। ଏହା ମଧ୍ୟରୁ ୧୩ ଲକ୍ଷ ୪୭ ହଜାର ୭୮୭  ଜଣ ବରିଷ୍ଠ ଏବଂ ବହୁବିଧ ରୋଗାକ୍ରାନ୍ତ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ୪୦ ଲକ୍ଷ କୋଭିସିଲ୍ଡ ଏବଂ କୋଭାକ୍ସିନ ଟିକା ପହଞ୍ଚି ସାରିଛି। ଏବେ ଓଡିଶାରେ ୧୭ଲକ୍ଷ ଡୋଜ ଟିକା ମହଜୁଦ ଅଛି। ଏପ୍ରିଲ ୧ ରୁ ଦୈନିକ ୨ ଲକ୍ଷ ଟିକାକରଣ  କରାଯିବ। […]

  • Thursday, 15 July 2021
who
ଉହାନ୍ ଲାବ୍‌ରୁ କରୋନା ଭୂତାଣୁ ଲିକ୍ ଆଶଙ୍କା ଅତି କ୍ଷୀଣ

ଉହାନ୍: ଚୀନ୍‌ର ଉହାନ୍ ଲାବ୍‌ରୁ କରୋନା ଭୂତାଣୁ ଲିକ୍ ଆଶଙ୍କା ଅତି କ୍ଷୀଣ। ବହୁ ପ୍ରତୀକ୍ଷିତ କୋଭିଡ୍ ଉତ୍ପତ୍ତିସ୍ଥଳ ସଂପର୍କିତ ରିପୋର୍ଟରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହା ଉଲ୍ଲେଖ କରିଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପ୍ରଥମେ ଉହାନ୍ ଆମିଷ ମାର୍କେଟ୍ ଏବଂ ପରେ ସେଠାରେ ଥିବା ଚୀନ୍ ସରକାରଙ୍କ ଅଧିକୃତ ଏକ ପ୍ରୟୋଗଶାଳାରୁ କରୋନା ସଂକ୍ରମଣ ବ୍ୟାପିଥିବା ଚର୍ଚ୍ଚା ହେଉଥିଲା। ଲ୍ୟାବ୍‌ରୁ ଭୂତାଣୁର ଉତ୍ପତ୍ତି ନେଇ ବହୁ ବୈଜ୍ଞାନିକ ଓ ଗବେଷକ ମଧ୍ୟ ଦାବି […]

  • Thursday, 15 July 2021
Corona
କରୋନାର ହଟ୍‌ସ୍ପଟ୍‌ ପାଲଟିବ କି ଓଡ଼ିଶାର ଏଇ ଜିଲ୍ଲା?

ଭୁବନେଶ୍ୱର: ୫ ଦିନ ହେବ ୨ଶହ ଉପରେ ଟ୍ରେଣ୍ଡ ରାଜ୍ୟରେ ବଢି ଚାଲିଥିବା କରୋନାର ଦୈନିକ ସଂକ୍ରମଣ ହାର ଚିନ୍ତା ବଢାଇଛି। ଆଜି ଚିହ୍ନଟ ୨୦୮ ଜଣଙ୍କ ମଧ୍ୟରୁ ୩୬ ଜଣ କେବଳ ନୂଆପଡ଼ା ଜିଲ୍ଲାର ଛତିଶଗଡ ସୀମାକୁ ଲାଗିଥିବା ନୂଆପଡା ଜିଲ୍ଲା ଧୀରେ ଧୀରେ ହଟ୍‌ସ୍ପଟ୍ ପାଲଟିବାରେ ଲାଗିଛି। ସିନାପାଲି ପରେ କୋମନା ବ୍ଲକରେ ସଂକ୍ରମଣ ବ୍ୟାପୁଛି। ଫଳରେ ଦୁଇଟି ଗାଁରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି। ସ୍ଥାନୀୟ ସରପଞ୍ଚ ଘରକୁ ଘର ବୁଲି ଲୋକଙ୍କୁ […]

  • Thursday, 15 July 2021
pragati
ପ୍ରଗତି କଲେଜକୁ କଣ୍ଟେନ୍‌ମେଣ୍ଟ ଜୋନ ଘୋଷଣା

ଭବାନୀପାଟଣା: ଭବାନୀପାଟଣାରେ ଏକ ଘରୋଇ କଲେଜ(ପ୍ରଗତି କଲେଜ)ରେ ୩୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଭବାନୀପାଟଣା ସ୍ଥିତ ପ୍ରଗତି କଲେଜର ୩୨ ପିଲା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଣ୍ଟିଜେନ୍ ଟେଷ୍ଟରେ ସମସ୍ତେ ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି। କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ ଛାତ୍ରଛାତ୍ରୀ କଲେଜ ହଷ୍ଟେଲର ଅନ୍ତେବାସୀ। ଗୋଟିଏ କଲେଜରୁ ଏତେ ସଂଖ୍ୟକ କରୋନା ଆକ୍ରାନ୍ତ ବାହାରିଥିବାରୁ ପ୍ରଗତି କଲେଜକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏହି କଟକଣା […]

  • Thursday, 15 July 2021
rajesh-bhusan
ରାଜ୍ୟରେ କରୋନା ଟିକାର ଅଭାବ ଉପରେ ସ୍ଫଷ୍ଟୀକରଣ ରଖିଲା କେନ୍ଦ୍ର

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାର ଅଭାବ ଥିବା ଓ ଟିକା ଯୋଗାଣରେ କେନ୍ଦ୍ର ପାତର ଅନ୍ତର କରୁଥିବା ଅଭିଯୋଗକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଖଣ୍ଡନ କରିଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଏସିଏସ୍ ପ୍ରଦୀପ୍ତ ମହାପାତ୍ରଙ୍କୁ ଚିଠି ଲେଖି ରାଜେଶ ଭୂଷଣ କହିଛନ୍ତି, ମାର୍ଚ୍ଚ ୨୭ ସୁଦ୍ଧା ଓଡ଼ିଶାକୁ ୩୪ ଲକ୍ଷ ୪୬ ହଜାର ୭୬୦ ଡୋଜ୍ ଟିକା ଦିଆଯାଇଛି।  ରାଜ୍ୟ ସରକାର ଏ ଯାଏ ୨୨ ଲକ୍ଷ ୯୭ ହଜାର ୪୩୧ ଡୋଜ୍ ଟିକା ପ୍ରଦାନ […]

  • Thursday, 15 July 2021
mask--ko
ମ୍ୟୁଟାଣ୍ଟ ଷ୍ଟ୍ରେନ୍‌କୁ ରୋକି ପାରିବ ଡବଲ ମାସ୍କ

ଭୁବନେଶ୍ୱର: ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି। କରୋନା ସଂକ୍ରମଣକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ନୀରଜ ମିଶ୍ର ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ଦେଶରେ କରୋନାର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି। ପ୍ରଥମେ ଏହା ମହାରାଷ୍ଟ୍ର, ଆନ୍ଧ୍ର, ଛିତିଶଗଡ଼ ଓ ପଞ୍ଜାବ ଭଳି ରାଜ୍ୟରେ ଥିଲା। ଏବେ ଆମେ ଏହି ଷ୍ଟେଜ୍‌ରେ ପହଞ୍ଚିଲେଣି। ସଂକ୍ରମଣ ୪ ଗୁଣା ବଢିଲାଣି। ଗହଳି ଜାଗାରୁ ଅଧିକ ସଂକ୍ରମଣ ହେଉଛି। ସେଭଳି ସ୍ଥାନରେ ଡବଲ ମାସ୍କପିନ୍ଧିବା ପାଇଁ ନିବେଦନ କରିଛନ୍ତି। ସେହିପରି […]

  • Thursday, 15 July 2021
jharushugufa
ଇଂଜିନିୟରିଂ କଲେଜରୁ ୨୧ କରୋନା ପଜିଟିଭ ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡ଼ା ସରକାରୀ ଇଂଜିନିୟରିଂ କଲେଜରୁ ୨୧ ପଜିଟିଭ ଚିହ୍ନଟ ହୋଇଛନ୍ତି। ୨୧ ଚିହ୍ନଟଙ୍କ ମଧ୍ୟରେ ୮ ଛାତ୍ର, ୧୩ ଶିକ୍ଷକ ଓ କର୍ମଚାରୀ ଅଛନ୍ତି। ଜଣେ ଆକ୍ରାନ୍ତ ଚିହ୍ନଟ ପରେ ୧୦୦ ଜଣଙ୍କ ସାମ୍ପଲ ନିଆଯାଇଥିଲା। ୧୦୦ଟି ସାମ୍ପଲ ଟେଷ୍ଟ ପରେ ୨୧ ପଜିଟିଭ ସୂଚନା ମିଳିଛି। ପଜିଟିଭ ଚିହ୍ନଟ ମାନଙ୍କୁ ଆଇସୋଲେସନରେ ରଖାଯାଇଥିବା ସୂଚନା ମିଳିଛି। ଗତ ୨୫ ତାରିଖରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏନେଇ ପିଜି କାଉନସିଲ୍ […]

  • Thursday, 15 July 2021
night curfew
ମହାରାଷ୍ଟ୍ରରେ କରୋନାର ବିସ୍ଫୋରଣ ! ବଡ଼ ପଦକ୍ଷେପ ନେଲେ ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ନାଇଟ୍ କର୍ଫ୍ୟୁ ଜାରି ହେବାନେଇ ଘୋଷଣା ହୋଇଛି। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି। ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ରୂପ ନେଉଥିବାରୁ ଏହି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଭିଡ଼ ହ୍ରାସ, ଦିନକୁ ଦିନ ବଢଥିବା ସଂକ୍ରମଣକୁ ରୋକିବା ପାଇଁ କିଛି କଡ଼ା ପଦକ୍ଷେପ ନେବା ପାଇଁ ଓ ଏହାକୁ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସୂଚନା […]

  • Thursday, 15 July 2021
dmet
ନିୟମ ମାନୁନାହାନ୍ତି, ଏମିତି ହେଲେ ବିପଦକୁ ଟାଣିବ: DMET

ଭୁବନେଶ୍ୱର: ସପ୍ତାହେ ଧରି ଶହେ ଉପରେ ରହୁଥିବା କରୋନା ଗ୍ରାଫ୍ ଦୁଇ ଶହ ପାର୍ କରିଛି। ଆଜି ୨୧୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆଜି ଆସିଥିବା ଦୈନିକ ସଂକ୍ରମଣ ତଥ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩ ଜଣ ଅଛନ୍ତି। ସୁନ୍ଦରଗଡ଼ରୁ ୨୭ ଥିବାବେଳେ ବଲାଙ୍ଗିର ଓ କଟକରୁ ୨୦ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ଟିଭ୍ କେସ୍ ୧୧ଶହ ୫୧କୁ ଛୁଇଁଛି। ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ଶହ ଟପିଥିଲେ ବି ଓଡ଼ିଶା ସ୍ଥିତି […]

  • Thursday, 15 July 2021
mandap seal
କମ୍ପ୍ଲେକ୍ସ ପରେ କଟକରେ କୋଚିଂ ସେଣ୍ଟର ସିଲ୍

କଟକ: ଚଣ୍ଡି ଛକରେ ଥିବା ଏକ କୋଚିଂ ସେଣ୍ଟର ସିଲ୍। କୋଭିଡ୍‌ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ CMC ସିଲ୍‌ କରିଛି। ସକାଳେ ରାଣୀହାଟରେ ଏକ ସପିଂ କଂପ୍ଲେକ୍ସ ସିଲ୍ କରାଯାଇଥିଲା। ସେପଟେ ଆଜି ଓଡ଼ିଶାରେ ୨୧୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୨୬ ଜଣ କ୍ୱାରେଣ୍ଟିନରେ ଥିବାବେଳେ୮୮ ଟି ଲୋକାଲ କେସ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। କଟକରୁ ୨୦ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି।  ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ୩ କରୋନା ଆକ୍ରାନ୍ତ […]

  • Thursday, 15 July 2021
ravenshaw
ରେଭେନ୍ସାରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ପିଜି କାଉନସିଲ୍ ଚେୟାରମ୍ୟାନ୍ ସ୍ମୃତିପ୍ରଭା ଦାସ ସୂଚନା ଦେଇଛନ୍ତି। ୩ ଜଣଙ୍କ ମଧ୍ୟରେ ୨ ଅଧ୍ୟାପିକା ଓ ଜଣେ ବିଦ୍ୟାର୍ଥୀ ଅଛନ୍ତି। ସେ କହିଛନ୍ତି ଯେ ଏବେ ପାଠ ପଢ଼ା ଜାରି ରହିବ। ଅଫ୍‌ଲାଇନ୍‌ରେ ନ ହେଲେ ବି ଅନ୍‌ଲାଇନ୍‌ରେ ହେବ। ତେବେ ରେଭେନ୍ସା ଇନଚାର୍ଜ କୁଳପତି ଅପରାଜିତା ଚୌଧୁରୀଙ୍କ ସୂଚନା ଅନୁସାରେ ଆସନ୍ତା ୧୪ ଦିନ ପର୍ଯ୍ୟନ୍ତ ରେଭେନ୍ସା ବିଶ୍ୱବିଦ୍ୟାଳୟର ପରୀକ୍ଷା ବନ୍ଦ […]

  • Thursday, 15 July 2021
bjp-mla-biranchi
ଭ୍ୟାକ୍ସିନ୍‌ ନେବା ପରେବି ବିଧାୟକଙ୍କୁ କରୋନା

ରାଞ୍ଚି: କରୋନା ଟିକା ନେବା ପରେବି ବିଜେପି ବିଧାୟକଙ୍କୁ କରୋନା। ଝାରଖଣ୍ଡ ବୋକାରୋର ବିଜେପି ବିଧାୟକ ବିରଞ୍ଚି ନାରାୟଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ବିଧାନସଭା ବଜେଟ୍‌ ଅଧିବେଶନରେ ଯୋଗଦେବାର ଗୋଟିଏ ଦିନ ପରେ ତାଙ୍କର କରୋନା ରିପୋର୍ଟ ପଜିଟିଭ୍ ଆସିଛି। ସେ ଝାରଖଣ୍ଡ ବିଧାନସଭାର ମୁଖ୍ୟ ସଚେତକ। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ଗତ ୧୨ ତାରିଖରେ ସେ କରୋନା ଭ୍ୟାକ୍ସିନ୍‌ର ପ୍ରଥମ ଡୋଜ୍‌ ନେଇଥିଲେ। ହେଲେ ୨୪ ତାରିଖରେ କରୋନାରେ ଆକ୍ରାନ୍ତ ହେବାରୁ ସମସ୍ତଙ୍କ ଚିନ୍ତା […]

  • Thursday, 15 July 2021
new-strain
ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ ୟୁକେ ଷ୍ଟ୍ରେନ୍

ଭୁବନେଶ୍ୱର: ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ଜଣ ୟୁକେ ଷ୍ଟ୍ରେନ୍ ରହିଛି। ୩ ୟୁକେ ଷ୍ଟ୍ରେନ ଚିହ୍ନଟ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ନେସନାଲ ସେଣ୍ଟର ଫର୍ ଡିଜିଜ୍ କଣ୍ଟ୍ରୋଲ ନିର୍ଦ୍ଦେଶକ ଏସ୍.କେ ସିଂହ କହିଛନ୍ତି, ୧୮ଟି ରାଜ୍ୟରୁ ମୋଟ ୭୭୧ ନୂଆ ଷ୍ଟ୍ରେନ୍ ଚିହ୍ନଟ ହୋଇଛି।୭୭୧ରୁ ୭୩୬ଟି ହେଉଛି ୟୁକେ ଷ୍ଟ୍ରେନ୍। ଅନ୍ୟ ୩୪ଟି ଦକ୍ଷିଣ ଆଫ୍ରିକା ଏବଂ ଗୋଟିଏ ବ୍ରାଜିଲ ଷ୍ଟ୍ରେନ୍ ଚିହ୍ନଟ ହୋଇଛି। ମୋଟ ୭୩୬ ୟୁକେ ଷ୍ଟ୍ରେନ୍ ଭିତରୁ […]

  • Thursday, 15 July 2021