• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Business Updates

online betting
ଅନଲାଇନ୍ ବେଟିଂରେ ହରାଇଲେ ଟଙ୍କା...ଋଣ ପରିଶୋଧ କରିନପାରି ଝୁଲି ପଡ଼ିଲେ ଇଂଜିନିୟରିଂ ଛାତ୍ର

ସେ ସାଙ୍ଗମାନଙ୍କଠାରୁ ଧାର ମଧ୍ୟ ଆଣିଥିଲେ। ପ୍ରାୟ ୩ଲକ୍ଷ ଟଙ୍କା ଋଣ କରିଥିଲେ। ଏହି ବିଷୟରେ ଜଣାପଡିବା ପରେ ପରିବାର ଲୋକ ଋଣ ପରିଶୋଧ କରିଥିଲେ।

Salary Hike
କର୍ମଚାରୀଙ୍କ ପାଇଁ ଖୁସି ଖବର...ଖୁବଶୀଘ୍ର ୧୦ପ୍ରତିଶତ ଦରମା ବୃଦ୍ଧି କରିବ କମ୍ପାନୀ

ବିଭିନ୍ନ ଶିଳ୍ପରେ ଦରମା ନେଇ ସର୍ଭେ କରାଯାଇଥିଲା। ଏଥିରେ କର୍ମଚାରୀଙ୍କ ତିନୋଟି ପାରାମିଟର ଯଥା କାର୍ଯ୍ୟଦକ୍ଷତା, ସାଂଗଠନିକ କାର୍ଯ୍ୟଦକ୍ଷତା ଏବଂ ପଦବୀ ଆଧାରରେ ଦରମା ବୃଦ୍ଧି ହେବ ବୋଲି ଜଣାପଡିଛି।

paytm
କମ୍ପାନୀକୁ ବାଜିଲା RBI ଛାଟ, ଚାକିରି ଯିବା ଭୟରେ ଆତ୍ମହତ୍ୟା କରିଦେଲେ କର୍ମଚାରୀ

ଚାକିରି ଯିବା ଭୟରେ କଲେ ଆତ୍ମହତ୍ୟା । ପେଟିଏମକୁ ନେଇ ଲାଗି ରହିଥିବା ବିବାଦ, ଜଣେ କର୍ମଚାରୀଙ୍କର ଜୀବନ ନେଇଛି ।

Paytm
Paytmକୁ RBI ଚୋଟ, ଅଧ୍ୟକ୍ଷ ପଦ ଛାଡ଼ିଲେ ପ୍ରତିଷ୍ଠାତା; ବୋର୍ଡରେ ଓଡ଼ିଆ ସାମିଲ୍

ଅନଲାଇନ୍ ପେମେଣ୍ଟ ସର୍ଭିସ୍ ସଂସ୍ଥା ପେଟିଏମକୁ RBI ଝଟକା ପ୍ରସଙ୍ଗ । ବହୁ ବାଦବିବାଦ ପରେ କଂପାନୀର ଅଧ୍ୟକ୍ଷ ପଦ ଛାଡ଼ିଲେ ଏହାର ପ୍ରତିଷ୍ଠାତା ବିଜୟ ଶେଖର ଶର୍ମା ।

5 Working Day In Bank
ଏଣିକି ସପ୍ତାହକୁ ୫ ଦିନ ଚାଲିବ ବ୍ୟାଙ୍କ...! ଜାଣନ୍ତୁ କ’ଣ କହୁଛି କର୍ମଚାରୀ ସଂଘ

ଏକ ରିପୋର୍ଟ ଅନୁଯାୟୀ, ଏହି ଘଟଣାର ସମୀକ୍ଷା କରିବା ସହ ଭାରତୀୟ ବ୍ୟାଙ୍କ ଆସୋସିଏସନକୁ ସେହି ଅନୁସାରେ ନିର୍ଦ୍ଦେଶ ଦେବାକୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ଅନୁରୋଧ କରିଛି ସଂଘ ।

Paytm
Paytm ବ୍ୟାଙ୍କରେ ଫସିଛି କି ଆପଣଙ୍କ ଟଙ୍କା ? ଜାଣନ୍ତୁ କ’ଣ ରହିଛି ବିକଳ୍ପ...

ଯଦି ଆପଣଙ୍କ ଟଙ୍କା ପେଟିଏମ୍‌ ପେମେଣ୍ଟ୍ସ ବ୍ୟାଙ୍କରେ ରହିଛି ତେବେ ଆପଣ ଏହାକୁ ବ୍ୟବହାର କରିପାରିବେ।

Retirement Plan 555
ଚାକିରିଆଙ୍କ ଚିନ୍ତା, ଅବସର ପରେ କରିବେ କ’ଣ...ଆପଣାନ୍ତୁ ଏହି ଫର୍ମୁଲା...

ଏହି ଫର୍ମୁଲାରେ ଯଦି ଆପଣ ଟଙ୍କା ସଞ୍ଚୟ କରିବେ ତେବେ ରିଟାର୍ଡମେଣ୍ଟ ପରର ଜୀବନ ଆପଣଙ୍କୁ ଅତି ସହଜ ହେବ । ଯେତେ ଶୀଘ୍ର ଆପଣ ଏହି ଫର୍ମୁଲାରେ ସଞ୍ଚୟ ଆରମ୍ଭ କରିବେ, ସେତେ ବେଶି ଫାଇଦା ପାଇବେ ।

  • Friday, 23 February 2024
Millionaire Transferred Ownership
ମାଲିକଙ୍କ ମହାନତା...ମୃତ୍ୟୁ ପୂର୍ବରୁ କର୍ମଚାରୀଙ୍କ ନାଁରେ ଲେଖିଦେଲେ କମ୍ପାନୀ...ଜାଣନ୍ତୁ କାହିଁକି...

ସେ କହିଥିଲେ, 'ସଫଳତା ପାଇଁ କଠିନ ପରିଶ୍ରମ ଏବଂ ଦୟା କେତେ ଗୁରୁତ୍ୱପୂର୍ଣ୍ଣ ତାହା ମୁଁ ପ୍ରାୟ ୭୦ ବର୍ଷ ପୂର୍ବେ ଶିଖିଥିଲି । କର୍ମଚାରୀ ଓ ମାଲିକଙ୍କ ଭିତରେ ଥିବା ପାର୍ଥକ୍ୟ ଦୂର ପାଇଁ ସେ ସବୁବେଳେ ଚେଷ୍ଟା କରୁଥିଲେ।

Nike Is Latest To Join Layoffs Spree
ପୁଣି ଛଟେଇ କରିବ ସ୍ପୋର୍ଟ୍ସ ବ୍ରାଣ୍ଡ ନାଇକ୍...ଯିବ ୧୬୦୦ କର୍ମଚାରୀଙ୍କ ଚାକିରି

କମ୍ପାନୀ ବିକ୍ରି ମାନ୍ଦା ରହିଥିବାରୁ କର୍ମଚାରୀ ଛଟେଇ କରିବ ବୋଲି ନାଇକ କହିଛି। ୨୦୨୩ରେ ନାଇକ୍‌ର ଭଲ ବେପାର ହୋଇ ନାହିଁ। ଗତବର୍ଷ ତୁଳନାରେ ୩୦ନଭେମ୍ୱର ଯାଏ ବିକ୍ରିରେ ମାତ୍ର ୧ପ୍ରତିଶତ ବଢ଼ିଛି।

Paytm
RBI ଛାଟ ପରେ ଆଉ ଉଠିପାରୁନି Paytm, ୧୦ ଦିନରେ ୨୬୦୦୦ କୋଟି କ୍ଷତି !

ଯଦି ଆମେ ଗତ ୧୦ ଦିନର ପେଟିଏମ୍‌ ସ୍ଥିତିକୁ ଅନୁଶୀଳନ କରିବା ତେବେ ଏହା ପ୍ରାୟ ୫୫ ପ୍ରତିଶତ ହ୍ରାସ ପାଇଛି । ସେୟାର ମୂଲ୍ୟ ହ୍ରାସ ହେବା ପରେ ୧୦ ଦିନ ମଧ୍ୟରେ ନିବେଶକମାନେ ୨୬ ହଜାର କୋଟି ଟଙ୍କା ହରାଇଛନ୍ତି ।

  • Wednesday, 14 February 2024
PM Modi
ଆବୁଧାବିରେ ୟୁପିଆଇ-ରୁପେ ପେମେଣ୍ଟ ବ୍ୟବସ୍ଥାର ଶୁଭାରମ୍ଭ କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠାରୁ ଦୁଇଦିନିଆ ୟୁଏଇ ଗସ୍ତରେ ଯାଇଛନ୍ତି । ଏହା ସହ ଭାରତର ନିଜସ୍ୱ ପେମେଣ୍ଟ ବ୍ୟବସ୍ଥା ୟୁନିଫାଇଡ୍ ପେମେଣ୍ଟ ଇଣ୍ଟରଫେସ୍ (ୟୁପିଆଇ) କୁ ମଧ୍ୟ ଆରମ୍ଭ କରାଯାଇଛି ।

EV Car
କମିଲା EV ଦର, କାର୍ ମୂଲ୍ୟରେ ୧.୨୦ ଲକ୍ଷ ଟଙ୍କା ହ୍ରାସ କଲା ଏହି କମ୍ପାନୀ...

ଟାଟା ପାସେଞ୍ଜର ଇଲେକ୍ଟ୍ରିକ୍ ମୋବିଲିଟି ଲିମିଟେଡ୍ (TPEM) ଦ୍ୱାରା ମିଳିଥିବା ସୂଚନା ଅନୁସାରେ, କମ୍ପାନୀ ତା’ର ସବୁଠାରୁ ପପୁଲାର୍‌ ଇଲେକ୍ଟ୍ରିକ୍‌ କାର Nexon EVର ମୂଲ୍ୟକୁ ୧.୨୦ ଲକ୍ଷ ଟଙ୍କା ହ୍ରାସ କରିଛି।

paytm
ଅନ୍ଧାରରେ Paytmର ଭବିଷ୍ୟତ ! ୨୦୧୭ରୁ ୫ଥର କାର୍ଯ୍ୟାନୁଷ୍ଠାନ ନେଲାଣି RBI...

ଚିନ୍ତାରେ ବ୍ୟବସାୟୀ...ଚିନ୍ତାରେ ଲୋକେ...କଣ କରିବେ ଓ କରିବେ ନାହିଁ ଚିନ୍ତାରେ ପକାଇଛି ପେଟିଏମ୍‌ ପେମେଣ୍ଟ ବ୍ୟାଙ୍କ୍‌ । ୨୦୧୭ରୁ ୫ଥର କାର୍ଯ୍ୟାନୁଷ୍ଠାନ ନେଲାଣି RBI...

Indias Youngest Billionaire Is 27-Year-Old
ବୟସ ୨୭; ଲଣ୍ଡନରୁ ଭାରତ ସବୁଠି ଚର୍ଚ୍ଚା...୩ ମାସରେ ତିଆରି କଲେ ୯୧୦୦ କୋଟିର କମ୍ପାନୀ

୨୭ ବର୍ଷରେ ହେଲେ ଭାରତର ସର୍ବ କନିଷ୍ଠ ଧନୀ ବ୍ୟକ୍ତି...୩ ମାସରେ ଠିଆ କଲେ ୯୧୦୦ କୋଟିର କମ୍ପାନୀ ...ଲଣ୍ଠନରୁ ଭାରତ ଯାଏଁ ସବୁଠି ଚର୍ଚ୍ଚା...ଜାଣନ୍ତୁ କିଏ ଏହି ଯୁବକ...

Repo Rate Is Unchanged
ବଢିବନି ଇଏମଆଇ, ଷଷ୍ଠଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ରିଜର୍ଭ ବ୍ୟାଙ୍କ ରିଭର୍ସ ରେପୋ ରେଟକୁ ମଧ୍ୟ ଅପରିବର୍ତ୍ତିତ ରଖିଛି । ବର୍ତ୍ତମାନ ୩.୩୫ ପ୍ରତିଶତ ରହିଛି ରିଭର୍ସ ରେପୋ ରେଟ୍ । ସେହିପରି ଏମଏସଏଫ୍ ରେଟ୍ ଏବଂ ବ୍ୟାଙ୍କ୍ ରେଟ୍ ୬.୭୫ ପ୍ରତିଶତ ରହିଛି ।

Influencer
ପ୍ରଡକ୍ଟର ରିଭ୍ୟୁ ପାଇଁ ଦିଅନ୍ତି ମାତ୍ର ତିନି ସେକେଣ୍ତ, କିନ୍ତୁ ପାଆନ୍ତି ୧୨୦ କୋଟି ଟଙ୍କା

କଥାଟି ବିଶ୍ୱାସ ନହେଲେ ବି ସତ । କାମ ହେଉଛି ଅନଲାଇନରେ ପ୍ରଡକ୍ଟ ରିଭ୍ୟୁ । ପୁଣି ଗୋଟେ ପ୍ରଡକ୍ଟର ରିଭ୍ୟୁ ମାତ୍ର ତିନି ସେକେଣ୍ତରେ ହୁଏ ।

  • Thursday, 08 February 2024
ceo
ବଦଳିଗଲା ଜୀବନର ଗତିପଥ; ଦିନେ ଥିଲେ ଡେଲିଭରି ବୟ...ଆଜି ୧୫ ହଜାର କୋଟିର ମାଲିକ

ଆଜି ସିଇଓ ଭାବରେ କମ୍ପାନୀ ଚଳାଉଛନ୍ତି, ଦିନେ ପରିସ୍ଥିତି ଏମିତି ଥିଲା ଡେଲିଭରି ବୟ ଭାବରେ ଘରକୁ ଘର ବୁଲି ଡେଲିଭରି କରିବାକୁ ପଡ଼ୁଥିଲା ।

These tips will help you save money in smart ways
Tricks and Tips: ଭଲ ଟଙ୍କା ରୋଜଗାର କରୁଛନ୍ତି, ହେଲେ ସଞ୍ଚୟ କରିପାରୁ ନାହାନ୍ତି; ଆପଣଙ୍କ ପାଇଁ ୫ ଟିପ୍ସ

ଯଦି ଆପଣଙ୍କର ଖର୍ଚ୍ଚ କରିବାର ଅଭ୍ୟାସ ଅଛି ଏବଂ ଆପଣ ଆବଶ୍ୟକତା ବିନା କୌଣସି ସାମଗ୍ରୀ କିମ୍ବା ଅନ୍ୟ କୌଣସି ସର୍ଭିସ୍ କିଣିବାରେ ଅଭ୍ୟସ୍ତ, ତେବେ ଏହି ଅଭ୍ୟାସକୁ ଦୂର କରିବା ପାଇଁ ଆଜି ଆମେ ଆପଣଙ୍କୁ ସାହାଯ୍ୟ କରିବାକୁ ଯାଉଛୁ। ଜାଣନ୍ତୁ ଏହିସବୁ ଟିପ୍ସ।

paytm
ପେଟିଏମ୍ ନେଇ ବଡ଼ ଅପଡେଟ୍, କ’ଣ କହିଲା କମ୍ପାନୀ ଜାଣନ୍ତୁ...

ଗତ ବର୍ଷ ଡିସେମ୍ବରରେ, ପିପିବିଏଲ୍ ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଦ୍ୱାରା ବ୍ୟାଙ୍କଗୁଡିକ ମଧ୍ୟରେ ଶୀର୍ଷ UPI ହିତାଧିକାରୀ ମାନ୍ୟତା ପାଇଥିଲା ପେଟିଏମ୍ । ଗତବର୍ଷ ୨୮୩.୫ କୋଟି ଟଙ୍କାର କାରବାର ହୋଇଥିଲା।

Pm suraksha bima yojana
କେନ୍ଦ୍ର ସରକାରଙ୍କ ଏହି ଯୋଜନା; ମାସକୁ ରଖିବେ ୨ ଟଙ୍କା, ପାଇବେ ୨ ଲକ୍ଷର ସୁବିଧା !

ଜନତାଙ୍କ ହିତ ପାଇଁ କେନ୍ଦ୍ର ସରକାର ଏକ ସୁନ୍ଦର ଯୋଜନା ଆଣିଛନ୍ତି । ଯେଉଁ ଯୋଜନା ଦ୍ୱାରା ସାଧାରଣ ଜନତା ଲାଭ ପାଇପାରିବେ । ମାସକୁ ମାତ୍ର ୨ ଟଙ୍କା ସଞ୍ଚୟ କରି ପାଇପାରିବେ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା ।

Flat
ହୋଶ ଉଡ଼ାଉଛି ଘରର ଦାମ...୩୨୩ ବର୍ଗ ଫୁଟକୁ ୭୫ ଲକ୍ଷ ଟଙ୍କା!

ନିଜ ଜୀବନ କାଳରେ ସମସ୍ତେ ଭଲ ଘର ଖଣ୍ତିଏ କରିବାକୁ ଚାହାଁନ୍ତି । ଜୀବନ ଯାକର ପୁଞ୍ଜି ଘର ପିଛା ଖର୍ଚ୍ଚ କରିବାକୁ ପଛାନ୍ତି ନାହିଁ ଲୋକେ । ଯଦି ଆପଣଙ୍କୁ କୁହାଯିବ ମାତ୍ର ୩୦୦ ବର୍ଗ ଫୁଟର ଘର ପାଇଁ ଆପଣଙ୍କୁ ୭୫ ଲକ୍ଷ ଟଙ୍କା ଦେବାକୁ ପଡ଼ିବ, ତେବେ ...

  • Friday, 02 February 2024
Tax
ଟିକସରେ ହାତ ମାରିଲେନି ସୀତାରମଣ, ତଥାପି କରଦାତାଙ୍କ ପାଇଁ ବଡ଼ ରିହାତି

ଅନ୍ତରୀଣ ବଜେଟରେ ଅପରିବର୍ତ୍ତିତ ରହିଲା ଟିକସ ହାର । ଆଗାମୀ ଆର୍ଥିକ ବର୍ଷ ପାଇଁ ବ୍ୟକ୍ତିଗତ କରଦାତାଙ୍କୁ କୌଣସି ରିହାତି ଦେଇନି ନିର୍ମଳାଙ୍କ ବଜେଟ୍ ।

Budget
ମୋଦି ସରକାରଙ୍କ ନିର୍ବାଚନୀ ବଜେଟ୍, ଭିତ୍ତିଭୂମି ବିକାଶ ଉପରେ କେନ୍ଦ୍ରର ଜୋର୍

ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ଏଇ ବେଳାରେ ବିକଶିତ ଭାରତର ଲକ୍ଷ୍ୟ ନେଇ ଅନ୍ତରୀଣ ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ । ଯେଉଁଥିରେ ଗରିବ, ମହିଳା, ଯୁବକ ଓ ଅନ୍ନଦାତା ବା ଚାଷୀକୁ ପ୍ରାଧାନ୍ୟ ଦେଇ ଆୟବ୍ୟୟ ଅଟକଳ କରିଛନ୍ତି ।

Railway budget
ରେଳ ବଜେଟରେ ଓଡ଼ିଶା ପାଇଁ ଦଶ ହଜାର କୋଟି, ପ୍ରେସମିଟରେ ସୂଚନା ଦେଲେ ରେଳମନ୍ତ୍ରୀ

ଓଡ଼ିଶାକୁ ରେଳ ବଜେଟରେ ମିଳିଛି ୧୦ ହଜାର ୫୩୬ କୋଟି ଟଙ୍କାର ଅନୁଦାନ । ବଜେଟରେ ଓଡ଼ିଶାକୁ ରେଳ ଅନୁଦାନ ନେଇ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ।

  • Thursday, 01 February 2024
Budget 2024
ଆଶା-ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଖୁସି ଖବର; ବଜେଟ୍‌ରେ ବଡ଼ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ଭାରତରେ ପ୍ରାୟ ୨୦ ଲକ୍ଷ ଆଶା ଏବଂ ଅଙ୍ଗନବାଡ଼ି କର୍ମୀ ରହିଛନ୍ତି । ଅଙ୍ଗନବାଡି ଏବଂ ଆଶା କର୍ମୀମାନେ ଦୀର୍ଘ ଦିନ ଧରି ଦରମା ବୃଦ୍ଧି ପାଇଁ ଦାବି କରିଆସୁଛନ୍ତି...