• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

women
ନିଆଁରେ ପୋଡ଼ି ହୋଇ ମହିଳା ଗୁରୁତର

ବାଲେଶ୍ୱର(ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋରର ମୂଳେଶ୍ୱର ଗାଁରେ ଅଗ୍ନିକାଣ୍ଡ। ନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ସୋର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲ ନିଆଯାଇଛି। ମହିଳା ଜଣକ ଠାକୁର ପୂଜା କରୁଥିବା ସମୟରେ ସର୍ଟ ସର୍କିଟରୁ...

nabin1
‘୧୯ ବର୍ଷରେ ମହିଳାଙ୍କ ପାଇଁ ନବୀନ କ’ଣ କରିଛନ୍ତି’

ଭୁବନେଶ୍ୱର: ମହିଳା ସଶକ୍ତିକରଣକୁ ଡବଲ ଇଞ୍ଜିନ୍‌ର ଆଖ୍ୟା ଦେଇଥିବା ମୁଖ୍ୟମନ୍ତ୍ରୀଙ୍କୁ କଂଗ୍ରେସର ସମାଲୋଚନା। ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ୧୯ ବର୍ଷରେ ମହିଳାଙ୍କ ପାଇଁ ନବୀନ କ’ଣ କରିଛନ୍ତି ବୋଲି କଂଗ୍ରେସ ଉପସଭାପତି ଆର୍ଯ୍ୟ ଜ୍ଞାନେନ୍ଦ୍ର ପ୍ରଶ୍ନ କରିଛନ୍ତି। ସେ ଆହୁରି ପଚାରିଛନ୍ତି ଯେ, ୧୯ ବର୍ଷରେ କେତେ...

paper
କଂଗ୍ରେସରୁ ଇସ୍ତଫା ଦେଲେ ପ୍ରମୋଦ କିଶୋର ଜେନା

ପାରାଦୀପ: ପାରାଦୀପରେ କଂଗ୍ରେସକୁ ଝଟକା। କଂଗ୍ରେସରୁ ଇସ୍ତଫା ଦେଲେ ପିସିସି ସଂପାଦକ ପ୍ରମୋଦ କିଶୋର ଜେନା। ତାଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି। ବାପି ସର୍ଖେଲଙ୍କୁ ପ୍ରାର୍ଥୀ କରାଯିବା ପ୍ରତିବାଦରେ ସେମାନେ ଇସ୍ତଫା ଦେଇଥିବା କହିଛନ୍ତି। ଏନେଇ ସେ ପିସିସି ସଭାପତି ନିରଞ୍ଜନ...

ticket
ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସେଠୀଙ୍କ ସମର୍ଥକଙ୍କ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର: ନବୀନ ନିବାସ ଆଗରେ କାକାଟପୁର ବିଜେଡି ପ୍ରାର୍ଥୀ ସୁରେନ୍ଦ୍ର ସେଠୀଙ୍କ ସମର୍ଥକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଟିକେଟ୍‌ ମିଳିବା ପରେ ଗତକାଲି ସୁରନ୍ଦ୍ର ସେଠୀ ସମର୍ଥକଙ୍କ ସହ ନାମାଙ୍କନ ଦାଖଲ ପାଇଁ ପୁରୀ ବାହାରିଥିଲେ। ଶୋଭାଯାତ୍ରାରେ ପ୍ରାୟ ୧୫ହଜାର ସମର୍ଥକ ସାମିଲ ହୋଇଥିଲେ। ତେବେ ହଠାତ ତାଙ୍କୁ...

nabin
ଆଜି ବିଭିନ୍ନ ସ୍ଥାନରେ ପ୍ରଚାର କରିବେ ନବୀନ

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ହାତରେ ମାତ୍ର ଆଉ ୪ଦିନ ରହିଲା। ୯ତାରିଖ ହେଉଛି ପ୍ରଚାରର ଶେଷ ଦିନ। ଏଥିପାଇଁ ବିଭିନ୍ନ ଦଳ ତରଫରୁ ଜୋରସୋରରେ ପ୍ରଚାର ଚାଲିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସ୍ଥାନରେ ପ୍ରଚାର କରିବେ। ପ୍ରଥମେ ରାଇଘର ଯାଇ ସେଠାରେ ଏକ ସାଧାରଣ...

jogi
ବ୍ରହ୍ମପୁର ଆସୁଛନ୍ତି ଯୋଗୀ ଆଦିତ୍ୟନାଥ

ଭୁବନେଶ୍ୱର: ଶନିବାର ବ୍ରହ୍ମପୁର ଗସ୍ତରେ ଆସୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ମଧ୍ୟାହ୍ନ ୨ଟାବେଳେ ବ୍ରହ୍ମପୁରରେ ପହଞ୍ଚିବା ପରେ ଆମ୍ବପୁଆ ବିବେକ ବିହାର ସ୍ଥିତ ପଡ଼ିଆରେ ବିଜୟ ସଙ୍କଳ୍ପ ସମାବେଶରେ ଯୋଗ ଦେବେ ଯୋଗୀ। ଏଥିପାଇଁ ସମାବେଶ ପଡ଼ିଆରେ ଆରମ୍ଭ ହୋଇଛି ପ୍ରସ୍ତୁତି। ପଡ଼ିଆକୁ ସମତୁଲ କରିବା ସହ...

ramesh
ଟିଡିପି ସାଂସଦଙ୍କ ଘରେ ଆୟକର ବିଭାଗର ରେଡ୍‌

ନୂଆଦିଲ୍ଲୀ: ଆୟକର ବିଭାଗ ପକ୍ଷରୁ ତେଲୁଗୁ ଦେଶମ ପାର୍ଟିର ରାଜ୍ୟସଭା ସାଂସଦ ସି.ଏମ. ରମେଶଙ୍କ ଘରେ ଚଢ଼ଉ ହୋଇଛି। ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ। ଏନେଇ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଟିଡିପି ସଦସ୍ୟମାନେ ବିଜୟୱାଡାରେ ଅନଶନରେ ବସିଛନ୍ତି। ଆଜି ସକାଳୁ ଆୟକର ବିଭାଗ...

sumitra
ଚଳିତ ଲୋକସଭା ନିର୍ବାଚନ ଲଢ଼ିବେନି ସୁମିତ୍ରା ମହାଜନ

ନୂଆଦିଲ୍ଲୀ: ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନ ଚଳିତ ଲୋକସଭା ନିର୍ବାଚନରେ ଲଢିବେ ନାହିଁ। ଏନେଇ ସେ ଦଳକୁ ଚିଠି ଲେଖି ଜଣାଇଛନ୍ତି। ଇନ୍ଦୋର ଲୋକସଭା ଆସନରୁ ସୁମିତ୍ରା ମହାଜନ ୮ଥର ବିଜୟୀ ହୋଇଛନ୍ତି। ମଧ୍ୟପ୍ରଦେଶର ଅନେକ ଲୋକସଭା ଆସନ ପାଇଁ ବିଜେପି ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇଥିଲେ ମଧ୍ୟ...

jawan
ମାଓବାଦୀ ଆକ୍ରମଣରେ ଜଣେ ଯବାନ ସହିଦ, ଜଣେ ଆହତ

ରାୟପୁର: ଛତିଶଗଡ଼ର ସାଲେଗାଟ ଅଞ୍ଚଳର ମାଓବାଦୀ ଆକ୍ରମଣରେ ଆଜି ଜଣେ ଯବାନ ସହିଦ ହୋଇଥିବା ବେଳେ ଆଉ ଜଣେ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ବି ସାଲେଗାଟ ଅଞ୍ଚଳରେ ସିଆର୍ପିଏଫ୍ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳବିନିମୟ ଜାରି ରହିଛି। ୨୧୧...

man
ଲାଞ୍ଚ ନେଇ ଧରାପଡ଼ିଲେ

କେନ୍ଦୁଝର(ପ୍ରଣୟ ପାଣି): ଲାଞ୍ଚ ନେଇ ଧରାପଡ଼ିଲେ ଟାଉନ୍‌ ପ୍ଲାନିଂ ଅମିନ ଅନ୍ତର୍ଯାମୀ ଦାସ। କେନ୍ଦୁଝର ସହରରେ ଜଣଙ୍କ ଘର ପାଇଁ ପ୍ଲାନ୍ ଅନୁମୋଦନ କରିବା ଲାଗି ଅନ୍ତର୍ଯାମୀ ଲାଞ୍ଚ ମାଗିଥିଲେ। ଯୋଜନା ଅନୁସାରେ ସଂପୃକ୍ତ ବ୍ୟକ୍ତି ଆଜି ଅନ୍ତର୍ଯାମୀଙ୍କୁ ଟଙ୍କା ଦେଉଥିଲେ। ଏତିକି ବେଳେ ପୂର୍ବରୁ ପ୍ରସ୍ତୁତ ହୋଇ...

river
ବଂଶଧାରା ନଦୀ ଜଳ ବିବାଦର ତିନି ଦିନିଆ ଶୁଣାଣି ଶେଷ

ନୂଆଦିଲ୍ଲୀ: ବଂଶଧାରା ନଦୀ ଜଳ ବିବାଦ ମାମଲାର ତିନି ଦିନିଆ ଶୁଣାଣି ଶେଷ ହୋଇଛି। ନେରେଡି ପ୍ରକଳ୍ପ ଦ୍ୱାରା କେତେ ଅଞ୍ଚଳ ପ୍ରଭାବିତ ହେବ ସେ ନେଇ ମିଳିତ ସର୍ଭେ କରିବା ପାଇଁ ଓଡିଶା ଓ ଆନ୍ଧ୍ରପ୍ରଦେଶ ସହମତି ପ୍ରକାଶ କରିଛନ୍ତି। ଉଭୟ ରାଜ୍ୟର ବୈଷୟିକ ଟିମ୍ ସହ...

rahul
୧୫ଜଣ ଲୋକଙ୍କ ନିକଟରେ ଦେଶର ଅନେକ ଟଙ୍କା ମହଜୁଦ ଅଛି: ରାହୁଲ୍‌

ନୂଆଦିଲ୍ଲୀ: ପୁଣେରେ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧି। ୧୫ଜଣ ଲୋକଙ୍କ ନିକଟରେ ଦେଶର ଅନେକ ଟଙ୍କା ମହଜୁଦ ରହିଥିବା ରାହୁଲ କହିଛନ୍ତି। ସାଧାରଣ ଲୋକମାନେ ସେହି ଟଙ୍କାକୁ ବ୍ୟବହାର କରି ପାରୁନାହାନ୍ତି। ତେଣୁ ଏଥିରେ ସ୍ୱଚ୍ଛତା ଆଣିବା ପାଇଁ କଂଗ୍ରେସ ପକ୍ଷରୁ ଉଦ୍ୟମ କରାଯାଉଛି। ଏଥିସହ...

modi
ବିରୋଧୀଙ୍କ ଉପରେ ବର୍ଷିଲେ ମୋଦି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଆମରୋହାରେ ଏକ ରାଲିରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମାନ୍ତ୍ରୀ ନରେନ୍ଦ୍ର ମୋଦି।  କଂଗ୍ରେସ ସମେତ ଅନ୍ୟ ବିରୋଧୀଙ୍କୁ ଟାର୍ଗେଟ କରି ମୋଦି କହିଛନ୍ତି  ଯେ,  ସାରା ବିଶ୍ୱରେ ଯେତେବେଳେ ପାକିସ୍ତାନର ଅସଲ ମୁଖା ଖୋଲିଯାଇଛି, ଏଠାରେ କିଛି ଲୋକ ପାକିସ୍ତାନରେ ହିରୋ ହେବାକୁ ଚାହୁଁଛନ୍ତି।...