• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

bag
କାର୍‌ରୁ ଜବତ ହେଲା ୯ ଲକ୍ଷ ଟଙ୍କା

କେନ୍ଦ୍ରାପଡ଼ା(ପ୍ରବୀର କୁମାର ନାୟକ): କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବାଇପାସ୍‌ରେ ୯ ଲକ୍ଷ ଟଙ୍କା ଜବତ ହୋଇଛି। କାର୍‌ରେ ଚାଲାଣ ହେଉଥିବା ବେଳେ ଫ୍ଲାଇଂ ସ୍କ୍ୱାର୍ଡ୍‌ ୯ ଲକ୍ଷ ଟଙ୍କା ଜବତ କରିଛି। ଗାଡ଼ିର ମାଲିକ ହେଉଛନ୍ତି ଆଳି ବ୍ଲକ କଅଁରପୁରର ବସନ୍ତ ଦାସ। ବସନ୍ତଙ୍କର ପେଟ୍ରୋଲ୍‌ ପମ୍ପ୍‌ ଅଛି।...

2
ଆଜି ନବୀନଙ୍କ ରୋଡ୍‌ ଶୋ’

ଭୁବନେଶ୍ୱର: ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମାଲକାନଗିରି, କୋରାପୁଟ ଓ ଜୟପୁରରେ ନିର୍ବାଚନୀ ପ୍ରଚାର କରିବେ। ସ୍ୱତନ୍ତ୍ର ବସ୍‌ରେ ନବୀନ ରୋଡ୍‌ ଶୋ’ କରିବା ସହ ସାଧାରଣ ସଭାରେ ଯୋଗଦେବେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ବିଜେଡି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି। ପ୍ରଥମେ...

vvv
ପାଣି ପାଇଁ ବିଡିଓଙ୍କୁ ଘେରିଲେ ଲୋକେ

ଉଦଳା (ମାନସ ସାହୁ): ପାଣି ପାଇଁ ବିଡିଓଙ୍କୁ ଘେରିଲେ ଲୋକେ। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର କିରିକିଚିଆ ଗାଁରେ ଅନେକ ଦିନ ହେଲା ପାଣି ପାଇଁ ହଇରାଣ ହେଉଥିବାରୁ ଗ୍ରାମବାସୀ କ୍ରୋଧରେ ବିଡିଓଙ୍କୁ ଘେରିଛନ୍ତି। ଗାଁରେ ଦୁଇଟି ନଳକୂଅ ଥିବାବେଳେ ସେଥିରୁ ଗୋଳିଆ ପାଣି ବାହାରୁଥିବା ଲୋକେ ଅଭିଯୋଗ କରିଛନ୍ତି।...