ଭୁବନେଶ୍ୱର: ତିତ୍ଲି ପ୍ରଭାବିତ ଜିଲ୍ଲାମାନଙ୍କରେ ଏଲ୍ପିଜି ଉପଭୋକ୍ତାମାନଙ୍କୁ ସହାୟତା ନିମନ୍ତେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଚିଠିର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ତିତ୍ଲି ପ୍ରଭାବରେ ବର୍ଷା ଓ ବନ୍ୟାରେ ପ୍ରଭାବିତ ଗଜପତି, ରାୟଗଡ଼ା...
ଭୁବନେଶ୍ୱର: ରାତି ଅନ୍ଧାରରେ ଠାବ ହେଲା ବାଘୁଣୀ ‘ସୁନ୍ଦରୀ’ର ଗତିବିଧି। ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳ ଅନ୍ତର୍ଗତ କୁମୁରୀ ଗାଁ ପାଖରେ ବାଘୁଣୀଟି ରହିଛି। ସେହି ଗାଁରେ ଏକ ବଳଦକୁ ଝୁଣି ଖାଇଥିଲା। ସେହିପରି ଜଣେ ବ୍ୟକ୍ତିଙ୍କୁ ‘ସୁନ୍ଦରୀ’ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି। ସେପଟେ ସୁନ୍ଦରୀକୁ ତୁରନ୍ତ ସ୍ଥାନାନ୍ତର...
ଗଜପତି: ତିତ୍ଲିର ୧୨ ଦିନ ପରେ ଉଦ୍ଧାର ହେଲା ମୃତଦେହ। ତିତ୍ଲିରେ ପ୍ରଭାବିତ ଗଜପତି ଜିଲ୍ଲା କଇଁପୁର ପଞ୍ଚାୟତ ସୁଆବା ଗାଁର ଶେଖର ଶବରଙ୍କ ମୃତଦେହକୁ ପୁଲିସ୍ ଉଦ୍ଧାର କରିଛି। ଗାଁ ନିକଟ ଏକ ପଥର ତଳୁ ଶେଖରଙ୍କ ମୃତଦେହ ଠାବ ହୋଇଥିଲା। ଏହାପରେ ପୁଲିସ୍ କର୍ମୀ ଓ...
ଢେଙ୍କାନାଳ: ଗଜଲକ୍ଷ୍ମୀ ପୂଜାପାଇଁ ଢେଙ୍କାନାଳ ସହରରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ମା’ ଲକ୍ଷ୍ମୀଙ୍କ ମୂର୍ତ୍ତି ଗୁଡିକରେ କାରିଗରମାନେ ଶେଷ ସ୍ପର୍ଶ ଦେଉଛନ୍ତି। ଅନ୍ୟପଟେ ବିଭିନ୍ନ ପୂଜାକମିଟି ପକ୍ଷରୁ ତୋରଣ ଓ ଲାଇଟ୍ ସାଜସଜା ଚାଲିଛି। ୧୧ ଦିନ ଧରି ପାଳିତ ହେବାକୁ ଥିବା ଏହି ଉତ୍ସବ ପାଇଁ ସହରରେ...
ଗଞ୍ଜାମ: ବାତ୍ୟା ତିତ୍ଲିକୁ ବିତିଲାଣି ପ୍ରାୟ ୧୧ ଦିନ। କିନ୍ତୁ ଏଯାଏ ହୋଇଥିବା କ୍ଷୟକ୍ଷତିରେ ସୁଧାର ଆସିନି। ବିଶେଷ କରି ତିତ୍ଲିରେ ପ୍ରଭାବିତ ହୋଇଥିବା ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାବାସୀ ବିଭିନ୍ନ ସମସ୍ୟା ସହ ଯୁଝୁଛନ୍ତି। ୧୨ ଦିନ ହେବ ପାରଳାଖେମୁଣ୍ଡି ଓ ଗୁଣପୁର ଅଞ୍ଚଳ ରେଳ...
ନୟାଗଡ଼: ପୁଅ, ଝିଅକୁ ବିଷ ଦେଇ ପୋଖରୀକୁ ଫିଙ୍ଗିଦେଲା ମା’। ଏହାସହ ସେ ନିଜେ ମଧ୍ୟ ବିଷ ପିଇ ପୋଖରୀକୁ ଡେଇଁଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଝିଅର ମୃତ୍ୟୁ ହୋଇଥିବାବେଳେ ମେଡ଼ିକାଲ୍ ନେବାବେଳେ ପୁଅର ମଧ୍ୟ ମୃତ୍ୟୁ ଘଟିଛି। ଅନ୍ୟପଟେ, ମା’କୁ ଗୁରୁତର ଅବସ୍ଥାରେ ନୟାଗଡ଼ ଜିଲ୍ଲା ମୁଖ୍ୟ...
ଅନୁଗୁଳ: ଗତକାଲିର ଉତ୍ତେଜନା ପରେ ବାଘୁଣୀ ‘ସୁନ୍ଦରୀ’କୁ ଧରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ବାଘୁଣୀକୁ ଟ୍ରାଙ୍କୁଲାଇଜ୍ କରି ଏନ୍କ୍ଲୋଜର୍ ଭିତରକୁ ନେବା ପାଇଁ ବନ ବିଭାଗ ପ୍ରକ୍ରିୟା ଆରମ୍ଭ କରିପାରେ। ଟ୍ରାଙ୍କୁଲାଇଜ୍ କରିବା ପାଇଁ ଗତକାଲି ରାତିରେ ଅନୁଗୁଳରେ ବିଶେଷଜ୍ଞ ଟିମ୍ ପହଞ୍ଚିଛନ୍ତି। ଏହି ଟିମ୍ରେ...