• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

0
ନିର୍ମାଣାଧିନ ବ୍ରିଜ୍‌ ଭୁଶୁଡ଼ିବା ଘଟଣାର ତଦନ୍ତ ଆରମ୍ଭ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କେ. ବଲାଙ୍ଗ ଥାନା ଅନ୍ତର୍ଗତ କୁଞ୍ଚପାଣି ନିକଟରେ ନିର୍ମାଣାଧିନ ବ୍ରିଜ୍‌ ଭୁଶୁଡ଼ିବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। କେଉଁ ପରସ୍ଥିତିରେ ବ୍ରିଜ୍‌ ଭୁଶୁଡିଲା ଓ ଏଥିପାଇଁ ଦାୟୀ କିଏ ସେନେଇ ଏକ କମିଟି ତଦନ୍ତ କରୁଥିବା ସୂଚନା ମିଳିଛି। କମିଟି ରିପୋର୍ଟ ପ୍ରଦାନ କରିବା...

9
ହାତୀ ଉପଦ୍ରବରେ ବ୍ୟାପକ ଫସଲ ନଷ୍ଟ

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁର ମୟୂରଝାଲିଆ ଗାଁରେ ହାତୀ ଉପଦ୍ରବ ଦେଖା ଦେଇଛି। ଗାଁ ଭିତରେ ପଶି ହାତୀ ଧାନ ଫସଲ ନଷ୍ଟ କରିଥିବା ଲୋକେ ଅଭିଯୋଗ କରିଛନ୍ତି। ଦୀର୍ଘ ୧୦ ଦିନ ହେବ ଏହି ଅଞ୍ଚଳରେ ହାତୀ ଉପଦ୍ରବ ଚଳାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ହାତୀ...

8
ମା’ ଅମ୍ବିକାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ବାରିପଦା: ପବିତ୍ର ଦୁର୍ଗାପୂଜା ଅବସରରେ ସଜେଇ ହୋଇଛି ବାରିପଦା ସହରର ମା’ ଅମ୍ବିକାଙ୍କ ପୀଠ। ଧୂପ, ଦୀପ, ଫୁଲହାର ଓ ସ୍ୱର୍ଣ୍ଣ ଅଳଙ୍କାରରେ ଝଟକୁଛି ମା’ଙ୍କ ପ୍ରତିମା। ରୀତିନୀତି ଓ ପରମ୍ପରା ଅନୁଯାୟୀ ମା’ଙ୍କର ନବରାତ୍ରୀ ପୂଜା ସହ ବିଭିନ୍ନ ବେଶ କରାଯାଉଛି। ମା’ ଅମ୍ବିକାଙ୍କୁ ଦର୍ଶନ କରିବା...

3
ପଶ୍ଚିମ ଓଡ଼ିଶାରେ ମା’ଙ୍କ ପୂଜା ମଣ୍ଡପରେ ଦୁଲ୍‌ଦୁଲି ବାଦ୍ୟର ବିଶେଷ ଭୂମିକା

ଭୁବନେଶ୍ୱର: ଜମି ଆସିଲାଣି ପାର୍ବଣର ପରିବେଶ। ଶକ୍ତି ପୀଠରେ ଚାଲିଛି ମା’ଙ୍କ ଆରାଧନା। ମାତୃ ଶକ୍ତିର ଆରାଧନା ଭାରତୀୟ ସଂସ୍କୃତିର ଏକ ମହାନ୍ ପରମ୍ପରା ହୋଇଥିବା ବେଳେ ମା’ଙ୍କ ଆଶୀର୍ବାଦ ନେବା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ବଢୁଛି। ପଶ୍ଚିମ ଓଡ଼ିଶାରେ ମା’ଙ୍କ ପୂଜା...

2
ମା’ ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ବାଙ୍କୀ: ବାଙ୍କୀର ଆରାଧ୍ୟ ଦେବୀ ତଥା ଓଡ଼ିଶାର ଅନ୍ୟତମ ଶକ୍ତିପୀଠ ମା’ ଚର୍ଚ୍ଚିକାଙ୍କ ପୀଠରେ ମହାଷ୍ଟମୀ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ସକାଳୁ ସେବାୟତମାନଙ୍କ ଦ୍ୱାରା ୧୦୮ ଗରାରେ ପବିତ୍ର ଜଳଲାଗି ଓ ମାଜଣା କରାଯିବା ପରେ ମହାଷ୍ଟମୀର ନୀତିକାନ୍ତି ଆରମ୍ଭ ହୋଇଥିଲା। ସୂର୍ଯ୍ୟପୂଜା, ମଙ୍ଗଳଆଳତି, ଦ୍ୱାରପାଳ ପୂଜା...

mao
ମାଓବାଦୀଙ୍କୁ ବନ୍ଧୁକ, ଗୁଳି ଯୋଗାଉଥିଲେ ଯବାନ

ମାଲକାନଗିରି: ଲୁଚାଛପାରେ ମାଓବାଦୀଙ୍କୁ ଗୁଳି, ବନ୍ଧୁକ ଯୋଗାଉଥିବା ଅଭିଯୋଗରେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାର କାସୋଲି ଫୋର୍ସ କ୍ୟାମ୍ପରେ କାର୍ଯ୍ୟରତ ଜଣେ ଯବାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ୍‌। ତାଙ୍କ ନାଁ ରାଜୁ କୁଜୁର। ପୁଲିସ ତାଙ୍କୁ ଗିରଫ କରିବା ପରେ ଡେମୋ ପ୍ରଦର୍ଶନ...