• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

14
ଲୋକାର୍ପିତ ହେବାକୁ ଯାଉଛି ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି

ଗାନ୍ଧୀନଗର: ଆଜି ଲୌହ ମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୩ତମ ଜନ୍ମ ତିଥି। ଏହି ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ଆଜି ଗୁଜରାଟରେ ଲୋକାର୍ପିତ ହେବାକୁ ଯାଉଛି ପଟେଲଙ୍କ ବିଶାଳ ପ୍ରତିମୂର୍ତ୍ତି। ନର୍ମଦା ନଦୀ କୂଳରେ ଏକ ମନୋରମ ପ୍ରାକୃତିକ ପରିବେଶରେ ତିଆରି ହୋଇଥିବା ବିଶ୍ୱର...

8
ଆସିଯାଇଛି ପର୍ଯ୍ୟଟନର ଋତୁ ; କାଲିଠୁ ଖୋଲିବ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ

ବାରିପଦା : ଆସିଯାଇଛି ପର୍ଯ୍ୟଟନର ଋତୁ। ଶିମିଳିପାଳରେ ପୁଣି ପର୍ଯ୍ୟଟକଙ୍କର ଭିଡ଼ ଜମିବ। କାରଣ ଆସନ୍ତାକାଲି ଠାରୁ ଖୋଲିବାକୁ ଯାଉଛି ଶିମିଳିପାଳ ଅଭୟାରଣ୍ୟ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ପର୍ଯ୍ୟଟନସ୍ଥଳୀର ପ୍ରବେଶ ଦ୍ୱାର ହେଉଛି କାଳିଆଣୀ ଗେଟ୍। ଯଶୀପୁର NH 49 ରୁ ଏହାର ଦୂରତା ୧୪ କିଲୋମିଟର।...

0
ପାରାଦୀପ ବନ୍ଦରରେ ନୂଆ ପଦ୍ଧତିରେ ପଣ୍ୟ କାରବାର

ପାରାଦୀପ: ପାରାଦୀପ ବନ୍ଦରରେ ନୂଆ ପଦ୍ଧତିରେ ପଣ୍ୟ କାରବାର ହୋଇଛି। ଜାହାଜକୁ ବର୍ଥିଂ କରାନଯାଇ ମେଡିଟେରାନିନ୍ ମୁରିଂ ପଦ୍ଧତିରେ ପୋତାଶ୍ରୟ ମଧ୍ୟରେ ବର୍ଥ ଠାରୁ କିଛି ଦୂରରେ ରଖି ସେଥିରୁ ତୈଳ ଖଲାସ୍‌ କରାଯାଇଛି। ୧ ନମ୍ବର ଫର୍ଟିଲାଇଜର୍‌ ବର୍ଥ ନିକଟରେ ଜାହାଜକୁ ଲଙ୍ଗର ପକାଯାଇ ରଖାଯାଇଛି। ପାରାଦୀପ...

2
ତିତ୍‌ଲି ପରେ ଚାଷୀଙ୍କ ଚକଡ଼ା ଚିନ୍ତା

ରାୟଗଡ଼ା: ପ୍ରଥମେ ତିତ୍‌ଲି ଆଉ ଏବେ ଚକଡ଼ା ପୋକ, ରାୟଗଡ଼ା ଜିଲ୍ଲାର ଚାଷୀଙ୍କ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ତିତ୍‌ଲି ପ୍ରଭାବରେ ବ୍ୟାପକ କପା ଫସଲ ନଷ୍ଟ ହୋଇଥିବା ବେଳେ ଏବେ ଶହ ଶହ ହେକ୍ଟର ଜମିରେ ଚକଡ଼ା ପୋକ ମାଡ଼ି ଯାଇଛି। ଯେତେ କୀଟନାଶକ ସିଞ୍ଚନ କଲେ ମଧ୍ୟ...

1
ରାଜ୍ୟର ବିଭିନ୍ନ ଜେଲ୍ ପରିସରରେ କ୍ୟାମ୍ପ୍ କୋର୍ଟ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜେଲ୍ ପରିସରରେ କ୍ୟାମ୍ପ୍ କୋର୍ଟ ଆରମ୍ଭ ହୋଇଛି । ଛୋଟ ଛୋଟ ମାମଲାରେ ଛନ୍ଦି ହୋଇ ଜେଲ୍‌ରେ ଥିବା କଏଦୀଙ୍କୁ ସର୍ତ୍ତମୂଳକ ଜାମିନ୍‌ ଦେବା ଉଦ୍ଦେଶ୍ୟରେ ରାଜ୍ୟର ବିଭିନ୍ନ ଜେଲ୍‌ ପରିସରରେ କ୍ୟାମ୍ପ୍ କୋର୍ଟ ବସିଛି। ଆଇନ୍‌ଜୀବୀଙ୍କ ଆନ୍ଦୋଳନ ଯୋଗୁ ଉପୁଜିଥିବା ଅଭାବନୀୟ ପରିସ୍ଥିତିକୁ...