• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

1
ଚୌକିରେ ବୁହା ହେଲେ ରୋଗୀ

କୋରାପୁଟ: ରାଜ୍ୟର ବିଭିନ୍ନ ସ୍ଥାନରେ ରାସ୍ତା ନ ଥିବାରୁ ରୋଗୀଙ୍କୁ ଖଟିଆରେ ଡାକ୍ତରଖାନା ନିଆଯାଉଥିବା ନଜରକୁ ଆସୁଥିବା ବେଳେ କୋରାପୁଟ ଜିଲ୍ଲା ଲମତାପୁଟ୍‌ରେ ଜଣେ ବୃଦ୍ଧାଙ୍କୁ ଚୌକିରେ ଡାକ୍ତରଖାନା ନିଆଯାଉଥିବା ଦେଖିବାକୁ ମିଳିଛି। ଲମତାପୁଟ୍‌ ବ୍ଲକର ଉପାପଡ଼ା ଗାଁର ଲଚମା ପାତାଲ ଅସୁସ୍ଥ ହୋଇ ପଡିଥିଲେ। କିନ୍ତୁ ରାସ୍ତା...

Asian-Rugby-sevens
ଏସିଆ ରଗ୍‌ବୀ ସେଭେନ୍ସ୍‌ ଚାମ୍ପିଅନ୍‌ସିପ୍‌ ଉଦ୍‌ଯାପିତ

ଭୁବନେଶ୍ୱର: ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମରେ ଚାଲିଥିବା ୧୮ବର୍ଷରୁ କମ୍ ବାଳିକା ଏସିଆ ରଗ୍‌ବୀ ସେଭେନ୍ସ୍‌ ଚାମ୍ପିଅନ୍‌ଶିପ୍ ଗତକାଲି ଉଦ୍‌ଯାପିତ ହୋଇଛି। ଏଥିରେ ଚୀନ୍‌ ଚାମ୍ପିଅନ୍‌ ହୋଇଥିବା ବେଳେ ହଂକଂ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଛି। ଗତକାଲି ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଚୀନ୍‌ ୨୮-୫ରେ ହଂକଂକୁ ପରାସ୍ତ କରିଥିଲା। ସେହିପରି...

farmer-agitation
ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍, ପେନ୍‌ସନ୍‌ ଦାବିରେ ଆନ୍ଦୋଳନ

ଭୁବନେଶ୍ୱର: ଚାଷୀଙ୍କୁ ପ୍ରାଇସ୍‌, ପ୍ରେଷ୍ଟିଜ୍, ପେନ୍‌ସନ୍‌ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ଆନ୍ଦୋଳନକୁ ଓହ୍ଲାଇଛି। ଏନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀମାନେ ପଦଯାତ୍ରାରେ ଭୁବନେଶ୍ୱର ଆସୁଛନ୍ତି। ତେବେ ପଦଯାତ୍ରାରେ ଆସୁଥିବା କୃଷକଙ୍କୁ ପୁଲିସ୍‌ ଅଟକାଉଥିବା ନବନିର୍ମାଣ କୃଷକ ସଂଗଠନର ଆବାହକ ଅକ୍ଷୟ କୁମାର ଅଭିଯୋଗ କରିଛନ୍ତି। ଆଜି ସକାଳେ...

1
ମହାବାତ୍ୟାକୁ ପୂରିଲା ୧୯ ବର୍ଷ; ଏବେବି ଲିଭିନି ମହାବାତ୍ୟାର ସେହି କରାଳ ରୂପ

ଭୁବନେଶ୍ୱର: ୧୯୯୯ ମହାବାତ୍ୟାକୁ ପୂରିଛି ୧୯ ବର୍ଷ। କିନ୍ତୁ ଏବେ ଯାଏ ମନରୁ ଲିଭିନି ସେଇ ପ୍ରକୃତିର କରାଳ ରୂପ। ଆଖି ଆଗରେ ଭାସିଯାଇଥିଲେ ପରିବାର ଲୋକ। ଉଜୁଡ଼ି ଯାଇଥିଲା ଜୀବନ ଜୀବିକା। ପ୍ରକୃତିର ତାଣ୍ଡବ ପରେ ଯେଉଁ କେତେଜଣ ବଞ୍ଚିଯାଇଥିଲେ ତାଙ୍କ ପାଇଁ ଦୁର୍ବିସହ ହୋଇ ଯାଇଥିଲା...

HighCourt
ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜିଠୁ ଜେଲ୍‌ରେ ଖୋଲିବ କ୍ୟାମ୍ପ୍‌ କୋର୍ଟ

ଭୁବନେଶ୍ୱର: ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଆଜିଠାରୁ ରାଜ୍ୟର ବିଭିନ୍ନ ଜେଲ୍ ଗୁଡ଼ିକରେ କ୍ୟାମ୍ପ୍‌ କୋର୍ଟ ଖୋଲିବ । ଏଥିରେ ଛୋଟବଡ଼ ମାମଲାରେ ବନ୍ଦୀଥିବା ଲୋକଙ୍କୁ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରାଯିବ। ଏଥିପାଇଁ ଜେଲ୍ ଗୁଡ଼ିକର କର୍ତ୍ତୃପକ୍ଷ ଆନୁଷଙ୍ଗିକ ସୁବିଧା ପ୍ରଦାନ କରିବେ। ଓକିଲଙ୍କ ଆନ୍ଦୋଳନ ଯୋଗୁ ଉପୁଜିଥିବା ଅଭାବନୀୟ...