• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

7
ପୁଣି ଚିଟ୍‌ଫଣ୍ଡ୍ ଠକେଇର ଶିକାର ହେଲେ ଜମାକାରୀ

ଜୟପୁର: ପୁଣି ଏକ ଚିଟ୍‌ଫଣ୍ଡ୍ ଠକେଇର ଶିକାର ହୋଇଛନ୍ତି ଜମାକାରୀ। ଏହି ଅଭିଯୋଗ ଆସିଛି ଜୟପୁର ସହରରୁ। ସନ୍‌ସାଇନ୍ ଇନ୍‌ଫ୍ରା ବିଲ୍‌ଡ କର୍ପୋରେସନ୍ ଲିମିଟେଡ୍ ନାମକ ଏକ ଠକ ସଂସ୍ଥା ବିଭିନ୍ନ ଲୋଭନୀୟ ସ୍କିମ୍ ଦେଖାଇ କୋରାପୁଟ ଜିଲ୍ଲାର ଶହଶହ ଜମାକାରୀଙ୍କଠାରୁ ପ୍ରାୟ ୧୦ କୋଟି ଟଙ୍କା ହରିଲୁଟ୍...

gaja
ଆଜିଠାରୁ ଆରମ୍ଭ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା

ଢେଙ୍କାନାଳ: ଆଜିଠାରୁ ଆରମ୍ଭ ହେଉଛି ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସାରା ପରିବେଶ। ପୂଜା ପାଇଁ ସମସ୍ତ ପୂଜାମଣ୍ଡପଗୁଡ଼ିକରେ ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସୁଉଚ୍ଚ ତୋରଣ ସାଙ୍ଗକୁ ଆଲୋକମାଳରେ ଝଲସୁଛି ପୂଜାପେଣ୍ଡାଲ୍‌। ମା’ଙ୍କ ପୂଜା ପାଇଁ ଢେଙ୍କାନାଳରେ ମା’ ଗଜଲକ୍ଷ୍ମୀ...

sundari
ବାଘୁଣୀକୁ କାବୁ କରିବାକୁ ଟ୍ରାଙ୍କୁଲାଇଜ୍ ଟିମ୍‌ ସାରା ରାତି ଅନିଦ୍ରା

ଅନୁଗୁଳ: ସାରା ରାତି ଅନିଦ୍ରା ରହି ପରିଶ୍ରମ କରିବା ବୃଥା ଯାଇଛି। ବାଘୁଣୀ ‘ସୁନ୍ଦରୀ’ର ପତ୍ତା ନାହିଁ। ଗତରାତିରେ ଟ୍ରାଙ୍କୁଲାଇଜ୍ ଟିମ୍‌କୁ ଚକମା ଦେଇ କୁଆଡ଼େ ଛୁ ହୋଇଯାଉଛି ବାଘୁଣୀ। ଗଛ ଉପରେ ମଞ୍ଚା ବାନ୍ଧି ଜଗିବା ସତ୍ତ୍ୱେ ତାର ଖୋଜ ଖବର ନାହିଁ। ଗତ ରାତିରେ ତାକୁ...

2
ଆସନ୍ତାକାଲି ମହିଳା କଂଗ୍ରେସର ସ୍ୱାଭିମାନ ସଂକଳ୍ପ ସମାବେଶ

ଭୁବନେଶ୍ୱର: ଆସନ୍ତା ୨୫ ତାରିଖରେ ମହିଳା କଂଗ୍ରେସ ପକ୍ଷରୁ ପିସିସି କାର୍ଯ୍ୟାଳୟରେ ସ୍ୱାଭିମାନ ସଂକଳ୍ପ ସମାବେଶ ଅନୁଷ୍ଠିତ ହେବ। ଏଥିରେ ପିସିସି ସଭାପତି ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଓଡ଼ିଶା କଂଗ୍ରେସର ବହୁ ନେତାଙ୍କ ସମେତ ରାଜ୍ୟର କୋଣ ଅନୁକୋଣରୁ ବହୁ କର୍ମୀ ଏହି ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ...

1
ଝାରପଡ଼ା ଜେଲ୍‌ ଗଲେ ଅଭିଜିତ ଆୟାର

ଭୁବନେଶ୍ୱର: ଅଭିଜିତ ଆୟାରଙ୍କୁ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଅଭିଜିତଙ୍କୁ ଭୁବନେଶ୍ୱରର ଭାରପ୍ରାପ୍ତ SDJMଙ୍କ କୋର୍ଟରେ ହାଜର କରାଯାଇଥିଲା। ସେଠାରେ ଅଭିଜିତ ଜାମିନ ଆବେଦନ କରିଥିଲେ ମଧ୍ୟ କୋର୍ଟ ଏହାକୁ ଖାରଜ କରିଦେଇଥିଲେ। ଫଳରେ ତାଙ୍କୁ ଝାରପଡ଼ା ଜେଲକୁ...

7
ଅବହେଳା ଅଭିଯୋଗ ଆଣି ରିଲିଫ୍‌ କ୍ୟାମ୍ପ୍‌ ଛାଡ଼ିଲେ ଲୋକେ

ଗଜପତି: ତିତ୍‌ଲି କ୍ଷତିଗ୍ରସ୍ତଙ୍କୁ ଅବହେଳା ଅଭିଯୋଗ। ବାତ୍ୟା ଆଶ୍ରୟସ୍ଥଳରେ ଖାଇବାକୁ ମିଳିଲା ନାହିଁ। ଫଳରେ  ଖାଇବାକୁ ନ ପାଇ ଲୋକେ ରିଲିଫ୍‌ କ୍ୟାମ୍ପ୍‌ ଛାଡିଥିବା ଜଣାପଡ଼ିଛି । ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ୍‌ ଅନ୍ତର୍ଗତ ଖଜୁରୀପଦା ଆଶ୍ରୟସ୍ଥଳ ଛାଡ଼ି ପଳାଇଛନ୍ତି। ବାତ୍ୟା ପରେ ବର୍ଷାରେ ପଥର ଅତଡ଼ା ଖସିବାରୁ...

representational image
ଡ୍ରେନ ମଧ୍ୟରୁ ନବଜାତ ଶିଶୁପୁତ୍ର ଉଦ୍ଧାର

ଯାଜପୁର: ଡ୍ରେନ୍‌ ଭିତରୁ ନବଜାତ ଶିଶୁପୁତ୍ର ଉଦ୍ଧାର। ଯାଜପୁର ଜିଲ୍ଲା ଚୋରଦା ଛକ ନିକଟ ଏକ ଡ୍ରେନ୍‌ ମଧ୍ୟରୁ ନବଜାତ ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। ପୁଲିସ୍‌ ଶିଶୁପୁତ୍ରକୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛି। ଶିଶୁପୁତ୍ରଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଛି। ତେବେ ଶିଶୁପୁତ୍ରକୁ କିଏ ଏବଂ...

6
ତିତ୍‌ଲି ପ୍ରଭାବରେ ବାତ୍ୟା ଓ ବନ୍ୟାରେ ସିଲିଣ୍ଡର ହଜି ଯାଇଥିବା ପରିବାରକୁ ମିଳିବ ନୂଆ ସିଲିଣ୍ଡର

ଭୁବନେଶ୍ୱର: ତିତ୍‌ଲି ପ୍ରଭାବିତ ଜିଲ୍ଲାମାନଙ୍କରେ ଏଲ୍‌ପିଜି ଉପଭୋକ୍ତାମାନଙ୍କୁ ସହାୟତା ନିମନ୍ତେ  ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଚିଠିର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ତିତ୍‌ଲି ପ୍ରଭାବରେ ବର୍ଷା ଓ ବନ୍ୟାରେ ପ୍ରଭାବିତ ଗଜପତି, ରାୟଗଡ଼ା...