• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

7
ଧରାପୃଷ୍ଠରେ ଧନଦାତ୍ରୀ

ଢେଙ୍କାନାଳ: ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ଧରାବତରଣ ପରେ ସବୁଠି ପୂଜାର୍ଚ୍ଚନା ଚାଲିଛି। ପୂଜା ମଣ୍ଡପକୁ ଆକର୍ଷଣୀୟ ଭାବେ ସୁସଜ୍ଜିତ କରାଯିବା ସହ ସହର ଗୁଡ଼ିକ ରଙ୍ଗୀନ ଆଲୋକ ମାଲାରେ ଝଟକୁଛି। ବିଶେଷ କରି ଲକ୍ଷ୍ମୀ ପୂଜା ପାଇଁ ପ୍ରସିଦ୍ଧ ଢେଙ୍କାନାଳ ଓ କେନ୍ଦ୍ରାପଡ଼ାରେ ଆଡ଼ମ୍ବର ଭାବେ ପୂଜା ପାଳନ...

3
ଧୁମ୍‌ଧାମ୍‌ରେ ଚାଲିଛି ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାରେ ଧନଦାତ୍ରୀ ମା’ ଗଜଲକ୍ଷ୍ମୀଙ୍କ ପୂଜା ବେଶ୍‌ ଧୁମ୍‌ଧାମ୍‌ରେ ଚାଲିଛି। ବିନକାର ଜୁହ୍ନାପଡ଼ାରେ ଚଳିତଥର ୩୫ ତମ ଗଜଲକ୍ଷ୍ମୀ ପୂଜାର ଆୟୋଜନ କରାଯାଇଛି। ସେହିପରି ନୂଆପଡ଼ା ପୂଜା କମିଟି ପକ୍ଷରୁ ମଧ୍ୟ ମା’ ଗଜଲକ୍ଷ୍ମୀଙ୍କ ପୂଜା ଚାଲିଛି। ୩୩ ବର୍ଷରେ ପଦାର୍ପଣ କରିଛି ମା’ଙ୍କ ପୂଜା।...

elephant
ଅନୁଗୁଳରେ ହାତୀ ଆତଙ୍କ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ରେଞ୍ଜରେ ହାତୀ ଆତଙ୍କ ଦେଖାଦେଇଛି। ଟିଟିପିଏସ ଆସ୍ ପଣ୍ଡ୍‌ ନିକଟରେ ପ୍ରାୟ ୨୨ଟି ହାତୀ ଓ କଙ୍କିଳି ଗାଁ ନିକଟରେ ପ୍ରାୟ ୬ଟି ହାତୀ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ହାତୀପଲ ଏହି ଅଞ୍ଚଳରେ ବ୍ୟାପକ ଫସଲ ନଷ୍ଟ କରୁଥିବା ଲୋକେ...

1
କଂଗ୍ରେସ ଭବନରେ ସ୍ୱାଭିମାନ ସଂକଳ୍ପ ସମାବେଶ

ଭୁବନେଶ୍ୱର: ଭୁବନେଶ୍ୱରରେ କଂଗ୍ରେସର ସ୍ୱାଭିମାନ ସଂକଳ୍ପ ସମାବେଶ। ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ଏହି ସମାବେଶରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ। ଅଖିଳ ଭାରତୀୟ ମହିଳା କଂଗ୍ରେସ କମିଟିର ସମ୍ପାଦକ ତଥା ଓଡ଼ିଶା ମହିଳା କଂଗ୍ରେସର ପ୍ରଭାରୀ ସନ୍ଧ୍ୟା ସାୱାଲାଖେ ମଧ୍ୟ ଯୋଗ ଦେଇଛନ୍ତି। ରାଜ୍ୟରେ...

6
ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ନେଇ ସାଧାରଣରେ ଅସନ୍ତୋଷ

ବାଲେଶ୍ୱର: ବାଲେଶ୍ୱରରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌କୁ ନେଇ ଅସନ୍ତୋଷ ଦେଖା ଦେଇଛି। ଦିନେ କି ଦୁଇଦିନ ନୁହେଁ ମାସମାସ ଧରି ଘନଘନ ବିଦ୍ୟୁତ କାଟ୍ ହୋଇଥିବା ବେଳେ ଏହାକୁ ନେଇ ଉପଭୋକ୍ତା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ସେପଟେ ଘୋଷଣା ମାଧ୍ୟମରେ ବିଦ୍ୟୁତ୍‌ କାଟ୍ ହେଉଥିବା ବିଭାଗୀୟ...

1
ତିତ୍‌ଲି ପ୍ରଭାବରେ ଉଜୁଡ଼ି ଯାଇଛି ଫସଲ; ଚିନ୍ତାରେ ଚାଷୀ

ଗଜପତି: ବାତ୍ୟା ତିତ୍‌ଲି ପ୍ରଭାବରେ ଗଜପତି ଜିଲ୍ଲାରେ ଫସଲ ସମ୍ପୂର୍ଣ୍ଣ ଭାବରେ ଉଜୁଡ଼ି ଯାଇଛି। ତିତ୍‌ଲି ବାତ୍ୟା ବେଳେ ହୋଇଥିବା ପ୍ରବଳ ପବନରେ ଧାନ ଗଛ ସବୁ ନଇଁ ଯାଇଛି। ହଜାର ହଜାର ହେକ୍ଟର ଫସଲ କ୍ଷତିଗ୍ରସ୍ତ ହୋଇଛି। ଫଳରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି।...

gajalaxmi puja
ଗଜଲକ୍ଷ୍ମୀ ପୂଜା ପାଇଁ ସଜେଇ ହୋଇଛି ଢେଙ୍କାନାଳ

ଢେଙ୍କାନାଳ: ଢେଙ୍କାନାଳରେ ଆରମ୍ଭ ହୋଇଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ଗତକାଲିଠୁ ଆରମ୍ଭ ହୋଇଥିବା ଏହି ପୂଜା ଦୀର୍ଘ ୧୦ଦିନ ଧରି ଚାଲିବ। ଏଥିପାଇଁ ସହରର ସମସ୍ତ ପୂଜା ମଣ୍ଡପକୁ ବେଶ୍‌ ଆକର୍ଷଣୀୟ ଭାବେ ସଜା ଯାଇଛି। ଚଳିତ ବର୍ଷ ସହରରେ ପ୍ରାୟ ୩୮ ମଣ୍ଡପରେ ମା’ ଗଜଲକ୍ଷ୍ମୀଙ୍କ ପୂଜା...