• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Posts by

15
ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଝୁଲନ୍ତା ମୃତଦେହ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରୁ ଜଣେ ବ୍ୟକ୍ତିଙ୍କର ଝୁଲନ୍ତା ମୃତଦେହ ମିଳିଛି। ମୃତକ ହେଲେ ଭୁଦେବ ବଗର୍ତ୍ତି। ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଏକ ଛୋଟ ଠେଲା ହୋଟେଲ କରି ନିଜର ଗୁଜୁରାଣ ମେଣ୍ଟାଉ ଥିଲେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଲୋକଙ୍କ ବସିବା ପାଇଁ...

train
ରାବଣପୋଡ଼ି ବେଳେ ଟ୍ରେନ୍ ମାଡ଼ିଯିବା ଘଟଣା: ସ୍ଥାନୀୟ ପ୍ରଶାସନ ଉପରେ ଦୋଷ ଲଦିଲା ରେଳବାଇ

ଚଣ୍ଡିଗଡ଼ (ପଞ୍ଜାବ): ଅମୃତସରର ଲୋକଙ୍କ ପାଇଁ ବିଜୟା ଦଶମୀର ସଂଧ୍ୟା ପାଲଟିଥିଲା କାଳ ରାତି। ସଂଧ୍ୟା ୬ଟା ୪୫ ମିନିଟରେ ଘଟିଥିଲା ଏହି ବଡ଼ ଟ୍ରେନ ଦୁର୍ଘଟଣା। ସୂଚନା ଅନୁସାରେ, ଅମୃତସର ଜଉରା ଫାଟକ ନିକଟ ଧୋବି ଘାଟ ପାଖରେ ଅନୁଷ୍ଠିତ ହୋଇଥିଲା ରାବଣ ପୋଡ଼ି। ରେଳ ଧାରଣାରୁ...

0
କୋରାପୁଟର ନିଆରା ପରମ୍ପରା ଲାଠି ଯାତ୍ରା

କୋରାପୁଟ: କୋରାପୁଟରେ ଥିବା ନିଶାଣିମୁଣ୍ଡାଠାରେ ପ୍ରତିବର୍ଷ ବିଜୟା ଦଶମୀ ଦିନ ଲାଠିଯାତ୍ରା ଅନୁଷ୍ଠିତ ହୋଇଥାଏ। ଲାଠିଯାତ୍ରା ସେଠାକାର ଏକ ଭିନ୍ନ ପରମ୍ପରା, ଯେଉଁଠି ବାଉଁଶ ଖଣ୍ଡକୁ ଗ୍ରାମର ପ୍ରତିନିଧି ବା  ଗ୍ରାମଦେବତୀ ଭାବେ ପୂଜା କରାଯାଇଥାଏ। ସମସ୍ତ ଗାଁରୁ ଲାଠି ଏକାଠି ନ ହେଲେ ଦଶହରା ଆରମ୍ଭ ହୋଇ...

9
ରିଆମାଳରେ ରାବଣପୋଡ଼ି ଉତ୍ସବ; ମୁଖ୍ୟ ଅତିଥି ଭାବେ ଯୋଗଦେଲେ ବୈଜୟନ୍ତ

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ୍‌ ସଦର ମହକୁମାରେ ରାବଣପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରିଆମାଳବାସୀଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ବୈଜୟନ୍ତ ରିଆମାଳ ପୂଜା ମଣ୍ଡପରେ ପହଞ୍ଚି ଆଳତି କରିବା ସହ...

8
ରାବଣପୋଡ଼ି ଦେଖିବା ବେଳେ ମାଡ଼ିଗଲା ଟ୍ରେନ୍‌; ମୃତ୍ୟୁସଂଖ୍ୟା ୬୦ରେ ପହଞ୍ଚିଲାଣି

ଚଣ୍ଡିଗଡ଼ (ପଞ୍ଜାବ): ବିଜୟା ଦଶମୀରେ ୧୫ରୁ ୨୦ ସେକେଣ୍ଡ ମଧ୍ୟରେ ମୃତ୍ୟୁର ତାଣ୍ଡବ ରଚାଇଛି ଜଳନ୍ଧର-ଅମୃତସର DMU ଟ୍ରେନ। ରାବଣ ପାଲଟି ୬୦ ଜଣଙ୍କ ଜୀବନ ନେଇଛି ଏହି ଟ୍ରେନ୍‌। ସୂଚନା ଅନୁସାରେ, ଗତକାଲି  ଅମୃତସର ଚୌରା ବଜାର ନିକଟରେ ରାବଣପୋଡ଼ି ବେଳେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।...

7
ଉତ୍ତରା ଛକ ସଡ଼କ ଦୁର୍ଘଟଣା: ସମସ୍ତ ମୃତକଙ୍କ ପରିଚୟ ମିଳିଲା

ଭୁବନେଶ୍ୱର: ଗତକାଲି ରାତିରେ ଉତ୍ତରା ଛକରେ ଏକ କାର୍‌ ଗୋଟିଏ ବାଇକ୍‌କୁ ଧକ୍କା ଦେଇ ନାଳକୁ ଓଲଟି ପଡ଼ିବା ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ୬ ଜଣଙ୍କ ପରିଚୟ ମିଳିଛି। ପ୍ରାଣ ହରାଇଥିବା ଦୁଇ ବାଇକ୍ ଆରୋହୀ ହେଲେ, ପ୍ରଭାକର ପ୍ରଧାନ ଓ ଲକ୍ଷ୍ମୀପ୍ରିୟା ପ୍ରଧାନ।...

2
ତିତ୍‌ଲି ମାଡ଼ରେ ଉଜୁଡ଼ି ଯାଇଛି ଗଞ୍ଜାମ ଜିଲ୍ଲାର ପରିବା ଝୁଡ଼ି

ଗଞ୍ଜାମ: ତିତ୍‌ଲି ବାତ୍ୟାର ମାଡ଼ରେ ଉଜୁଡ଼ିଯାଇଛି ଗଞ୍ଜାମ ଜିଲ୍ଲାର ପରିବା ଝୁଡ଼ି। କେଉଁଠି ବାଲିଚର ତ ଆଉ କେଉଁଠି ପାଣି ଜମିରହି ପଚିସଢ଼ି ଯାଇଛି ଏକର ଏକର ପରିବା ଫସଲ। ହିଞ୍ଜିଳି ବ୍ଲକର ବୁରୁପଡ଼ା ଓ ଚାନ୍ଦିଲିରେ ୪ଶହରୁ ଅଧିକ ଏକର ଜମିରେ ଦେଖିବାକୁ ମିଳିଛି ଦୁର୍ଦ୍ଦଶାର ଚିତ୍ର।...

1
ଆଜି ମେଲାଣି ନେବେ ମା’ ଦୁର୍ଗା

ଭୁବନେଶ୍ୱର: ଆଜି ମେଲାଣି ନେବେ ଜଗତ୍‌ଜନନୀ ମା’ ଦୁର୍ଗା। ମା’ଙ୍କ ମେଲାଣି ପାଇଁ ଟ୍ୱିନ୍‌ସିଟିର ବିଭିନ୍ନ ଭସାଣି କମିଟି ପକ୍ଷରୁ ପ୍ରସ୍ତୁତି ଚୁଡ଼ାନ୍ତ କରାଯାଇଛି। ଭୁବନେଶ୍ୱରରେ କରାଯାଇଛି ୪ଟି କୃତ୍ରିମ ପୋଖରୀ। କୂଆଖାଇ ଓ ଦୟା ନଦୀ କୂଳରେ କୃତ୍ରିମ ପୋଖରୀ ତିଆରି କରିଛି ବିଏମ୍‌ସି। ଭସାଣ ଲାଗି ଭୁବନେଶ୍ୱରକୁ...

bbbb
 ଡମ୍ଫର୍‌ ଧକ୍କାରେ ବୋଲେରୋ ଚୂର୍‌ମାର୍, ଜଣେ ଗୁରୁତର

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ MCLର ଲିଙ୍ଗରାଜ କୋଇଲା ଖଣିରେ ଦୁର୍ଘଟଣା ଘଟିଛି। କୋଇଲା ପରିବହନରେ ବ୍ୟବହୃତ ଡମ୍ଫର୍‌ ଧକ୍କାରେ ବୋଲେରୋ ଚୂରମାର୍ ହୋଇଯାଇଛି। ବୋଲେରୋ ଉପରେ ଡମ୍ଫର୍‌ ସମ୍ପୂର୍ଣ୍ଣ ଭାବେ ଚଢ଼ିଯାଇଥିଲା। ତେବେ ଗାଡ଼ି ଭିତରେ ୩ ଜଣ ଥିବା ବେଳେ ୨ ଜଣ ଦୁର୍ଘଟଣା ସମୟରେ...

sabarimala
ସବରିମାଳା ମନ୍ଦିରରେ ମହିଳା ଶ୍ରଦ୍ଧାଳୁଙ୍କ ପ୍ରବେଶ ନେଇ ତେଜୁଛି ବିବାଦ

ଥିରୁଅନନ୍ତପୁରମ୍: କେରଳ ସବରିମାଳା ମନ୍ଦିରରେ ମହିଳା ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ଗତକାଲିର ବ୍ୟାପକ ହିଂସାତ୍ମକ ଘଟଣା ପରେ ସ୍ଥାନୀୟ ପ୍ରଶାସନ ଏବଂ ପୁଲିସ୍‌ ସଜାଗ ହୋଇଛି। ପାମ୍ପା, ନିଲାକଲ୍, ସାନ୍ନିଧାମ ଏବଂ ଇଲାଭୁଙ୍ଗୁଲ ଅଞ୍ଚଳରେ ୧୪୪ ଧାରାଜାରି ହୋଇଛି। କୌଣସି ମତେ ଏହି ଅଞ୍ଚଳରେ...

16
ରାଜଧାନୀ ଏକ୍ସପ୍ରେସ୍‌ ଲାଇନଚ୍ୟୁତ

ରତଲାମ: ମଧ୍ୟ ପ୍ରଦେଶର ଗୋଧରା ଓ ରତଲାମ୍ ମଧ୍ୟରେ ଏକ ଟ୍ରକ୍‌ ସହିତ ଧକ୍କା ହେବା ପରେ ଲାଇନ୍‌ଚ୍ୟୁତ ହୋଇଛି ତ୍ରିଭେନ୍ଦ୍ରମ୍ ରାଜଧାନୀ ଏକ୍ସପ୍ରେସ୍‌। ଚାନ୍ଦଲା ଷ୍ଟେସନ୍ ନିକଟରେ ସମପାର ଫାଟକରେ ଏହି ଦୁର୍ଘଟଣା ଘଟିଛି। ଟ୍ରକ୍‌କୁ ଧକ୍କା ଦେବା ପରେ ରାଜଧାନୀ ଏକ୍ସପ୍ରେସ୍‌ର ଦୁଇଟି କୋଚ୍ ଲାଇନ୍‌ଚ୍ୟୁତ୍...

14
ବିଜୟା ଦଶମୀରେ ହେବ ରାବଣ ପୋଡ଼ି; ରାବଣ ପ୍ରତିକୃତି ନିର୍ମାଣରେ ବ୍ୟସ୍ତ ଚିତ୍ରଶିଳ୍ପୀ

ଭୁବନେଶ୍ୱର: ବିଜୟା ଦଶମୀରେ ହେବ ରାବଣ ପୋଡ଼ି। ଏଥିପାଇଁ ବିଭିନ୍ନ ପୂଜା ମଣ୍ଡପ ପକ୍ଷରୁ ରାବଣ ପୋଡ଼ି ଅନୁଷ୍ଠିତ ହୋଇଥାଏ। ରାବଣ ପୋଡ଼ି ପାଇଁ ପୁରୁଣା ଭୁବନେଶ୍ୱରର ଚିତ୍ରକର ରାଜକିଶୋର ମହାପାତ୍ରଙ୍କ ପରିବାର ରାବଣ ପ୍ରତିକୃତି କାମରେ ଲାଗି ପଡ଼ିଛନ୍ତି। କିଏ ରଙ୍ଗ ଲଗାଉଛି ତ କିଏ ଅଠା...

2
ବାଉଦପୁରରେ ତିନିଶହ ବର୍ଷ ଧରି ହୋଇ ଆସୁଛି ଦୁର୍ଗାପୂଜା

ଭଦ୍ରକ: ଭଦ୍ରକ ଜିଲ୍ଲା ବାଉଦପୁରରେ ଦୁର୍ଗା ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଠାରେ ୩୦୦ ବର୍ଷ ଧରି ବଙ୍ଗୀୟ ପରମ୍ପରା ଅନୁସାରେ ମା’ ପୂଜା ପାଉଛନ୍ତି। ମା’ଙ୍କ ନବମୀ ପୂଜା ଦେଖିବା ପାଇଁ ମଣ୍ଡପ ପାଖରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି...

11
ତିତ୍‌ଲି ଉଜାଡ଼ି ଦେଇଛି ଚାଷୀଙ୍କ ଫସଲ

ଗଜପତି: ବାତ୍ୟା ‘ତିତଲି’ ପ୍ରଭାବରେ ଗଜପତି ଜିଲ୍ଲାରେ ବ୍ୟାପକ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ‘ତିତ୍‌ଲି’ ଉଜାଡ଼ି ଦେଇଛି ଚାଷୀର ବର୍ଷକର ଫସଲ। ବାତ୍ୟାରେ ଭାଙ୍ଗି ପଡ଼ିଥିବା ଗଛକୁ ଛିଡ଼ା କରିବା ପାଇଁ ଦମ୍‌ ଲଗାଇ ଦେଇଛି ଚାଷୀ। ବାତ୍ୟା ‘ତିତ୍‌ଲି’ ପ୍ରଭାବରେ ଗଜପତି ଜିଲ୍ଲା ମୋହନା ବ୍ଲକର ୩୯ଟି...