ଦୁନିଆ ଆଗରେ ରାମଲାଲାଙ୍କ ଦିବ୍ୟ ଭବ୍ୟ ଓ ବିଶାଳ ମନ୍ଦିର । ସମସ୍ତ ସନାତନଙ୍କୁ ଆଜି ଗୌରବାନ୍ୱିତ କରୁଛି । ତାଠାରୁ ଅଧିକ ଭାବ ବିହ୍ୱଳ କରୁଛି ଆଜିର ମୁହୁର୍ତ୍ତ । ସ୍ୱାଧୀନତା ପାଇଁ ଦେଶ ଲଢ଼େଇ କରୁଥିଲା । ଆଉ ତା ସହ ଦେଶବାସୀ ରାମଲାଲାଙ୍କ ମନ୍ଦିର...
ରିସର୍ଚ୍ଚ କହୁଛି, ବ୍ୟସ୍ତ ବହୁଳ ଜୀବନରେ ଖିଆଲି ମନର ମଣିଷ ଯେତେବେଳ ମୋବାଇଲ୍ କି ଲାପଟପରୁ ରିଲ୍ସ, ସର୍ଟସ ଦେଖନ୍ତି, ଅନଲାଇନ୍ ଗେମ୍ ଖେଳନ୍ତି ସେମାନେ ବିଭିନ୍ନ ପ୍ରକାର ଡେଟିଂ ଆପ୍ ର ବିଜ୍ଞାପନର ଝଲକ ଦେଖନ୍ତି । ଯେଉଁଠି ସୁନ୍ଦରୀ ଯୁବତୀଟିଏ ଅଡିଓ ଓ ଭିଡିଓ କଲର...
ବ୍ୟୟବହୁଳ ଜମାନାରେ ପୁଞ୍ଜି ଏକ ବଡ଼ ଆହ୍ୱାନ । ଆବଶ୍ୟକତା ଠାରୁ ସଉକ ଯଦି ଭାରି ପଡ଼ିଯାଏ, ତେବେ ଆମେ ଋଣଗ୍ରସ୍ତ ଜୀବନକୁ ଜାଣତରେ କିମ୍ବା ଅଜାଣତରେ ନିଜେ ହିଁ ଆଦରି ନେଉ । ପରିଶେଷରେ ଏହାର କୁପ୍ରଭାବ ଆମକୁ ଆର୍ଥିକ, ମାନସିକ ଏବଂ ପରିଶେଷରେ ଚିନ୍ତାଗ୍ରସ୍ତ ଜୀବନ...
କର୍ଣ୍ଣାଟକ ଖଦି ଗ୍ରାମଉଦ୍ୟୋଗ ସଂଯୁକ୍ତ ସଂଘର ଏହି ୟୁନିଟ୍ ହୁବୁଳିରେ ରହିଛି ।
ସତରେ ଏମିତି ଏକ ସମୟରେ ଏହି ଦୃଶ୍ୟ ସମସ୍ତଙ୍କୁ ପ୍ରେରଣା ଦେବ ନିଶ୍ଚୟ । ବାପା ପ୍ରତି ପୁଅର କର୍ତ୍ତବ୍ୟ କଣ, ଆମ ସଂସ୍କୃତି ଓ ପରମ୍ପରା କଣ ତାହା ଏହାହିଁ ପ୍ରମାଣିତ କରୁଛି ।
ଯାତ୍ରା କମିଟି ସଦସ୍ୟ ଓ ସ୍ଥାନୀୟ ବାସିନ୍ଦା ମହିଳାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ବୁଝିବାକୁ ନାରାଜ ଥିଲେ ।
ଘଟଣାକୁ ନେଇ ସଫେଇ ଦେଇ ସଂପୃକ୍ତ ଆଇଟମ ଡ୍ୟାନସର ରାନୀ ପ୍ରିୟଦର୍ଶିନୀ କହିଛନ୍ତି, ମୁଁ କିଛି ଖୋଲିନାହିଁ, ମୋର କିଛି ଖସିନାହିଁ ।
ଘରେ ଘରେ ତ୍ରିରଙ୍ଗା। ରାସ୍ତାରୁ ରାଜପଥ, ଗଭୀର ସମୁଦ୍ରରୁ ମହାକାଶ - ଏଠି ସେଠି ସବୁଠି ଜାତିର ଗୌରବ ତ୍ରିରଙ୍ଗା।
ଇଣ୍ଟରନେଟ୍ କ୍ଷେତ୍ରରେ ଆସିବ ବୈପ୍ଲବିକ ପରିବର୍ତ୍ତନ
ଆର୍ଥିକ ସଂକଟରୁ ରାଜନୈତିକ ଅସ୍ଥିରତା ଆଉ ଏହାକୁ ନେଇ ସୃଷ୍ଟି ହୋଇଥିବା ଜନ ଆନ୍ଦୋଳନ, ହିଂସା ଓ ଅଶାନ୍ତିର ବାତାବରଣ। ଏଭଳି ଘଡ଼ସନ୍ଧି ମୁହୁର୍ତ୍ତରେ ଶ୍ରୀଲଙ୍କାର କ୍ରାଇସିସ ମ୍ୟାନେଜର ଭୂମିକାରେ କାମଚଳା ରାଷ୍ଟ୍ରପତିରୁ ନବନିର୍ବାଚିତ ରାଷ୍ଟ୍ରପତି ରାନୀଲ ୱିକ୍ରମାସିଙ୍ଘେ । ଆଶା କରାଯାଉଛି ଯେ, ଚରମ ବିଶୃଙ୍ଖଳାରୁ ଦେଶକୁ...
ଆସନ୍ତାକାଲି ଶ୍ରୀଲଙ୍କାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ତାହା ନିର୍ଦ୍ଧାରଣ ହେବ । ବର୍ତ୍ତମାନ ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଥିବା ରାନିଲ ବିକ୍ରମାସିଙ୍ଘେ ରେସରେ ରହିଥିବା ବେଳେ ଦୁଇ ଯୋଗ୍ୟ ପ୍ରାର୍ଥୀ ମଧ୍ୟ ମଇଦାନରେ ରହିଛନ୍ତି । ସେମାନେ ହେଲେ ୬୩ ବର୍ଷୀୟ ସିଂହଳୀ ବୁଦ୍ଧିଷ୍ଟ ଦୁଲାସ ଆଲାପେରୁମ୍ମା...
ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନଙ୍କ ପ୍ରେମରେ ପଡ଼ିଛନ୍ତି ଆଇପିଏଲର ପ୍ରତିଷ୍ଠାତା ଚେୟାରମ୍ୟାନ ତଥା ବିସିସିଆଇର ପୂର୍ବତନ ଭାଇସ ପ୍ରେସିଡେଣ୍ଟ ତଥା ବ୍ୟବସାୟୀ ଲଲିତ ମୋଦି । ସୋସିଆଲ ମିଡିଆରେ ଏହି ଦୁହିଁଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ ଏବେ ଆଲୋଚନା, ସମାଲୋଚନା ଓ ବିତର୍କ ହେବା ସ୍ୱାଭାବିକ...