• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Girl Fights Mobile Snatchers
ସାହାସ ଦେଖାଇଲେ ବୁଲେଟ୍‌ ରାଣୀ; ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଲୁଟେରାଙ୍କୁ ଧରିଲେ

ଭୁବନେଶ୍ୱର: ସାହସ ଦେଖାଇ ଲୁଟେରାକୁ କାବୁ କଲେ ଯୁବତୀ। ନ ଡରି ପୁରା ଫିଲ୍ମ ଷ୍ଟାଇଲରେ ଗୋଡ଼ାଇ ଗୋଡ଼ାଇ ଲୁଟେରାଙ୍କୁ ଧରିଲେ ଏହି ଯୁବତୀ। ଘଟଣା ଘଟିଛି ଭୁବନେଶ୍ୱର ଡୁମଡୁମା ଅଞ୍ଚଳରେ। ଗତକାଲି ରାତି ପ୍ରାୟ ସାଢ଼େ ୮ଟାରେ କାମ ସାରି ରିନୁ ବୁଲେଟରେ ଘରକୁ ଫେରୁଥିଲେ। ତାଙ୍କୁ...

Amitabh Bachchan
କ’ଣ ହୋଇଛି ବିଗ୍‌ ବିଙ୍କର ? ଗୋଟିଏ ଲେଖାରେ ଫ୍ୟାନ୍‌ମାନେ ଚିନ୍ତିତ

ମୁମ୍ବାଇ: ବଲିଉଡ୍‌ ବିଗ୍‌ ବି ଅମିତାଭ ବଚ୍ଚନ ସୋସିଆଲ୍‌‌ ମିଡିଆରେ ବେଶ୍‌ ଆକ୍ଟିଭ୍‌ ଥାଆନ୍ତି। ସେ ବ୍ଲଗ୍‌ ମାଧ୍ୟମରେ ତାଙ୍କର ମନର ଭାବନାକୁ ଫ୍ୟାନ୍ସଙ୍କ ସହ ଶେଆର କରିଥାନ୍ତି। ବିଗ୍‌ ବି ଏବେ ଏକ ବ୍ଲଗ୍‌ରେ ଏମିତି କିଛି ଖୁଲାସା କରିଛନ୍ତି, ଯାହାକୁ ନେଇ ଫ୍ୟାନ୍ସ ଚିନ୍ତାରେ ପଡ଼ି...

Drunk Warder Attacks Colleagues
ନିଶାସକ୍ତ ଅବସ୍ଥାରେ ୨ ସହକର୍ମୀଙ୍କୁ ଆକ୍ରମଣ କଲେ ଓ୍ୱାର୍ଡର

ସମ୍ବଲପୁର: ସମ୍ବଲପୁର ସର୍କଲ ଜେଲ୍‌ରେ ୨ ସହକର୍ମୀଙ୍କୁ ଜଣେ ଓ୍ୱାର୍ଡର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗତକାଲି ବଚସା ପରେ ନିଶାସକ୍ତ ଅବସ୍ଥାରେ ଓ୍ୱାର୍ଡର ୨ ସହକର୍ମୀଙ୍କୁ ବାଡ଼େଇ ଥିବା ଅଭିଯୋଗ ହୋଇଛି। ଧନୁପାଲି ଥାନାରେ ଜେଲ୍ କର୍ତ୍ତୃପକ୍ଷଙ୍କ ଲିଖିତ ଅଭିଯୋଗ ପରେ ତଦନ୍ତ ଆରମ୍ଭ ହୋଇଛି। ଅଭିଯୋଗ...

job fraud
ଚାକିରି ଦେବା ନାଁରେ ୬୯ ହଜାର ଠକିନେଲେ ସ୍ୱାମୀ, ସ୍ତ୍ରୀ

ଅନୁଗୁଳ(ବିରଜା ପ୍ରସାଦ ଦାସ): ଚାକିରି କରାଇ ଦେବା ନାଁରେ ଠକି ନେଲେ ହଜାର ହଜାର ଟଙ୍କା। ନା ଦେଲେ କୌଣସି ନିଯୁକ୍ତି ପତ୍ର ନା ଚାକିରି। ହେଲେ ପୋଲିସ୍‌ ହାତରେ ଏହି ଠକମାନେ ଧରାପଡ଼ିଛନ୍ତି।ଠକେଇ ଅଭିଯୋଗରେ ଅନୁଗୁଳ ପୋଲିସ୍‌ ରାଜକିଶୋରପଡ଼ାର ରଞ୍ଜନ କୁମାର ତ୍ରିପାଠୀ, ତାଙ୍କ ସ୍ତ୍ରୀ ମିତାଲି...

woman commits suicide
ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା, କହିଗଲେ-‘ମୋତେ ମନେ ରଖିବ...’

ଅହମଦାବାଦ: ଗୁଜରାଟର ଅହମଦାବାଦରେ ଜଣେ ମହିଳା ସାବରମତୀ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଆତ୍ମହତ୍ୟା କରିବା ପୂର୍ବରୁ ମହିଳା ଜଣକ ଏକ ଭିଡିଓ କରି ସୋସିଆଲ୍‌ ମିଡିଆରେ ଶେଆର କରିଥିଲେ। ଆତ୍ମହତ୍ୟା କରିଥିବା ସମ୍ପୃକ୍ତ ମହିଳାଙ୍କ ନାଁ ଆୟଶା ବୋଲି ଜଣାପଡ଼ିଛି। ଯାହା ବି କିଛି...

car-catches-fire
ପୋଲ ବାଡ଼ାରେ ପିଟି ହୋଇ‌ ଜଳିଗଲା କାର୍

ଦେବଗଡ଼(ସିଦ୍ଧାର୍ଥ ଗୁରୁ): ପୋଲ ବାଡ଼ାରେ ପିଟି ହୋଇ ହଠାତ୍‌ ଚାହୁଁ ଚାହୁଁ ଜଳିଗଲା କାର୍‌। ଦେବଗଡ଼ ଥାନା ଅନ୍ତର୍ଗତ କୁଶପଙ୍ଗା ଗାଁ ନିକଟ ରାଞ୍ଚି-ବିଜୟୱାଡ଼ା ରାଜପଥର ଏକ ପୋଲ ବାଡ଼ାରେ କାର୍‌ ପିଟି ହୋଇ ଜଳି ଯାଇଛି। ଗତକାଲି ସନ୍ଧ୍ୟାରେ ଏହି ଅଘଟଣ ଘଟିଛି। ମିଳିଥିବା ସୂଚନା ଅନୁସାରେ,...

VSSUT
ବୁର୍ଲା ଭିସୁଟ୍ ଶଟ୍‌ଡାଉନ୍‌

ସମ୍ବଲପୁର: ବୁର୍ଲା ଭିସୁଟ୍(Veer Surendra Sai University of Technology)ରେ  କରୋନା ସଂକ୍ରମଣ ବୃଦ୍ଧି ପରେ ଆଜିଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଭିସୁଟ୍‌କୁ ଶଟ୍‌ଡାଉନ୍‌‌ କରାଯାଇଛି। ବୁର୍ଲା ଭିସୁଟ୍‌ରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଭିସୁଟ୍ ହଷ୍ଟେଲ୍‌ ଗୁଡ଼ିକୁ...

gold
କମିଲା ସୁନା ଦର; ୧,୦୦୦ ତଳକୁ ଖସିଲା ରୂପା

ନୂଆଦିଲ୍ଲୀ: ଚଳିତ ସପ୍ତାହରେ ସୁନା ଓ ରୂପା ଦରରେ ହ୍ରାସ ଦେଖିବାକୁ ମିଳିଛି। Multi Commodity Exchange(MCX)ରେ ଆଜି ଦିନ ସାଢ଼େ ୧୧ଟାରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୧୯୫ ଟଙ୍କା ହ୍ରାସ ସହ ୪୬,୦୪୬ ଟଙ୍କାରେ କାରବାର ଚାଲିଥିବା ବେଳେ ରୂପା ପ୍ରତି କିଲୋକୁ ୭୮୭...

deepika
ଟିସୁ ପେପର୍‌ ବିକ୍ରି ବାହାନାରେ ଦୀପିକାଙ୍କ ପର୍ସ ଛଡ଼ାଇ ନେଲେ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ସବୁବେଳେ ଫ୍ୟାନ୍ସଙ୍କ ସହ ସମ୍ପର୍କରେ ଥାନ୍ତି। ଫ୍ୟାନ୍ସଙ୍କ ସହ ଅନେକ ସମୟରେ କଥାବାର୍ତ୍ତା ହେବାର ନଜିର ରହିଛି। ଏପରିକି ଭିଡ଼ ଭିତରେ ମଧ୍ୟ ସେ ଫ୍ୟାନ୍ସଙ୍କ ପାଖକୁ ଯାଇ ସେମାନଙ୍କ ସହ କଥାବାର୍ତ୍ତା ହୋଇଥାନ୍ତି। ହେଲେ ଦୀପିକାଙ୍କ ଏଭଳି ଉଦାରତା...

Thief
ଚୋରି କରିବା ପାଇଁ ଫ୍ଲାଇଟ୍‌ରେ ଓଡ଼ିଶାରୁ ଯାଉଥିଲେ ସୁରତ

ସୁରତ: ଓଡ଼ିଶାରୁ ବିମାନରେ ଉଡ଼ି ଚୋରି ପାଇଁ ଯାଉଥିଲେ ସୁରତ। ସେଠାରେ ପହଞ୍ଚିବା ପରେ ଏକ ସ୍କୁଲ୍‌ ବ୍ୟାଗରେ ହାତୁଡ଼ି, କଟର, ଗ୍ଲୋଭ୍ସ, ମାସ୍କ ନେଇ ଚୋରି ପାଇଁ ଯାଉଥିଲେ ଏବଂ ସେଠାରେ ଚୋରି କରି ପୁଣି ବିମାନରେ ଓଡ଼ିଶାରେ ଫେରୁଥିଲେ। ବିନା ସହଯୋଗୀରେ ଦୁର୍ବୃତ୍ତ ଜଣକ ଏକାକୀ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।