ଭୁବନେଶ୍ୱର: ମଣ୍ଡି ସମସ୍ୟାକୁ ନେଇ ଆଜି ବିଧାନସଭାରେ ଦେବଗଡ଼ର ବିଜେପି ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ଆତ୍ମହତ୍ୟା ଧମକ ଦେଇଛନ୍ତି। ବିଧାନସଭାର ଶୂନ୍ୟକାଳରେ ବିଧାୟକ ଏଭଳି ଧମକ ଦେଇଛନ୍ତି। ମଣ୍ଡିରୁ ଧାନ ନଉଠିଲେ ଆତ୍ମହତ୍ୟା କରିବି ବୋଲି ବିଧାୟକ କହିଛନ୍ତି। ଆଜି ପ୍ରଶ୍ନକାଳ ସମୟରେ ଧାନ ମଣ୍ଡିରେ ଅବ୍ୟବସ୍ଥାର...
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ(Reserve Bank of India) ଖାଲି ପଡ଼ିଥିବା ୮୪୧ ଅଫିସ୍ ଆଟେଣ୍ଡାଣ୍ଟ୍(Office Attendant) ପଦବୀ ପାଇଁ ଆବେଦନପତ୍ର ଆହ୍ୱାନ କରୁଛି। ଏନେଇ ଏହାର ଅଫିସିଆଲ୍ ୱେବ୍ସାଇଟ୍ରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ RBI recruitment ପୋର୍ଟାଲ୍- opportunities.rbi.org.inକୁ ଯାଇ ଅଫିସ୍...
ଚୌଦ୍ୱାର: ବିବାହ ପରେ କନ୍ୟା ଶାଶୂ ଘରକୁ ଯାଇଥିବା ବେଳେ ଜେଲ୍ ଗଲା ବର। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କଟକ ଚୌଦ୍ୱାରରେ। ଚୌଦ୍ୱାର ସର୍କଲ ଜେଲ୍ରେ ଥିବା ଜଣେ ଅଭିଯୁକ୍ତଙ୍କ ନିଆରା ଢଙ୍ଗରେ ବାହାଘର ହୋଇଛି। ବିବାହ ପରେ ନବବଧୂ ଶାଶୂ ଘରକୁ ଫେରିଥିବା ବେଳେ...
ଭୁବନେଶ୍ୱର: ମାଘରୁ ଘାରିଲାଣି ନିଦାଘ ଚିନ୍ତା। ଫେବୃଆରୀ ମାସ ସରି ନଥିବାବେଳେ ରାଜ୍ୟରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ଛୁଇଁବ ହେଲାଣି। ଗତକାଲି ରାଜଧାନୀ ଭୁବନେଶ୍ୱର ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ଥିଲା। ଗତକାଲି ଭୁବନେଶ୍ୱରରେ ସର୍ବାଧିକ ତାପମାତ୍ରା ୩୯.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ବଢୁଥିବା ତାତିକୁ...
କୋଣାର୍କ: କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡା, ଯୁବ ବ୍ୟାପାର ଓ ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତକାଲି କାକଟପୁର ସ୍ଥିତ ଦେଉଳିମଠରେ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଛି। ମନ୍ତ୍ରୀ ଶ୍ରୀ ବେହେରା ନିଜ ପୈତୃକ ଗାଁ ପୁରୀ ଜିଲ୍ଲା ଅସ୍ତରଙ୍ଗ...
ୱାଶିଂଟନ: ବେଳେବେଳେ ଲୋକମାନେ ଏମିତି ନିର୍ଦ୍ଦୟ ହୋଇଯାଆନ୍ତି ଯେ, ହତ୍ୟା କରି ମୃତକଙ୍କ ଶରୀରରୁ ହାର୍ଟ କାଢ଼ି ଏହାକୁ ରାନ୍ଧିବାକୁ ମଧ୍ୟ ପଛାନ୍ତି ନାହିଁ। ଏଭଳି କିଛି ଲୋମହର୍ଷଣକାରୀ ଘଟଣା ଆମେରିକାର ଓକଲାହୋମ୍ରେ ଘଟଣା ଘଟିଛି। ଜଣେ ବ୍ୟକ୍ତି ପ୍ରଥମେ ନିଜ ପଡ଼ୋଶୀଙ୍କୁ ହତ୍ୟା କରିବା ପରେ ତାଙ୍କ...
ତେଲକୋଇ(ଚିନ୍ମୟ କୁମାର ସାହୁ): କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ବରଯାତ୍ରୀ ବସ୍ ଓଲଟି ପଡ଼ିବାରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୫ ଜଣ ଆହତ ହୋଇଛନ୍ତି। ମୃତକଙ୍କ ନାଁ ଅନୀଲ ମହାରଣା। ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ,...
ଭୁବନେଶ୍ୱର: ବାହାର ରାଜ୍ୟରୁ ଓଡ଼ିଶା ଫେରିଥିବା ୨ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ବିଏମ୍ସିର ଅତିରିକ୍ତ କମିଶନର୍ ଶୁଭେନ୍ଦୁ ସାହୁ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଏହି ୨ ଜଣଙ୍କ ମଧ୍ୟରୁ ଜଣେ ମୁମ୍ବାଇରୁ ଫେରିଛନ୍ତି ଓ ସେ ହୋମ୍...