• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Fake Electricity Bills
ନକଲି ବିଦ୍ୟୁତ୍ ବିଲ୍ ଦେଇ ଆଦିବାସୀଙ୍କଠୁ ଲୁଟିନେଲେ ଟଙ୍କା

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ପୁଣି ସାମ୍ନାକୁ ଆସିଛି ନକଲି ବିଦ୍ୟୁତ୍‌ ବିଲ୍ ସଂଗ୍ରହକାରୀଙ୍କ ଠକାମୀ। ନକଲି ବିଦ୍ୟୁତ୍ ବିଲ୍ ଦେଇ ଆଦିବାସୀଙ୍କଠାରୁ ୨ ହଜାର ଟଙ୍କା ଲେଖାଏ ଠକି ନେଇଛନ୍ତି ଦୁର୍ବୃତ୍ତ। ରେଢାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅନ୍ତର୍ଗତ ବଲାଟ ଗାଁରେ ଏହି ଘଟଣା ଘଟିଛି। ବିଦ୍ୟୁତ୍‌ ବିଲ୍ ସଂଗ୍ରହ...

marriage
ଝିଅ ବିଦା ହୋଇ ଗଲା ଶାଶୂ ଘରକୁ, ମଶାଣି ଜୁଇରେ ଜଳିଲା ବାପାର ଚିତା

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ହଠାତ୍‌ ନୀରବି ଗଲା ବାହାଘରର ମହୋତ୍ସବ। ହସଖୁସିର ଉଛୁଳା ଜୁଆରରେ ଯେମିତି ଭଟ୍ଟା ପଡ଼ିଗଲା। କାନ୍ଦବୋବାଳିରେ ଫାଟି ପଡ଼ିଲା ଘର। ଏହା ଦୁର୍ଭଗ୍ୟ ନୁହେଁ ତ ଆଉ କ’ଣ ? ଗୋଟିଏ ପଟେ ଝିଅର ମଥାରେ ସିନ୍ଦୂର ଲାଗିଥିବାବେଳେ ଅନ୍ୟପଟେ ମା’ ମଥାରୁ ସବୁଦିନ ପାଇଁ ...

jee-main-exam
ଆଜିଠୁ JEE Main 2021; ସାରା ଦେଶରେ ୨୨ ଲକ୍ଷ ଛାତ୍ରଛାତ୍ରୀ ଦେବେ ପରୀକ୍ଷା

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେବ Joint Entrance Examination(JEE Main 2021)। ଚଳିତବର୍ଷ ସାରା ଦେଶରୁ ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ୪ଟି sessionsରେ ପରୀକ୍ଷା ହେବ। ପ୍ରଥମ ସେସନ୍‌ ଆଜିଠୁ ଅର୍ଥାତ୍‌ ଫେବୃଆରୀ ୨୩ରୁ ଆରମ୍ଭ ହେଉଥିବା ବେଳେ ମାର୍ଚ୍ଚ, ଏପ୍ରିଲ ଓ...

Health Minister Naba Das
ପରିସ୍ଥିତି ବିଗିଡ଼ିଲେ ଲକ୍‌ଡାଉନ୍‌ ହୋଇପାରେ: ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବହୁତ କଷ୍ଟରେ କରୋନା ନିୟନ୍ତ୍ରଣକୁ ଆସିଛି। ହେଲେ ଏବେବି ସମସ୍ତଙ୍କୁ କରୋନା କଟକଣା ମାନିବାକୁ ପଡ଼ିବ। ଏସ୍‌ଆର୍‌ସି ଗାଇଡ୍‌ଲାଇନ୍ସ ମଧ୍ୟ ପ୍ରସ୍ତୁତ କରିଛନ୍ତି। ସମସ୍ତଙ୍କୁ ମାସ୍କ ପିନ୍ଧିବା, ସାନିଟାଇଜେସନ୍‌, ସାମାଜିକ ଦୂରତା...

gold
ଆହୁରି କମିପାରେ ସୁନା ଦର

ନୂଆଦିଲ୍ଲୀ: ସପ୍ତାହ ଆରମ୍ଭରୁ ଆଜି ସୁନା, ରୂପା ଦରରେ ବୃଦ୍ଧି ଦେଖିବାକୁ ମିଳିଥିବା ବେଳେ ଆଗାମୀ ଦିନରେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିପାରେ ବୋଲି ଏକ୍ସପର୍ଟମାନେ ଅନୁମାନ କରିଛନ୍ତି। Multi Commodity Exchange(MCX)ରେ ଆଜି ଦିନ ସାଢ଼େ ୧୧ଟାରେ ସୁନା ଦର ପ୍ରତି ୧୦ ଗ୍ରାମକୁ ୧୧୭ଟଙ୍କା...

Anjana Mishra
ବିବନକୁ ଫାଶି ହେଉ, ପ୍ରତିଦିନ ମୁଁ ମରି ମରି ବଞ୍ଚିଛି: ଅଞ୍ଜନା

ଭୁବନେଶ୍ୱର: ୧୯୯୯ ମସିହା ଜାନୁଆରୀ ୯ ତାରିଖ ଅର୍ଥାତ୍‌ ୨୨ ବର୍ଷ ତଳର ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନ ଓରଫ ବିବେକାନନ୍ଦ ବିଶ୍ୱାଳଙ୍କୁ କମିଶନରେଟ୍ ପୋଲିସ ଗିରଫ କରିଛି।  ଏନେଇ ପ୍ରେସମିଟ୍‌ରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ବିବନଙ୍କୁ ଗିରଫ...

bans all gatherings
ଫେରୁଛି କରୋନା ସଂକ୍ରମଣ; ଏହି ରାଜ୍ୟରେ ରାଜନୈତିକ, ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ବ୍ୟାନ୍‌

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ଶୁକ୍ରବାରଠୁ ପ୍ରତ୍ୟେକ ଦିନ ମହାରାଷ୍ଟ୍ରରେ ୬ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ଚିନ୍ତା ଆହୁରି ବଢ଼ିଛି। ତେଣୁ କରୋନା ଗାଇଡଲାଇନ୍ସକୁ ପାଳନ କରିବା ପାଇଁ ଲୋକମାନଙ୍କୁ ପରାମର୍ଶ ଦିଆଯାଇଛି।...

Rubina Dilaik
ରୁବିନା ଦିଲୈକ ବିଗ୍‌ ବସ୍‌ ୧୪ ବିଜେତା, ପୁରସ୍କାରରେ ମିଳିଲା ୩୬ ଲକ୍ଷ

ମୁମ୍ବାଇ: ସତ ହେଲା ଦର୍ଶକଙ୍କ ଅନୁମାନ। ଶେଷରେ ବିଗ୍‌ ବସ୍‌ ୧୪ର ବିଜେତା ହୋଇଛନ୍ତି ଟେଲିଭିଜନ ଅଭିନେତ୍ରୀ ରୁବିନା ଦିଲୈକ‌। ଶୋ’ର ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ରୁବିନା ବିଗ୍‌ ବସ୍‌ ୧୪ ଟ୍ରଫି ନିଜ ନାଁରେ କରି ନେଇଛନ୍ତି। ଶୋ’ର ହୋଷ୍ଟ୍‌ ସଲମାନ୍‌ ଖାନ୍‌ ବିଗ୍‌ ବସ୍‌...

father-son arrested
ବଡ଼ କମ୍ପାନୀରେ ଚାକିରି ଦେବା ନାଁରେ ଲୋକଙ୍କୁ ଠକୁଥିଲେ ବାପପୁଅ, ବାନ୍ଧିଲା ପୋଲିସ୍‌

ଅନୁଗୁଳ(ବିରଜା ଦାସ): ବଡ଼ କମ୍ପାନୀରେ ଚାକିରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକୁଥିଲେ। ଖାଲି ଓଡ଼ିଶା ନୁହେଁ ରାଜ୍ୟ ବାହାରର ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକୁଥିବା ବାପପୁଅଙ୍କୁ ପୋଲିସ୍‌ ଗିରଫ କରିଛି। ଲୋକଙ୍କୁ ଠକୁଥିବା ଅଭିଯୋଗରେ ଅନୁଗୁଳ ଜିଲ୍ଲା ଶିମିଳିପଡା ଅଞ୍ଚଳର ଘନଶ୍ୟାମ ମିଶ୍ର ଏବଂ...

marriage-party
ବିବାହ ଭୋଜି ଚାଲିଥିବା ବେଳେ ଲୋକଙ୍କ ଉପରକୁ ମାଡ଼ିଗଲା କାର୍

କଟକ: ବିବାହ ଭୋଜି ଚାଲିଥିବା ବେଳେ ଲୋକଙ୍କ ଉପରକୁ ମାଡ଼ିଗଲା କାର୍। କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ଇମାମ ନଗରରେ ଏହି ଅଭାବନୀୟ ଘଟିଛି। ଏଥିରେ ପାଖାପାଖି ୧୨ ଜଣ ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ କିଛି ଶିଶୁ ଅଛନ୍ତି। ଆହତଙ୍କୁ କଟକ ଏସ୍‌ସିବି ମେଡିକାଲ୍‌ରେ...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।