ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିୟାଲଙ୍କ ଝିଅ ଆରୁଷି ନିଶଙ୍କ ଖୁବ୍ଶୀଘ୍ର ବଲିଉଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଅନ୍ତର୍ଜାତୀୟ ମହିଳା ଦିବସରେ ଆରୁଷି ଇନ୍ଷ୍ଟାଗ୍ରାମରେ ଫିଲ୍ମ ‘ତାରିଣୀ’ର ପୋଷ୍ଟର ଶେଆର କରି ଏସମ୍ପର୍କରେ ଘୋଷଣା କରିଛନ୍ତି। ନୌସେନାର ମହିଳା ଅଫିସରଙ୍କ ସାହସିକତା ଉପରେ ଏହି ଫିଲ୍ମ ଆଧାରିତ। View...
ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଅଗ୍ନିକାଣ୍ଡକୁ ନେଇ ଭଞ୍ଜ ସେନା ଜଙ୍ଗଲ ବିଭାଗର ଅବହେଳା ଓ ସରକାରଙ୍କୁ ଦାୟୀ କରିଛି। ଭଞ୍ଜ ସେନା ପକ୍ଷରୁ ଆଜି ୯ ଘଣ୍ଟିଆ ମୟୂରଭଞ୍ଜ ଜିଲ୍ଲା ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ଆରମ୍ଭ ହୋଇଥିବା ଏହି ବନ୍ଦ ପାଳନ ଅପରାହ୍ଣ ୩ଟା ଯାଏ...
ଭୁବନେଶ୍ୱର: ଆସନ୍ତାକାଲି ମହାଶିବରାତ୍ରୀ। ଜାଗରରେ ମହାଦେବଙ୍କ ଦର୍ଶନ ସହ ଉପବାସ ରଖି ଦୀପ ଜାଳିଥାନ୍ତି ଭକ୍ତ। ତେବେ ଚଳିତ ବର୍ଷ ଜାଗର ପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ମନ୍ଦିର ପରିସର ଓ ବାହାରେ ଶ୍ରଦ୍ଧାଳୁଙ୍କ ଗହଳିକୁ ବାରଣ କରାଯିବା ସହ ମେଳାକୁ ମନା କରାଯାଇଛି। ନିୟମ...
ନୂଆଦିଲ୍ଲୀ: ନିଜ ପୁରୁଣା କାର୍ ଛାଡ଼ି ନୂଆ କାର୍ କିଣିବାକୁ ଚାହୁଁଥିଲେ ଖୁସି ଖବର। ପୁରୁଣା କାର୍କୁ ସ୍କ୍ରାପ୍ ବା ନଷ୍ଟ କରି, ଏହା ବଦଳରେ ନୂଆ କିଣିଲେ ଆପଣଙ୍କୁ ୫% ରିହାତି ମିଳିବ। ନୂଆ କାର୍ ନିର୍ମାତା କମ୍ପାନୀ ପକ୍ଷରୁ ଏହି ୫% ରିହାତି ମିଳିବ। ଏନେଇ...
କଳାହାଣ୍ଡି(ରାଜକୁମାର ସିଂଦେଓ): ଏକତରଫା ପ୍ରେମକୁ ନେଇ ଜଣେ ପ୍ରେମିକଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ଧାରୁଆ ଅସ୍ତ୍ରରେ ପ୍ରେମିକ, ପ୍ରେମିକାଙ୍କ ବେକ କାଟି ଦେଇଥିବା ଅଭିଯୋଗ ହୋଇଛି। ତେବେ ଝିଅକୁ ବଞ୍ଚାଇବାକୁ ଯାଇ ଯୁବତୀଙ୍କ ମା’ଙ୍କ ମୃତ୍ୟୁ ଘଟିଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା କର୍ଲାଖୁଣ୍ଟା ଗାଁରେ ଏହି...
ଭୁବନେଶ୍ୱର: ହୁତୁହୁତୁ ହୋଇ ଜଳିପୋଡ଼ି ଛାର୍ଖାର ହୋଇଯାଉଛି ସାରା ଓଡ଼ିଶାର ଜଙ୍ଗଲ। ଭୟଙ୍କର ଅବସ୍ଥା। ଅସମ୍ଭାଳ ହୋଇପଡ଼ିଲାଣି ସ୍ଥିତି। ଏମୁଣ୍ଡରୁ ସେମୁଣ୍ଡ ଯୁଆଡ଼େ ଚାହିଁବେ ଖାଲି ନିଆଁ ଆଉ ନିଆଁ। ନିଆଁ ଆଉ ଧୂଆଁରେ ଆକ୍ତାମାକ୍ତା ଜୀବଜନ୍ତୁ, ଉଜୁଡ଼ି ଯାଉଛି ସବୁଜିମା। ଜଙ୍ଗଲ ନିଆଁକୁ ରୋକିବାକୁ ସମ୍ବଲପୁର ଡିଏଫ୍ଓ...
ଚୌଦ୍ୱାର(ପ୍ରକାଶ କୁମାର ନାୟକ): ଆଜି ଅନ୍ତର୍ଜାତୀୟ ମହିଳା ଦିବସ। ସାରା ବିଶ୍ୱରେ ଆଜିର ଦିବସକୁ ମହିଳାଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ପ୍ରଥମ ଥର ପାଇଁ ନ୍ୟୁୟର୍କରେ ୧୯୦୯ ମସିହା ମାର୍ଚ୍ଚ ୮ ତାରିଖରେ ମହିଳା ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଅନ୍ତର୍ଜାତୀୟ ମହିଳା ଦିବସର ଥିମ୍ ରହିଛି...
ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଘର ଭିତରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଦ୍ୱୟ ହେଲେ ଶିବାଲ୍ ଡିଲେଶ୍ୱରୀ(୨୧) ଓ ଟାଲୁରୁ ଶ୍ରୀନୁ(୨୮)। ଆରିବା ଗାଁର ଏକ ବନ୍ଦ ଘର ଭିତରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଶିବାଲ୍ ଓ...