• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜର ...more

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।

less

Posts by

Bharat Bandh
ଆସନ୍ତାକାଲି ଭାରତ ବନ୍ଦ, ଗଡ଼ିବନି ଚକ

ନୂଆଦିଲ୍ଲୀ/କଟକ: ଫେବୃଆରୀ ୨୬ ଅର୍ଥାତ୍‌ ଆସନ୍ତାକାଲି The Confederation of All India Traders(CAIT) ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। Goods and Services Tax (GST) ଆଇନ୍‌କୁ ବିରୋଧ, ତୈଳ ଦର ବୃଦ୍ଧି, ଇ-ୱେ ବିଲ୍‌ ସମେତ ଅନ୍ୟ ପ୍ରସଙ୍ଗକୁ ନେଇ CAIT ପକ୍ଷରୁ ଆସନ୍ତାକାଲି...

block deputy chairperson
ସହକାରୀ ଯନ୍ତ୍ରୀଙ୍କୁ ମାଡ଼ ମାରି ଗିରଫ ହେଲେ ବ୍ଲକ୍‌ ଉପାଧ୍ୟକ୍ଷ

ବଲାଙ୍ଗିର(ମନୋରଞ୍ଜନ ଯୋଶୀ): ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ୍‌ ଉପାଧ୍ୟକ୍ଷ ସନ୍ତୋଷ ଗୁରାଣ୍ଡି ପୁଣିଥରେ ଗିରଫ ହୋଇଛନ୍ତି। ୨୦୧୯ ମାର୍ଚ୍ଚ ମାସରେ ତତ୍କାଳୀନ ବି.ଡି.ଓ ସରୋଜ ମିଶ୍ରଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ ଅଭିଯୋଗରେ ସନ୍ତୋଷ ଗୁରାଣ୍ଡି ଗିରଫ ହୋଇ ଚର୍ଚ୍ଚାକୁ ଆସିଥିଲେ। ଏବେ ବ୍ଲକ୍‌ରେ ଆତଙ୍କରାଜ ଖେଳାଇବା ଅଭିଯୋଗରେ ପୁଇଁନ୍ତଲା...

accident
ପଛକୁ ପଛ ପିଟିହେଲା ଗାଡ଼ି, ଚାଲିଗଲା ଆୟୂଷ ଡାକ୍ତରଙ୍କ ଜୀବନ

ବାରିପଦା(ମାଣିକ ଲାଲ୍‌ ପାଣି): ମୟୂରଭଞ୍ଜ ଜିଲ୍ଲା ୧୮ ନମ୍ବର ଜାତୀୟ ରାଜପଥ କୁଳିଅଣା ଥାନା ଅନ୍ତର୍ଗତ ବାଇଗଣ ବାଡିଆ ଛକ ନିକଟରେ ସିରିଜ୍ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ଜଣ ଆହତ ହୋଇଛନ୍ତି। ଗତକାଲି ରାତି ପ୍ରାୟ ସାଢ଼େ ୮ଟା ସମୟରେ ଏହି ଦୁର୍ଘଟଣା...

mother beats her child
ଏ କେମିତିକା ମା’ ? ବିଚ୍‌ ରାସ୍ତାରେ ସନ୍ତାନକୁ ଗୋଇଠା, ବିଧା ମାରିଲେ

ଭୁବନେଶ୍ୱର: ମା’ର ହୃଦୟ ସବୁବେଳେ ତା’ର ସନ୍ତାନ ପାଇଁ ମମତାରେ ଭରି ଥାଏ। ସନ୍ତାନର ଆଖିରେ ଲୁହ ଦେଖିଲେ ମା’ର ଅନ୍ତର କାନ୍ଦି ଉଠେ। ହେଲେ ଏ କେମିତିକା ମା’ ? ଯିଏକି ବିଚ୍‌ ରାସ୍ତାରେ ନିଜ ସନ୍ତାନକୁ ଗୋଇଠା, ବିଧା ମାରୁଛନ୍ତି। ଛୁଆ ଟ୍ୟୁସନ୍‌ ଯିବାକୁ ରାଜି...

petrol price
କାହିଁକି ବଢ଼ୁଛି ପେଟ୍ରୋଲ ଦର ?

ନୂଆଦିଲ୍ଲୀ/ଭୁବନେଶ୍ୱର: ଦେଶରେ ଦିନକୁ ଦିନ ତୈଳଦର ବଢ଼ିବାରେ ଲାଗିଛି। ଏନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖି କହିଛନ୍ତି, ତୈଳ ଦରବୃଦ୍ଧି ସାମୟିକ, ଏହି ଦର ବୃଦ୍ଧି ଶୀଘ୍ର ଠିକ୍‌ ହୋଇଯିବ। ବିଶ୍ୱବଜାରରେ ତୈଳ ଉତ୍ପାଦନ ହ୍ରାସ ପାଇଛି। କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଆହୁରି କହିଛନ୍ତି,...

odisha
ପୋଲିସ୍‌ ହାତରେ ଧରାପଡ଼ିଲା ଡୁପ୍ଲିକେଟ୍‌ ବୋହୂ

କଳାହାଣ୍ଡି(ରାଜ କୁମାର ସିଂ ଦେଓ): ପୋଲିସ୍‌ ହାତରେ ଧରାପଡ଼ିଲା ଡୁପ୍ଲିକେଟ୍‌ ବୋହୂ। ନକଲି ବିବାହ କରି ଲୋକଙ୍କୁ ଠକୁଥିବା ଏହି ଡୁପ୍ଲିକେଟ୍‌ ବୋହୂଙ୍କୁ ପୋଲିସ୍‌ ଧରିଛି। ଖାଲି ଡୁପ୍ଲିକେଟ୍‌ ବୋହୂ ନୁହେଁ ଏସବୁ କାମରେ ତାଙ୍କୁ ସହଯୋଗ କରୁଥିବା ଆଉ ୩ ଜଣଙ୍କୁ ମଧ୍ୟ ପୋଲିସ୍‌ ଗିରଫ କରିଛି।...

Biban's wife
ଅଞ୍ଜନା ଗଣଦୁଷ୍କର୍ମ ମାମଲା; ମୁହଁ ଖୋଲିଲେ ମୁଖ୍ୟ ଅଭିଯୁକ୍ତଙ୍କ ପତ୍ନୀ

ଭୁବନେଶ୍ୱର: ୨୨ ବର୍ଷ ହେଲା ସେ ନଥିଲେ, ତାଙ୍କ ସହ ଯୋଗାଯୋଗ ନଥିଲା। ୨୨ ବର୍ଷ ତଳୁ ସେ କେଉଁଆଡ଼େ ଚାଲି ଯାଇଥିଲେ। ଖାଲି ଶୁଣିଥିଲି ଏମିତି ଏକ ଘଟଣା ପାଇଁ ସେ କୁଆଡ଼େ ଚାଲି ଯାଇଛନ୍ତି। ଗଣମାଧ୍ୟମ ଆଗରେ ମୁହଁ ଖୋଲି ଏମିତି କିଛି କହିଛନ୍ତି ବହୁ...

Quarry Blast In Karnataka
ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ, ୬ ଶ୍ରମିକ ମୃତ

ଚିକବଲପୁର: କର୍ଣ୍ଣାଟକ ଚିକବଲପୁରର ହିରେନାଗାଭାଲ୍ଲିର ଏକ ପଥର ଖାଦାନରେ ଭୟଙ୍କର ବିସ୍ଫୋରଣ ଘଟି ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଆଜି ଭୋର ସମୟରେ ଖାଦାନରେ ପଥର ଫଟାଇବା ଲାଗି ଥିବା ରହିଥିବା ଜିଲେଟିନ ଷ୍ଟିକ୍ସକୁ ସ୍ଥାନାନ୍ତର ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେ ଖାଦାନରେ କାମ କରୁଥିବା ୬...

mars
ମଙ୍ଗଳ ଗ୍ରହରେ ଶୁଭିଲା ସ୍ୱର

ୱାଶିଂଟନ୍‌: ମଙ୍ଗଳ ଅଭିଯାନରେ NASA(National Aeronautics and Space Administration)କୁ ଆଉ ଏକ ସଫଳତା ମିଳିଛି। ମଙ୍ଗଳ ପୃଷ୍ଠର ଶବ୍ଦ ସଂଗ୍ରହ କରିବାରେ ନାସା ସଫଳ ହୋଇଛି। ଲୋହିତ ଗ୍ରହ ମଙ୍ଗଳ ପୃଷ୍ଠରେ ନାସା ଦ୍ୱାରା ପ୍ରେରିତ ‘ପର୍ସିଭିରନ୍ସ ରୋଭର’ ଅବତରଣ ବେଳର ଶବ୍ଦ ସଂଗ୍ରହ କରିଛି। ରୋଭର...

ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଡିଗ୍ରୀ ହାସଲ ପରେ ବିଜେବି କଲେଜରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ। ପ୍ରିଣ୍ଟ୍ ଓ ଡିଜିଟାଲ୍‌ ମିଡିଆରେ ୫ ବର୍ଷରୁ ଅଧିକ ସମୟ କାର୍ଯ୍ୟ କରିବାର ଅଭିଜ୍ଞତା। ସ୍ପେଶାଲ୍‌ ନ୍ୟୁଜ୍‌ ଓ ମନୋରଞ୍ଜନ ଖବର ପରିବେଷଣ କରିବାର ଦକ୍ଷତା ରହିଛି।