ଆନନ୍ଦପୁର(ମୁନା ସିଂ): କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଏକ ବଡ଼ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ। ଦ୍ରୁତ ଗତିରେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଉପରେ ହଠାତ୍ ଲୁହାପଥର ବୋଝେଇ ଟ୍ରକ୍ ଖସି ପଡ଼ିଥିଲା। ଏହି ସମୟରେ...
ବେଙ୍ଗାଲୁରୁ: “ମୁଁ ମୋ ଜୀବନରେ ହାରି ଯାଇଛି। ନା ମୁଁ ଜଣେ ଭଲ ପୁଅ ନା ଭାଇ, ଏପରିକି ଭଲପାଇବାର ହୃଦୟ ଜିତି ପାରିଲି। ମୋ ଜୀବନରେ ହାସଲ କରିବାକୁ ଆଉ କିଛି ବାକି ନାହିଁ। ତେଣୁ ସବୁଦିନ ପାଇଁ ମୁଁ ମୋ ଜୀବନକୁ ଶେଷ କରି ଦେଉଛି”…ମୃତ୍ୟୁ...
ସୋନପୁର/ସମ୍ବଲପୁର(ରବୀନ୍ଦ୍ର ହୋତା/ସଞ୍ଜୟ ଜେନା): ରାଜ୍ୟର ୨ଟି ସ୍ଥାନରେ ଆଜି ଭିଜିଲାନ୍ସ ରେଡ୍ ହୋଇଛି। ବେଆଇନ୍ କିରୋସିନ୍ ଓ ଡିଜେଲ୍ କାରବାର ଅଭିଯୋଗରେ ସମ୍ବଲପୁରରେ ଭିଜିଲାନ୍ସ ଟିମ୍ ରେଡ୍ କରିଥିବା ବେଳେ ଲାଞ୍ଚ ନେବା ବେଳେ ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ପୂର୍ବତନ ଆର୍ଆଇ ଓ ସୁପରଭାଇଜର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି।...
ମୁମ୍ବାଇ: ମହାରାଷ୍ଟ୍ରକୁ ପୁଣି ଫେରିଲା କୋଭିଡ ଡର। ଗୁରୁବାର ଦିନ ମହାରାଷ୍ଟ୍ରରେ ୫ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୭୫ ଦିନ ପରେ ଗୋଟିଏ ଦିନରେ ମହାରାଷ୍ଟ୍ରରେ ଏତେ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସପ୍ତାହେ ହେବ ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା...
ୱାଶିଂଟନ: ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା NASA(National Aeronautics and Space Administration) ଇତିହାସ ରଚିଛି। ନାସାର ଯାନ ‘ପର୍ସିଭିରନ୍ସ ରୋଭର’ ମଙ୍ଗଳ ଗ୍ରହରେ ସଫଳତାର ସହ ଅବତରଣ କରିଛି। ୭ ମାସ ପରେ ଏହି ରୋଭର ମଙ୍ଗଳ ଗ୍ରହରେ ଅବତରଣ କରିଛି। ଭାରତୀୟ ସମୟ ଅନୁସାରେ, ଗୁରୁବାର...
ପୁରୀ: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାୱତ୍ ଶ୍ରୀମନ୍ଦିର ରେ ପହଞ୍ଚି ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କ ଦର୍ଶନ କରିଛନ୍ତି। ଆଜି ସକାଳୁ କଙ୍ଗନା ଭୁବନେଶ୍ୱରରୁ ବାହାରି ପୁରୀରେ ପହଞ୍ଚି ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିବା ସହ ମହାପ୍ରଭୁଙ୍କ ଆଶୀର୍ବାଦ ନେଇଛନ୍ତି। କଙ୍ଗନା ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ପହଞ୍ଚିବା ପରେ ସିଂହାରୀ ସେବାୟତ...