ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆଜି ଏକ ଛାତିଥରା ଘଟଣା ଘଟିଛି। ଦୁଇ ଜଣ ଯୁବକ ଜଣେ ପିକ୍ଅପ୍ ଭ୍ୟାନ ଡ୍ରାଇଭରଙ୍କୁ ଭୁଜାଲିରେ ହାଣି ହତ୍ୟା କରିଛନ୍ତି। ଘଟଣା ପରେ ହତ୍ୟାକାରୀଙ୍କୁ ପିସିଆର୍ ଭ୍ୟାନ୍ରୁ ଆଣି ଉତ୍ତ୍ୟକ୍ତ ଲୋକେ ନିସ୍ତୁକ ପିଟିଛନ୍ତି। ଦୁଇ ହତ୍ୟାକାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଛନ୍ତି ଉତ୍ତ୍ୟକ୍ତ...
ଭୁବନେଶ୍ୱର: ଯେତେ ଲିଭେଇଲେ ବି ଲିଭୁନି ଶିମିଳିପାଳ ନିଆଁ। ଗୋଟିଏ ପଟେ ଥମିଲେ ଅନ୍ୟ ପଟେ ବିଜୁଳି ବେଗରେ ବ୍ୟାପୁଛି। ସପ୍ତାହେରୁ ଅଧିକ ସମୟ ଧରି ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ ଅଭୟାରଣ୍ୟ। ଜଙ୍ଗଲର ଦୁଧିଆଣି, ତାଳବନ୍ଧ, ଗୁରୁଗୁଡ଼ିଆ, କେନ୍ଦୁମୁଣ୍ଡି, ଓ ବରେହିପାଣି ଭଳି ପ୍ରାୟ ୧୦ଟି କୋର୍...
ବୌଦ୍ଧ(ଭାର୍ଜନ ପ୍ରଧାନ): ଏମିତି ବି ଆସେ ମୃତ୍ୟୁ ! ବାପାଙ୍କ ଅନ୍ତିମ ସଂସ୍କାର ସାରି ଘରକୁ ଫେରିବା ବାଟରେ ଦୁର୍ଘଟଣାରେ ଚାଲିଗଲା ପୁଅର ଜୀବନ। ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ତରଭା ଅଞ୍ଚଳର ଅରୁଣ ମେହେର। ସୂଚନା...
ନୀଳଗିରି: ଦୁଇ ଦିନ ତଳେ ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଯାଇଥିଲେ। ତେବେ ଘରକୁ ଫେରିବା ବାଟରେ କାର୍ ଭିତରେ ଚେତାଶୂନ୍ୟ ହୋଇପଡ଼ିଲେ ଯୁବକ। ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବାଲେଶ୍ୱର ଜିଲ୍ଲା ନୀଳଗିରିରେ ଏହି ଘଟଣା ଘଟିଛି। ମୃତ...
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍ର ଦ୍ରୁତ ବୋଲର ଜସ୍ପ୍ରୀତ ବୁମରାହ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି। ମିଳିଥିବା ସୂଚନା ଅନୁସାରେ, ବ୍ୟକ୍ତିଗତ କାରଣ ଦର୍ଶାଇ ବୁମରାହ କିଛିଦିନ ଛୁଟିରେ ରହିବା ପାଇଁ BCCI(Board of Control for Cricket in India)କୁ ଅନୁମତି ମାଗିଥିଲେ ଓ...
ଆଗ୍ରା: ବିଶ୍ୱ ପ୍ରସିଦ୍ଧ ଐତିହାସିକ ତାଜମହଲରେ ବୋମା ରଖା ଯାଇଥିବା ସୂଚନା ମିଳିବା ପରେ କିଛି ସମୟ ପାଇଁ ତାଜମହଲକୁ ବନ୍ଦ ରଖା ଯାଇଥିଲା। ତାଜମହଲରେ ବୋମା ରଖା ଯାଇଥିବା ନେଇ ଉତ୍ତର ପ୍ରଦେଶ ପୋଲିସ୍ ହେଲ୍ପ୍ଲାଇନ୍ ନମ୍ବରରେ ଆଜି ସକାଳେ ଏକ ଫୋନ୍ କଲ୍ ଆସିଥିଲା। ଏହାପରେ...
ଆନନ୍ଦପୁର: ଆନନ୍ଦପୁର-କରଞ୍ଜିଆ ରାସ୍ତାର ସାତକୋଶିଆ ଘାଟିରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘାଟିରୁ ବସ୍ ଓଲଟି ପଡ଼ିବା ଯୋଗୁ ୨୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଘାଟିରୁ ଓଲଟି ପଡ଼ିବା ପରେ ବସ୍ରେ ନିଆଁ ଲାଗି ଯାଇଥିବା...
ଜୁବା(ସାଉଥ୍ ସୁଦାନ): ଦକ୍ଷିଣ ସୁଦାନ ଜୋଙ୍ଗ୍ଲେଇ ଷ୍ଟେଟ୍ରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ଯୋଗୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ମୃତକଙ୍କ ମଧ୍ୟରେ ୨ ଜଣ ପାଇଲଟ୍ ଅଛନ୍ତି। ପ୍ରକୃତରେ କେତେ ଜଣଙ୍କ ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ଭାବରେ ଜଣାପଡ଼ି ନାହିଁ। ମଙ୍ଗଳବାର ଅପରାହ୍ଣରେ ଏହି...
ହାନୋଇ(ଭିଏତନାମ): କଥାରେ ଅଛି ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ଏକ ବିଲ୍ଡିଂର ୧୨ ମହଲାରୁ ଖସି ପଡ଼ିଥିବା ୨ ବର୍ଷର ଶିଶୁ କନ୍ୟାକୁ ମଣିଷରୂପୀ ଭଗବାନ ସାଜି ଉଦ୍ଧାର କରିଛନ୍ତି ଜଣେ ଡେଲିଭରି ଡ୍ରାଇଭର। ସୋସିଆଲ୍ ମିଡିଆରେ ଏହାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ...
ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ସଦର ଥାନା ବନ୍ଧପାଲି ନିକଟ ଇବ୍ ନଦୀ ପଠାରୁ ଜଣେ ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଛି। ଗତକାଲି ରାତିରେ ଘଟଣାସ୍ଥଳରୁ ସମ୍ପୃକ୍ତ ଯୁବକଙ୍କ କଟା ମୁଣ୍ଡ, ଗୋଟିଏ ଗୋଡ଼ ଓ ଶରୀରର ଅନ୍ୟ କିଛି ଅଂଶ ମିଳିଥିଲା। ଆଜି ସକାଳୁ ପାଣି...
ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଥଟ୍ଟାମଜାରୁ କଥା କଟାକଟି, ଆଉ ତା’ପରେ ଛୁରା ମାଡ଼। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ ବୋରସିଂ ହାଇସ୍କୁଲ୍ରେ ଜଣେ ଛାତ୍ର ଆଉ ଜଣେ ଛାତ୍ରଙ୍କୁ ଛୁରାମାଡ଼ କରିଛନ୍ତି। ଏଥିରେ ଜଣେ ଛାତ୍ର ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତର...
ନୂଆଦିଲ୍ଲୀ: ପୁଣି ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ଗତକାଲି ସୁନା ଦରରେ ସାମାନ୍ୟ ବୃଦ୍ଧି ଘଟିଥିବା ବେଳେ ଆଜି ଏହା ହ୍ରାସ ହୋଇଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ଦର ପ୍ରତି ୧୦ ଗ୍ରାମକୁ ୨୫୦ ଟଙ୍କା ହ୍ରାସ ସହ ୪୫,୩୦୦ ଟଙ୍କାରେ କାରବାର...