• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବର ...more

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।

less

Posts by

khatia-ambulance
ଗାଁକୁ ଭଲ ରାସ୍ତା ନଥିବାରୁ ଖଟିଆରେ ବୁହା ହେଲେ ରୋଗୀ

ବାଲିଶଙ୍କରା : ଖଟିଆରେ ବୁହା ହେଲେ ରୋଗୀ । ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରିଲା ନାହିଁ । ଖଟିଆରେ ବୁହା ହୋଇ ଅଣାଗଲା ପରେ ସେଠାରୁ ରୋଗୀଙ୍କୁ ଆମ୍ବୁଲାନ୍ସରେ ଡାକ୍ତରଖାନା ନିଆଗଲା । ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ…

vaccine
ସିରିଞ୍ଜରେ ନଥିଲା କରୋନା ଭ୍ୟାକ୍ସିନ୍ : ଯୁବକଙ୍କୁ ଖାଲି ଛୁଂଚି ଫୋଡ଼ିଦେଲେ ସ୍ୱାସ୍ଥ୍ୟକର୍ମୀ

ପାଟନା : ଦେଶରେ କରୋନା ଟିକାକରଣ ଜୋରସୋରରେ ଚାଲିଛି । ଏବେ ଟିକାକରଣ ମାମଲାରେ ଦେଶ ଅନେକ ରେକର୍ଡ ମଧ୍ୟ ସୃଷ୍ଟି କରିଛି । ପୂର୍ବ ତୁଳନାରେ ଅଧିକ ଲୋକଙ୍କୁ ଟିକାକରଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ଏବଂ କମ ସମୟରେ ଲୋକେ…

corona
ଆଜି ରାଜ୍ୟରେ ୨୯୧୨ ନୂଆ ପଜିଟିଭ୍ ଚିହ୍ନଟ, ଆଉ ୪୦ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର : ତିନି ହଜାର ତଳକୁ ଖସିଲା ସଂକ୍ରମଣ । ରାଜ୍ୟରେ ଧୀରେ ଧୀରେ ହ୍ରାସ ପାଉଛି ପଜିଟିଭ୍ ସଂଖ୍ୟା । ଦୈନିକ ସଂକ୍ରମଣରେ ଲଗାତାର ହ୍ରାସ ଦେଖିବାକୁ ମିଳୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୯୧୨ ସଂକ୍ରମିତ ଚିହ୍ନଟ…

robert
ରବର୍ଟ ଭଦ୍ରାଙ୍କ କାରର ଚାଲାଣ କାଟିଲା ପୋଲିସ୍

ନୂଆଦିଲ୍ଲୀ : ତଣ୍ଡ ଗଣିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ । ରବର୍ଟ ଭ୍ରଦାଙ୍କ ଗାଡ଼ିର ଚାଲାଣ କାଟିଲା ପୋଲିସ୍ । ଗତ ବୁଧବାର ସକାଳେ ରବର୍ଟ ଭଦ୍ରା ନିଜର ସୁରକ୍ଷାକର୍ମୀଙ୍କ ସହ ବାରାପୁଲା ଠାରୁ ସୁଖଦେବ ବିହାର ନିଜର…

school
ଆତ୍ମହତ୍ୟା କଲେ ଘରୋଇ ସ୍କୁଲ ଶିକ୍ଷକ : ଦୁଇ ବର୍ଷ ହେଲା ବେତନ ନମିଳିବାରୁ ବିଷାଦଗ୍ରସ୍ତ ଥିଲେ

ନୂଆଦିଲ୍ଲୀ : ବିଷାଦଗ୍ରସ୍ତ କଲା ମହମାରୀ । ଆତ୍ମହତ୍ୟା କଲେ ଘରୋଇ ସ୍କୁଲ ଶିକ୍ଷକ । ରାଜଧାନୀ ଦିଲ୍ଲୀରେ ଜଣେ ସ୍କୁଲ ଶିକ୍ଷକ ଆତ୍ମହତ୍ୟା କରିବା ପରେ ଚାରିଆଡ଼େ ହଇଚଇ ସୃଷ୍ଟି ହୋଇଛି । ବିଗତ ଦୁଇ ବର୍ଷ ଧରି ବେତନ…

barsh-anubhab
ମଧ୍ୟସ୍ଥ କେନ୍ଦ୍ରକୁ ଆସିଲେନି ବର୍ଷା, ଅସନ୍ତୋଷ ବ୍ୟକ୍ତ କଲେ ଅନୁଭବ

କଟକ : ଆସିଲେନି ବର୍ଷା, ଅନୁଭବ ନିରାଶ । ପୁଣି ତେଜିଲା ବର୍ଷା-ଅନୁଭବ ପାରିବାରିକ ବିବାଦ । ଦାଣ୍ଡରେ ପଡ଼ି ହାଟରେ ଗଡୁଥିବା ଷ୍ଟାର ଦମ୍ପତି ବର୍ଷା-ଅନୁଭବ କଳିର କୌଣସି ସମାଧାନ ହୋଇପାରୁନି ।  ମଧ୍ୟସ୍ଥ କେନ୍ଦ୍ରକୁ ଆସିଲେନି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶୀନି…

mulana
ଫେସବୁକର ’ହା ହା’ ଇମୋଜି ବିରୋଧରେ ଫତୱା ଜାରି କଲେ ମୌଲାନା

ଢ଼ାକା : ‘ହା ହା’ ଇମୋଜି ବିରୋଧରେ ବିଚିତ୍ର ଫତୱା । ବାଂଲାଦେଶର ଜଣେ ପ୍ରସିଦ୍ଧ ମୌଲାନା ଫେସବୁକର ‘ହା ହା’ ଇମୋଜି ବିରୋଧରେ ଫତୱା ଜାରି କରିଛନ୍ତି । ଲୋକଙ୍କୁ ପରିହାସ କରିବା ପାଇଁ ଫେସବୁକରେ ‘ହା ହା’ ଇମୋଜି…

jio next
ଗୁଗଲ ଓ ଜିଓର ଫିଚର୍ ସହ ଉପଲବ୍ଧ ହେବ Jio Phone NEXT

ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ୪୪ତମ ବାର୍ଷିକ ସାଧାରଣ ବୈଠକରେ ଅଧ୍ୟକ୍ଷ ମୁକେଶ ଅମ୍ବାନି ରିଲାଏନ୍ସ ଜିଓ ଓ ଗୁଗୁଲ୍‌ର ସହଯୋଗିତାରେ ପ୍ରସ୍ତୁତ ହୋଇଥିବା ନୂଆ ସ୍ମାର୍ଟଫୋନ୍‌- ଜିଓଫୋନ୍ ନେକ୍ସଟ୍ ବିଷୟରେ ଘୋଷଣା କରିଛନ୍ତି। ଏହି ସ୍ମାର୍ଟଫୋନ୍‌ରେ ଜିଓ ଓ ଗୁଗୁଲ୍‌ର ବିଭିନ୍ନ…

sonu sood
ସାଇକେଲରେ ସୋନୁ ସୁଦଙ୍କ ସୁପରମାର୍କେଟ୍ : ୧୦ଟି ଅଣ୍ଡା ଅର୍ଡର କଲେ ଫ୍ରି ହୋମ୍ ଡେଲିଭରି

  ଅଣ୍ଡା ଓ ବ୍ରେଡ୍ ବିକ୍ରି କରିବାକୁ ସାଇକେଲରେ ବାହାରିଲେ ସୋନୁ ସୁଦ୍ ହୋମ୍ ଡେଲଭରି ପାଇଁ ଦେବାକୁ ପଡ଼ିବ ଏକ୍ସଟ୍ରା ଚାର୍ଜ ନୂଆ ଅବତାରରେ ଦେବଦୂତ । ସାଇକେଲରେ ବଲିଉଡ୍ ଅଭିନେତା ସୋନୁ ସୁଦଙ୍କ ସୁପରମାର୍କେଟ ।  ଅଣ୍ଡା ଓ…

corona
ଦେଶରେ ୩୦ କୋଟି ଟପିଲା କରୋନା ଟିକାକରଣ : ୭୧ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ନେଇସାରିଛନ୍ତି ଉଭୟ ଡୋଜ୍

ନୂଆଦିଲ୍ଲୀ : ଦେଶରେ ଦିନକୁ ଦିନ କରୋନା ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୩୦ କୋଟିରୁ ଅଧିକ ଲୋକଙ୍କୁ କରୋନା ଟିକା ଦିଆଯାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ସମୁଦାୟ ୩୦,୧୬,୨୬,୦୩୮ଙ୍କୁ…

modi
’ପରମ୍ପରା ଏବଂ ପ୍ରଯୁକ୍ତିବିଦ୍ୟା ଭାରତର ସବୁଠାରୁ ବଡ ଶକ୍ତି’

ନୂଆଦିଲ୍ଲୀ : ’ପରମ୍ପରା ଏବଂ ପ୍ରଯୁକ୍ତିବିଦ୍ୟା ଭାରତର ସବୁଠାରୁ ବଡ ଶକ୍ତି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଦିନ ଟୟକାଥନ୍ -୨୦୨୧ର  ପ୍ରତିଯୋଗୀଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଆଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଏଥିରେ କହିଛନ୍ତି ଗତ…

sonia
ଟିକାକରଣର ଗତିକୁ ନେଇ ଚିନ୍ତା ବ୍ୟକ୍ତ କଲେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ : ଟିକାକରଣ ପାଇଁ ଚିନ୍ତାରେ ସୋନିଆ ଗାନ୍ଧୀ । ଦେଶରେ ଚାଲିଥିବା ଟିକାକରଣର ଗତିକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ।  ମହାମାରୀର ସମ୍ଭାବ୍ୟ ତୃତୀୟ ଲହରୀ ଆଶଙ୍କାକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଉପରେ ଜୋର ଦେବା…

bihar
ଟିକା ନନେଲେ ବିଧାନସଭା ଆସିବା ମନା : ସଂକ୍ରମଣକୁ ଦୃଷ୍ଟିରେ ରଖି ବାଚସ୍ପତିଙ୍କ କଠୋର ନିର୍ଦ୍ଦେଶ

ପାଟନା : ଟିକା ନେଇନଥିବା ବି‍ଧାୟକଙ୍କୁ ବିଧାନସଭାରେ ନୋ ଏଣ୍ଟ୍ରି । ସଂକ୍ରମଣ ଭୟ ଭିତରେ ଭ୍ୟାକ୍ସିନ ନେବା ବାଧ୍ୟତାମୂଳକ । କରୋନା ଟିକା ନେଇଥିବା ବିଧାୟକଙ୍କୁ ହିଁ ବିହାର ବିଧାନସଭାରେ ପ୍ରବେଶ କରିବାକୁ ଅନୁମତି ମିଳିବ । ବାଚସ୍ପତି ବିଜୟ…

delta
୮୫ ଦେଶକୁ ବ୍ୟାପିଲା ଡେଲଟା ଭାରିଏଣ୍ଟ୍  

ନୂଆଦିଲ୍ଲୀ : କରୋନାର ଦ୍ୱିତୀୟ ଲହରୀ ସାମାନ୍ୟା ଥମିଥିବା ବେଳେ  ବିପଦ ଏପର୍ଯ୍ୟନ୍ତ ଟଳିନାହିଁ । କରୋନାର ଡେଲଟା ଭାରିଏଣ୍ଟ ପୂରା ବିଶ୍ୱ ପାଇଁ ଆତଙ୍କ ସୃଷ୍ଟି କରିଛି । ଏପରିସ୍ଥଳେ ବିଶେଷଜ୍ଞ ମାନେ ତୃତୀୟ ଲହରୀ ବିଷୟରେ ବାରମ୍ବାର ଚେତାବନୀ…

corona
୨୪ ଘଣ୍ଟାରେ ଦେଶରେ ୫୪୦୬୯ ପଜିଟିଭ ଚିହ୍ନଟ, କେବଳ ୬ଟି ରାଜ୍ୟରୁ ୮୦% ସଂକ୍ରମଣ

ଆଜି ଦେଶରେ ୫୪ ହଜାର ୬୯ ପଜିଟିଭ ଚିହ୍ନଟ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩ କୋଟି ୮୨ ହଜାର ୭୭୮କୁ ବୃଦ୍ଧି ସେପଟେ ଦେଶରେ ଆଜି ୧୩୨୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୧ ହଜାର…

vande-utakal
ସ୍କୁଲ ପାଠ୍ୟକ୍ରମରେ ବନ୍ଦେ ଉତ୍କଳ ଜନନୀ : ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିଜ୍ଞପ୍ତି

ପ୍ରଥମ ଭାଷା ଓଡ଼ିଆ ପାଠ୍ୟକ୍ରମରେ ସ୍ଥାନିତ ହେଲା ବନ୍ଦେ ଉତ୍କଳ ଏ ନେଇ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବିଜ୍ଞପ୍ତି ଉଭୟ ନବମ ଓ ଦଶମରେ ଏହି ଗୀତ ପଢ଼ାଯିବ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଏହି ଗୀତ ଲେଖିଛନ୍ତି ବନ୍ଦେ ଉତ୍କଳ…

7
କମାଲ କଲେ ଗ୍ରାମବାସୀ : କରୋନାର ଦ୍ୱିତୀୟ ଲହରୀରେ ମଧ୍ୟ ଗୋଟିଏ କେସ୍ ନାହିଁ

ବେଙ୍ଗାଲୁରୁ : କରୋନା ମୁକ୍ତ ଗାଁ । ଗାଁକୁ ପଶି ପାରିଲାନି ଅଦୃଶ୍ୟ ଭାଇରସ୍ । କର୍ଣ୍ଣାଟକର ଧାରବାଡ଼ ଜିଲ୍ଲାର ଏକ ଗାଁରେ ଏବେ ସୁଦ୍ଧା ଜଣେ ବି କରୋନା ସଂକ୍ରମିତ ଚିହ୍ନଟ ହୋଇନାହାନ୍ତି । ସଚେତନତା ପାଇଁ ଅଲ୍ଲାପୁର ଗାଁକୁ…

penthapara
ଏବେ ବି ଅଧପାନ୍ତରିଆ ପେଣ୍ଠପଡ଼ା କଲ୍ୟାଣ ମଣ୍ଡପ : ତଦନ୍ତ ସହ ପଦକ୍ଷେପ ପାଇଁ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ

କେବେ ଶେଷ ହେବ ପେଣ୍ଠପଡ଼ା କଲ୍ୟାଣ ମଣ୍ଡପ କାମ ? ୱାର୍କଅର୍ଡର ଅବଧି ସରି ବିତିଲାଣି ୫ ବର୍ଷ, ସରୁନି କାମ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ବି ଅବମାନନା ଅଭିଯୋଗ ସତ୍ୟବାଦୀ : ଦୀର୍ଘ ୫ବର୍ଷ ହେଲାଣି ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ…

golak mohapatra
ସାର ଯୋଗାଣ ନେଇ କୃଷି ମନ୍ତ୍ରୀଙ୍କୁ ଟାର୍ଗେଟ୍ କଲା ବିଜେପି

ଭୁବନେଶ୍ୱର : ସାର ଯୋଗାଣ ନେଇ କୃଷି ମନ୍ତ୍ରୀଙ୍କୁ ରାଜ୍ୟ ବିଜେପିର ଟାର୍ଗେଟ୍ । ପ୍ରେସମିଟ୍ କରି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ମିଥ୍ୟା ତଥ୍ୟ ଦେଇ ଓଡ଼ିଶା ଲୋକଙ୍କୁ ଭ୍ରମିତ କରୁଛନ୍ତି ମନ୍ତ୍ରୀ ଅରୁଣ ସାହୁ…

police
କରୋନାରେ ରୋଜଗାର ଛଡ଼ାଇନେଲା କମ୍ପାନୀ : ରାଗରେ ଫ୍ୟାକ୍ଟ୍ରିରେ ପାଇପ୍  ବମ୍ ରଖିଦେଲେ କର୍ମଚାରୀ

ତିରୁନେଲ‍ବେଲି : କରୋନା କାଳରେ ରୋଜଗାର ଛଡ଼ାଇନେଲା କମ୍ପାନୀ । କୁନି କୁନି ପିଲାଙ୍କ ମୁହଁରେ ଆହର ଦେବା କଷ୍ଟକର ହୋଇପଡ଼ିଲା । କାକୁତିମିନତି ସତ୍ତ୍ବେ କମଚାରୀଙ୍କୁ ଛଟେଇ କରିଦେଲା କମ୍ପାନୀ । ଫଳରେ କମ୍ପାନୀ ଉପରେ ରାଗ ଶୁଝାଇବାକୁ ଯାଇ…

ସୋମାକ ଅନୁଷ୍ଠାନରୁ ସାମ୍ବାଦିକତାରେ ମାଷ୍ଟର ଡିଗ୍ରୀ ହାସଲ ପରେ ରାଜ୍ୟର ପ୍ରମୁଖ ଖବରକାଗଜ ଟିଭିରେ ଶିକ୍ଷାନବୀଶ ଭାବେ କାର୍ଯ୍ୟାରମ୍ଭ। ଏହାପରେ ଡିଜିଟାଲ ସାମ୍ବାଦିକତା ଦୁନିଆଁରେ ଦୀର୍ଘ ୪ ବର୍ଷ ଧରି ବୃତ୍ତିଗତ ଜୀବନ ଜାରି ରଖିଛନ୍ତି। ଆଞ୍ଚଳିକ ଓ ଦେଶବିଦେଶର ଖବରକୁ ସ୍ୱତନ୍ତ୍ର ଭାବେ ଉପସ୍ଥାପନ କରିବାରେ ଦକ୍ଷତା ରହିଛି।