• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

congress
ଓଡ଼ିଶାରେ କ୍ଷମତା ହାତେଇବା ଲାଗି କଂଗ୍ରେସର ରଣନୀତି ଆରମ୍ଭ

ଭୁବନେଶ୍ୱର : ଓଡ଼ିଶାରେ ଛତିଶଗଡ଼ ଫଣ୍ଡା ଆପଣେଇବାକୁ କଂଗ୍ରେସର ଷ୍ଟ୍ରାଟେଜି। କୃଷି ଋଣ ଛାଡ଼ ସାଙ୍ଗକୁ ଧାନର MSP ୨୬ ଶହ ଟଙ୍କା। ଆଉ ସୀମାବର୍ତ୍ତି ପଶ୍ଚିମ ଓଡ଼ିଶାରୁ ଦଳ ଆରମ୍ଭ କରିଛି ଏହି ଅଭିଯାନ। ତାହା ପୁଣି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ନେତୃତ୍ୱରେ। ବାଘେଲ ଆଜି...

pension
ଅସହାୟଙ୍କ ଭତ୍ତା ଟଙ୍କା ଚଳୁ କରିଦେଲେ ସରକାରୀ ବାବୁ !

ଭୁବନେଶ୍ୱର :  ଭତ୍ତା ଟଙ୍କା ଚଳୁ କରିନେଲେ ସରକାରୀ ବାବୁ। ବିଧବା, ବୃଦ୍ଧ, ଭିନ୍ନକ୍ଷମ କେହି ବି ବାଦ୍‌ ପଡିଲେନି। ଗୋଟିଏ ବର୍ଷର ହିସାବ ରାଜ୍ୟ ସରକାରଙ୍କ ସ୍ୱଚ୍ଛତାର ମୁଖା ଖୋଲିଛି। ୨୦୧୭- ୧୮ ବର୍ଷ ପାଇଁ ହୋଇଥିବା ଲୋକାଲ୍ ଫଣ୍ଡ ଅଡିଟ୍‌ର ରିପୋର୍ଟ ଉପରେ ନଜର ପକାଇଲେ...

film 2
ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ‘ପ୍ରେମରେ ରଖିଛି ଶହେରୁ ଶହେ’

କଟକ :  ସରସ୍ୱତୀ ପୂଜା ଅବରସରେ କଟକର ବୃନ୍ଦାବନ ସିନେମା ହଲ୍‌ରେ ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ପ୍ରେମରେ ରଖିଛି ଶହେରୁ ଶହେ’ ଫିଲ୍ମରେ ଓଲିଉଡ଼୍‌ ରୋମାଣ୍ଟିକ୍‌ ବୟ ଜ୍ୟୋତିଙ୍କ ଅପୋଜିଟ୍‌ରେ ନଜର ଆସିଛନ୍ତି ଚୁଲବୁଲି ନାୟିକା ରିୟା। ଭିନ୍ନ ଏକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ...

police
କମିଶନରେଟ୍‌ ପୁଲିସ୍‌ର ଆପୋଷ ଯୋଜନା କାର୍ଯ୍ୟକ୍ରମ

ଭୁବନେଶ୍ୱର : ବସ୍ତି ବାସିନ୍ଦାଙ୍କ ସହ ପୁଲିସ୍‌ର ସଂପର୍କ ଯୋଡିବାକୁ ପ୍ରୟାସ। କମିଶନରେଟ୍‌ ପୁଲିସ୍‌ ଦ୍ୱାରା ଆରମ୍ଭ ହେବାକୁ ଯାଉଛି ଆପୋଷ ଯୋଜନା କାର୍ଯ୍ୟକ୍ରମ। ଏଥିରେ ସାମିଲ ହେବେ ବସ୍ତି ଅଂଚଳରେ ରହୁଥିବା ଯୁବକ ଓ କିଶୋର। ବସ୍ତି ଅଂଚଳରେ ଅପରାଧ ରୋକିବା, ଅପରାଧୀଙ୍କ ସଂପର୍କରେ ସୂଚନା ଦେବା,...

music
ସଂଗୀତ ସନ୍ଧ୍ୟା କାର୍ଯ୍ୟକ୍ରମରେ ଉଡ଼ିଲା ଟଙ୍କା

ସୁରତ : ସୁରତର ବାରଡୋଲୀ ତହସିଲରେ ଲୋକେ ପ୍ରବଳ ଟଙ୍କା ଉଡ଼ାଇଛନ୍ତି। ଅଭ୍ୟୁଦୟ ଏଜୁକେଶନ ଏଣ୍ଡ ଚାରିଟେବଲ୍‌ ଟ୍ରଷ୍ଟ ଦ୍ୱାରା ଆୟୋଜିତ ଏକ ସଂଗୀତ ସମାରୋହ ଅବସରରେ କଣ୍ଠଶିଳ୍ପୀଙ୍କ ଗୀତରେ ଖୁସି ହୋଇ ଟଙ୍କା ବର୍ଷା କରିଛନ୍ତି ଲୋକେ। ଉପସ୍ଥିତ ଦର୍ଶକ ଓ ଶ୍ରୋତା ଲୋକ ଗାୟକ କିର୍ତ୍ତିଦାନ...

chain----2
ମାନସିକ ବିକାରଗ୍ରସ୍ତ ପୁଅକୁ ଚେନ୍‌ରେ ବାନ୍ଧିଛନ୍ତି ପରିବାର ଲୋକ

ଢେଙ୍କାନାଳ : ମାନସିକ ବିକାରଗ୍ରସ୍ତ ପୁଅକୁ ଘରେ ଚେନ୍‌ରେ ତାଲା ପକାଇ ରଖିଛନ୍ତି ପରିବାର ଲୋକ। ଢେଙ୍କାନାଳ ଜିଲ୍ଲା ସାନ୍ଦା ଶାନ୍ତିନଗର ଗାଁର ଅକ୍ଷୟ କୁମାର ପଧାନଙ୍କ ବଡ଼ ପୁଅ ଅନିଲ କୁମାର ପଧାନଙ୍କ ଗୋଡ଼ରେ ଚେନ୍‌ ବାନ୍ଧି ରଖାଯାଇଛି। ୩ ବର୍ଷ ତଳେ ଦେହ ଖରାପ ହେବାରୁ...

village2
ମୌଳିକ ଅଧିକାରରୁ ବଞ୍ଚିତ ଉଦଳା ପାଟ୍ଟଶାଣିପୁର ଗାଁ

ଉଦଳା :  ଗ୍ରାମାଞ୍ଚଳର ବିକାଶ ଲାଗି ସରକାର ଯୋଜନା ପରେ ଯୋଜନା କରୁଛନ୍ତି। ହେଲେ ଏହାର ପ୍ରକୃତ ଉପକାର ଲୋକେ ପାଉନଥିବା ଅଭିଯୋଗ ହୋଇଛି। ମୟୂରଭଞ୍ଜ ଜିଲ୍ଲା ଉଦଳାର ପାଟଶାଣୀପୁର ଗାଁରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ। ବହୁ ଅବ୍ୟବସ୍ଥା ଘେରରେ ରହିଛି ମୟୂରଭଞ୍ଜ ଜିଲ୍ଲା ଉଦଳା...

india-new zeland
ଅନ୍ତିମ ଟି-୨୦ ମ୍ୟାଚ୍‌ରେ ହାରିଲା ଭାରତ

ହାମିଲ୍‌ଟନ୍‌ : ଶେଷ ବଲ୍ ପର୍ଯ୍ୟନ୍ତ ସଂଘର୍ଷ ସତ୍ତ୍ୱେ ରୋମାଞ୍ଚକର ହାମିଲଟନ ଟି-ଟ୍ୱେଣ୍ଟିରେ ଟିମ୍ ଇଣ୍ଡିଆ ପରାସ୍ତ। ଏହି ମ୍ୟାଚ୍‌ରେ ୪ ରନ୍‌ରେ ବିଜୟୀ ହୋଇଛି ନ୍ୟୁଜିଲାଣ୍ଡ। ଏହା ସହିତ କିଓ୍ୱି ଟିମ୍ ୨-୧ରେ ଟି-ଟ୍ୱେଣ୍ଟି ସିରିଜ୍‌ ମଧ୍ୟ ଜିତି ନେଇଛି। ଆଜି ଟସ୍ ହାରିବା ପରେ ପ୍ରଥମେ...

ratha lkatha
ଆଜି ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ନୀତି

ପୁରୀ : ବସନ୍ତ ପଞ୍ଚମୀ ଅବସରରେ ଆଜି ଶ୍ରୀକ୍ଷେତ୍ରରେ ରଥକାଠ ଅନୁକୂଳ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଶ୍ରୀମନ୍ଦିର ସମ୍ମୁଖ ରଥଖଳା ପ୍ରସ୍ତୁତ ହୋଇଛି। ପରମ୍ପରା ଅନୁଯାୟୀ, ତିନି ରଥ ପାଇଁ ତିନୋଟି କାଠ ରଥଖଳାରେ ପୂଜା ହେବ। ପୁରୋହିତମାନେ ଏହି ପୂଜା କାର୍ଯ୍ୟ ସମ୍ପନ୍ନ କରିବେ। ପବିତ୍ର...

bjd
ବିଜେପିର ପ୍ରତିଶ୍ରୁତି ନୁହେଁ, ପ୍ରତାରଣା ସମାବେଶ : ବିଜେଡି

ଭୁବନେଶ୍ୱର : ବିଜେପି ଗତକାଲି କରିଥିବା ପ୍ରତିଶ୍ରୁତି ସମାବେଶକୁ କଡ଼ା ଭାଷାରେ ସମାଲୋଚନା କରିଛି ବିଜେଡି। ଏକ ସାମ୍ବାଦିକ ସମ୍ମିଳନୀରେ ବର୍ଷିଛନ୍ତି ଦଳର ରାଜ୍ୟ ସାଧାରଣ ସଂପାଦକ ସଂଜୟ ଦାସବର୍ମା। ସେ ଅଭିଯୋଗ କରିଛନ୍ତି, ବିଜେପିର ପ୍ରତିଶ୍ରୁତି ନୁହେଁ, ଏହା ପୁଣି ଥରେ ପ୍ରତାରଣା ଓ ପ୍ରହେଳିକାର ସମାବେଶ।...

loot3
ନିଜକୁ CBI କହି ସୁରକ୍ଷା ଦେବା ଆଳରେ ୭ ଭରି ଅଳଙ୍କାର ଲୁଟ୍

ବ୍ରହ୍ମପୁର : ବ୍ରହ୍ମପୁରରେ ଅଭିନବ ଉପାୟରେ ଲୁଟ୍। ନିଜକୁ ସିବିଆଇ ଅଧିକାରୀ କହି ଦମ୍ପତିଙ୍କଠାରୁ ଲୁଟିଲେ ସୁନା ଅଳଙ୍କାର। ମିଳିଥିବା ସୂଚନା ମୁତାବକ, ଭାସ୍କର ପାତ୍ର ଓ ତାଙ୍କ ପତ୍ନୀ କେ. ରାଜକୁମାରୀ ପାତ୍ର ଏକ ବାହାଘରରେ ଯୋଗ ଦେବାକୁ ଭୁବନେଶ୍ୱରରୁ ବ୍ରହ୍ମପୁର ଆସିଥିଲେ। ବୈଦ୍ୟନାଥପୁର ଥାନା ଜୟପ୍ରକାଶ...

dead
ୟୁପି ଓ ଉତ୍ତରାଖଣ୍ଡ ବିଷାକ୍ତ ମଦ ମୃତ୍ୟୁ ଘଟଣା ; ୪ ଦିନରେ ଗଲାଣି ୭୦ ଜୀବନ

ଲକ୍ଷ୍ନୌ :  ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ବିଷାକ୍ତ ମଦ ମୃତ୍ୟୁର ବିଭୀଷିକାରେ ୪ ଦିନ ଭିତରେ ମୃତ୍ୟୁ ସଂଖ୍ୟା ୭୦ରେ ପହଞ୍ଚିଲାଣି। କେବଳ ୟୁପିର ଶାହରନପୁର ଜିଲ୍ଲାରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଉତ୍ତରାଖଣ୍ଡର ରୁର୍‌କିରେ ୨୦ ଜଣଙ୍କ ଜୀବନ ଯାଇଥିବା ଜଣାପଡ଼ିଛି। ବିଷାକ୍ତ ମଦ ପିଇ...

biopics
ଛବି ସୁଧାରିବାକୁ ସିନେମା ସାହାରା

ଭୁବନେଶ୍ୱର  :  ଭୋଟରଙ୍କ ଆଗରେ ଛବି ସୁଧାରିବାକୁ ବାୟୋପିକ୍ ସାହାରା। ନିର୍ବାଚନୀ ବର୍ଷରେ ଚର୍ଚ୍ଚିତ ନେତାଙ୍କର ଗୋଟିଏ ପରେ ଗୋଟିଏ ବାୟୋପିକ୍ ଫିଲ୍ମକୁ ନେଇ ଏବେ ଏଭଳି ଚର୍ଚ୍ଚା। ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଜୀବନୀ ଉପରେ ଆଧାରିତ ଫିଲ୍ମ ‘ଦ ଆକ୍‌ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ ହଲ୍‌ରୁ...

mahanadi
ମହାନଦୀ ଜଳ ବିବାଦ : ଆପୋଷ ସମାଧାନ କରିବାକୁ ଦୁଇ ରାଜ୍ୟଙ୍କୁ ପରାମର୍ଶ

ନୂଆଦିଲ୍ଲୀ / ଭୁବନେଶ୍ୱର :  ମହାନଦୀ ଜଳ ବିବାଦରେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନକୁ ନେଇ ଆପୋଷ ସମାଧାନ କରିବାକୁ ଓଡ଼ିଶା ଏବଂ ଛତିଶଗଡ଼କୁ ପ୍ରସ୍ତାବ ଦେଇଛନ୍ତି ମହାନଦୀ ଟ୍ରିବ୍ୟୁନାଲ। ଉଭୟ ପକ୍ଷର ବୈଷୟିକ ଟିମ୍ ଏକାଠି ବସି ସମାଧାନର ବାଟ ବାହାର କରିବାକୁ ଟ୍ରିବ୍ୟୁନାଲ କହିଛନ୍ତି। ଯଦି ଏହା...

odishaAssembly
IAS ସ୍ତରରେ ବ୍ୟାପକ ଅଦଳବଦଳ

ଭୁବନେଶ୍ୱର : ୧୯ ନିର୍ବାଚନ ପୂର୍ବରୁ ରାଜ୍ୟରେ IAS ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମା ହେଲେ ଭୁବନେଶ୍ୱର ମହାନଗର ନିଗମ କମିଶନର। ବିଏମ୍‌ସି କମିଶନର ଥିବା ଶୁଭମ୍ ସାକ୍‌ସେନାଙ୍କୁ ସମ୍ବଲପୁର ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ସେହିପରି ଅନୁଗୁଳ ଜିଲ୍ଲାପାଳ ଅନୀଲ...

bjp
ଏଥର କଥାରେ ନୁହେଁ, ଲିଖିତ ପ୍ରତିଶ୍ରୁତିର ଫଣ୍ଡା

ଭୁବନେଶ୍ୱର :  ଆଉ ନେତାଙ୍କର ଖାଲି କଥା, କାମ ଦେଉନି। ମୁଖ ନିଶୃତ ପ୍ରତିଶ୍ରୁତି ଫେଲ୍ ମାରିବା ପରେ ଲୋକେ ଭରସାକୁ ନେବାକୁ ପ୍ରସ୍ତୁତ ନୁହଁନ୍ତି।  ତେଣୁ ଏଥର ନିର୍ବାନରେ ଆସିଛି ନୂଆ ଫଣ୍ଡା, ଲିଖିତ ପ୍ରତିଶ୍ରୁତିକୁ ନେଇ ରାହୁଲ ଗାନ୍ଧିଙ୍କ ଗ୍ୟାରେଣ୍ଟି କାର୍ଡ ବଣ୍ଟନ ପରେ ଏହାକୁ...

bus stand baramunda
ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଲୁଟ୍

ଭୁବନେଶ୍ୱର :  ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଲୁଟ୍। ବସ୍ ଭିତରୁ ଜଣେ ଯାତ୍ରୀଙ୍କ ପାଖରୁ ୬ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଜଣାପଡିଛି। ବସ୍ ଭିତରେ ପଶି ଟଙ୍କା ବ୍ୟାଗ୍‌ ଝାମ୍ପି ନେଇଛନ୍ତି ବାଇକ୍‌ରେ ଆସିଥିବା ଏକ ଲୁଟେରା ଗ୍ୟାଙ୍ଗ୍। କୃଷ୍ଣଚନ୍ଦ୍ର ସାହୁ ନାମକ ବ୍ୟବସାୟୀଙ୍କ ଠାରୁ ଏହି ଲୁଟ୍...

ଇଗତସ
ବଲିଉଡ୍ ମୁଭି ‘ସୋନଚିଡିୟାର’ର ସେକେଣ୍ଡ ଟ୍ରେଲର ରିଲିଜ୍

ମୁମ୍ବାଇ : ରିଲିଜ୍ ହୋଇଛି ଅପ୍‌କମିଙ୍ଗ ବଲିଉଡ୍ ମୁଭି ‘ସୋନଚିଡିୟାର’ ସେକେଣ୍ଡ ଟ୍ରେଲର। ଆସନ୍ତା ମାର୍ଚ୍ଚ ମାସ ୧ ତାରିଖରେ ଫିଲ୍ମ ରିଲିଜ୍ ହେବ। ଆଉ ଏହା ପୂର୍ବରୁ ୟୁଟୁବ୍‌ରେ ଫିଲ୍ମର ଅଫିସିଆଲ ସେକେଣ୍ଡ ଟ୍ରେଲରକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି। ଚମ୍ବଲରେ ଡକାୟତଙ୍କ କାହାଣୀକୁ ନେଇ ଫିଲ୍ମ...

rajnath
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଜନାଥଙ୍କ ପ୍ରଶଂସା

ବିହାର : ରାଫେଲ୍ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଂଗ୍ରେସ ଅଧ୍ୟକ୍ଷ ଭର୍ତ୍ସନା କରିବା ଓ ଅଭିଯୋଗ ଲଗାଇବାକୁ କଡ଼ା ଭାଷାରେ ନିନ୍ଦା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ। ବିହାରର ପାଟନାରେ ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ରାଜନାଥ କହିଛନ୍ତି ଯେ, ସେ ବର୍ଷ ବର୍ଷ ହେଲା...