ଭୁବନେଶ୍ୱର : ବଦଳିବ ଉଚ୍ଚଶିକ୍ଷାର ଢାଞ୍ଚା। ଗବେଷଣାକୁ ଦିଆଯିବ ଗୁରୁତ୍ୱ। ଶିକ୍ଷା ଭିତ୍ତିଭୂମିର ବିକାଶ ଲାଗି ଅଧିକ ପାଣ୍ଠିର ବ୍ୟବସ୍ଥା ରହିବ। ଭୁବନେଶ୍ୱରରେ ଆୟୋଜିତ ଆସୋସିଏସନ୍ ଅଫ୍ ଇଣ୍ଡିଆନ୍ ୟୁନିଭର୍ସିଟିଜ୍ର ସମ୍ମିଳନୀରେ ଯୋଗ ଦେଇ ଏହା କହିଛନ୍ତି ୟୁନିଭର୍ସିଟି ଗ୍ରାଣ୍ଟ କମିଶନ୍ଙ୍କ ସଚିବ ରଜନୀଶ୍ ଜୈନ୍। ଗ୍ଲୋବାଲ ରାଙ୍କିଙ୍ଗ୍ରେ...
ଭୁବନେଶ୍ୱର : ପରିବର୍ତ୍ତନ ହେବ କି ବିଜେଡିର ସମଦୂରତା ନୀତି ? ବଦଳୁଥିବା ରାଜନୈତିକ ହାଓ୍ୱାକୁ ଦେଖି ନୂଆ ଚକ୍କରରେ ଅଛି କି ଦଳ ? ଜାତୀୟ ଗଣମାଧ୍ୟମକୁ ଦଳର ବରିଷ୍ଠ ସାଂସଦ ତଥାଗତ ସତପଥୀ ଦେଇଥିବା ପ୍ରତିକ୍ରିୟା ପରେ ଏଭଳି ଚର୍ଚ୍ଚା ଜୋର୍ ଧରିଛି। ତଥାଗତ କହିଛନ୍ତି,...
ଭୁବନେଶ୍ୱର : ଭୁବନେଶ୍ୱରରେ ଜୟଦେବ ବିହାର ସ୍ଥିତ N-6 ସାଇପରିବାର ତରଫରୁ ବୀର ଯବାନଙ୍କ ଆତ୍ମାର ସଦ୍ଗତି ପାଇଁ ଏକ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରାଯାଇଛି। ଏହି ଶୋଭାଯାତ୍ରାରେ ମନ୍ଦିରର ଉପଦେଷ୍ଟା, ସଭାପତି ଓ ମହିଳା ସମିତି ସଭ୍ୟାଙ୍କ ସମେତ ସ୍ଥାନୀୟ ଅଂଚଳର ଅନେକ ଲୋକ ଯୋଗ ଦେଇଛନ୍ତି। ଉଲ୍ଲେଖନୀୟ...
ଭୁବନେଶ୍ୱର : ବ୍ୟବସାୟ ବନ୍ଦ ରଖି ପୁଲୱାମା ଆତଙ୍କୀ ହମଲାର ପ୍ରତିବାଦ କରିବା ସହ ସହିଦ୍ଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ବ୍ୟବସାୟୀ। ଆସନ୍ତା ୧୮ ତାରିଖରେ ସାରା ଦେଶରେ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରଖିବାକୁ ଅଖିଳ ଭାରତୀୟ ବ୍ୟବସାୟୀ ସଂଘ ଆହ୍ୱାନ ଦେଇଛି। ବନ୍ଦ ଜରିଆରେ ଆତଙ୍କବାଦୀ ଓ ପାକିସ୍ତାନ...
ବାଲୁଗାଁ : ପ୍ରେମ ଶାଶ୍ୱତ ଓ ଚିରନ୍ତନ। ପ୍ରେମର ନା ଅଛି ଭାଷା ନା ଥାଏ ସୀମା। ଦୁଇଟି ହୃଦୟ ଯୋଡ଼ିବା ପାଇଁ ବାକ୍ୟ ବିନିମୟ ଯେ ଆବଶ୍ୟକ ତାହା ନୁହେଁ, ପ୍ରେମ ପାଇଁ ହୃଦୟର ଭାଷା ହିଁ ଯଥେଷ୍ଟ। ଏମିତି ହୃଦୟର ଭାଷାକୁ ବୁଝି ଏକାଠି ହୋଇଛନ୍ତି...
ଭୁବନେଶ୍ୱର : କାନ୍ଦ ବୋବାଳିରେ ଫାଟି ପଡୁଛି ସହିଦ୍ଙ୍କ ଘର। ଝୁରୁଛି ଜନ୍ମମାଟି, ଝୁରୁଛନ୍ତି ପରିବାର ଓ ଆତ୍ମୀୟ। ସହିଦ ଯବାନ ଅମର ରହେ ଧ୍ୱନୀରେ ପ୍ରକମ୍ବିତ ହେଉଛି ପୂରା ଅଞ୍ଚଳ। କାଶ୍ମୀରରୁ ଜୟପୁର- ବିହାରରୁ ଜଗତସିଂହପୁର, ପଞ୍ଜାବରୁ ଡେରାଡୁନ ସବୁଠି ସେଇ ଗୋଟିଏ ଚିତ୍ର। ୪୦ ବୀର...
ଶ୍ରୀନଗର : ପୁଲଓ୍ୱାମା ଆକ୍ରମଣର ଛାନ୍ଭିନ୍ ଚାଲିଛି। ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି NIA ଓ NSGର ମିଳିତ ଟିମ୍। ଜୈସ୍-ଏ-ମହମ୍ମଦ ଆତଙ୍କବାଦୀ ଆଦିଲ୍ ଅହମଦ ଦର୍ କେଉଁଠୁ ବିସ୍ଫୋରକ ପାଇଲା, ତାକୁ ଆଉ କିଏ ସାହାଯ୍ୟ କରିଛି, କଡ଼ା ସୁରକ୍ଷା ସତ୍ତ୍ୱେ CRPF ଗାଡ଼ି ପାଖକୁ...
ଭୁବନେଶ୍ୱର : ଜମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଯବାନ ସହିଦ୍ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଅଛନ୍ତି। ଏଭଳି କାପୁରୁଷୋଚିତ ଆକ୍ରମଣ ଯୋଗୁ ସମଗ୍ର ଦେଶ ମର୍ମାହତ ହୋଇଛି। ଭାରତର କୋଣ ଅନୁକୋଣରେ ପାକିସ୍ତାନ ବିରୋଧରେ ନାରାବାଜି ଚାଲିଛି। ଆତଙ୍କବାଦୀଙ୍କ ହମ୍ଲାରେ ସହିଦ୍...
ଯାଜପୁର : ଯାଜପୁର ବ୍ୟାସନଗର ସହରର ପ୍ରସିଦ୍ଧ ବ୍ୟାସ ପୀଠରେ ଚାଲିଛି ବ୍ୟାସ ସରୋବର ମେଳା। ପୌର ପରିଷଦ ପକ୍ଷରୁ ପବିତ୍ର ଭୌମ ଏକାଦଶୀରୁ ଆରମ୍ଭ ହୋଇଛି ଏହି ମେଳା ଓ ମହୋତ୍ସବ। ମନ୍ଦିରରେ ୧୧ ଦିନ ଧରି ମହର୍ଷି ବ୍ୟାସଦେବ ଓ ଭକ୍ତ ରାଘବ ଜୀଉଙ୍କ ପୂଜାର୍ଚ୍ଚନା...
ଭୁବନେଶ୍ୱର : ପୁଲୱାମାରେ ସହିଦ୍ ହୋଇଥିବା ଦୁଇ ଓଡ଼ିଆ ଯବାନଙ୍କ ପରିବାର ଲାଗି ଅନୁକମ୍ପାମୂଳକ ସହାୟତା ରାଶି ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଥିଲା। ଅନ୍ୟପକ୍ଷରେ ଦୁଇ ସହିଦ୍ଙ୍କ ପିଲାମାନଙ୍କ ପାଠ ପଢ଼ା...
ଭୁବନେଶ୍ୱର : ଜମ୍ମୁ ଓ କଶ୍ମୀରର ପୁଲଓ୍ୱାମାରେ ସହିଦ୍ ହୋଇଥିବା ଦୁଇ ଓଡ଼ିଆ ଯବାନ ପ୍ରସନ୍ନ କୁମାର ସାହୁ ଓ ମନୋଜ କୁମାର ବେହେରାଙ୍କ ପାର୍ଥିବ ଶରୀର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛି। ସେମାନଙ୍କ ମରଶରୀରକୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଅଣାଯାଇଥିଲା। ସହିଦ୍ଙ୍କ ପାର୍ଥିବ ଶରୀର ବିମାନ ବନ୍ଦରରେ ପହଞ୍ଚିବା...
ଭୁବନେଶ୍ୱର : କାଶ୍ମୀରର ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କ ସମ୍ମାନରେ ଆସନ୍ତାକାଲି ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ୨ ମିନିଟ୍ର ନିରବ ପ୍ରାର୍ଥନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି। ଆସନ୍ତାକାଲି ଦିନ ୧୧ଟା ସମୟରେ ଏକକାଳୀନ ରାଜ୍ୟବ୍ୟାପୀ ଏହି ନିରବ ପ୍ରାର୍ଥନା କରାଯିବ। ପୁଲୱାମାରେ ହୋଇଥିବା...
ଭୁବନେଶ୍ୱର : ପୁଲଓ୍ୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ୍ ଯବାନଙ୍କ ଆତ୍ମାର ସଦଗତି ନିମନ୍ତେ କ୍ୟାଣ୍ଡେଲ ଶ୍ରଦ୍ଧାଞ୍ଜଳି। ଆଜି ସନ୍ଧ୍ୟାରେ ଭୁବନେଶ୍ୱର ପଟିଆ ସ୍ଥିତ ଓଟିଭି ନେଟଓ୍ୱର୍କ ମୁଖ୍ୟ କାର୍ଯ୍ୟାଳୟରେ ଓଟିଭି, ତରଙ୍ଗ, ପ୍ରାର୍ଥନା ଚ୍ୟାନେଲର ଅଧିକାରୀ ଓ କର୍ମକର୍ତ୍ତା କ୍ୟାଣ୍ଡେଲ ଜାଳି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପରେ ପାକିସ୍ତାନୀ ଆତଙ୍କବାଦୀଙ୍କ...
ଭୁବନେଶ୍ୱର: ଲଗାତର ତୃତୀୟ ଦିନ ପାଇଁ ରାଜ୍ୟ କଂଗ୍ରେସ୍ ମୁଖ୍ୟାଳୟରେ ଦଳୀୟ ତୁଙ୍ଗ ନେତା ଓ ଆଶାୟୀ ପ୍ରାର୍ଥୀଙ୍କର ଲାଗିଛି ଗହଳି ଚହଳି। ଆଉ ଏପଟେ ଜୟପୁରରେ ବି ଜୟପୁର ଓ କୋରାପୁଟ ଲାଗି ଉପଯୁକ୍ତ ପ୍ରାର୍ଥୀ ବାଛିବାକୁ ଚାଲିଛି କସରତ। ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଆଗୁଆ...
ଭୁବନେଶ୍ୱର : ଓଡ଼ିଶାରୁ ରାଜସ୍ଥାନ। ଚାଲିଛି ଯୁବତୀ ଚାଲାଣ। ସୁନ୍ଦରଗଡ଼ ଲାଠିକଟାର ନାବାଳିକା ରାଜସ୍ଥାନର ଝୁନ୍ଝୁନ୍ରୁ ଉଦ୍ଧାର ହେବା ମାମଲା ହେଉ କି ସମ୍ବଲପୁରର ଅପହୃତ ଯୁବତୀ ରାଜସ୍ଥାନରୁ ଉଦ୍ଧାର ଘଟଣା। ଏହି ଦୁଇ ଦୁଇଟି ଘଟଣା ରାଜ୍ୟରେ ଯୁବତୀ ଚାଲାଣ ରାକେଟ ସକ୍ରିୟ ଥିବା ସ୍ପଷ୍ଟ କରିଛି।...
ନୂଆଦିଲ୍ଲୀ : ଦିଲ୍ଲୀ ପାଲମ ବିମାନବନ୍ଦରରେ ସହିଦଙ୍କୁ ଦିଆଯାଇଛି ଶ୍ରଦ୍ଧାଞ୍ଜଳି। ଜମ୍ମୁ ଓ କାଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ୍ ଯବାନଙ୍କ ମର ଶରୀର ପାଲମ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କ ସମେତ ଅନ୍ୟ ନେତୃବୃନ୍ଦ ଓ ସେନା ଅଧିକାରୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପ୍ରଧାନମନ୍ତ୍ରୀ ସମସ୍ତ...
ଭୁବନେଶ୍ୱର : ମନୋଜ ୱେଡ୍ସ ଇଲି। ୨ ବର୍ଷ ତଳେ ବାଜିଥିଲା ସାହାନାଇ। ଗଢ଼ି ଉଠିଥିଲା ଉଭୟଙ୍କ ସଂସାର। କୋଳକୁ ଆସିଥିଲା କୁନି ଝିଅଟିଏ। କେତେ ସ୍ୱପ୍ନ ଆଉ କଳ୍ପନା ବି ଥିଲା ମନୋଜ ଆଉ ଇଲିଙ୍କର। ହେଲେ ଟେରରିଷ୍ଟଙ୍କ ହମ୍ଲାରେ ସବୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା। ଦେଢ଼...
ନୂଆଦିଲ୍ଲୀ : ପୁଲୱାମା ଆତ୍ମଘାତୀ ଆକ୍ରମଣକୁ ନେଇ ପୂରା ଦେଶରେ ଆକ୍ରୋଶ। ଆତଙ୍କବାଦୀ ସଂଗଠନ ଓ ସେମାନଙ୍କର ପୃଷ୍ଠପୋଷକତା କରୁଥିବା ପାକିସ୍ତାନ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଲାଗି ଏକ ହୋଇଛି ସ୍ୱର। ଗତକାଲିର ଆକ୍ରମଣରେ ସହିଦ୍ ୪୦ ଯବାନଙ୍କୁ ଶ୍ରୀନଗରରେ ଗାର୍ଡ ଅଫ୍ ଅନର ଦିଆଯିବା ସହ ମରଶରୀରକୁ ନିଜ...
ଭୁବନେଶ୍ୱର : ରାଜଧାନୀରେ ବଢୁଛି ଅପରାଧ। ସଂଗଠିତ ଅପରାଧର ଚିତ୍ର କଏଦ ହୋଇଛି ସିସିଟିଭିରେ। ଥାନାରେ ଅଭିଯୋଗ ହୋଇଛି ହେଲେ। ଦୁର୍ବୃତ୍ତଙ୍କ ଟେର ପାଉନି କମିଶନରେଟ୍ ପୁଲିସ। ଭୁବନେଶ୍ୱରର ୩ଟି ସ୍ଥାନରେ ଘଟିଥିବା ଅପରାଧର ସିସିଟିଭି ଫୁଟେଜ୍ରୁ ପୁଲିସ୍ର ନଜରକୁ ଆସିଛି କିଛି ଘଟଣା। ଜାଗମରାସ୍ଥିତ ଏକ ଟ୍ରାଭେଲ...