ଭୁବନେଶ୍ୱର( ନିରଞ୍ଜନ ରେଡ୍ଡୀ) : ବିଭିନ୍ନ ଦାବିରେ ଅସ୍ଥାୟୀ ଲଞ୍ଚ ଡ୍ରାଇଭର ଓ ଖଲାସୀ ମହାସଂଘ ତରଫରୁ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ ବାସଭବନ ଆଗରେ ଧାରଣା। ୬ ମାସିଆ ଠିକା କର୍ମଚାରୀ ପରିବର୍ତ୍ତେ ୧୨ମାସ ଚାକିରି। ଅନ୍ୟ ବିଭାଗରେ ୬ବର୍ଷ ପରେ ନିୟମିତ କଲାଭଳି ନିୟମିତ କରିବା। ନିଯୁକ୍ତି...
ଭୁବନେଶ୍ୱର ( ନିରଞ୍ଜନ ରେଡ୍ଡୀ): ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାରେ ଆରମ୍ଭ ହୋଇଯାଇଛି ଇଭିଏମ୍ ସଚେତନତା ଅଭିଯାନ। ଦ୍ୱିତୀୟ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ୧୫ଶହ ୫୫ଟି ଗାଁରେ ଇଭିଏମ୍ର ବ୍ୟବହାର ଉପରେ ଲୋକଙ୍କୁ ସଚେତନ କରାଯିବ। ଏଥିପାଇଁ ପ୍ରାୟ ୩୪ଟି ଗାଡ଼ିକୁ ଆଜି...
ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ଏକ ଭୟାବହ ଅଗ୍ନିକାଣ୍ଡ। ସେଣ୍ଟ୍ରାଲ ଦିଲ୍ଲୀର ସିଜିଓ କମ୍ପ୍ଲେକ୍ସରେ ଥିବା ପଣ୍ଡିତ ଦିନ୍ ଦୟାଲ ଅନ୍ତୋଦୟ ଭବନର ପଂଚମ ମହଲାରେ ଏହି ନିଆଁ ଲାଗିଛି। ଅଗ୍ନିକାଣ୍ଡ ଏତେ ଭୟାବହ ରହିଛି ଯେ ନିଆଁ ଲିଭାଇବା ପାଇଁ ପ୍ରାୟ ୨୫ଟି ଦମକଳ ବାହିନୀ ନିୟୋଜିତ...
ନୂଆଦିଲ୍ଲୀ ( ଶିବାନନ୍ଦ) : ମହାନଦୀ ଜଳ ବିବାଦର ଆପୋଷ ସମାଧାନ ନେଇ ଦୁଇ ରାଜ୍ୟର ଅଧିକାରୀଙ୍କ ମଧ୍ୟରେ ବସିଥିବା ଦ୍ୱିତୀୟ ବୈଠକ ବି ବିଫଳ। ଗତକାଲି ସନ୍ଧ୍ୟାରେ ଦିଲ୍ଲୀରେ ହୋଇଥିବା ବୈଠକରେ କୌଣସି ନିଷ୍କର୍ସ ବାହାରିପାରି ନ ଥିଲା। ଏ ନେଇ ସେମାନେ ଟ୍ରିବ୍ୟୁନାଲକୁ ଜଣାଇବେ। ଉଲ୍ଲେଖନୀୟ...
ଭୁବନେଶ୍ୱର : ଆସନ୍ତାକାଲି ଠାରୁ ଯୁକ୍ତଦୁଇ ପରୀକ୍ଷା ଆରମ୍ଭ। ଏଥିପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗର ପ୍ରସ୍ତୁତି। ଏବର୍ଷ ୩ ଲକ୍ଷ ୬୯ ହଜାର ୫୩୭ଜଣ ଛାତ୍ରଛାତ୍ରୀ ୧ହଜାର ୯୧ଟି ପରୀକ୍ଷା ସେଣ୍ଟରରେ ପରୀକ୍ଷା ଦେବେ। ଏଥିପାଇଁ ୨୦୨ଟି ଏଗ୍ଜାମିନେସନ ମ୍ୟାନେଜମେଣ୍ଟ ହବ୍ କରାଯାଇଛି।...
ନୂଆପଡ଼ା( ମାୟାଧର ସରାଫ୍) : ନୂଆପଡ଼ା ବିଜେଡିକୁ ଶକ୍ତ ଧକ୍କା। ବିଜେଡିରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ଜିଲ୍ଲା ସଭାପତି ପ୍ରସନ୍ନ କୁମାର ପାଢ଼ୀ ଏବଂ ତାଙ୍କ ସହ ମଧ୍ୟ ଇସ୍ତାଫା ଦେଇଛନ୍ତି ଛାତ୍ର ନେତା ହେମନ୍ତ କର ଓ ଅନ୍ୟ ବରିଷ୍ଠ ବିଜେଡି ନେତା। ବିଜେପି ରାଜ୍ୟ ସଭାପତି...
ଭୁବନେଶ୍ୱର : ରାଜଧାନୀରେ ବଧୂ ହତ୍ୟା ଅଭିଯୋଗ। ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା କରାଯାଇଥିବା କୁହାଯାଉଛି। ଭୁବନେଶ୍ୱର କେଶୁରା ସ୍ଥିତ ଆଶୁତୋଷ ନଗରରେ ଏହି ଘଟଣା ଘଟିଛି। ଗତକାଲି ଆଶୁତୋଷ ନଗର ଅଞ୍ଚଳରେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ମହିଳାଙ୍କ...
ଭୁବନେଶ୍ୱର : ଆଜି ମାଟ୍ରିକ୍ରେ ହେବ ବିଜ୍ଞାନ ବିଷୟରେ ପରୀକ୍ଷା। ମାଟ୍ରିକ୍ ପରୀକ୍ଷାରେ କେବଳ ସଂସ୍କୃତ ବିଷୟକୁ ଛାଡିଦେଲେ ଆଉ ସମସ୍ତ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ହୋଇଛି। ଏଥିରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ଅନିୟମିତତାରେ ସାମିଲ ଶିକ୍ଷକଙ୍କ ବିରୋଧରେ ଏତଲା ସହ...
ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ମନ୍ତ୍ରୀ ପରିଷଦ ବୈଠକକୁ ନେଇ ବିଜେପିର କଡ଼ା ସମାଲୋଚନା। ବିଜେଡିର ନିର୍ବାଚନୀ ପ୍ରତିଶ୍ରୁତି ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ରାଜ୍ୟ ବିଜେପି ଉପସଭାପତି ସମୀର ମହାନ୍ତି। ରାଜ୍ୟ ସରକାର ୨୦୧୪ ମସିହାରେ ଘୋଷଣା କରିଥିବା ଇସ୍ତାହାର ପୂରଣ କରିବାରେ ଫେଲ୍ ମାରିଥିବା ସେ...
ନୂଆଦିଲ୍ଲୀ : ଆଜି ଅଯୋଧ୍ୟା ଜମି ବିବାଦ ମାମଲାର ହେବ ଗୁରୁତ୍ୱପୂର୍ଣ୍ଣ ଶୁଣାଣି। ସୁପ୍ରିମ୍କୋର୍ଟରେ ଚାଲୁଥିବା ଏହି ମାମଲା ଉପରେ ଆଜି ଶୁଣାଣି ହେବ। ମଧ୍ୟସ୍ଥତା ଜରିଆରେ ହିନ୍ଦୁ ଓ ମୁସଲିମ୍ ପକ୍ଷକୁ ଆପୋଷ ବୁଝାମଣା କରିବାକୁ ନେଇ ଶୁଣାଣି କରିପାରନ୍ତି କୋର୍ଟ। ଏହି ମାମଲାରେ ଶୀଘ୍ର ଫଇସଲା...
କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): କିଛି ଦିନର ବ୍ୟବଧାନ ପରେ କେନ୍ଦ୍ରାପଡ଼ାରେ ଆଉ ଏକ ଏନ୍କାଉଣ୍ଟର୍। ଦୁର୍ଦ୍ଦାନ୍ତ ଅପରାଧୀ ତଥା ସାର୍ପ ସୁଟର୍ ବିଜୟ ନାୟକକୁ ଏନ୍କାଉଣ୍ଟର ହୋଇଛି। କେନ୍ଦ୍ରାପଡ଼ାର କଜଳ ନିକଟସ୍ଥ ଏନ୍ଏଚ୍-୫ ନିକଟରେ ହୋଇଛି ଏନ୍କାଉଣ୍ଟର। ଦୀର୍ଘ ବର୍ଷ ଧରି ନିଜ ପରିଚୟ ଲୁଚାଇ ପୁଲିସ୍କୁ ଚକ୍ମା...