• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

Pradesh Pratyush

Editor

Posts by Pradesh Pratyush

bjp35
ବିଜେପି ନେତା STFରେ ହାଜର

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟାର ଟିଟୋ ସହ ଲିଙ୍କ ଅଭିଯୋଗରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସର ସମନ ପରେ ହାଜର ହୋଇଛନ୍ତି। ପାରାଦୀପରେ ଥିବା ଟିଟୋର ପେଟ୍ରୋଲ ପମ୍ପ୍ ସହ ତାଙ୍କ ଲିଙ୍କ୍ ନେଇ ଏସ୍‌ଟିଏଫ୍‌ ଏସ୍‌ପିଙ୍କ ନେତୃତ୍ୱରେ ଏକ ଟିମ୍...

ddd
ଭାବା ଆଣବିକ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ହେଲେ ଓଡ଼ିଆ ବୈଜ୍ଞାନିକ

ନୂଆଦିଲ୍ଲୀ : ଓଡ଼ିଆ ବୈଜ୍ଞାନିକ ଡକ୍ଟର ଅଜିତ୍‌ କୁମାର ମହାନ୍ତିଙ୍କୁ ସମ୍ମାନଜନକ ଭାବା ଆଣବିକ ଗବେଷଣା କେନ୍ଦ୍ରର ନୂଆ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଡକ୍ଟର ମହାନ୍ତିଙ୍କ ନିଯୁକ୍ତି ନେଇ ନିଯୁକ୍ତ ସଂକ୍ରାନ୍ତୀୟ କ୍ୟାବିନେଟ କମିଟି ଏହି ନିଷ୍ପତ୍ତି ନେଇଛି। ଅଜିତ୍‌ ମହାନ୍ତି ତିନି ବର୍ଷ ପାଇଁ ମୁମ୍ବାଇ...

suspend
ଡାକ୍ତରଖାନାରେ ନବଜାତ ଶିଶୁ ଚୋରି ଘଟଣା : ପୁଲିସ ASI ସସ୍‌ପେଣ୍ଡ

ପାଟଣାଗଡ଼ (ବଂଶୀଧର ସେଠ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରେ ନବଜାତ ଶିଶୁ ଚୋରି ଘଟଣାରେ ପୁଲିସ ASI ସସ୍‌ପେଣ୍ଡ। ତାଙ୍କ ନାଁ ଅନାଦି ମଟାରି। ଗତକାଲି ପିଲାଚୋରି ଘଟଣାକୁ ନେଇ ପାଟଣାଗଡ଼ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ଶିଶୁର ପରିବାର ଲୋକେ ଏବଂ ଲକ୍ଷେଘର ଗଣ୍ଡ ସମାଜ।...

crocodile attack
ଗାଧୋଉଥିବା ବେଳେ କୁମ୍ଭୀର ଆକ୍ରମଣରେ ଯୁବକ ଗୁରୁତର

ପଟ୍ଟାମୁଣ୍ଡାଇ (ପ୍ରବୀର ନାୟକ) : କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଳକ୍‌ ରାଜପୁର ଗାଁ ନିକଟ ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆକ୍ରମଣରେ ଯୁବକ ଆହତ ହୋଇଛନ୍ତି। ଆହତ ଯୁବକଙ୍କ ନାଁ ଭାଗବତ ରାଉତ। ସେ ଆଜି ସକାଳେ ଘାଟରେ ଗାଧୋଉଥିଲେ। ଏହି ସମୟରେ...

medical---1
ବାର୍‌ହା ଫାଶରେ ପଡ଼ି ଜଣେ ଯୁବତୀ ମୃତ

ଉମରକୋଟ (କାର୍ତ୍ତିକ ମଲ୍ଲିକ୍‌) : ନବରଙ୍ଗପୁରର ଝରିଗାଁରେ ଅଭାବନୀୟ ଘଟଣା। ବାର୍‌ହା ଫାଶରେ ପଡି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇପଡିଛନ୍ତି। ସୂଚନା ଅନୁସାରେ, ଝରିଗାଁ ବ୍ଲକ୍‌ ନାଗଯୋଡି ଗାଁରେ ବାର୍‌ହା ମାରିବା ପାଇଁ ବିଦ୍ୟୁତ୍‌ ତାର ବିଛା ଯାଇଥିଲା। କିନ୍ତୁ ଗତକାଲି...

rahul_gandhi
ଆସନ୍ତାକାଲି ଜୟପୁର ଗସ୍ତରେ ଆସୁଛନ୍ତି ରାହୁଲ ଗାନ୍ଧି

ଜୟପୁର ( ଟି.ଗୌରୀ ଶଙ୍କର) : ଆସନ୍ତାକାଲି ଜୟପୁର ଗସ୍ତରେ ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି କୋରାପୁଟ କଂଗ୍ରେସ। ସାଧାରଣ ନିର୍ବାଚନ ପୂର୍ବରୁ ରାହୁଲଙ୍କ ଗସ୍ତକୁ ନେଇ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ସାହ ରହିଛି। ଓଡ଼ିଶାରେ ରାହୁଲ ଗାନ୍ଧି କଣ...

strike--
ଶିଶୁକୁ ଉଦ୍ଧାର ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

ପାଟଣାଗଡ଼ (ବଂଶୀଧର ସେଠ୍‌) : ବଲାଙ୍ଗିର ପାଟଣାଗଡ଼ ଡାକ୍ତରଖାନାରେ ନବଜାତ ଶିଶୁ ଚୋରି ଘଟଣାରେ ତେଜୁଛି ଅସନ୍ତୋଷ। ଦୀର୍ଘ ୧୦ ଘଣ୍ଟା ଧରି ରାସ୍ତା ଅବରୋଧ ପରେ ହଟିଲା ଆନ୍ଦୋଳନ। ଚୋରି ହୋଇଥିବା ଶିଶୁକୁ ଉଦ୍ଧାର ସହ ଶିଶୁର ବାପାଙ୍କୁ ମାଡ଼ ମାରିଥିବା ପୁଲିସ କର୍ମଚାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ...

+2---
ଆଜିଠୁ ଆରମ୍ଭ ହେଉଛି +୨ ପରୀକ୍ଷା

ଭୁବନେଶ୍ୱର : ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ୨ ପରୀକ୍ଷା। ପ୍ରଥମ ଦିନରେ ମାତୃଭାଷା ବିଷୟରେ ପରୀକ୍ଷା ଦେବେ ବିଜ୍ଞାନ ଓ ବାଣିଜ୍ୟ ଛାତ୍ରଛାତ୍ରୀ। ରାଜ୍ୟରେ ୩ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ ପରୀକ୍ଷା ଦେବେ।  ଏଥିପାଇଁ ୧ହଜାର ୯୧ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସକାଳ ୯ଟା ୩୦ରେ...

medical
ପାଟଣାଗଡ଼ ମେଡିକାଲରୁ ନବଜାତ ଶିଶୁପୁତ୍ର ଚୋରି ଅଭିଯୋଗ

ପାଟଣାଗଡ଼(ବଂଶୀଧର ସେଠ୍‌)  : ପୁଣି ଶିଶୁ ଚୋରି ଅଭିଯୋଗ। ଆଖି ସାମନାରେ ମେଡିକାଲରୁ ନବଜାତ ଶିଶୁପୁତ୍ରକୁ ନେଇ ପଳାଇଲା ମହିଳା। ଏଭଳି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ମେଡିକାଲରୁ। ଗତ ରବିବାର ତେଲେନପାଲି ଗାଁର ଜୟନ୍ତୀ ତାଣ୍ଡିଙ୍କ ମେଡିକାଲରେ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ତେବେ ଆଜି...

supreme
ଅଯୋଧ୍ୟା ବିବାଦ ମାମଲା : ରାୟ ସଂରକ୍ଷିତ ରଖିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ : ଅଯୋଧ୍ୟା ବିବାଦର ସମାଧାନ ପାଇଁ କୋର୍ଟଙ୍କ ଦ୍ୱାରା ମଧ୍ୟସ୍ଥି ନିଯୁକ୍ତ କରାଯିବ କି ନାହିଁ ସେ ସଂପର୍କିତ ଶୁଣାଣି ପରେ ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ। ସେହପରି ଯଦି ଆଲୋଚନା ପାଇଁ ମଧ୍ୟସ୍ଥି ନିଯୁକ୍ତ କରାଯାଏ, ଆପୋଷ ବୁଝାମଣାକୁ କୋର୍ଟ ନିଜେ ତତ୍ତ୍ୱାବଧାନ କରିବେ କି...

cctv.JPG8
+୨ ପରୀକ୍ଷା କେନ୍ଦ୍ରରୁ ସିସିଟିଭି ଗାଏବ

ବ୍ରହ୍ମଗିରି (ରବି ନାରାୟଣ ପୂଜାରୀ): ଆସନ୍ତାକାଲି ଠାରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ। ହେଲେ ଏପଟେ ପରୀକ୍ଷା ହଲ୍‌ରୁ ଗାଏବ୍‌ ହେଲାଣି ସିସିଟିଭି। ଏମିତି ଏକ ଖବର ଆସିଛି ପୁରୀ ଜିଲ୍ଲା ସାତପଡ଼ାରୁ। ମିଳିଥିବା ସୂଚନା ଅନୁସାରେ, ପୁରୀ ଜିଲ୍ଲା ସାତପଡ଼ାର ଏକ +୨ ପରୀକ୍ଷା କେନ୍ଦ୍ରରୁ...

bikram burma
‘ମାହାଙ୍ଗାରେ ପିସି ନଦେଲେ କାମ ହେଉନି’ : ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା

ସାଲେପୁର ( ମନୋଜ ଆଚାର୍ଯ୍ୟ):  ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ପିସି ନେଉଛନ୍ତି। ମାହାଙ୍ଗାରେ ପିସି ନଦେଲେ କାମ ହେଉନି। ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି ମାହାଙ୍ଗାର ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା। ଗତକାଲି ସାମ୍ବାଦିକମାନଙ୍କ ସହ କଥା ହେବା ବେଳେ...